ଶୁଦ୍ଧିକ୍ରିୟା ଭୋଜିରେ ବଡ଼ ସଡୁଙ୍କ ଛୁରା ମାଡ଼ରେ ସାନ ମୃତ
ଦିଗପହଣ୍ଡି,୨୨ା୫: ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ ଡୁମ୍ବୁଳା ଗ୍ରାମ ଗୌଡ଼ ସାହିରେ ଶନିବାର ଏକ ଶୁଦ୍ଧିକ୍ରିୟା ଭୋଜି ଚାଲିଥିବା ବେଳେ ଧାର ଟଙ୍କା ପରିଶୋଧ ପାଇଁ ୨ ସଡୁଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ରାଗି ଯାଇ ବଡ଼ ସଡୁ…
ଠାକୁରଙ୍କ ପୂଜା ବେଳେ ଟଳି ପଡ଼ିଲେ ପୂଜକ
ଆଳି,୨୨।୫: ଏମିତି ବି ମୃତ୍ୟୁ ଆସେ । ମନ୍ଦିରରେ ଠାକୁରଙ୍କ ନୀତିକାନ୍ତି କରୁଥିବା ବେଳେ ଟଳି ପଡିଲେ ପୂଜକ। ବଜ୍ରପାତରେ ତାଙ୍କର ମୃତ୍ୟୁ ଘଟିଛି। ଆଳି ବ୍ଲକ ସିଙ୍ଗିରି ପଞ୍ଚାୟତ ମାସାହାଣି ଗ୍ରାମରେ ଏହି ଦୁଃଖଦ ଘଟଣା ଘଟିଛି । ମୃତ…
ପୋଲିସ ମାଡ଼ରେ ପରିବା ବିକାଳିଙ୍କ ଜୀବନ ଗଲା
ଉନ୍ନାଓ, ୨୨।୫: ଉତ୍ତରପ୍ରଦେଶର ଉନ୍ନାଓ ଜିଲାରେ କୋଭିଡ୍-୧୯ କର୍ଫ୍ୟୁ ନିୟମ ଉଲ୍ଲଂଘନ ଅଭିଯୋଗରେ ଜଣେ ୧୭ ବର୍ଷୀୟ ପରିବା ବ୍ୟବସାୟୀଙ୍କୁ ପୋଲିସ ନିର୍ମମ ଭାବେ ପିଟିବାରୁ ତାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ସମ୍ପୃକ୍ତ ୨ଜଣ କନ୍ଷ୍ଟେବଲଙ୍କୁ ନିଲମ୍ବନ କରାଯିବା ସହ…
କାମଧନ୍ଦା ନ ପାଇ ଦିଲ୍ଲୀ ଛାଡ଼ିଲେଣି ୮ ଲକ୍ଷ ପ୍ରବାସୀ ଶ୍ରମିକ
ନୂଆଦିଲ୍ଲୀ, ୨୨।୫: କରୋନା ସଂକ୍ରମଣ ରୋକିବା ପାଇଁ ଦିଲ୍ଲୀ ସରକାର ଲକ୍ଡାଉନ ଘୋଷଣା କରିଛନ୍ତି। ଫଳରେ କାମଧନ୍ଦା ନ ପାଇ ୪ ସପ୍ତାହ ମଧ୍ୟରେ ୮ ଲକ୍ଷରୁ ଊର୍ଦ୍ଧ୍ୱ ପ୍ରବାସୀ ଶ୍ରମିକ ରାଜଧାନୀ ଦିଲ୍ଲୀ ଛାଡ଼ିଲେଣି। ଦିଲ୍ଲୀ ପରିବହନ ବିଭାଗ ରିପୋର୍ଟରୁ…
ମାଛ କିଣିବା ପାଇଁ ଜମୁଛି ଭିଡ
ବଲାଙ୍ଗୀର ଅଫିସ, ୨୨ା୫: ରାଜ୍ୟରେ ଲକ୍ଡାଉନ୍ ଘୋଷଣା କରାଯାଇଥିଲେ ମଧ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ ଉପରେ ସାମାନ୍ୟ କୋହଳ କରାଯାଇଛି। ମାତ୍ର ଏହାର ଫାଇଦା ନେଇ କେତେକ କୋଭିଡ ଗାଇଡ୍ଲାଇନର ଉଲ୍ଲଂଘନ କରୁଛନ୍ତି। ପ୍ରତିଦିନ ବଲାଙ୍ଗୀର ସହରରେ ସକାଳ ୭ଟାରୁ ୧୧ଟା…
ପରଲୋକରେ ରାମ ଲକ୍ଷ୍ମଣ
ବମ୍ବେ: ପରଲୋକରେ ବିଶିଷ୍ଟ ସଂଙ୍ଗୀତ ନିର୍ଦ୍ଦେଶକ ରାମ ଲକ୍ଷ୍ମଣ। ଦୀର୍ଘଦିନ ଧରି ସେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଥିଲେ। ତେବେ ସେ ଶନିବାର ସକାଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା। ‘ମେନେ…
ଦିଲ୍ଲୀରେ ଦ୍ୱିତୀୟ ଲହର ନେଲାଣି ୧୦୦ ଡାକ୍ତରଙ୍କ ଜୀବନ
ନୂଆଦିଲ୍ଲୀ,୨୨।୫: କରୋନାର ଦ୍ୱିତୀୟ ଲହର ସାରା ଦେଶରେ ଜାରି ରହିଛି । ହେଲେ ସଂକ୍ରମଣ ବିରୋଧରେ ଲଢୁଥିବା ଡାକ୍ତରଙ୍କ ଜୀବନ ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ ହୋଇଛି। ଇଣ୍ଡିଆନ ମେଡିକାଲ ଆସୋସିଏଶନ(ଆଇଏମ୍ଏ) ପକ୍ଷରୁ ଶନିବାର ଦିଆଯାଇଥିବା ସୂଚନା ଦେଶବାସୀଙ୍କ ଚିନ୍ତା ବଢାଇ ଦେଇଛି। କରୋନା…
ମା’ ହେଲେ ଏହି ଲୋକପ୍ରିୟ ଗାୟିକା
ବମ୍ବେ: ମା’ ହୋଇଛନ୍ତି ବଲିଉଡ୍ର ଲୋକପ୍ରିୟ ଗାୟିକା ଶ୍ରେୟା ଘୋଷାଲ। ନିଜର ସୋସିଆଲ ଆକାଉଣ୍ଟରେ ସେ ଏହି ଖୁସିଖବର ପ୍ରଶଂସକଙ୍କ ସହ ବାଣ୍ଟିଛନ୍ତି। ଭଗବାନଙ୍କ ଆଶୀର୍ବାଦରେ ଆଜି ଅପରାହ୍ନରେ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି। ପୂର୍ବରୁ ଏଭଳି ଅନୁଭବ ହୋଇନାହିଁ।…
ଥମିବାର ନାଁ ନେଉନି: ଭୁବନେଶ୍ୱରରୁ ଆଉ ୧୦୭୬ କରୋନା ପଜିଟିଭ୍ ଚିହ୍ନଟ; କେବଳ ୯୨୮ ଲୋକାଲ୍ କେସ୍
ଭୁବନେଶ୍ୱର,୨୨।୫(ବ୍ୟୁରୋ): ରାଜଧାନୀରେ ଥମିବାର ନାଁ ନେଉନାହିଁ କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଆଉ ୧୦୭୬ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୪୮ କ୍ୱାରାଣ୍ଟାଇନ୍ରୁ ଥିବା ବେଳେ ୯୨୮ ଲୋକାଲ୍ କେସ୍ ରହିଛି।…
ସପ୍ତାହେ ପାଇଁ ଶଟ୍ଡାଉନ
ଭଣ୍ଡାରିପୋଖରୀ,୨୨।୫: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଞ୍ଚାୟତ ୪ ନଂ. ୱାର୍ଡକୁ ଶୁକ୍ରବାରଠାରୁ ସପ୍ତାହେ ପାଇଁ ଶଟ୍ଡାଉନ ଘୋଷଣା କରାଯାଇଛି। ଉକ୍ତ ୱାର୍ଡର ପୋଖରୀ ଆଡ଼ି ସଂଲଗ୍ନ କିଛି ସ୍ଥାନରେ ମହିଳା, ପୁରୁଷ ଏବଂ ଛୋଟ ପିଲାଙ୍କୁ ମିଶାଇ ୨୭ଜଣ…
ସତ ନୁହେଁ, କେବଳ ଟିଆର୍ପି ପାଇଁ ପ୍ରେମର ମିଛ ଡ୍ରାମା: ନେହା-ଆଦିତ୍ୟଙ୍କ ପରେ ଏବେ ପବନଦୀପ-ଅରୁଣୀତା…
ବମ୍ବେ: ଟେଲିଭିଜନରେ ପ୍ରସାରିତ ହେଉଥିବା ଧାରାବାହିକଠାରୁ ରିଆଲିଟି ଶୋ’କୁ ଅଧିକ ପସନ୍ଦ କରିଥାନ୍ତି ଦର୍ଶକ। ବାସ୍ତବ ଘଟଣାକ୍ରମ ଉପରେ ଆଧାରିତ ଭାବି ଶୋ’ରେ ଦେଖାଯାଉଥିବା ସବୁକିଛିକୁ ସେମାନେ ସତ ଭାବିଥାନ୍ତି। ହେଲେ ତାହା ସମ୍ପୂର୍ଣ୍ଣ ଓଲଟା। ଅନେକ ସମୟରେ ଶୋ’ର ଟିଆର୍ପି…
ନନ୍ଦିଗ୍ରାମ ବିଧାୟକଙ୍କ ବାପା, ଭାଇଙ୍କୁ ମିଳିବ ଓ୍ବାଇ ପ୍ଲସ୍ ସୁରକ୍ଷା
ନୂଆଦିଲ୍ଲୀ,୨୨।୫: ପଶ୍ଚିମବଙ୍ଗର ସମସ୍ତ ୭୭ ନୂତନ ନିର୍ବାଚିତ ଭାଜପା ବିଧାୟକଙ୍କୁ କେନ୍ଦ୍ରୀୟ ସୁରକ୍ଷା ଯୋଗାଇ ଦେବାର କିଛି ଦିନ ପରେ ନନ୍ଦିଗ୍ରାମ ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କ ବାପା ଏବଂ ଭାଇଙ୍କୁ ଓ୍ବାଇ ପ୍ଲସ ସୁରକ୍ଷା ଯୋଗାଇ ଦିଆଯିବ। ଏନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ…
Archives


