Posted inଖେଳ

ଧୋନୀଙ୍କ ବ୍ୟାଟ୍‌ରେ ବାଜିଲାନି

ଦୁବାଇ,୪।୧୦ : ମ୍ୟାଚ୍‌ ଫିନିଶର ଭାବେ ଜଣାଶୁଣା ମହେନ୍ଦ୍ର ସିଂ ଧୋନୀ ଶେଷ ପର୍ଯ୍ୟନ୍ତ ଛିଡ଼ା ହୋଇଥିଲେ। ୨୭ ବଲ ଖେଳିବା ପରେ ମଧ୍ୟ ତାଙ୍କ ବ୍ୟାଟରୁ ଗୋଟିଏ ହେଲେ ଚୌକା କିମ୍ବା ଛକା ବାହାରି ନ ଥିଲା। ଶେଷରେ ସେ ୧୮ ରନ୍‌ କରି ପ୍ୟାଭିଲିଅନ ଫେରିଥିଲେ। ତାଙ୍କ ଭଳି ରୁତୁରାଜ ଗାଏକ୍ୱାଡ (୧୩), ଫାଫ ଡୁ’ପ୍ଲେସି (୧୦), ରବିନ ଉଥପ୍ପା (୧୯) ଓ ମୋଇନ ଅଲି (୫) ବିଫଳ ହୋଇଥିଲେ। କିନ୍ତୁ ଶେଷ ଆଡ଼କୁ ଅମ୍ବାତି ରାୟୁଡୁ(୫୫* ରନ୍‌, ୫ ଚୌକା ଓ ୨ ଛକା)ଙ୍କ ଅର୍ଦ୍ଧଶତକୀୟ ପାଳି ଯୋଗୁ ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଧାର୍ଯ୍ୟ ୨୦ ଓଭରରେ ୫ ଉଇକେଟ ହରାଇ ୧୩୬ ରନ୍‌ କରିବାକୁ ସକ୍ଷମ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶାସ୍ତ୍ରୀଙ୍କ ହୃଦୟ ଜିଣିଲେ ହାଇଦ୍ରାବାଦର ଏହି ବୋଲର୍‌; କହିଲେ…

ନୂଆଦିଲ୍ଲୀ,୩୦।୩: ସନରାଇଜର୍ସ ହାଇଦ୍ରାବାଦର ୨୨ ବର୍ଷୀୟ ଦ୍ରୁତ ବୋଲର୍‌ ଉମ୍ରାନ ମଲିକ ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀଙ୍କ ହୃଦୟ ଜିଣିଛନ୍ତି...

ଅମିତ, ବୀରେନ୍ଦ୍ରଙ୍କୁ ଅର୍ଜୁନ ପୁରସ୍କାର

ଭୁବନେଶ୍ୱର,୧୩।୧୧: ରାଜ୍ୟର ପ୍ରଥମ ଖେଳାଳି ଭାବେ ପାରା ଆଥ୍‌ଲେଟ ପ୍ରମୋଦ ଭଗତ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପାଇଛନ୍ତି। ପୁରସ୍କାର...

କ୍ରିକେଟ୍‌ ଖେଳୁଛନ୍ତି ସନ୍ନି ଲିଓନି, ପ୍ରଶଂସକଙ୍କୁ ପଚାରିଲେ ଏମିତି ପ୍ରଶ୍ନ

ବଲିଉଡ୍‌ ଅଭିନେତ୍ରୀ ସନି ଲିଓନି ଆଜିକାଲି କ୍ରିକେଟ୍‌ ଖେଳୁଛନ୍ତି। ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ସେ କ୍ରିକେଟ୍‌ ଖେଳୁଥିବା ନଜର ଆସିଛନ୍ତି। କ୍ରିକେଟ୍‌...

ଅର୍ଦ୍ଧଶତକ ହାସଲ କଲେ କ୍ରୀଡା ମନ୍ତ୍ରୀ

କଟକ,୪।୩: ଚଣ୍ଡିଗଡ ଏବଂ ବଙ୍ଗଳା ମଧ୍ୟରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯାଉଥିବା ରଣଜୀ ଟ୍ରଫି ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିଛନ୍ତି ପଶ୍ଚିମବଙ୍ଗ କ୍ରୀଡା ମନ୍ତ୍ରୀ ମନୋଜ...

ଆର୍ମି ଟ୍ରେନିଂ ସାରି ଏବେ ଏହି କାମରେ ଧୋନୀ

ନୂଆଦିଲ୍ଲୀ, ୨୨।୮:ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତରୁ ବିଶ୍ରାମ ନେଇ ଭାରତୀୟ ସେନାରେ ଯୋଗଦେଇଥିଲେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ଏହିସମୟ ମଧ୍ୟରେ ସେ ଟେରିଟୋରିଆଲ...

କ୍ରିକେଟରଙ୍କ ବିବାହ ଉତ୍ସବରେ ମୋବାଇଲ ଚୋରି

ବାଂଲାଦେଶ ଅଲରାଉଣ୍ଡର ସୌମ୍ୟ ସରକାର ଜୀବନରେ ନୂଆ ଇନିଂସ ଆରମ୍ଭ କରିଛନ୍ତି। ସେ ଦେବନାଥ ପୂଜାଙ୍କ ସହ ବିବାହ କରିଛନ୍ତି। ଏହି ବିବାହ ଉତ୍ସବ ଖୁଲନାଠାରେ...

ମାତ୍ର ଗୋଟିଏ ବିଜୟ..ଇତିହାସ ରଚିଦେବ ଭାରତୀୟ ଦଳ

ଲଣ୍ଡନ,୧୮।୬: ୧୯୮୩ରେ ଭାରତୀୟ ଦଳ ପ୍ରଥମଥର ପାଇଁ ବିଶ୍ୱକପ୍‌ ଜିତି ଇତିହାସ ରଚିଥିଲା। ଏହାପରେ ୨୦୦୭ରେ ଟି-୨୦ ବିଶ୍ୱକପ୍‌, ୨୦୧୧ରେ ଦ୍ୱିତୀୟଥର ଦିନିକିଆ ବିଶ୍ୱକପ୍‌ ବିଜେତା...

ଅଖତରଙ୍କ ବଡ଼ ଚ୍ୟାଲେଞ୍ଜ: ‘ମୋର ଯେତୋଟି ବଲ୍‌ ଖେଳିପାରିବ ସେତୋଟି ବାଇକ୍‌ ଦାନ କରିବି’

ନୂଆଦିଲ୍ଲୀ,୪।୬: ଚର୍ଚ୍ଚାରେ ପାକିସ୍ତାନର ପୂର୍ବ ଦ୍ରୁତ ବୋଲର୍‌ ସୋଏବ ଅଖତର। କାରଣଟି ହେଲା ତାଙ୍କର କିଛି ସୋସିଆଲ ମିଡିଆ ପୋଷ୍ଟ। ମଜାରେ କିଛି କଥା କହୁ...

Advertisement
Archives

Model This Week