ବ୍ୟବସାୟୀଙ୍କୁ ଟିକା
ଗଞ୍ଜାମ,୨୩।୫(ଡି.ଏନ୍.ଏ.): ମହାମାରୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିଛି। ସେହି ତୁଳନାରେ ମୃତ୍ୟୁସଂଖ୍ୟା ମଧ୍ୟ ବଢୁଛି । କରୋନାର ଦ୍ୱିତୀୟ ଷ୍ଟ୍ରେନ ଭୟଙ୍କର ରୂପ ଧାରଣ କରିଛି । ଏଥିପାଇଁ ସମସ୍ତ ବର୍ଗ ବ୍ୟକ୍ତିଙ୍କ ନିମନ୍ତେ ସରକାର ଟିକାକରଣ…
ଷଷ୍ଠଶ୍ରେଣୀ ଛାତ୍ରୀ ପ୍ରତିଭାଙ୍କ କମାଲ: କଣ୍ଟେନ୍ମେଣ୍ଟ ଜୋନ୍ ପାଇଁ ପ୍ରସ୍ତୁତ କଲେ ଆପ୍
ଗଞ୍ଜାମ,୨୩।୫(ଡି.ଏନ୍.ଏ.): ମହାମାରୀ କରୋନା ଯୋଗୁ ଚିନ୍ତାରେ ସାରା ବିଶ୍ୱ। ଏହାକୁ ରୋକିବାକୁ ସରକାରଙ୍କ ପକ୍ଷରୁ ସମସ୍ତ ଚେଷ୍ଟା ଜାରି ରହିଛି । ଏହିଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ କରୋନା ସଂକ୍ରମଣ ବ୍ୟାପୁଥିବା ସ୍ଥାନକୁ କଣ୍ଟେନ୍ମେଣ୍ଟ ଜୋନ ଭାବେ ଚି଼ହ୍ନଟ ଲାଗି ଏକ ଆପ୍…
‘ୟାସ୍’କୁ ନେଇ ପ୍ରଶାସନ ତତ୍ପର: ବାଲେଶ୍ୱରରେ ଏସ୍ଆର୍ସି
ବାଲେଶ୍ୱର ଅଫିସ, ୨୩।୫: ୟାସ୍’କୁ ନେଇ ପ୍ରଶାସନ ତତ୍ପର ହୋଇ ଉଠିଛି। ଏ ନେଇ ବାଲେଶ୍ୱର ଜିଲା ଆହ୍ବାନ ଗୃହରେ ଏସ୍ଆରସି ପ୍ରଦୀପ କୁମାର ଜେନା ବାତ୍ୟା ୟାସ ସମ୍ପର୍କରେ ଜିଲା ପ୍ରଶାସନ ସହ ଆଲୋଚନା ଓ ସମୀକ୍ଷା କରୁଛନ୍ତି। ଲୋକଙ୍କୁ…
ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ତତ୍ପର: କୂଳକୁ ଫେରିଲା ଟ୍ରଲର, ଦୀଘାରେ ଏନ୍ଡିଆରଏଫ୍ର ସଚେତନତା
ଭୋଗରାଇ,୨୩ା୫(ଡି.ଏନ୍.ଏ.): ଆସୁଛି ବାତ୍ୟା ୟାସ୍। ବାଲେଶ୍ୱର ଉପକୂଳ ସହିତ ପଶ୍ଚିମବଙ୍ଗ ପୂର୍ବ ମେଦିନାପୁର ସମୁଦ୍ର କୂଳରେ ଏହି ଭୟଙ୍କର ସାମୁଦ୍ରିକ ଝଡ଼ ସ୍ଥଳଭାଗ ଛୁଇଁବା ନେଇ ସମ୍ଭାବନା ଥିବାରୁ ଦୁଇରାଜ୍ୟର କୂଳବାସୀ ଭୟଭୀତ ହୋଇପଡ଼ିଛନ୍ତି। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସମୁଦ୍ରକୂଳିଆ…
