ପ୍ରଭୁ ଆୟପ୍ପାଙ୍କୁ ଦର୍ଶନ କଲେ ରାଜ୍ୟପାଳ ଆରିଫ୍ ମହମ୍ମଦ
ଥିରୁଭାନନ୍ତପୁରମ୍,୧୨।୪: କେରଳ ରାଜ୍ୟପାଳ ଆରିଫ୍ ମହମ୍ମଦ ଖାଁ ସାବରିମାଳାରେ ପହଞ୍ଚି ବୈଦିକ ମନ୍ତ୍ରୋଚାରଣ ମଧ୍ୟରେ ପ୍ରଭୁ ଆୟପ୍ପାଙ୍କୁ ଦର୍ଶନ କରିଛନ୍ତି। ରବିବାର ସନ୍ଧ୍ୟାରେ ସାନ ପୁଅ କବିର ମହମ୍ମଦ ଖାଁଙ୍କ ସହିତ ରାଜ୍ୟପାଳ ପ୍ରଭୁଙ୍କ ଦର୍ଶନ କରିବା ପରେ ଅନ୍ୟ କାର୍ଯ୍ୟକ୍ରମରେ…
ଆଇପିଏଲ୍ ଇତିହାସରେ ପ୍ରଥମ ଖେଳାଳି ଭାବେ ଧାଓ୍ବନ କଲେ ଏମିତି କାମ
ମୁମ୍ବାଇ,୧୨।୪: ଦିଲ୍ଲୀ କ୍ୟାପିଟାଲ୍ସ ଓପନର୍ ଶିଖର ଧାୱନ ଆଇପିଏଲ ୨୦୨୧ର ପ୍ରଥମ ମ୍ୟାଚ୍ରେ ଚମତ୍କାର ବ୍ୟାଟିଂ କରିଛନ୍ତି। ବାମହାତୀ ବ୍ୟାଟ୍ସମ୍ୟାନ ଧାୱନ ପୁଣି ଥରେ ଚେନ୍ନାଇ ବିପକ୍ଷରେ ନିଜର ଅର୍ଦ୍ଧଶତକ ହାସଲ କରିଛନ୍ତି। ମୁମ୍ବାଇର ୱାଙ୍ଖେଡେ ଠାରେ ଖେଳାଯାଇଥିବା ମ୍ୟାଚରେ ସେ…
ଜିରୋ ବାଲାନ୍ସ ଆକାଉଣ୍ଟରୁ ୩୦୦ କୋଟି ଆଦାୟ
ନୂଆଦିଲ୍ଲୀ,୧୨।୪: ଜିରୋ ବାଲାନ୍ସ କିମ୍ବା ବେସିକ ସେଭିଂ ବ୍ୟାଙ୍କ ଡିପୋଜିଟ୍ ଆକାଉଣ୍ଟ (ବିଏସ୍ବିଡିଏ)ରେ କିଛି ସେବା ଯୋଗାଣ ଲାଗି ବ୍ୟାଙ୍କଗୁଡିକ ସାଧାରଣ ଲୋକଙ୍କଠାରୁ ଅତ୍ୟଧିକ ପରିପାଣର ଚାର୍ଜ ଲାଗୁ କରୁଥିବା ଆଇଆଇଟି ବମ୍ବେ ପକ୍ଷରୁ ହୋଇଥିବା ଏକ ଅଧ୍ୟୟନରୁ ସାମ୍ନାକୁ ଆସିଛି। ଦେଶର…
ଆଇପିଏଲ୍ର ମିଷ୍ଟ୍ରି ଗର୍ଲ: ଉଇକେଟ୍ ଗଲା ପରେ ଖୁସିରେ ଝୁମି ଉଠିଲେ
ମୁମ୍ବାଇ,୧୧।୪: ଆଇପିଏଲ ୨୦୨୧ର ତୃତୀୟ ମ୍ୟାଚ କୋଲକାତା ନାଇଟ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚ୍ରେ କେକେଆର୍ ୧୦ ରନ୍ରେ ହାଇଦ୍ରାବାଦ୍କୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା କେକେଆର୍ ଦଳ ୨୦ ଓଭରରେ ୧୮୭…
ନୟାଗଡ଼ ଟାଉନ ଷ୍ଟେଶନରେ ବ୍ୟାପକ ପୋଡ଼ାଜଳା: ଷ୍ଟେଶନ ମ୍ୟାନେଜର ଆହତ, ୨ ଅଟକ
ନୟାଗଡ଼ ଅଫିସ,୧୨।୪: ଟାଉନ ଷ୍ଟେଶନରେ ରବିବାର ରାତିରେ ବ୍ୟାପକ ପୋଡ଼ାଜଳା ଓ ଭଙ୍ଗାରୁଜା ହୋଇଛି। ଦୁର୍ବୃତ୍ତଙ୍କ ଆକ୍ରମଣରେ ଷ୍ଟେଶନ ମ୍ୟାନେଜର ଏବଂ ଅନ୍ୟ ଜଣେ କର୍ମଚାରୀ ଆହତ ହୋଇଛନ୍ତି। ଜଣେ ଅଟକ ଅଛନ୍ତି। ଗତକାଲି ରାତିରେ ୧୧ଜଣ ଦୁର୍ବୃତ୍ତ ଟାଉନ ଷ୍ଟେଶନ…
କୁଚ୍ବିହାର କାଣ୍ଡ ପ୍ରାୟୋଜିତ ଗଣହତ୍ୟା: ମମତା
ସିଲିଗୁଡ଼ି/କୋଲକାତା, ୧୨।୪: କୁଚ୍ବିହାର ଗୁଳିକାଣ୍ଡ ଉଦ୍ଦେଶ୍ୟମୂଳକ ହତ୍ୟାକାଣ୍ଡ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରବିବାର କହିଛନ୍ତି। ନିର୍ବାଚନ କମିଶନ ସତ୍ୟକୁ ଚାପି ଦେଇଥିବା ଅଭିଯୋଗ କରି ସେ ଏହାର କଡ଼ା ସମାଲୋଚନା କରିଛନ୍ତି। ମତଦାନ ବେଳେ ଧାଡ଼ିରେ ଛିଡ଼ା ହୋଇଥିବା…
