ଚାହୁଁ ଚାହୁଁ ଆଁ କରି ପାରାକୁ ଭିଡିନେଲା କଇଁଛ, ଭିଡିଓ ଭାଇରାଲ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ…
ନିଜ ଫିଲ୍ମରେ ବିଗ୍ ବିଙ୍କ ସିନ୍ କାଟି ଦେଇଥିଲେ ଏହି ଅଭିନେତା, ପରେ ଅମିତାଭ କରିଥିଲେ ଏମିତି
ବଲିଉଡର ଭେଟେରାନ ଅଭିନେତା ଶଶି କପୁରଙ୍କୁ ଦୁନିଆରୁ ବିଦାୟ ନେବାର ଅନେକ ବର୍ଷ ହୋଇଗଲାଣି। ମାତ୍ର ତାଙ୍କ ସହ ଜଡିତ କିଛି କାହାଣୀ ପ୍ରାୟତଃ ମନେ ପଡ଼ିଥାଏ । ସେ ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି। ଶଶି ବିଗ୍ବି ଅମିତାଭଙ୍କ…
ଆମେ ଫିଙ୍ଗୁଥିବା ପୋଷାକକୁ ଆମେରିକାରେ କରାଯାଉଛି ବିକ୍ରି: ଅର୍ଚ୍ଚନା
ବଲିଉଡ୍ ଅଭିନେତ୍ରୀ ତଥା ‘ଦ କପିଲ ଶର୍ମା’ ଶୋ’ ଜଜ୍ ଅର୍ଚ୍ଚନା ପୁରୁଣ ସିଂହ ଏବେ ପରିବାର ସହ ଆମେରିକାରେ ଛୁଟିି କାଟୁଛନ୍ତି। ଏହି ସମୟର ଫଟୋ ଏବଂ ଭିଡିଓ ସେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ନ୍ୟୁୟର୍କ ରାସ୍ତା କଡରୁ…
ପାହାଡ଼ ଚଢ଼ିବାକୁ ଉଲଗ୍ନ ହେଲେ ଯୁବତୀ, କହିଲେ ଆଶ୍ଚର୍ଯ୍ୟକର କଥା
ପର୍ବତ ଏବଂ ପାହାଡ଼ ଚଢ଼ିବା ଲୋକଙ୍କର ଏକ ନିଶା ହୋଇଥାଏ। ମାତ୍ର ଜଣେ ଯୁବତୀ ଏମିତି ପାହାଡ଼ ଚଢ଼ିବାରେ ସଉକ ରଖିଛନ୍ତି ଯାହା ଜାଣିଲେ ଆଶ୍ଚର୍ଯ୍ୟ ଲାଗେ। ଏବେ ଏମିତି ଜଣେ ଯୁବତୀଙ୍କ ଫଟୋ ଭାଇରାଲ ହେଉଛି। ପରେ ଯୁବତୀ କହିଛନ୍ତି…
ଏଠାରେ ଲୋକେ ଜାରି କଲେ ୨ ଦିନିଆ ଲକ୍ଡାଉନ୍…
ଦାମୋହ,୧୨।୪: ମଧ୍ୟପ୍ରଦେଶରେ କରୋନା ସଂକ୍ରମଣ ବଢ଼ି ଚାଲିଛି। ପ୍ରତି ଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ରାଜ୍ୟର କେତେକ ଅଞ୍ଚଳରେ ଓ୍ବିକ୍ଏଣ୍ଡ୍ ଲକ୍ଡାଉନ୍ ଘୋଷଣା କରିଛନ୍ତି। ତେବେ ଦାମୋହ ଜିଲାରେ ଉପନିର୍ବାଚନ ଥିବାରୁ ରାଜ୍ୟ…
ଇସ୍ତଫା ଦେଲେ ଦୀପିକା ପାଦୁକୋନ: ଲେଖିଲେ…
୨୦୧୯ରେ ମାମି (ଏମ୍ଏଏମ୍ଆଇ) ଫିଲ୍ମ ମହୋତ୍ସବର ଏକ ବୈଠକ ପରେ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ସର୍ବସମ୍ମତିକ୍ରମେ ସଂଗଠନର ନୂତନ ଅଧ୍ୟକ୍ଷ ଭାବେ ଭୋଟ୍ ପାଇଥିଲେ। ଦୀପିକା କିରଣ ରାଓଙ୍କ ସ୍ଥାନ ନେଇଥିଲେ। କିନ୍ତୁ ବର୍ତ୍ତମାନ ଯାହା ଶୁଣିବାକୁ ମିଳୁଛି, ଦୀପିକା…
କରିସ୍ମାଙ୍କ ଭଳି ଦେଖାଯାଉଥିବା ଏହି ଯୁବତୀ ଜଣକ କିଏ ଜାଣିଛନ୍ତି କି?