କ୍ଷମତା ନିଶାରେ ସାଧାରଣ ଜନତାଙ୍କୁ ନିର୍ଯାତନା: ତାଲିକାରେ ରହିଛି ଏସବୁ ପ୍ରଶାସନିକ ଅଧିକାରୀଙ୍କ ନାମ…
ସୁରଜପୁର/ଇନ୍ଦୋର/ପଞ୍ଚକୁଲା/ଅଗରତାଲା,୨୩।୫: ପ୍ରଶାସନିକ ଅଧିକାରୀ କ୍ଷମତା ନିଶାରେ ସାଧାରଣ ଜନତାଙ୍କୁ ନିର୍ଯାତନା ଦେବା ଘଟଣା କିଛି ନୂଆ ନୁହେଁ। ଏବେ ଛତିଶଗଡରେ ସୁଜରପୁର କଲେକ୍ଟର ରଣବୀର ଶର୍ମା ଲକ୍ଡାଉନ୍ ସମୟରେ ଜଣେ ଯୁବକଙ୍କୁ ଚଟକଣି ମାରି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ତାଙ୍କୁ ମୁଖ୍ୟମନ୍ତ୍ରୀ…
କୋଭିଡ୍ ହସ୍ପିଟାଲ ରୋଗୀଙ୍କ ସହ କଥା ହେଲେ ଗଞ୍ଜାମ ଜିଲାପାଳ
ଛତ୍ରପୁର,୨୩।୫(ଡି.ଏନ୍.ଏ.): ଗଞ୍ଜାମ ଜିଲା ବ୍ରହ୍ମପୁର ଏମ୍କେସିଜି କୋଭିଡ୍ ହସ୍ପିଟାଲରେ ଥିବା କରୋନା ରୋଗୀଙ୍କ ସହ ଭିଡିଓ କଲ୍ରେ ଜିଲାପାଳ ବିଜୟା ଅମୃତା କୁଲାଙ୍ଗେ ରବିବାର କଥା ହୋଇଛନ୍ତି। ସେଠାରେ ଚାଲିଥିବା ଡାକ୍ତରୀ ଚିକିତ୍ସା, ଖାଦ୍ୟ ଓ ପରିମଳ ଉପରେ ରୋଗୀମାନଙ୍କୁ ପଚାରି…
ୟାସ୍ ପ୍ରଭାବରେ ଏହି ୪ ଜିଲା ହେବ ଅଧିକ ପ୍ରଭାବିତ
ଭୁବନେଶ୍ୱର,୨୩।୫(ଡି.ଏନ୍.ଏ.): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ୱେଲ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି। ଆସନ୍ତା ୬ ଘଣ୍ଟାରେ ଏହା ଡିପ୍ରେଶନ ବା ଅବପାତରେ ପରିଣତ ହେବା ପରେ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗ ଦେଇ ଗତି କରିବ। କ୍ରମେ ଆହୁରି ଘନୀଭୂତ…
ପଜିଟିଭ ଚିହ୍ନଟ ପରେ ଆସନ୍ନପ୍ରସବା ହଟହଟା: ଡାକ୍ତରଖାନାରୁ ରାତାରାତି ଚାଲିଯିବାକୁ କୁହାଗଲା
ବୌଦ୍ଧ,୨୩ା୫(ସ୍ବ.ପ୍ର.): ବୌଦ୍ଧ ଜିଲାରେ କରୋନାର ଆଉ ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି । କରୋନା ପଜିଟିଭ ଚିହ୍ନଟ ହେବା ପରେ ଜଣେ ଆସନ୍ନପ୍ରସବାଙ୍କୁ ଡାକ୍ତରଖାନାରୁ ରାତାରାତି ଚାଲିଯିବାକୁ କୁହାଯିବାରୁ ତାଙ୍କୁ ହଟହଟା ହେବାକୁ ପଡିଛି। ଏହି ସମ୍ବେଦନଶୀଳ ଘଟଣା ସାଧାରଣରେ…