ୟୁଏଇ ହେଲିକପ୍ଟରର ଜରୁରୀ ଅବତରଣ
କୋଚି, ୧୨।୪: ୟୁଏଇର ଲୁଲୁ ଗ୍ରୁପ୍ ଅଧ୍ୟକ୍ଷ ଶିଳ୍ପପତି ଏମ୍.ଏ. ୟୁସୁଫ୍ ଅଲି, ତାଙ୍କ ସ୍ତ୍ରୀ ଓ ଅନ୍ୟ ୫ ଜଣଙ୍କୁ ଆଣି ଆସିଥିବା ଏକ ହେଲିକପ୍ଟର ରବିବାର ସକାଳେ କୋଚି ନିକଟସ୍ଥ ଜାତୀୟ ରାଜପଥ ୬୬ ପାର୍ଶ୍ୱରେ ଥିବା ଏକ…
‘ସ୍ବସ୍ତିକ’କୁ ଅବୈଧ କରିବା ଲାଗି ଆମେରିକାରେ ବିଲ୍
ଓ୍ବାଶିଂଟନ, ୧୨।୪: ମାଙ୍ଗଳିକ ଓ ଆଧ୍ୟାତ୍ମିକତାର ପ୍ରତୀକ ସ୍ବସ୍ତିକକୁ ବେଆଇନ କରିବା ଲାଗି ଆମେରିକାର ମେରିଲାଣ୍ଡ ପ୍ରତିନିଧି ସଭା ଏକ ବିଲ୍ ଗୃହୀତ କରିବାକୁ ଉଦ୍ୟମ ଚଳାଇଥିତ୍ବାବେଳେ ଏହା ବିରୋଧରେ ସେଠାର ହିନ୍ଦୁ ସଂଗଠନ ‘ହିନ୍ଦୁ ଆମେରିକାନ୍ ଫାଉଣ୍ଡେଶନ’ (ଏଚ୍ଏଏଫ୍) ଅଣ୍ଟା…
ସଂସ୍କୃତ ସହର ହେବ ବାରାଣସୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ ବାରାଣସୀ ‘ସଂସ୍କୃତ ସହର’ ଭାବେ ପରିଚିତ ହେବ। ଏ ନେଇ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ବାରାଣସୀରେ ୧୧୦ରୁ ଊର୍ଦ୍ଧ୍ୱ ସଂସ୍କୃତ ବିଦ୍ୟାଳୟ ଥିବାବେଳେ ସର୍ବାଧିକ ଛାତ୍ରୀଛାତ୍ର ସଂସ୍କୃତ ଅଧ୍ୟୟନ କରୁଛନ୍ତି। ଆଉ ୨ଟି…
ଆଜି କରୋନାରେ ଆଖି ବୁଜିଲେ ୨ ଆକ୍ରାନ୍ତ
ଭୁବନେଶ୍ୱର,୧୨।୪(ବ୍ୟୁରୋ): ସୋମବାର କରୋନାରେ ରାଜ୍ୟରୁ ୨ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ନୂଆପଡ଼ା ଜିଲାର ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୯୨୮ରେ ପହଞ୍ଚିଛି।…
୧୪ରେ ମଙ୍ଗଳରେ ଫ୍ଲାଇଟ ଟେଷ୍ଟ
ମଙ୍ଗଳ ଗ୍ରହରେ ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସାର ଇନଜେନ୍ୟୁଟି ମାର୍ସ ହେଲିକପ୍ଟରର ପ୍ରଥମ ପରୀକ୍ଷାମୂଳକ ଉଡ଼ାଣ ଏପ୍ରିଲ ୧୪ରେ ହେବ। ଏପ୍ରିଲ ୧୧ ପାଇଁ ଏହି ଯୋଜନା ହୋଇଥିଲେ ହେଁ ପରେ ତାହାକୁ ୩ ଦିନ ପାଇଁ ଘୁଞ୍ଚାଇ ଦିଆଯାଇଛି।…
ନୀରୋଗ ରହିବାର ସରଳ ଉପାୟ
ଦୈନନ୍ଦିନ ଜୀବନଶୈଳୀ : ଆମେ ଯଦି ସୁସ୍ଥ ରହିବା, ତେବେ ଆମକୁ ନିଜର ଦୈନନ୍ଦିନ ଜୀବନ ଶୈଳୀକୁ ଗୁରୁତ୍ୱ ଦେବାକୁ ପଡିବ। ପ୍ରତିଦିନ ସକାଳୁ ଅଧ ଘଣ୍ଟାଏ ଚାଲନ୍ତୁ। ତା’ ସହ ଯଦି କିଛି ବ୍ୟାୟାମ କରିପାରିଲେ ତାହା ସ୍ବାସ୍ଥ୍ୟ ପାଇଁ…
Archives


