Home Left

ବଟି ମାଗି ଧରାପଡ଼ିଲେ ୩ ନକଲି ଖବରଦାତା

ବରଗଡ଼ ଅଫିସ୍‌/ଅମ୍ବାଭୋନା,୨୭।୫: ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳର ବିଭିନ୍ନ ପଞ୍ଚାୟତକୁ ଯାଇ ସ୍ଥାନୀୟ ଯୋଗାଣ ସହାୟକଙ୍କୁ ଧମକ ଦେଇ ବଟି ମାଗୁଥିବା ୩ ଜଣ ନକଲି ଖବରଦାତାଙ୍କୁ ଗୁରୁବାର ଗ୍ରାମବାସୀ ଧରିଛନ୍ତି । ସେମାନେ ହେଲେ, ପଦ୍ମପୁର ବ୍ଲକ କନସିଂହା…

ନନ୍‌ ଷ୍ଟ୍ରାଇକର ବ୍ୟାଟ୍ସମ୍ୟାନଙ୍କୁ ଠେଲି ପକାଇଦେବା ଲାଗି ବୋଲରଙ୍କୁ କହିଲେ ଉଇକେଟକିପର

ଢାକା, ୨୭।୫: ମୁସ୍ତାଫିକର ରହିମଙ୍କ ଶତକ ବଳରେ ଦ୍ୱିତୀୟ ଦିନିକିଆରେ ଶ୍ରୀଲଙ୍କାକୁ ଅତି ସହଜରେ ପରାସ୍ତ କରିଛି ବାଂଲାଦେଶ। ଏହି ବିଜୟ ସହ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌କୁ ୨-୦ରେ ଆଗୁଆ ଜିତି ନେଇଛି ଘରୋଇ ଦଳ। ତେବେ ଉଇକେଟ ମାଇକ୍‌ରେ…

ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର

ବୁଗୁଡ଼ା,୨୭ା୫: ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅଞ୍ଚଳରେ ଜନୈକା ୧୬ ବର୍ଷିୟା ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ବାଲିପଦର ଫାଣ୍ଡି ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ହେଲେ…

ବିପଦ ସଙ୍କେତ ଉପରେ ବୈତରଣୀ

ଯାଜପୁର ଅଫିସ,୨୭ା୫: ବାତ୍ୟା ୟାସ୍‌ ଯୋଗୁ ଯାଜପୁର ଜିଲା ସମେତ ଉପରମୁଣ୍ଡ କେନ୍ଦୁଝର ଜିଲାରେ ପ୍ରବଳ ବର୍ଷା ଯୋଗୁ ବୈତରଣୀ ଫୁଲି ଉଠିଛି। ବୈତରଣୀର ଉପରମୁଣ୍ଡ ଆନନ୍ଦପୁରଠାରେ ଗତ ୨ ଦିନରେ ପ୍ରାୟ ୮୫ ମି.ମି ବର୍ଷା ହୋଇଥିବା ବେଳେ କେନ୍ଦୁଝର…

ଅନ୍ତିମ ସଂସ୍କାରର ୭ ଦିନ ପରେ ଘରକୁ ଫେରିଲେ ଯୁବକ

ଜୟପୁର, ୨୭।୫: ଜଣେ ୪୦ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରି ଏକ ପରିବାର ପକ୍ଷରୁ ଗଳିତ ମୃତ ଦେହର ଅନ୍ତିମ ସଂସ୍କାର କରାଯାଇଥିଲା। ଏହାର ୭ ଦିନ ପରେ ଯୁବକ ଜଣକ ଘରକୁ ଫେରି ଆସିଛନ୍ତି। ଏଭଳି ଘଟଣା…

୨୦ ଜଣଙ୍କ ପାଇଁ ନେଇଥିଲେ ଅନୁମତି, ଡକାଇଥିଲେ ୨ ହଜାର ଲୋକ

ଦାରିଙ୍ଗବାଡ଼ି,୨୭।୫: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ବଡ଼ିପଦର ଗାହାଡାଡି ସାହିରେ ଏକ ବିବାହ ଭୋଜିକୁ ପ୍ରଶାସନ ପକ୍ଷରୁ ଗୁରୁବାର ବନ୍ଦ କରାଯାଇଛି। କୋଭିଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ଆୟୋଜକଙ୍କଠାରୁ ୨୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଭୋଜି ଆୟୋଜକ କିରଣ…

ତାଙ୍କ ବାପା ବି ମୋତେ ଗିରଫ କରିପାରିବ ନାହିଁ : ରାମଦେବ

ଡେରାଡୁନ, ୨୭।୫: ଏଲୋପାଥି ଓ ଆଧୁନିକ ମେଡିସିନ ଉପରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଯୋଗଗୁରୁ ରାମଦେବଙ୍କ ଆଉ ଏକ ବିବାଦୀୟ ଭିଡିଓ ଭାଇରାଲ ହୋଇଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ‘ତାଙ୍କ ବାପା ବି ସ୍ବାମୀ ରାମଦେବଙ୍କୁ ଗିରଫ କରିପାରିବେ…

