ହୃଷୀକେଶ ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି
ଭୁବନେଶ୍ୱର, ୨୧ା୫ (ବ୍ୟୁରୋ):ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଭାବେ ଗୁରୁବାର ନିଯୁକ୍ତି ପାଇଛନ୍ତି ବିଶିଷ୍ଟ କବି ଡ. ହୃଷୀକେଶ ମଲ୍ଲିକ। ଉନ୍ନୟନ କମିଶନର ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟି ସୁପାରିସକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିବାପରେ ଭାଷା,…
ସାନିଟାଇଜରରୁ ପ୍ରସ୍ତୁତ କରୁଥିଲେ ମଦ
ଚେନ୍ନାଇ, ୨୦।୫: ପ୍ରାୟ ସମସ୍ତ ରାଜ୍ୟରେ ଲକ୍ଡାଉନ ଜାରି ହୋଇଥିବାରୁ ଖୋଲୁ ନାହିଁ ମଦ ଦୋକାନ। ଏହାର ଫାଇଦା ଉଠାଇବା ପାଇଁ ତାମିଲନାଡୁର କୁଡାଲୋର ଜିଲା ରାମନାଥନ କୁପମ୍ ଅଞ୍ଚଳରେ ସାନିଟାଇଜରରୁ ମଦ ପ୍ରସ୍ତୁତ କରିବା ଅଭିଯୋଗରେ ୬ ଜଣଙ୍କୁ ଗିରଫ…
୧୪ ଦିନର ଶିଶୁକନ୍ୟାର ମୃତ୍ୟୁ ପରେ ବିଷ ପିଇଲେ ମା’ବାପା
କେନ୍ଦୁଝର, ୨୦ା୫(ସ୍ବ.ପ୍ର.): କେନ୍ଦୁଝର ଟାଉନ ଥାନା ଅଧୀନ ଗୁମୁରା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ୧୪ଦିନର ଶିଶୁକନ୍ୟାଙ୍କ ମୃତ୍ୟୁରେ ମର୍ମାହତ ହୋଇ ମା’ ବାପା ବିଷ ପିଇ ଦେଇଥିଲେ। ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ସ୍ବାମୀଙ୍କ…
ଅନାଥ ଶିଶୁଙ୍କୁ ନବୋଦୟ ବିଦ୍ୟାଳୟରେ ମାଗଣା ଶିକ୍ଷା ଦିଅ
ନୂଆଦିଲ୍ଲୀ,୨୦ା୫: କୋଭିଡ୍-୧୯ ମହାମାରୀରେ ମା’ବାପାଙ୍କୁ ହରାଇଥିବା ଅନାଥ ପିଲାଙ୍କୁ ନବୋଦୟ ବିଦ୍ୟାଳୟରେ ମାଗଣାରେ ଶିକ୍ଷାଦାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ଗୁରୁବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦାବି କରିଛନ୍ତି। ମୋଦିଙ୍କୁ ପଠାଇଥିବା ପତ୍ରରେ ସୋନିଆ ଲେଖିଛନ୍ତି, ମା’ବାପାଙ୍କୁ ହରାଇ…
ମହାମାରୀ ତାଲିକାଭୁକ୍ତ ‘ବ୍ଲାକ୍ ଫଙ୍ଗସ୍’
ଭୁବନେଶ୍ୱର, ୨୦।୫(ବ୍ୟୁରୋ): ‘ବ୍ଲାକ୍ ଫଙ୍ଗସ୍’କୁ ରାଜସ୍ଥାନ ଓ ତେଲଙ୍ଗାନା ମହାମାରୀ ଘୋଷଣା କରିବା ପରେ ଓଡ଼ିଶା ସରକାର ଗୁରୁବାର ଏହାକୁ ମହାମାରୀ ଆଇନ-୧୮୯୭ରେ ଅନ୍ତର୍ଭୁକ୍ତ କରିଛନ୍ତି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇଛନ୍ତି। ବ୍ଲାକ୍…
ନଡ୍ଡା, ସମ୍ବିତଙ୍କ ଟୁଇଟର ଆକାଉଣ୍ଟକୁ ସସ୍ପେଣ୍ଡ ପାଇଁ ଦାବି
ନୂଆଦିଲ୍ଲୀ, ୨୦।୫ : ଟୁଲକିଟ୍ ମାମଲାରେ ଭାଜପା ମିଥ୍ୟା ତଥ୍ୟ ପ୍ରଚାର କରୁଛି। ଏଥି ଲାଗି ଭାଜପା ସଭାପତି ଜେ ପି ନଡ୍ଡା, କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ, ସମ୍ବିତ ପାତ୍ର ଓ ବିଏଲ ସନ୍ତୋଷଙ୍କ ଟୁଇଟର ଆକାଉଣ୍ଟକୁ ସସ୍ପେଣ୍ଡ କରିବାକୁ…
