ପାଣିରେ ପଡ଼ିଯାଇଥିଲା ଆଇଫୋନ୍, ବର୍ଷକ ପରେ ପାଇଲେ ଯୁବକ; ତଥାପି ଠିକ୍ ଅଛି
ବର୍ତ୍ତମାନ ସମୟରେ ଆଇଫୋନ୍ର ଖୁବ୍ ଚାହିଦା ରହିଛି। ବିଶେଷକରି ଯୁବପିଢ଼ି ଏହି ଫୋନ୍ ପାଇଁ ପାଗଳପ୍ରାୟ। ଏପରିକି କିଛି ଯୁବକ କିଡ୍ନୀ ବିକି ଆଇଫୋନ କିଣିଥିବା ଖବର ବି ଶୁଣିବାକୁ ମିଳିଛି। ଯଦି କାହା ଆଇଫୋନ୍ ହଜିଯାଏ ତେବେ କେତେ ଦୁଃଖ…
ସ୍ବଭାବରେ ଏଭଳି ହୋଇଥାନ୍ତି ‘ଏସ୍’ ନାମଧାରୀ ବ୍ୟକ୍ତି; ଜାଣିଲେ…
ନାମର ପ୍ରଥମ ଅକ୍ଷର ବ୍ୟକ୍ତିର ପ୍ରକୃତି ଏବଂ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇଥାଏ। କିଛି ଅକ୍ଷର ଏପରି ଥାଏ, ଆମ ଆଖପାଖରେ ଅନେକ ନାମ ସେଭଳି ଶୁଣାଯାଏ, କିନ୍ତୁ କିଛି ଅକ୍ଷର ଏପରି ଥାଏ ଯାହା ବହୁତ କମ ଶୁଣାଯାଏ। ଯଦି…
ସ୍କୁଲ ପାଠ୍ୟକ୍ରମରେ କପିଲ ଶର୍ମାଙ୍କ ବିଷୟ, ପଢ଼ିବେ ଏହି ଶ୍ରେଣୀର ପିଲା
ମୁମ୍ବାଇ: କମେଡି କିଙ୍ଗ୍ କପିଲ ଶର୍ମାଙ୍କୁ ଛୋଟଠୁ ବଡ଼ ଯାଏ ସମସ୍ତେ ଜାଣିଛନ୍ତି। ଏକ କମେଡି ଶୋ’ରୁ ସେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ। ଆଜି ସେ ଜଣେ ବଡ଼ ଷ୍ଟାର। ସେ ‘ଦ କପିଲ ଶର୍ମା ଶୋ’ ମାଧ୍ୟମରେ ଚର୍ଚ୍ଚାକୁ…
ଆଖିବୁଜିଲେ ଏହି ପ୍ରସିଦ୍ଧ ଅଭିନେତା: କରୋନାରେ ଥିଲେ ଆକ୍ରାନ୍ତ
ଲୋକପ୍ରିୟ ଅଭିନେତା ସତୀଶ କୌଲଙ୍କର ଶନିବାର ପରଲୋକ ଘଟିଛି। ସେ ବି. ଆର୍ ଚୋପ୍ରାଙ୍କ ‘ମହାଭାରତ’ରେ ଇନ୍ଦ୍ର ଚରିତ୍ରରେ ଅଭିନୟ କରି ଘରେ ଘରେ ପରିଚିତ ହୋଇପାରିଥିଲେ। ତାଙ୍କର ମୃତ୍ୟୁ ଘଟିଥିବା ନେଇ ବଲିଉଡ୍ ପ୍ରଯୋଜକ ଅଶୋକ ପଣ୍ଡିତ ଟୁଇଟ୍ କରି…
ଆଇପିଏଲ୍ ଇତିହାସରେ ପ୍ରଥମ: ମୁମ୍ବାଇ ବିପକ୍ଷରେ ଏଭଳି ରେକର୍ଡ କରି ଚମକାଇଲେ ଆର୍ସିବିର ଏହି ବୋଲର୍
ନୂଆଦିଲ୍ଲୀ,୧୦।୪: ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ଟି୨୦ ଟୁର୍ନାମେଣ୍ଟ ଆଇପିଏଲ୍-୨୦୨୧। ଶୁକ୍ରବାର ଚେନ୍ନାଇ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ପ୍ରଥମ ଲଢ଼େଇ ରୋମାଞ୍ଚର ରହିଥିଲା। ଏଥିରେ ବାଜି ମାରିଥିଲା ଅଧିନାୟକ ବିରାଟ କୋହଲିଙ୍କ ଟିମ୍। ଟସ୍…
କ୍ୟାଟ୍ରିନାଙ୍କ ସହ କଥା ହୋଇଥିବା ୨ ମିନିଟ ବିରାଟଙ୍କ ପାଇଁ ସବୁଠୁ ବଡ଼ ମୁହୂର୍ତ୍ତ
ବଲିଉଡ୍ର ସଫଳ ଏବଂ ସୁନ୍ଦର ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ କ୍ୟାଟ୍ରିନା କୈଫ୍। ଲୋକଙ୍କୁ ପ୍ରେରଣା ଦେବା ପାଇଁ ସେ କୌଣସି ସୁଯୋଗକୁ ହାତଛଡ଼ା କରନ୍ତି ନାହିଁ। ଇଣ୍ଡଷ୍ଟ୍ରିରେ ଏମିତି ଅନେକ ତାରକା ରହିଛନ୍ତି, ଯେଉଁମାନେ କ୍ୟାଟ୍ଙ୍କ କଠିନ ପରିଶ୍ରମରେ ପ୍ରଭାବିତ ହୋଇ…
