ଚର୍ଚ୍ଚାରେ ଫଳ ଦୋକାନୀ: କଦଳୀ ଝୁଲାଇ ବୋର୍ଡରେ ଲେଖିଲେ ଏମିତି
ଚେନ୍ନାଇ,୨୩।୫: ଦେଶରେ କରୋନାର ଦ୍ୱିତୀୟ ଲହର ଯୋଗୁ ଲୋକଙ୍କୁ ନାହିଁ ନ ଥିବା ଅସୁବିଧାର ସାମ୍ନା କରିବାକୁ ପଡୁଛି। କରୋନା ଯୋଗୁ ବିଭିନ୍ନ ରାଜ୍ୟରେ ଲକ୍ଡାଉନ୍ ଘୋଷଣା କରାଯାଇଛି। ଏହାର ପ୍ରଭାବ ଶ୍ରମିକମାନଙ୍କ ଉପରେ ପଡିଛି। ଏହି ସବୁ ଅସୁବିଧା ମଧ୍ୟରେ…
୮ ବର୍ଷର ଝିଅକୁ ଅପହରଣ କଲେ ମା’
ଲକ୍ଷ୍ନୌ,୨୩।୫: ଉତ୍ତର ପ୍ରଦେଶର ଫତେହପୁର ଜିଲାରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ନିଜ ୮ ବର୍ଷର ଝିଅକୁ ଅପହରଣ କରିନେଇଥିବା ଜଣାପଡିଛି। କିନ୍ତୁ ପଡୋଶୀ ଦୁଇ ଭାଇଙ୍କ ନାଁରେ ଝିଅ ଅପହରଣ ଅଭିଯୋଗ ଆଣି ମହିଳା…
‘ ଡବ୍ଲ୍ୟୁଟିସି ଫାଇନାଲରେ ସଂଘର୍ଷ କରିପାରେ ଟିମ୍ ଇଣ୍ଡିଆ ’
ସାଉଥାମ୍ପଟନ, ୨୩।୫ : ଆସନ୍ତା ଜୁନ ୧୮ ତାରିଖରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସାଉଥାମ୍ପଟନର ଏଜେସ ବାଉଲଠାରେ ଖେଳାଯିବ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି)ର ଫାଇନାଲ ମ୍ୟାଚ୍। ଏହି ବହୁ ପ୍ରତିକ୍ଷିତ ମ୍ୟାଚ୍ ଲାଗି ବ୍ୟବହୃତ ହେବାକୁ ଥିବା ପିଚ୍…
ବାତିଲ ହେବ ନାହିଁ ସିବିଏସ୍ଇ ଦ୍ୱାଦଶ ବୋର୍ଡ ପରୀକ୍ଷା: ଜୁନ୍ ୧ରେ ତାରିଖ ଘୋଷଣା
ନୂଆଦିଲ୍ଲୀ,୨୩।୫: କରୋନା ଯୋଗୁ ସ୍ଥଗିତ ଥିବା ସିବିଏସ୍ସି-ଆଇସିଏସ୍ଇ ବୋର୍ଡ ପରୀକ୍ଷା ଉପରେ ନିଷ୍ପତ୍ତି ନେବାକୁ ରବିବାର କେନ୍ଦ୍ର ମନ୍ତ୍ରୀମାନଙ୍କର ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ରମେଶ ପୋଖରିଆଲ ନିଶଙ୍କ…
ପ୍ରଧାନମନ୍ତ୍ରୀଙ୍କୁ ବାତ୍ୟା ଚିନ୍ତା: ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ,୨୩।୫: ବାତ୍ୟା ତାଉକ୍ତେ ପରେ ପୂର୍ବ ଉପକୂଳବର୍ତ୍ତୀ ଅଞ୍ଚଳରେ ଆଉ ଏକ ବାତ୍ୟା ‘ୟାସ୍’ ଆଶଙ୍କା ଦେଖାଦେଇଛି। ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି। ଆସନ୍ତା ୨୬ରେ ଏହା ପଶ୍ଚିମବଙ୍ଗ ଏବଂ…
ହିରୋରୁ ଜିରୋ: ସଫଳତା ପାଇବା ପରେ ଏହି ଖେଳାଳି ହୋଇଛନ୍ତି ଭିଲିଆନ୍
ନୂଆଦିଲ୍ଲୀ,୨୩।୫: ୨୦୦୮ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଦେଶରେ କୁସ୍ତି ପାଇଁ ସୁଶୀଲ କୁମାର ଏକ ନୂତନ ଦିଗ ଦେଇଥିଲେ। ସେ ପୁଣି ୨୦୧୨ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲେ। ଏହା ପରେ ଦେଶର ଛୋଟ ଅଞ୍ଚଳରେ କୁସ୍ତି ଧୀରେ ଧୀରେ…
ଫାଇନାଲରେ ଏହିସବୁ ‘ବିରାଟ’ ରେକର୍ଡ ଭାଙ୍ଗିପାରନ୍ତି କୋହଲି
