ରାଜ୍ୟରେ କରୋନାର ସଙ୍ଗିନ ସ୍ଥିତି: ଦିନକରେ ୧୩୭୯ ଆକ୍ରାନ୍ତ ଚିହ୍ନଟ, ସୁନ୍ଦରଗଡ଼ରୁ ସର୍ବାଧିକ
ଭୁବନେଶ୍ୱର,୧୧।୪(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଛି। ପରିସ୍ଥିତି ସଙ୍ଗିନ ହେବାରେ ଲାଗିଛି। ରବିବାର ରାଜ୍ୟରେ ୧୩୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୮୦୮ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୫୭୧ ଜଣ ଲୋକାଲ କେସ୍ ଥିବା…
ହିସାବ ଦେବେ ମନ୍ତ୍ରୀ, ମେ ୧୫ରୁ ୨୫ କାର୍ଯ୍ୟ ସମୀକ୍ଷା କରିବେ ନବୀନ
ଭୁବନେଶ୍ୱର,୧୧।୪(ବ୍ୟୁରୋ): ଆସନ୍ତା ମେ’ ୨୯ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗଠିତ ବିଜେଡି ସରକାର ପଞ୍ଚମ ପାଳିର ଦ୍ୱିତୀୟ ବର୍ଷ ପୂରଣ କରିବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ମନ୍ତ୍ରୀମାନେ ନିଜ ବିଭାଗର ବର୍ଷକ କାର୍ଯ୍ୟର ହିସାବ ଦେବେ। ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି…
ଡିଜିଟାଲ ଓ୍ବାଲେଟରେ ରଖିହେବ ୨ ଲକ୍ଷ
ନୂଆଦିଲ୍ଲୀ,୧୧।୪: ଦେଶରେ ଦିନକୁ ଦିନ ବିଭିନ୍ନ ପ୍ରକାର ଠକେଇ ସାମ୍ନାକୁ ଆସୁଛି। ଏହାକୁ ପ୍ରତିହତ କରିବା ପାଇଁ ସରକାର ମଧ୍ୟ ବିଭିନ୍ନ ସଂସ୍ଥା ସହ ବିଚାରବିମର୍ଶ ସହ ସମାଧାନର ବାଟ ଖୋଜୁଛନ୍ତି। ବର୍ତ୍ତମାନ ସମୟରେ ଏପରିକି ସାଧାରଣ ଜନତାଙ୍କଠାରୁ ଆରମ୍ଭକରି ସରକାରଙ୍କ…
ନିୟମ ଉଲ୍ଲଂଘନ କରି ଜରିମାନା ଦେବେ ଅମ୍ବାନୀ
ମୁମ୍ବାଇ,୧୧।୪: ଗତ ଦୁଇ ଦଶନ୍ଧିର ଏକ ପୁରୁଣା ମାମଲାରେ ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ (ସେବି) ଅମ୍ବାନୀ ଭ୍ରାତାଙ୍କ ସମେତ ଅନ୍ୟମାନଙ୍କ ଉପରେ ୨୫ କୋଟି ଟଙ୍କାର ଜରିମାନା ଲଗାଇଛନ୍ତି। ସେ ସମୟର ଅଧିଗ୍ରହଣ ନିୟମକୁ ଉଲ୍ଲଂଘନ କରିଥିବାରୁ ଏଭଳି…
ତରଳୁଛି ପୃଥିବୀର ଛାତ
ଲଦାଖ: ସମୁଦ୍ର ଜଳପତ୍ତନରୁ ପ୍ରାୟ ୩ ମାଇଲ ଉଚ୍ଚତାରେ ଥିବା ତିବ୍ବତୀୟ ମାଳଭୂମି ଏବେ ସାରା ବିଶ୍ୱ ପାଇଁ ବିପଦ ଭାବେ ଉଭା ହୋଇଛି। ପୃଥିବୀର ଛାତ କୁହାଯାଉଥିବା ଏହି ମାଳଭୂମିରେ ତରଳିବାରେ ଲାଗିଛି ବିରାଟ ବରଫ ପାହାଡ଼। ଏହା ଜାରି…
‘ପୂଜା କଲେ ମାସ୍କ ଦରକାର ନାହିଁ’
କରୋନାରୁ ମୁକ୍ତି ପାଇବାକୁ ମଧ୍ୟପ୍ରଦେଶର ଜଣେ ମନ୍ତ୍ରୀ ଏୟାରପୋର୍ଟରେ ପୂଜାର୍ଚ୍ଚନା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଭାଜପା ନେତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ଉଷା ଠାକୁର ଇନ୍ଦୋର ବିମାନବନ୍ଦରଠାରେ ମାସ୍କ ନ ପିନ୍ଧି ଦେବୀ ଅହଲ୍ୟା ବାଇ ହୋଲ୍କରଙ୍କୁ ପୂଜା ସହ…
