ସ୍ବାସ୍ଥ୍ୟକେନ୍ଦ୍ର ଚାଲୁ କରିବା ଲାଗି ଅନୁରୋଧ କଲେ ମୁଖ୍ୟମନ୍ତ୍ରୀଙ୍କ ବନ୍ଧୁ
ପାଟନା,୨୬।୫: ବିହାରରେ ସ୍ବାସ୍ଥ୍ୟସେବା ଅତ୍ୟନ୍ତ ବିପର୍ଯ୍ୟୟ ଅବସ୍ଥାରେ ପଡ଼ି ରହିଛି। ସାମାନ୍ୟ ଚିକିତ୍ସା ଲାଗି ବି ଲୋକଙ୍କୁ ବହୁ ହଇରାଣ ହରକତ ହେବାକୁ ପଡ଼ୁଛି। ବର୍ତ୍ତମାନ ରାଜ୍ୟରେ କରୋନା ସ୍ଥିତି ଭଲ ନ ଥିବା ବେଳେ ଏହି ସମୟରେ ଭଲ ଚିକିତ୍ସା…
ଶାହରୁଖଙ୍କ ଝିଅ ପାଇଁ ଆସିଲା ବିବାହ ପ୍ରସ୍ତାବ: ପୁଅର ମାସିକ ରୋଜଗାର ଏତିକି..
ବଲିଉଡ୍ ଅଭିନେତା ଶାହରୁଖ୍ ଖାନ୍ଙ୍କ ଝିଅ ସୁହାନା ଖାନ୍ ନିକଟରେ ୨୧ ବର୍ଷରେ ପଦାର୍ପଣ କରିଛନ୍ତି। ଜନ୍ମଦିନ ଅବସରରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଥିଲା। ଏହି ଅବସରରେ ଜଣେ ଯୁଜର୍ସ ଟୁଇଟର୍ରେ ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ଯାହା ଏବେ ଭାଇରାଲ…
ଦୁଇଟି ଖରଭୁଜ ଦାମ୍ରେ କିଣିପାରିବେ ଦାମୀ କାର୍, ଜାଣନ୍ତୁ ଏହାର ସ୍ବତନ୍ତ୍ରତା
ବିଶେଷକରି ଗ୍ରୀଷ୍ମଋତୁରେ ଖରଭୁଜ ବଜାରରେ ପ୍ରଚୁର ମାତ୍ରାରେ ବିକ୍ରି ହୋଇଥାଏ। ଏହି ଫଳ ଡି-ହାଇଡ୍ରେସନକୁ ରୋକିଥାଏ। କାରଣ ଏଥିରେ ୯୫ ପ୍ରତିଶତ ଜଳ ରହିଛି। ଆହୁରି ମଧ୍ୟ, ଏହି ଫଳରୁ ଅନେକ ପ୍ରକାରର ଭିଟାମିନ୍ ଏବଂ ମିନେରାଲ୍ସ ମିଳିଥାଏ। ଯେଉଁଥିପାଇଁ ଏହାର…
ବାପା-ମା’ଙ୍କ ଛାଡପତ୍ର ଦିନ ଖୁସିରେ ପାଗଳ ହୋଇଯାଇଥିଲେ ଏହି ଅଭିନେତ୍ରୀ
ଯେକୌଣସି ଦାମ୍ପତ୍ୟ ଜୀବନରେ ଛାଡପତ୍ର ପରିସ୍ଥିତି ଆସିଲେ, ପିଲାମାନଙ୍କ ଉପରେ ଏହାର ସର୍ବାଧିକ ପ୍ରଭାବ ପଡିଥାଏ। କିନ୍ତୁ ଅଭିନେତ୍ରୀ ଶ୍ରୁତି ହାସନଙ୍କ ଏହାର ଭଲ ପ୍ରଭାବ ପଡିଛି। ପାପା କମଲ ହାସନ ଏବଂ ମା ସାରିକାଙ୍କ ଛାଡପତ୍ରକୁ କିପରି ମୁକାବିଲା କରିଥିଲେ…
ଗଛ ପଡ଼ି ଜଣଙ୍କ ଜୀବନ ଗଲା
କେନ୍ଦୁଝର,୨୬ା୫(ସ୍ବ.ପ୍ର.): ଘଷିପୁରା ଥାନା ଅନ୍ତର୍ଗତ ପଞ୍ଚୁପଲୀ ଗ୍ରାମରେ ବୁଧବାର ସକାଳେ ୟାସ ପ୍ରଭାବରେ ଏକ ବରଗଛ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଭଯୋଗ ହୋଇଛି। ସେ ଦୋକାନ ଯାଉଥିବା ସମୟରେ ଏଭଳି ଅଘଟଣ ଘଟଥିବା କୁହାଯାଇଛି। ତାଙ୍କ ନାମ ପୂର୍ଣ୍ଣଚନ୍ଦ୍ର…
୩ ବର୍ଷ ପରେ ମନର ଯନ୍ତ୍ରଣା ପ୍ରକାଶ କଲେ ଏହି ପ୍ରସିଦ୍ଧ କ୍ରିକେଟର୍: ଜୋତା ପିନ୍ଧି ଗାଧୋଇବାକୁ ଯାଇଥିଲେ, ଆଉ ତା’ପରେ
କୋଲକାତା ନାଇଟ ରାଇଡର୍ସ (କେକେଆର୍) ତାରକା ଅଲରାଉଣ୍ଡର ଆନ୍ଦ୍ରେ ରସେଲ ୩ ବର୍ଷ ପରେ ନିଜର ମନର ଯନ୍ତଣା ପ୍ରକାଶ କରିଛନ୍ତି। ଆଇପିଏଲ ୨୦୧୮ରେ କେକେଆର ଦଳ ଇଡେନ ଗାର୍ଡେନ୍ସରେ ସନରାଇଜର୍ସ ହାଇଦ୍ରାବାଦଠାରୁ ୧୪ ରନ୍ରେ ହାରି ଆଇପିଏଲ ଫାଇନାଲରେ ପ୍ରବେଶ…
ଅପରାହ୍ନ ସୁଦ୍ଧା ଶେଷ ହେବ ଲ୍ୟାଣ୍ଡ୍ଫଲ: ଏବେ ୧୪୦ କିଲୋମିଟର ବେଗରେ ବହୁଛି ପବନ
ଭୁବନେଶ୍ୱର,୨୬ା୫(ବ୍ୟୁରୋ): ବୁଧବାର ପୂର୍ବାହ୍ନ ୯ଟାରୁ ବାତ୍ୟା ‘ୟାସ’ ଲ୍ୟାଣ୍ଡଫଲ୍ ଆରମ୍ଭ କରିଛି। ଧାମରାର ଉତ୍ତର, ବାଲେଶ୍ୱର ସହର ତଳକୁ ବାହାନଗା ପାଖରେ ଲ୍ୟାଣ୍ଡଫଲ୍ ହୋଇଛି। ଲ୍ୟାଣ୍ଡଫଲ ଶେଷ ହେବାକୁ ୩ରୁ ୪ ଘଣ୍ଟା ସମୟ ଲାଗିବ। ଅପରାହ୍ନ ୧ଟା ସୁଦ୍ଧା ଲ୍ୟାଣ୍ଡଫଲ୍…
୧୦ ବର୍ଷ ହେଲା କ୍ରିକେଟରଙ୍କ ଟଙ୍କା ବାକି ରଖିଛି ବିସିସିଆଇ: ଅଭିଯୋଗ ଆଣିଲେ ଏହି ଖେଳାଳି…
ନୂଆଦିଲ୍ଲୀ,୨୬।୫: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)କୁ ପୃଥିବୀର ଧନୀ ବୋର୍ଡ ଭାବେ ପରିଗଣିତ କରାଯାଇଥାଏ। ତେବେ କରୋନା ମହାମାରୀ ସଙ୍କଟ ଯୋଗୁ ବିସିସିଆଇର ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। ଏପରିସ୍ଥଳେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ବିସିସିଆଇ ଉପରେ ଗୁରୁତର ଅଭିଯୋଗ…
ପ୍ରାର୍ଥୀଙ୍କୁ ବ୍ୟାନ୍ କଲେ ଫାଇନ୍
ଫେସ୍ବୁକ୍, ଟୁଇଟର ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ ରାଜନୈତିକ ପ୍ରାର୍ଥୀଙ୍କୁ ବ୍ୟାନ୍ କଲେ ଏହାକୁ ବେଆଇନ ମାନିବା ସହ ସମ୍ପୃକ୍ତ କମ୍ପାନୀକୁ ଜରିମାନା ଦେବାକୁ ପଡ଼ିବ ବୋଲି ଆମେରିକାର ପ୍ରଥମ ରାଜ୍ୟଭାବେ ବିଲ୍ ଆଣିଛି ଫ୍ଲୋରିଡା। ଗତ ଜାନୁୟାରୀରେ ଆମେରିକାର ପୂର୍ବତନ…
ଭଦ୍ରକରେ ଲଗାଣ ବର୍ଷା ଓ ପବନ ଜାରି
ଭଦ୍ରକ ଅଫିସ,୨୬ା୫: ବାତ୍ୟା ‘ୟାସ’ ଭଦ୍ରକ ଧାମରା ନିକଟ ଦେଇ ଅତିକ୍ରମ କରୁଥିବା ବେଳେ ଜିଲାରେ ପ୍ରବଳ ବର୍ଷା ହେବା ସହ ଚାନ୍ଦବାଲି ଓ ଧାମରାରେ ପବନର ବେଗ ୧୦୦ରୁ ୧୪୦ କିମି ରହିଛି । ଜିଲାର ସଦ୍ୟତମ ରେନ୍ଫଲ ରିପୋର୍ଟ…
ପାକ୍ରେ ମିଆଙ୍କ ଟିକ୍ଟକ୍ ବ୍ୟାନ୍
ଆମେରିକୀୟ ପର୍ନଷ୍ଟାର ମିଆ ଖଲିଫାଙ୍କ ଟିକ୍ଟକ୍ ଆକାଉଣ୍ଟ ପାକିସ୍ତାନରେ ବ୍ୟାନ୍ କରିଦିଆଯାଇଛି। ଏ ନେଇ ମିଆ ଟୁଇଟ୍ ଯୋଗେ ତାଙ୍କ ପ୍ରଶଂସକଙ୍କୁ ଜଣାଇଛନ୍ତି। ଟୁଇଟର ମାଧ୍ୟମରେ ସେ ତାଙ୍କ ପାକିସ୍ତାନୀ ଫ୍ୟାନଙ୍କ ସହ ଟିକ୍ଟକ୍ ଭିଡିଓ ଶେୟାର କରିବେ ବୋଲି ମିଆ…
ପୁଣି ରେକର୍ଡ ଭାଙ୍ଗିଲା ମୃତ୍ୟୁସଂଖ୍ୟା: ଦିନକରେ କରୋନା ନେଲା ୩୫ ଜୀବନ
ଭୁବନେଶ୍ୱର,୨୬।୫(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନାରେ ୩୫ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୫୮୪ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
Archives