ନୂଆଦିଲ୍ଲୀ,୨୩।୫: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିଏସି) ଫାଇନାଲରେ ଭାରତୀୟ ଅଧିନାୟକ ବିରାଟ କୋହଲି ଅନେକ ରେକର୍ଡ ଭାଙ୍ଗିବାର ସମ୍ଭାବନା ରହିଛି। ଲଣ୍ଡନରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍ ଖେଳିବା ମାତ୍ରେ ସର୍ବାଧିକ ଟେଷ୍ଟ ମ୍ୟାଚରେ ଭାରତର ନେତୃତ୍ୱ ନେଇଥିବା ଅଧିନାୟକ ହୋଇଯିବେ। ଯଦି…
ଅକ୍ସିଜେନ୍ ଲାଗିଥିବା ସତ୍ତ୍ୱେ ରୋଷେଇ କରୁଛନ୍ତି ମହିଳା: ଫଟୋ ଭାଇରାଲ ପରେ…
ବମ୍ବେ: ଭାରତୀୟ ସମାଜରେ ମହିଳାଙ୍କୁ ତ୍ୟାଗର ମୂର୍ତ୍ତୀ ବୋଲି କୁହାଯାଏ। ବେଳେବେଳେ ମହିଳାଙ୍କ ସମର୍ପଣଭାବର ଲାଭ ପରିବାରବର୍ଗ ଉଠାଇଥାନ୍ତି। ସୋସିଆଲ ମିଡିଆରେ ସେହିଭଳି ଏକ ଫଟୋ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ଚକିତ ହୋଇଯିବେ। କାରଣ ଫଟୋରେ ଜଣେ ମହିଳା…
ଏହି ଦେଶରେ ହୋଇପାରେ ଆଇପିଏଲ୍ର ବାକି ମ୍ୟାଚ୍
ନୂଆଦିଲ୍ଲୀ,୨୩।୫: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୧ର ଅବଶିଷ୍ଟ ମ୍ୟାଚ ସଂଯୁକ୍ତ ଆରବ ଏମିରେଟ୍ସରେ ଖେଳାଯିବାର ସମ୍ଭାବନା ରହିଛି। ସେପ୍ଟେମ୍ବରରୁ ଅକ୍ଟୋବର ମଧ୍ୟରେ ଏହି ମ୍ୟାଚ ଖେଳାଯିବ। ଏହାପୂର୍ବରୁ ବୋର୍ଡ ଏହି ମ୍ୟାଚ ପାଇଁ ଦୁଇଟି ବିକଳ୍ପ ଉପରେ ବିଚାର କରୁଥିଲା। ଏଥିରେ…
ବାତ୍ୟା ‘ୟାସ’ ନେଇ ପ୍ରସ୍ତୁତି: ହୋମଆଇସୋଲଶନରୁ କୋଭିଡ୍ ରୋଗୀଙ୍କୁ ସ୍ଥାନାନ୍ତର ନିର୍ଦ୍ଦେଶ
ଛତ୍ରପୁର,୨୩।୫(ଡି.ଏନ୍.ଏ.): ଗଞ୍ଜାମ ଜିଲାର ସମସ୍ତ ବ୍ଲକ ସ୍ତରୀୟ ଓ ଏନ୍ଏସି ସ୍ତରୀୟ ଅଧିକାରୀ ମାନଙ୍କୁ ସମ୍ଭାବ୍ୟ ବାତ୍ୟା ନିମନ୍ତେ ପ୍ରସ୍ତୁତ ରହିବାପାଇଁ ଜିଲାପାଳ ବିଜୟା ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି । ଗର୍ଭବତୀ, ବୃଦ୍ଧ, ବୃଦ୍ଧା ଓ ଦିବ୍ୟାଙ୍ଗ ବ୍ୟକ୍ତି ବିଶେଷଙ୍କୁ…
କାର୍ ଦୁର୍ଘଟଣାରେ ପିତାଙ୍କୁ ହରାଇଥିଲେ ଏହି ଅଭିନେତ୍ରୀ: ଗୋଟିଏ ଇଚ୍ଛା ପୂରଣ ପାଇଁ କିଣିଥିଲେ ଆଇପିଏଲ୍ ଟିମ୍
ବମ୍ବେ: ପ୍ରୀତି ଜିଣ୍ଟା ବଲିଉଡ୍ ଅଭିନେତ୍ରୀ ହେବା ସହ ଆଇପିଏଲ୍ ଫ୍ରାଞ୍ଚାଇଜ୍ ପଞ୍ଜାବ କିଙ୍ଗ୍ସର ମାଲିକାଣୀ ମଧ୍ୟ। ୨୦୦୮ରେ ସେ ତତ୍କାଳୀନ ପ୍ରେମିକ ନେସ ଓ୍ବାଡିଆଙ୍କ ସହ ମିଶି ଏହି ଟିମ୍କୁ କିଣିଥିଲେ। ହେଲେ ହୁଏତ ଏପରି କରିବା ପଛରେ କାରଣ…
ହାତକୁ ଦି’ ହାତ ହେଲେ ଏହି କ୍ରିକେଟର୍
ଅକଲାଣ୍ଡ,୨୩।୫: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ର ଫାଇନାଲ ଆସନ୍ତା ମାସରେ ଖେଳାଯିବ। ୧୮ରୁ ୨୨ ଜୁନ ମଧ୍ୟରେ ଖୋଯିବାକୁ ଥିବା ଏହି ଚାମ୍ପିଅନ୍ସିପ୍ ପୂର୍ବରୁ ନ୍ୟୁଜିଲାଣ୍ଡ କ୍ରିକେଟର୍ ହେନେରୀ ନିକୋଲାସ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ…
Archives


