Home Left

ସମୁଦ୍ର କୂଳରେ ୫ ନର କଙ୍କାଳ: ଲୋକେ ଆତଙ୍କିତ…

ରାମନାଥପୁରମ୍‌,୩୦।୫: ସମୁଦ୍ର କୂଳରେ ପୋତା ଯାଇଥିବା ୫ ନର କଙ୍କାଳକୁ ନେଇ ତାମିଲନାଡୁର ରାମନାଥମୁରମ୍‌ ଜିଲାର ଓ୍ବଲିନକ୍କମ୍‌ ଗାଁର ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ସମୁଦ୍ର କୂଳରେ ଧୀବରମାନେ ନର କଙ୍କାଳ ସମ୍ପର୍କରେ ସ୍ଥାନୀୟ ପୋଲିସକୁ ସୂଚନା ଦେଇଛନ୍ତି। ଘଟଣାସ୍ଥଳରେ…

ନଦୀରେ ମୃତଦେହ ଫିଙ୍ଗିବା ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ…

ବଳରାମପୁର,୩୦।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ କେତେକ ଲୋକ ଆକ୍ରାନ୍ତଙ୍କ ମୃତଦେହ ନଦୀରେ ଫିଙ୍ଗୁଥିବାରୁ ସ୍ଥିତି ଅଧିକ ଜଟିଳ ହେବାରେ ଲାଗିଛି। ଗଙ୍ଗା ନଦୀରୁ ଭାସୁଥିବା ଅବସ୍ଥାରେ ବହୁ ମୃତଦେହ ଉଦ୍ଧାର କରାଯାଇଛି। ଉତ୍ତରପ୍ରଦେଶର…

ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବଙ୍କ ଖବରଦାତା ସମ୍ମିଳନୀ: ରାଜ୍ୟରେ ବଢ଼ିବ କି ଲକ୍‌ଡାଉନ୍‌

ଭୁବନେଶ୍ୱର,୩୦।୫: ରବିବାର ସଂଧ୍ୟା ୬.୩୦ରେ କରୋନା ଜନିତ କିଛି ବଡ଼ ଘୋଷଣା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କରିପାରନ୍ତି । ତେବେ ରାଜ୍ୟରେ ଲାଗୁ ହୋଇଥିବା ଲକ୍‌ଡାଉନ ସୋମବାର ଶେଷ ହେବାକୁ ଯାଉ ଥିବା ବେଳେ ଲକ୍‌ଡାଉନ କି କରୋନା…

ଘର ନିକଟରେ କବର ଖୋଳାକୁ ନେଇ ଉତ୍ତେଜନା

ପିପିଲି,୩୦।୫(ସ୍ବ.ପ୍ର.): ପିପିଲି ପୌରାଞ୍ଚଳ ୧୪ୱାର୍ଡ ସୁଲତାନନଗର ଗ୍ରାମର ଏକ ଘର ନିକଟରେ ଶନିବାର ମୃତଦେହ ପୋତିବା ନିମନ୍ତେ ଏକ କବର ଖୋଳିବାକୁ ନେଇ ଉତ୍ତେଜନା ଦେଖାଦେଇଛି। ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଜଣେ ବୃଦ୍ଧାଙ୍କ ମୃତଦେହକୁ ପୋତିବା ପାଇଁ ଅନ୍ୟ ସମ୍ପ୍ରଦାୟ ଲୋକଙ୍କ…

ଧୋନୀଙ୍କ ସହ କୋହଲିଙ୍କର ରହିଛି ଏମିତି ସମ୍ପର୍କ, ଟୁଇଟ୍‌ କରି କହିଲେ…

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ମହେନ୍ଦ୍ର ସିଂ ଧୋନୀଙ୍କ ଭିତରେ ସମ୍ପର୍କ କେମିତି ବୋଲି ପ୍ରଶଂସକମାନେ ଜାଣିବାକୁ ଚାହିଁଛନ୍ତି। ପଡ଼ିଆରେ ସେମାନଙ୍କ ମଧ୍ୟରେ କେମିତି ସମ୍ପର୍କ ଥାଏ ଏମିତି ସୋସିଆଲ ମିଡିଆରେ କୋହଲିଙ୍କୁ ଅନେକ ପ୍ରଶ୍ନ ପଚାରିଛନ୍ତି…

‘ନବୀନ ଆମ ଭରସା’ ଅଭିଯାନ ଆରମ୍ଭ

ଭୁବନେଶ୍ୱର,୩୦ା୫(ବ୍ୟୁରୋ): ବିଜେଡି ସାଂସ୍କୃତିକ ସମନ୍ବୟ ସାମ୍ମୁଖ୍ୟ ‘ଆମ ଭରସା ନବୀନ’ ଅଭିଯାନ ଆରମ୍ଭ କରିଛି। ସାମ୍ମୁଖ୍ୟର ତୃଣମୂଳସ୍ତରୀୟ ସଙ୍ଗଠନକୁ ଉପଯୋଗ କରି କରୋନା ମହାମାରୀରୁ ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ଅନୁଭୂତିକୁ ଲୋକଲୋଚନକୁ ଆଣିବା ପାଇଁ ଏହି ଅଭିଯାନର ଶୁଭାରମ୍ଭ କରାଯାଇଛି।…