ଇସ୍ଲାମାବାଦ୍,୧୨।୪: ଏକାଭଳି ମୁହଁ ଦେଖାଯାଉଥିବା ଲୋକଙ୍କ କଥା ପ୍ରାୟ ଚର୍ଚ୍ଚାରେ ରହିଥାଏ। ସାରା ଦେଶରେ ଏଭଳି କେତେଜଣ ବ୍ୟକ୍ତି ମଧ୍ୟ ଅଛନ୍ତି ଯେଉଁମାନଙ୍କ ଚେହେରା ସମ୍ପୂର୍ଣ୍ଣ ସମାନ। ଦେଖିବାକୁ ଏକଦମ୍ ଯାଅଁାଳା ଭଳି। ହେଲେ ଯଦି କୌଣସି ବ୍ୟକ୍ତିଙ୍କ ଚେହେରା ସେଲିବ୍ରିଟିଙ୍କ…
୧୪ ଏପ୍ରିଲରୁ ୨୦ ପର୍ଯ୍ୟନ୍ତ ବନ୍ଦ ରହିବ ଏହି ଦେଶର ଅନ୍ତର୍ଜାତୀୟ ବିମାନ ଉଡ଼ାଣ
ଢାକା,୧୨।୪: ବାଂଲାଦେଶରେ କରୋନା ଭାଇରସର ଦ୍ୱିତୀୟ ଲହର ଚାଲିଛି। ଏହି ସଙ୍କଟ ସମୟରେ ବାଂଲାଦେଶ ସରକାର ଗୋଟିଏ ସପ୍ତାହ ପାଇଁ ଦେଶବ୍ୟାପୀ ଲକ୍ଡାଉନ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏବେ ବାଂଲାଦେଶରେ ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ବନ୍ଦ କରିଦେଇଛନ୍ତି। ବାଂଲାଦେଶରେ ୧୪ ଏପ୍ରିଲରୁ…
ଆଖଡା ପରିଷଦର ଅଧ୍ୟକ୍ଷ କରୋନା ପଜିଟିଭ୍
ହରିଦ୍ୱାର,୧୨।୪: ସୋମବତୀ ଅମାବାସ୍ୟାରେ ଉତ୍ତରାଖଣ୍ଡର ହରିଦ୍ୱାରରେ ମହାକୁମ୍ଭ ମେଳାର ସାହି ସ୍ନାନ ଆୟୋଜିତ ହୋଇଛି। ହେଲେ ଏହି କାର୍ଯ୍ୟକ୍ରମ ପୂର୍ବରୁ ସାଧୁସନ୍ଥଙ୍କ ସଂସ୍ଥା ଅଖିଳ ଭାରତୀୟ ଆଖଡା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ସହ ଅଧାରୁ ଅଧିକ ସନ୍ଥ ଏବେ…
ପିପିଲିରେ ପୋଲିସ ଡିଜି ଅଭୟ: କରୁଛନ୍ତି ସ୍ଥିତି ସମୀକ୍ଷା
ଭୁବନେଶ୍ୱର, ୧୨।୪(ବ୍ୟୁରୋ): ପିପିଲି ନିର୍ବାଚନ ପ୍ରଚାର ଯେତିକି ଉଷ୍ମ ହେଉଛି, ନିର୍ବାଚନୀ ହିଂସା ନେଇ ସେତିକି ଖବର ଆସିବାରେ ଲାଗିଛି । ଏହାରି ଭିତରେ ସୋମବାର ପିପିଲିରେ ପହଞ୍ଚିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ। ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଓ ଏଡିଜି ଆଇନ…
ସମସ୍ତ ନାଗରିକଙ୍କୁ ଟିକା ମିଳିବା ଉଚିତ୍: ରାହୁଲ
ନୂଆଦିଲ୍ଲୀ,୧୨।୪: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ପୁଣି ମୋଦିି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଦେଶରେ କରୋନା ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରି ରାହୁଲ କହିଛନ୍ତି, ନିରାପଦ ଜୀବନଯାପନ ପ୍ରତ୍ୟେକ ନାଗରିକଙ୍କ ଅଧିକାର। ସମସ୍ତ ନାଗରିକଙ୍କୁ ଟିକା ମିଳିବା ଉଚିତ୍।…
ଗୋଟିଏ ଶୋ’ ପାଇଁ ଏତିକି ଟଙ୍କା ନିଅନ୍ତି କପିଲ ଶର୍ମା, ସହ-କଳାକାର
ମୁମ୍ବାଇ: ସୋନି ଟିଭିରେ ପ୍ରସାରିତ ହେଉଥିବା କପିଲ ଶର୍ମାଙ୍କ ଶୋ’ ଟେଲିଭିଜନ ଦୁନିଆରେ ସବୁଠୁ ପ୍ରିୟ କମେଡି ଶୋ’ ମଧ୍ୟରୁ ଗୋଟିଏ। ଏହି ଶୋ’ କେବଳ ଦେଶ ନୁହେଁ, ବିଦେଶରେ ମଧ୍ୟ ଲୋକେ ଦେଖିବାକୁ ପସନ୍ଦ କରନ୍ତି। ଶୋ’ରେ ବଡ଼ ବଡ଼…
Archives