ହସ୍ପିଟାଲରେ ଖୋଲିବ ଶିଶୁ କୋଭିଡ୍ ଓ୍ବିଙ୍ଗ୍
ଭୁବନେଶ୍ୱର,୨୩ା୫(ବ୍ୟୁରୋ): ଦେଶର ବିଭିନ୍ନ ସ୍ଥାନରେ ଶିଶୁମାନେ କରୋନା ସଂକ୍ରମିତ ହେଉଥିବା ଜଣାପଡ଼ବା ପରେ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଶନିବାର ଏ ନେଇ ଗାଇଡ୍ଲାଇନ ଜାରି କରାଯାଇଛି। ତଦନୁଯାୟୀ ପିଲାମାନଙ୍କ ପାଇଁ ପ୍ରତ୍ୟେକ ଡେଡିକେଟେଡ୍ କୋଭିଡ୍…
ଆରୁହା ପାହାଡ଼ରୁ କଳାପଥର ଚୋରି: ଚେତିଲା ପୋଲିସ ପ୍ରଶାସନ
ଯାଜପୁର ଅଫିସ/ଧର୍ମଶାଳା (ଡି.ଏନ.ଏ.),୨୩ା୫: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ଆରୁହା ପାହାଡ଼ରେ ପୋଲିସ ପକ୍ଷରୁ ଶନିବାର ଚଢାଉ ହୋଇଛି। କଳାପଥର ଚୋରିରେ ନିୟୋଜିତ ୧୧ ଟିପ୍ପର, ଟ୍ରକ, ଟ୍ରାକ୍ଟର ଓ ହିଟାଚି ମେଶିନକୁ ପୋଲିସ ଜବତ କରିଛି। ଏହାସହ ୧୫…
କଲେକ୍ଟରଙ୍କ ଷ୍ଟାଇଲରେ ଏସ୍ଡିଏମ୍ ବି ମାରିଲେ ଚଟକଣି, କରାଇଲେ ବସଉଠ…
ସୁରଜପୁର,୨୩।୫: ଛତିଶଗଡ଼ ସୁରଜପୁର କଲେକ୍ଟର ରଣବୀର ଶର୍ମା ଜଣେ ଯୁବକଙ୍କୁ ଚଟକଣି ମାରୁଥିବାରୁ ଭିଡ଼ିଓ ଭାଇରାଲ ହେବା ପରେ ସ୍ଥାନୀୟ ଏସ୍ଡ଼ିଏମ୍ ମଧ୍ୟ ହରଡ଼ଘଣାରେ ପଡ଼ିଛନ୍ତି। ଏସ୍ଡିଏମ୍ ପ୍ରକାଶ ସିଂ ରାଜପୁତ ଲକ୍ଡାଉନ୍ ସମୟରେ କଲେକ୍ଟରଙ୍କ ଷ୍ଟାଇଲ୍ରେ ଜଣେ ଯୁବକଙ୍କକୁ ଚଟକଣି…
କେନ୍ଦ୍ର ପଠାଇଥିବା ୭୩ ଭେଣ୍ଟିଲେଟର ଅଚଳ
ଭୁବନେଶ୍ୱର, ୨୩ା୫(ବ୍ୟୁରୋ): କେନ୍ଦ୍ର ସରକାର ଓଡ଼ିଶାକୁ ପଠାଇଥିବା ୫୬୭ ଭେଣ୍ଟିଲେଟର ମଧ୍ୟରୁ ୭୩ଟି ଅଚଳ ହୋଇପଡ଼ିରହିଛି। ସେଥିରୁ ୧୮ଟିରେ ଉତ୍ପାଦନଗତ ତ୍ରୁଟି ରହିଥିବାବେଳେ ଅବଶିଷ୍ଟ ୫୫ ଯନ୍ତ୍ରାଂଶ ଅଭାବରୁ କାର୍ଯ୍ୟକ୍ଷମ ହୋଇପାରୁନାହିଁ। ରାଜ୍ୟରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଡାକ୍ତରୀ ଉପକରଣ…
Archives