ହ୍ବାଇଟ୍ ଫଙ୍ଗସ୍ ଅଧିକ ବିପଜ୍ଜନକ
ପାଟନା,୨୦।୫: ବ୍ଲାକ୍ ଫଙ୍ଗସ୍ ପରେ ବିହାର ରାଜଧାନୀ ପାଟନାରେ ଗୁରୁବାର ୪ ହ୍ବାଇଟ୍ ଫଙ୍ଗସ୍ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି। ଏହା ରୋଗୀଙ୍କ ଚର୍ମକୁ ନଷ୍ଟ କରିବା ସହ ଫୁସ୍ଫୁସ୍କୁ ସଂକ୍ରମଣ କରୁଛି। ଅବହେଳା କଲେ ଜୀବନ ନେଇପାରେ ବୋଲି ବିଶେଷଜ୍ଞମାନେ…
କୃଷ୍ଣକାୟ ଖେଳାଳିଙ୍କ ପାଇଁ ବାଟ ବନ୍ଦ କରି ଦେଇଥିଲେ ଗ୍ରେମ ସ୍ମିଥ
ଜୋହାନ୍ସବର୍ଗ, ୨୦।୫ : ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ବୋର୍ଡର ଡିରେକ୍ଟର ଗ୍ରେମ ସ୍ମିଥଙ୍କ ନାମରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ପୂର୍ବତନ ସାଥି ଖେଳାଳି ଲୋନଓ୍ବାବୋ ସୋଟସୋବେ। ବୋର୍ଡ ନିକଟରେ ସେ ଦାଖଲ କରିଛନ୍ତି ୭ ପୃଷ୍ଠା ବିଶିଷ୍ଟ…
କରୋନାରେ ଆଖି ବୁଜିଲେ ଗୋଷ୍ଠୀ ଶିକ୍ଷା ଅଧିକାରୀ
ସୁନ୍ଦରଗଡ଼,୨୦।୫: କରୋନା ମହାମାରୀ ଯୋଗୁ ସୁନ୍ଦରଗଡ଼ ଜିଲାରେ ଗଲାଣି ଅନେକ ଜୀବନ। ଗୁରୁବାର ସନ୍ଧ୍ୟାରେ ସବ୍ଡ଼େଗା ବ୍ଲକ ଶିକ୍ଷା ଅଧିକାରୀ ଅଜୟ କୁମାର ଏକ୍କାଙ୍କ ସ୍ଥାନୀୟ ଏନ୍ଟିପିସି କୋଭିଡ୍ ହସ୍ପିିଟାଲରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୩୯ ବର୍ଷ…
ବାପାଙ୍କୁ ହରାଇଲେ ଟିମ୍ ଇଣ୍ଡିଆର ଆଉ ଜଣେ କ୍ରିକେଟର
ମୁମ୍ବାଇ, ୨୦।୫ : ମିରଟର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଭାରତୀୟ ପେସର ଭୁବନେଶ୍ୱର କୁମାରଙ୍କ ବାପା କିରନ ପାଲ ସିଂଙ୍କର ଗୁରୁବାର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା। ସେ କିଛି ମାସ ହେଲା କର୍କଟ…
ସାନଭାଇର ଅନ୍ତେଷ୍ଟିକ୍ରିୟା ନ ସରୁଣୁ ଚାଲିଗଲେ ବଡ଼ଭାଇ
ପାରଳାଖେମୁଣ୍ଡି,୨୦ା୫: ସାନଭାଇର ଅନ୍ତେଷ୍ଟିକ୍ରିୟା ନ ସରୁଣୁ ବଡ଼ଭାଇଙ୍କ କରୋନାରେ ମୃତ୍ୟୁ ଘଟିଛି । ପାରଳାଖେମୁଣ୍ଡି ରାଜଦାଣ୍ଡ ସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ୯ ଦିନ ମଧ୍ୟରେ କରୋନାରେ ୨ ଭାଇଙ୍କ ମୃତ୍ୟୁ ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି। ରାଜଦାଣ୍ଡ…
ଅଗଷ୍ଟ ୨୮ରୁ ଆରମ୍ଭ ହେବ ସିପିଏଲ
କିଙ୍ଗ୍ ଷ୍ଟନ, ୨୦।୫ : ଆସନ୍ତା ଅଗଷ୍ଟ ୨୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି କାରିବିଅନ ପ୍ରିମିୟର ଲିଗ୍ (ସିପିଏଲ)ର ୨୦୨୧ତମ ସିଜନ। ଏହାର ଫାଇନାଲ ମ୍ୟାଚ୍ ସେପ୍ଟେମ୍ବର ୧୯ ତାରିଖରେ ଖେଳାଯିବ। ୨୦୨୦ ସିଜନ ଭଳି ଏଥର ମଧ୍ୟ ବାୟୋ…
Archives