‘କୋଭିଡ୍ ନିୟମ ନ ମାନିଲେ ରାଲି ବନ୍ଦ ’
ନୂଆଦିଲ୍ଲୀ, ୧୧।୪(ପି.ଟି.): କରୋନା ସଂକ୍ରମଣ ବଢ଼ୁଥିବାରୁ ନିର୍ବାଚନ ପ୍ରଚାର ବେଳେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ରକ୍ଷା ଆଦି ଗାଇଡଲାଇନ ପାଳନ କରିବା ପାଇଁ ନିର୍ବାଚନ କମିଶନ ଷ୍ଟାର ପ୍ରଚାରକ ଓ ରାଜନେତାମାନଙ୍କୁ ପରାମର୍ଶ ଦେଇଛନ୍ତି। କୋଭିଡ୍ ଗାଇଡଲାଇନ ପାଳନ…
ଆସାମର ୪ ବୁଥ୍ରେ ସାନି ମତଦାନ ନିର୍ଦ୍ଦେଶ
ଗୁଆହାଟୀ, ୧୧।୪(ଆଇଏଏନ୍ଏସ୍): ଆସାମର ୩ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୪ଟି ବୁଥ୍ରେ ସାନି ମତଦାନ ପାଇଁ ନିର୍ବାଚନ କମିଶନ ଶନିବାର ନିର୍ଦ୍ଦେଶ ଦେଇଛନ୍ତି। ଏହି ବୁଥ୍ଗୁଡ଼ିକରେ ଏପ୍ରିଲ୍ ୧ ତାରିଖ ଭୋଟଗ୍ରହଣ କରାଯାଇଥିଲା। ତେବେ ବିଭିନ୍ନ ରିପୋର୍ଟ ଏବଂ କେତେକ ସ୍ଥିତିକୁ…
ଗୁଗ୍ଲ ମ୍ୟାପ୍ କରିଦେଲା ଗଡ଼ବଡ଼, ଭୁଲ କନ୍ୟାଙ୍କୁ ବିବାହ କରିବାକୁ ପହଞ୍ଚିଲେ ବର; ଆଉ ତା’ ପରେ…
ଟେକ୍ନୋଲୋଜି ଆମ ଜୀବନକୁ ଆହୁରି ସହଜ ସରଳ କରିଦେଇଛି। ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ଗୁଗ୍ଲ ମ୍ୟାପ। ଗୁଗ୍ଲ ମ୍ୟାପ୍ ସାହାଯ୍ୟରେ ଆପଣ ଅଜଣା ସ୍ଥାନକୁ ସହଜରେ ଯାଇପାରିବେ ଏବଂ ନିଜର ଗନ୍ତବ୍ୟସ୍ଥଳରେ ପହଞ୍ଚିପାରିବେ। କିନ୍ତୁ ବେଳେବେଳେ ଟେକ୍ନୋଲୋଜି ମଧ୍ୟ ଆପଣଙ୍କୁ…
କେବଳ ୨ଟି ଫିଲ୍ମରେ ଶାଳୀଙ୍କ ସହ ରୋମାଣ୍ଟିକ୍ ସିନ୍ କରିଥିଲେ ଏହି ପ୍ରସିଦ୍ଧ ଅଭିନେତା
ବଲିଉଡ୍ ଫିଲ୍ମରେ ଅନେକ ରୋମାଣ୍ଟିକ୍ ସିନ୍ ଦେଖିବାକୁ ମିଳିଥାଏ। ସେହି ସିନ୍ ମଧ୍ୟରୁ କେତେଗୁଡିଏ ହଟ୍ ସିନ୍ ମଧ୍ୟ ରହିଛି। ଯାହାକୁ ନେଇ ଚର୍ଚ୍ଚା ହୋଇଥାଏ। ତେବେ ଫିଲ୍ମରେ ଅନେକ ରୋମାଣ୍ଟିକ୍ ସିନ୍ କରୁଥିଲେ ବି ବାସ୍ତବିକ ସମ୍ପର୍କକୁ ଦେଖିଲେ ଆଶ୍ଚର୍ଯ୍ୟ…
ଖାଉ ଖାଉ ପୋଡ଼ି ଯାଉଛି କି ଜିଭ
ଅନେକ ସମୟରେ ତରତରରେ ଗରମ ଖାଦ୍ୟ ଖାଇବା ଫଳରେ ଜିଭ ପୋଡି ଯାଇଥାଏ। ତେବେ ଜିଭ ପୋଡିଯିବା କୌଣସି ବଡ଼ ସମସ୍ୟା ହୋଇ ନ ଥିଲେ ମଧ୍ୟ ଜିଭ ପୋଡିଯିବା ଫଳରେ ପାଟିର ସ୍ବାଦ ଖରାପ ହୋଇଯାଇଥାଏ। ଫଳରେ କିଛି ରାଗ…
ବିଜୟରୁ ଦିଲ୍ଲୀର ଆରମ୍ଭ
ମୁମ୍ବାଇ,୧୦।୪: ଇଣ୍ଡିଆନ ପ୍ରିମୟର ଲିଗ (ଆଇପିଏଲ୍)ର ଗତ ସଂସ୍କରଣ ରନର୍ସଅପ୍ ଦିଲ୍ଲୀ କ୍ୟାପିଟାଲ୍ସ ଏଥର ବିଜୟରୁ ଅଭିଯାନ ଆରମ୍ଭ କରିଛି। ଆଇପିଏଲ୍ ୧୪ତମ ସଂସ୍କରଣର ଦ୍ୱିତୀୟ ମ୍ୟାଚ୍ରେ ନୂଆ ଅଧିନାୟକ ରିଷଭ ପନ୍ତଙ୍କ ନେତୃତ୍ୱରେ ଦିଲ୍ଲୀ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ…
Archives