୨ ଦିନ ହେଲାଣି ୧୫ ପରିବାରଙ୍କୁ ମିଳିନି ରିଲିଫ୍‌

ଆରଡ଼ି,୨୭।୫: ବାତ୍ୟା ୟାସ ଯୋଗୁ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଆରଡ଼ି ପଞ୍ଚାୟତ ଶୀତଳପୁର ଗାଁରେ ପାଣି ମାଡିଯାଇଛି। ଫଳରେ ସାଳନ୍ଦୀ ନଦୀ କୂଳ ଗାଁ ରାସ୍ତାପାର୍ଶ୍ୱରେ ବସବାସ କରୁଥିବା ପ୍ରାୟ ୧୫ ପରିବାର ପାଣି ଘେରରେ ରହିଛନ୍ତି। ସରକାରୀସ୍ତରରେ…

ଫିଲ୍ମ ‘ରାଧେ’କୁ ନାପସନ୍ଦ କଲେ ସଲମାନଙ୍କ ବାପା

ମୁମ୍ବାଇ, ୨୭।୫: ଚଳିତ ବର୍ଷ ଇଦ୍‌ରେ ଓଟିଟି ପ୍ଲାଟଫର୍ମ ଜି୫’ରେ ରିଲିଜ ହୋଇଛି ସଲମାନ ଖାନଙ୍କ ଫିଲ୍ମ ‘ରାଧେ: ୟୋର ମୋଷ୍ଟ ଓ୍ବାଣ୍ଟେଡ୍‌ ଭାଇ’। ଫିଲ୍ମକୁ କ୍ରିଟିକ୍‌ ଓ ଫ୍ୟାନ୍ସଙ୍କ ପରେ ଭେଟେରାନ ସ୍କ୍ରିନରାଇଟର ତଥା ସଲମାନଙ୍କ ବାପା ସଲିମ ଖାନ…

ସେକ୍ସ ରାକେଟ୍‌ରେ ଫସିଛନ୍ତି ଏହି ୫ ଅଭିନେତ୍ରୀ: କାରନାମା ଶୁଣିଲେ…

ବମ୍ବେ: ବଲିଉଡ୍‌ରେ କିଛି କଳାକାର ନିଜର ଭଲ କାମ ଏବଂ ଅଭିନୟକୁ ନେଇ ଜଣାଶୁଣା। ପ୍ରଶଂସକମାନେ ତାଙ୍କର ସମ୍ମାନ ମଧ୍ୟ କରିଥାନ୍ତି। ହେଲେ କିଛି ଏଭଳି ଅଛନ୍ତି ଯେଉଁମାନେ ସଫଳତା ପାଇବା ପରେ ବାଟବଣା ହୋଇଯାଇଛନ୍ତି। ଫଳରେ ସେମାନେ ହୋଇଛନ୍ତି ବଦନାମ।…

ବର ‘କବୁଲ ହୈ’ କହିବା ମାତ୍ରକେ ଖୁସିରେ ଆତ୍ମବିଭୋର ହୋଇଗଲେ ବଧୂ; ସର୍ବସମ୍ମୁଖରେ କଲେ ଏମିତି ଯେ…

ନୂଆଦିଲ୍ଲୀ: ବିବାହ ସମସ୍ତଙ୍କ ଜୀବନର ଖାସ୍‌ ଦିନ ଭିତରୁ ଗୋଟିଏ। ସେଥିରୁ କିଛି ଯୋଡ଼ି ସବୁକିଛି ଠିକ୍‌ ଭାବେ ହୋଇଯାଉ ବୋଲି ଚିନ୍ତାରେ ରହୁଥିବା ବେଳେ କିଛି ଯୋଡ଼ି ବେଶ୍‌ ଉତ୍ସାହିତ ଥାନ୍ତି। ନିଜର ଭବିଷ୍ୟତ ପାଇଁ ସ୍ବପ୍ନ ଦେଖିଥାନ୍ତି। ଏଭଳି…

‘ଯଦି ଓ୍ବିଲିୟମସନ ଭାରତୀୟ ହୋଇଥାନ୍ତେ, ତେବେ ଏହି କ୍ରିକେଟରଙ୍କ ଉପଯୁକ୍ତ ବିକଳ୍ପ ହୋଇଥାନ୍ତେ’

ନୂଆଦିଲ୍ଲୀ,୨୭।୫: ଇଂଲଣ୍ଡର ପୂର୍ବ ବାମହାତୀ ସ୍ପିନର ମୋନ୍ଟି ପନେସର କେନ୍‌ ଓ୍ବିଲିୟମସନଙ୍କୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି। ଯଦି କେନ୍‌ ଭାରତୀୟ ହୋଇଥାନ୍ତେ ତେବେ ସେ ଅଜିଙ୍କ୍ୟ ରାହାନେଙ୍କ ଉପଯୁକ୍ତ ବିକଳ୍ପ ହୋଇଥାନ୍ତେ ବୋଲି ସେ କହିଛନ୍ତି। ପନେସର କହିଛନ୍ତି, କେନ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri