ନବରାତ୍ରୀ ଅବସରରେ ୨୫୦୦ରୁ ଅଧିକ ପ୍ରତିମା ପ୍ରଦର୍ଶିତ…

ଥିରୁଭାନନ୍ତପୁରମ୍‌,୧୧।୧୦: ନବରାତ୍ରୀ ଅବସରରେ କେରଳରେ ବମ୍ମାଇ କୋଲୁ ପାଇଁ ୨୫୦୦ରୁ ଅଧିକ କ୍ଷୁଦ୍ର ପ୍ରତିମା ପ୍ରଦର୍ଶିତ ହୋଇଛି। ଏଭଳି ପ୍ରତିମା ପ୍ରଦର୍ଶନକୁ କେରଳରେ ବୋମ୍ମାଇ-କୋଲୁ କୁହାଯାଇଥାଏ। ଥିରୁଭାନନ୍ତପୁରମ୍‌ଠାରେ ଥିବା ଗାନ୍ଧାରୀ ଆମ୍ମା କୋଭିଲ ମନ୍ଦିରରେ ବୋମ୍ମାଇ କୋଲୁ ପ୍ରଦର୍ଶନ ହୋଇଛି। ଏହା କେରଳର ନବରାତ୍ରୀ ଉତ୍ସବର ମୁଖ୍ୟ ଆକର୍ଷଣ ।

ନବରାତ୍ରୀ ମହୋତ୍ସବର ଏକ ଅଂଶ ଭାବରେ କେରଳରେ ହିନ୍ଦୁ ଦେବତାମାନଙ୍କର ଧାତୁ ମୂର୍ତ୍ତି ଏବଂ ମାଟିରେ ନିର୍ମିତ ମୂର୍ତ୍ତି  ଘରେ ସଜାଯାଇଥାଏ। ଲୋକେ ନିଜ ବନ୍ଧୁ ବାନ୍ଧବ ପ୍ରିୟପରିଜନଙ୍କ ଘରେ ହୋଇଥିବା ବୋମ୍ମାଇ କୋଲୁ ଦେଖିବାକୁ ଘର ଘର ବୁଲିଥାନ୍ତି। ପୂର୍ବରୁ ତାମିଲ ବ୍ରାହ୍ମଣମାନଙ୍କ ମଧ୍ୟରେ ଏହା ଏକ ପରମ୍ପରା ଥିଲା, କିନ୍ତୁ ଏବେ ଅନ୍ୟମାନେମ ମଧ୍ୟ ନିଜ ଘରେ ବୋମ୍ମାଇ କୋଲୁ କରୁଛନ୍ତି।

ଗାନ୍ଧାରୀ ଆମ୍ମା କୋଭିଲ ମନ୍ଦିରରେ ବୋମ୍ମାଇ କୋଲୁ ଏକ ପୁରୁଣା ପରମ୍ପରା। ନବରାତ୍ରୀ ଅବସରରେ ବିଭିନ୍ନ ଦେବତାଙ୍କ ମୂର୍ତ୍ତି ମଣ୍ଡପମରେ ସଜାଯାଇଥାଏ। ଏହି ଉତ୍ସବ ଅକ୍ଟୋବର ୧୫ରେ ତାରିଖ ସୁଦ୍ଧା ଶେଷ ହେବ ବୋଲି ଗାନ୍ଧାରୀ ଅମ୍ମା କୋଭିଲ ମନ୍ଦିରର ସେକ୍ରେଟାରୀ ଆର.ପି. ନାୟାର କହିଛନ୍ତି। ନବରାତ୍ରୀ ଉତ୍ସବରେ ଦେବୀ ଦୁର୍ଗା ଏବଂ ତାଙ୍କର ନଅ ରୂପକୁ ପୂଜା କରାଯାଇଥାଏ। ଏହି ବୋମ୍ମାଇ କୋଲୁ ପ୍ରଦର୍ଶନ ଉତ୍ସବ ଅକ୍ଟୋବର ୭ରୁ ଆରମ୍ଭ ହୋଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦ ବର୍ଷର ପୁରୁଣା ମାମଲା ତୁରନ୍ତ ଫଇସଲା ଲାଗି ହାଇକୋର୍ଟଙ୍କୁ ଅନୁରୋଧ

ନୂଆଦିଲ୍ଲୀ,୨୧।୧୧(ପି.ଟି.): ଦଶବର୍ଷ ତଳର ମାମଲାଗୁଡ଼ିକୁ ତୁରନ୍ତ ଫଇସଲା କରିବା ଲାଗି ଆଇନ ମନ୍ତ୍ରଣାଳୟ ପକ୍ଷରୁ ହାଇକୋର୍ଟଗୁଡ଼ିକୁ ଅନୁରୋଧ କରାଯାଇଥିବା ବୁଧବାର ବିଭାଗୀୟ ମନ୍ତ୍ରୀ ରବିଶଙ୍କର ପ୍ରସାଦ...

୪୪%ଙ୍କ ବିରୋଧରେ ଆପରାଧିକ ମାମଲା

ନୂଆଦିଲ୍ଲୀ, ୨୪ା୬: ଚଳିତବର୍ଷ ରାଜ୍ୟ ସଭାକୁ ନିର୍ବାଚିତ ୬୨ ସଦସ୍ୟଙ୍କ ମଧ୍ୟରୁ ୪୪ ପ୍ରତିଶତଙ୍କ ବିରୋଧରେ ବିଭିନ୍ନ ପ୍ରକାର ଆପରାଧିକ ମାମଲା ରହିଛି। ୧୧ ଜଣ(୧୮%)ଙ୍କ...

ମହାରାଷ୍ଟ୍ର ଗଭର୍ନରଙ୍କୁ ମିଳିଲାନି ସରକାରୀ ବିମାନ

ମୁମ୍ବାଇ, ୧୧।୨- ମହାରାଷ୍ଟ୍ର ଗଭର୍ନର ଭଗତ ସିଂ କୋଶିୟାରିଙ୍କୁ ଗୁରୁବାର ସକାଳେ ମୁମ୍ବାଇ ବିମାନ ବନ୍ଦରରେ ଫ୍ଲାଇଟ୍‌ ନେବା ପାଇଁ ଦୁଇ ଘଣ୍ଟା କାଳ ଅପେକ୍ଷା...

ଗଡସେଙ୍କୁ ଆତଙ୍କବାଦୀ କହି କିଛି ଭୁଲ କରିନି, ଗିରଫକୁ ଭୟ ନାହିଁ: କମଲ ହାସନ

ଚେନ୍ନାଇ, ୧୭।୫: ରାଷ୍ଟ୍ର ପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟାକରୀଙ୍କୁ ଆତଙ୍କବାଦୀ କହି ବିବାଦ ଘେରକୁ ଆସିଥିବା ଅଭିନେତା କମଲ ହାସନ ଏନେଇ ସଫେଇ ଦେଇଛନ୍ତି। ସେ...

ଶିଶୁକନ୍ୟା କାହାର, ଥାନାରେ ପହଞ୍ଚିଲେ ଦୁଇ ମା’…

ଅମୃତସର,୮।୮: ଜନ୍ମ ଦେଇଥିବା ମା’ ବଡ଼ ନା ପାଳନ କରିଥିବା ମା’ ବଡ଼। ଏହାର ସମାଧାନ ପାଇଁ ଏବଂ ଶିଶୁକନ୍ୟାଙ୍କୁ ନିଜର କରିବା ଲାଗି ଦୁଇ...

ମୁମ୍ବାଇଠାରୁ ମାତ୍ର ୧୫୦ କିମି ଦୂରରେ ବାତ୍ୟା ‘ନିସର୍ଗ’: ହାଇଆଲର୍ଟ ଜାରି

ମୁମ୍ବାଇ,୩।୬: ଦେଶରେ କରୋନା ପରିସ୍ଥିତି ଜଟିଳ ରୂପ ଧାରଣ କରିଥିବାବେଳେ ଗୋଟିଏ ପରେ ଗୋଟିଏ ବାତ୍ୟା ଲୋକଙ୍କୁ ଆହୁରି ଭୟଭୀତ କରିଛି। ବାତ୍ୟା ଅମ୍ଫନ୍‌ ପରେ...

ସୁଧହାର କମାଇଲା ଆରବିଆଇ

ନୂଆଦିଲ୍ଲୀ,୪।୧୦: ମୁଦ୍ରାନୀତି ସମୀକ୍ଷା ପରେ ଶୁକ୍ରବାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ୦.୨୫ ବେସିସ୍‌ ପଏଣ୍ଟ ହ୍ରାସ କରିଛି। ଫଳରେ ୫.୧୫ ପ୍ରତିଶତକୁ ରେପୋ ରେଟ...

ବଗିଚାରେ ବୁଲୁଛି ଗୋଲାପୀ ପାରା

ଦୁନିଆରେ ଏପରି ଅନେକ ବିରଳ ପ୍ରଜାତିର ପ୍ରାଣୀ ଅଛନ୍ତି, ଯାହା ଆମ ନଜର ଆଢୁଆଳରେ ରହିଯାଇଥାନ୍ତି। ଯାହା ବିଷୟରେ ବିଶେଷଜ୍ଞମାନେ ମଧ୍ୟ ଅବଗତ ନ ଥାନ୍ତି।...

Advertisement
Archives

Model This Week