କରୋନା ରୋଗୀଙ୍କ ହାତ ଉପରେ ଭଗବାନଙ୍କ ହାତ, ଭାଇରାଲ ହେଉଛି ଫଟୋ
କରୋନା ଭାଇରସ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ବର୍ଷେ ହେଲାଣି ଲୋକେ ଏହି ଭୂତାଣୁକୁ ଡରି ମରି ବଞ୍ଚୁଛନ୍ତି। ବର୍ତ୍ତମାନ ଜଣେ ରୋଗୀଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଏମିତି…
ଚାମ୍ପିୟନଶିପ୍ ଜିତିବା ମହତ୍ୱପୂର୍ଣ୍ଣ, ପ୍ରଥମ ମ୍ୟାଚ୍ ଜିତିବା ନୁହେଁ: ରୋହିତ ଶର୍ମା
ନୂଆଦିଲ୍ଲୀ,୧୦।୪: ନବମ ଥର ପାଇଁ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ରେ ନିଜର ପ୍ରଥମ ମ୍ୟାଚ୍ ଜିତିପାରିନାହିଁ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍ଆଇ)। ଶୁକ୍ରବାର ଖେଳାଯାଇଥିବା ଆର୍ସିବି ବିପକ୍ଷ ପ୍ରଥମ ମ୍ୟାଚ୍ରେ ଦଳ ୨ ଉଇକେଟରେ ପରାଜିତ ହୋଇଛି। ହେଲେ ଏଥିଯୋଗୁ ନିରାଶ ହୋଇ ନ ଥିବା…
ଦିଗପହଣ୍ଡି କୋର୍ଟରେ ଜାତୀୟ ଲୋକ ଅଦାଲତ: ୨୫ ମାମଲାର ହେଲା ଫଇସଲା
ଦିଗପହଣ୍ଡି,୧୦।୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି କୋର୍ଟ ପରିସରରେ ଶନିବାର ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡିସ୍ଥିତ ପ୍ରଥମ ଶ୍ରେଣୀ ଅଦାଲତର ମାଜିଷ୍ଟ୍ରେଟ ସଞ୍ଜୟ କୁମାର ଶୁଭବ୍ରତ ଆଚାର୍ଯ୍ୟ ୬ଟି ଦେୱାନି ମାମଲା ଏବଂ ୧୯ଟି ଫୌଜଦାରୀ ମାମଲାର ଚୂଡାନ୍ତ ଫଇସଲା…
ସିଲ୍ ହେଲା ଆଉ ୨ ସିନେମା ହଲ୍
ପାରଳାଖେମୁଣ୍ଡି, ୧୦।୪(ଡି.ଏନ୍.ଏ.): ଗଜପତି ଜିଲା ପାରଳାଖେମୁଣ୍ଡିର ୨ଟି ସିନେମା ହଲ୍କୁ ଶନିବାର ସିଲ୍ କରିଛି ପ୍ରଶାସନ। ଜୟ ମା’ ଓ ଲକ୍ଷ୍ମୀ ସିନେମା ହଲ୍କୁ ଅନିର୍ଦ୍ଦିିଷ୍ଟ କାଳ ଯାଏ ସିଲ୍ କରାଯାଇଛି। କୋଭିଡ୍ ଗାଇଡ୍ଲାଇନ ଉଲ୍ଲଂଘନ ଅଭିଯୋଗରେ ଏପରି କରାଯାଇଥିବା ଜଣାପଡ଼ିଛି।…
ମୋତେ ବାହା ନ ହେଲେ ପାଣି ଟାଙ୍କି ଉପରୁ ଡେଇଁ ପଡ଼ିବି
ପାଟଣା,୧୦।୪: ପ୍ରେମିକାଙ୍କୁ ପାଇବା ପାଇଁ ଜଣେ ପ୍ରେମିକ ଶୋଲେ ଫିଲ୍ମ ପରି ଅଭିନୟ କରିଛନ୍ତି। ଫିଲ୍ମ ଶୋଲେରେ ବାସନ୍ତୀଙ୍କ ପ୍ରେମ ପାଇଁ ଯେମିତି ବୀରୁ ପାଣି ଟାଙ୍କି ଉପରେ ଚଢ଼ି ଆତ୍ମହତ୍ୟା କରିବାକୁ କହିଥିଲେ ଠିକ୍ ସେମିତି ବିହାରର ଜଣେ ଯୁବକ…
ପୁଅର ଏହି କାମରେ ବିରକ୍ତ ହେଲେ ମୀରା ରାଜପୁତ
ଶାହିଦ କୁପରଙ୍କ ସ୍ତ୍ରୀ ମୀରା ରାଜପୁତ ପ୍ରଶଂସକଙ୍କ ସହ ସବୁବେଳେ ସମ୍ପର୍କରେ ରହିଥାନ୍ତି। ଏବେ ସେ ଏକ ଭିଡିଓ ଶେୟାର କରି ପ୍ରଶଂସକଙ୍କୁ ପ୍ରଶ୍ନ କରିଛନ୍ତି ଯେ, ଜଣେ ମା’ ରୂପେ ଆପଣମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ନା ନାହିଁ?…
Archives