ବିଲରେ ହଳ କରୁଥିଲେ, ପାଓ୍ବାରଟିଲରରେ ପଶିଗଲା ଗୋଡ଼; ଚାଷୀ ଗୁରୁତର

ପାଟଣା,୩୦ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖୋରୀ ପଞ୍ଚାୟତର ରଥପଡ଼ା ଗ୍ରାମରେ ରବିବାର ସକାଳେ ପାଓ୍ବାର ଟିଲର ଯୋଗେ ବାଡ଼ି ପଛରେ ହଳ କରୁଥିବା ବେଳେ ପାୱ୍ବାରଟିଲରର ଲଙ୍ଗଳରେ ବାମ ଗୋଡ଼ ପଶି ଜଣେ ଚାଷୀ ଗୁରୁତର ହୋଇଛନ୍ତି। ସେ ହେଉଛନ୍ତି…

ରାଜ୍‌ ଖୋଲିଲେ ବିରାଟ : କାହିଁକି ଦେଖାଉ ନାହାନ୍ତି ଝିଅର ମୁହଁ

ଟିମ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଇନଷ୍ଟାଗ୍ରାମରେ ତାଙ୍କ ପ୍ରଶଂସକଙ୍କ ସହ କଥା ହୋଇଛନ୍ତି। ଏହି ସମୟରେ ପ୍ରଶଂସକମାନେ ତାଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ। ଯାହାର ଗୋଟିଏ ପରେ ଗୋଟିଏ ଉତ୍ତର ବିରାଟ ଦେଇଥିଲେ। ଅନେକ ୟୁଜର୍ସ ତାଙ୍କୁ ଝିଅ ଭାମିକା…

ଶ୍ରୀମନ୍ଦିର ରତ୍ନବେଦି ଫଟୋ ଭାଇରାଲ୍‌

ପୁରୀ ଅଫିସ,୩୦।୫: ପୁରୀରେ କିଛିଦିନର ବ୍ୟବଧାନ ପରେ ଶ୍ରୀମନ୍ଦିରର ଭିତର ଫଟୋ ପୁଣି ଭାଇରାଲ ହୋଇଛି। ଏଥର ଶ୍ରୀମନ୍ଦିରର ଗର୍ଭ ଗୃହ ରତ୍ନତ୍ସିଂହାସନ ଫଟୋ ଭାଇରାଲ ହେବା ନେଇ ଅଭିଯୋଗ ହୋଇଛି। ଖବର ପ୍ରଚାରିତ ହେବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ…

ସଙ୍କଟରେ ବି ପ୍ରତିଶ୍ରୁତି ଭୁଲିନୁ: ନବୀନ

ଭୁବନେଶ୍ୱର,୩୦ା୫(ବ୍ୟୁରୋ): ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ସଙ୍କଟର ମୁକାବିଲା କରି ଚାଲିଛନ୍ତି। ଏହାସତ୍ତ୍ୱେ ଲୋକଙ୍କୁ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତିକୁ ଆମେ ଭୁଲିନାହୁଁ। ବିଜେଡି ଶାସନର ପଞ୍ଚମ ପାଳିରେ ୫-ଟି ମୁଖ୍ୟ ଫୋକସ୍‌ ହୋଇଛିି। ପ୍ରତ୍ୟେକ ବିଭାଗ ସେମାନଙ୍କ କାର୍ଯ୍ୟକ୍ରମ…

୭ ଜୁନ୍‌ ପର୍ଯ୍ୟନ୍ତ ବଢ଼ିଲା ଲକ୍‌ଡାଉନ୍‌: ଅଡ୍‌-ଇଭିନ୍‌ରେ ଖୋଲିବ ଦୋକାନ…

ଚଣ୍ଡିଗଡ଼,୩୦।୫: କରୋନା ମହାମାରୀ ସଂକ୍ରମଣରେ ରୋକ ଲଗାଇବା ପାଇଁ ହରିୟାଣାରେ ୭ ଜୁନ୍‌ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ସମୟ ସୀମାକୁ ବୃଦ୍ଧି କରାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଲକ୍‌ଡାଉନ୍‌ ସମୟରେ ଦୋକାନ ପୂର୍ବାହ୍ନ ୯ଟାଠାରୁ…

ପାଣ୍ଡରା ଛକକୁ ଯିବ ରସୁଲଗଡ଼ ଫାଣ୍ଡି

ଭୁବନେଶ୍ୱର,୩୦ା୫(ବ୍ୟୁରୋ): ମଞ୍ଚେଶ୍ୱର ଥାନା ଅଧୀନରେ କାର୍ଯ୍ୟ କରୁଥିବା ରସୁଲଗଡ଼ ଫାଣ୍ଡି ପାଣ୍ଡରା ଛକକୁ ସ୍ଥାନାନ୍ତର ହେବ। ଏଥିପାଇଁ ପାଣ୍ଡରା ଛକରେ ୨ ମହଲା ବିଶିଷ୍ଟ କୋଠାର ନିର୍ମାଣ ସରିଛି। ଜୁନ୍‌ ମାସରେ ଉକ୍ତ କୋଠା ଉଦ୍‌ଘାଟନ ହେବା ସହ ସେହିଠାରେ ହିଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri