Home Left

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: କୋଭିଡ୍‌ ଅନାଥ ପିଲାଙ୍କୁ ପ୍ରତିମାସରେ ମିଳିବ ୧୫୦୦ ଟଙ୍କା

ପାଟନା,୩୦।୫: କରୋନା ମହାମାରୀରେ ମାଆବାପାଙ୍କୁ ହରାଇ ଅନାଥ ହୋଇଥିବା ପିଲାମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେତେକ କଲ୍ୟାଣକାରୀ ଯୋଜନା ଘୋଷଣା କରିଛନ୍ତି। ରବିବାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ଅନାଥ ପିଲାଙ୍କ ମୁହଁରେ ହସ ଫୁଟାଇବାକୁ ଚେଷ୍ଟା କରିଛନ୍ତି।…

ଶେଷଥର ପାଇଁ ଗୁଗୁଲ୍‌ରେ କ’ଣ ସର୍ଚ୍ଚ କରିଥିଲେ ବିରାଟ କୋହଲି

ଭାରତୀୟ ଅଧିନାୟକ ବିରାଟ କୋହଲି ଏବେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲ୍ୟୁସି) ଫାଇନାଲ ମ୍ୟାଚ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ୧୮ ରୁ ୨୨ ଜୁନ ମଧ୍ୟରେ ଇଂଲଣ୍ଡରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଏହି ଐତିହାସିକ ଟାଇଟଲ ମ୍ୟାଚ…

ବାତ୍ୟାଞ୍ଚଳ ପରିଦର୍ଶନ କରିବେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,୩୦।୫(ବ୍ୟୁରୋ): କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ବାତ୍ୟା ‘ୟାସ’ରେ ପ୍ରଭାବିତ ଓଡ଼ିଶାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବେ। ଏହି ସର୍ଭେ ଆକାଶ ମାର୍ଗରୁ କରାଯିବ। ସୂଚନା ଅନୁଯାୟୀ, କେନ୍ଦ୍ର ମନ୍ତ୍ରୀ ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାରେ ସ୍ଥିତି…

ପ୍ରଧାନମନ୍ତ୍ରୀଙ୍କ ସକାଳ ଜଳଖିଆ ଖର୍ଚ୍ଚ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଆଜିକାଲି ଫିନଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ସନା ମାରିନ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ସରକାରୀ ପାଣ୍ଠିରୁ ଅର୍ଥ ବ୍ୟବହାର କରି ସେ ନିଜ ତଥା ପରିବାର ପାଇଁ ପ୍ରତି ମାସ ଖାଦ୍ୟ ବାବଦରେ ବହୁ ଖର୍ଚ୍ଚ କରୁଥିବା ଅଭିଯୋଗ ହୋଇଛି। ବିରୋଧୀଙ୍କ ଅନୁଯାୟୀ, ସନା…

କଫି କପ୍‌ରେ ପରିସ୍ରା କଲେ ଏମ୍‌ପି, ଅନ୍‌ଲାଇନ୍‌ ମିଟିଂରେ ପଡ଼ିଲେ ଧରା

ଟରୋଣ୍ଟୋ,୩୦ା୫: କାନାଡାରେ ଏକ ହାଇଲେବଲ ମିଟିଂ ଚାଲୁଥିବା ସମୟରେ ଏମିତି ଘଟଣା ଘଟିଲା ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଏକ ରିପୋର୍ଟ ଅନୁଯାୟୀ, ଏମ୍‌ପି ଅନ୍‌ଲାଇନ୍‌ ମିଟିଂରେ କ୍ୟାମେରା ସାମ୍ନାରେ କଫି କପ୍‌ରେ ପରିସ୍ରା କରୁଥିବା ନଜର ଆସିଛନ୍ତି। ଏହାକୁ ପ୍ରଥମେ…

ଘର ଛାଡ଼ି ଚାଲି ଆସି ନ ଥିଲେ ଡାକ୍ତର ହୋଇଥାନ୍ତେ କଙ୍ଗନା: ଜାଣନ୍ତୁ କେତେ ପଢ଼ିଛନ୍ତି ବଲିଉଡ୍‌ର ଏହି କୁଇନ୍‌

ବମ୍ବେ: ହିମାଚଳର ଏକ ଛୋଟ ଗାଁରେ ଜନ୍ମ ନେଇଥିବା କଙ୍ଗନା ଆଜି ସଫଳତାର ଶୀର୍ଷରେ ପହଞ୍ଚିବେ ବୋଲି ସେତେବେଳେ ହୁଏତ କେହି ଭାବି ବି ନ ଥିବେ। ହେଲେ ଗୋଟିଏ ପରେ ଗୋଟିଏ ଫିଲ୍ମରେ ଶ୍ରେଷ୍ଠ ପ୍ରଦର୍ଶନ କରି ସେ ନିଜକୁ ବଲିଉଡ୍‌ର…

ପରଦାରେ ରୋମାନ୍ସ, ହେଲେ ପ୍ରକୃତ ଜୀବନରେ ପରସ୍ପରର ମୁହଁ ଦେଖିବାକୁ ପସନ୍ଦ କରନ୍ତି ନାହିଁ ଏହି ୧୦ କଳାକାର

ବମ୍ବେ: ଛୋଟ ପରଦାରେ ଅନେକ ସୁପରହିଟ୍‌ ଯୋଡ଼ି ଅଛନ୍ତି। ଦର୍ଶକମାନେ ସେମାନଙ୍କୁ ସବୁବେଳେ ଏକାଠି ଦେଖିବାକୁ ପସନ୍ଦ କରିଥାନ୍ତି। ହେଲେ ପରଦା ଉପରେ ଭଲ ଲାଗୁଥିବା ସମ୍ପର୍କ ବାସ୍ତବ ଜୀବନରେ ସେଭଳି ନ ଥାଏ। ଟେଲିଭିଜନ ଧାରାବାହିକରେ ଏଭଳି ଅନେକ ଯୋଡ଼ି…

ଅମିତାଭଙ୍କ ସଫଳତା ପଛରେ ରହିଛି ଭାଇ ଅଜିତାଭଙ୍କ ବଡ଼ ଯୋଗଦାନ, ସ୍ତ୍ରୀଙ୍କ ରହିଛି ପତିଆରା; ଏପରି ତାଙ୍କ ପରିବାର

ବମ୍ବେ: ବଲିଉଡ୍‌ ମହାନାୟକ ଅମିତାଭ ସଫଳତାର ଅନ୍ୟ ନାମ। ଏବେ ବି ସେ ସିନେମାଠାରୁ ଆରମ୍ଭ କରି ବିଜ୍ଞାପନରେ ନିଜର ପତିଆରା ଜାରି ରଖିଛନ୍ତି। ହେଲେ ତାଙ୍କ ଭାଇ ଅଜିତାଭ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ। ଲାଇମ୍‌ଲାଇଟ୍‌ରୁ ଦୂରରେ ରହୁଥିବାରୁ ଅଜିତାଭ ଏବଂ…

ଘର ବଦଳାଇବା ପରେ ବିଗ୍‌ ବି ଙ୍କ ସବୁଠୁ ବଡ଼ କ୍ଷତି: ଆଜିପର୍ଯ୍ୟନ୍ତ ହୋଇ ପାରିନି ପୂରଣ

ବଲିଉଡର ଭେଟେରାନ ଅମିତାଭ ବଚ୍ଚନ ମୁମ୍ବାଇରେ ୩୧ କୋଟି ଟଙ୍କାର ଏକ ଡ୍ୟୁପ୍ଲେକ୍ସ କିଣିଛନ୍ତି। ଏହାର ଆକାର ୫୧୮୪ ବର୍ଗଫୁଟ। ହେଲେ ଲାଗୁଛି ଯେପରି ବିଗ୍‌ ବି ତାଙ୍କ ନୂଆ ଘରେ ଖୁସି ନୁହଁନ୍ତି। ନିକଟରେ ନିଜ ବ୍ଲଗରେ ନିଜର କ୍ରୋଧ…

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସରକାରୀ ୟୁଟ୍ୟୁବ୍‌ ଚ୍ୟାନେଲ ଶୁଭାରମ୍ଭ

ଭୁବନେଶ୍ୱର,୩୦ା୫(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସରକାରୀ ୟୁଟ୍ୟୁବ୍‌ ଚ୍ୟାନେଲ ରବିବାର ଶୁଭାରମ୍ଭ ହୋଇଛି। ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଏବଂ ପରମ୍ପରାକୁ ସୁଦୂରପ୍ରସାରି କରିବା ପାଇଁ ପ୍ରଚେଷ୍ଟା ଆରମ୍ଭ କରାଯାଇଛି। ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ…

ସ୍ତ୍ରୀ ଘରକୁ ନ ଆସିବାରୁ ଶ୍ୱଶୁର ଘର ଗାଁରେ ନିଆଁ ଲଗାଇଦେଲେ ସ୍ବାମୀ, ଆଉ ତା’ ପରେ…

ଭୋପାଳ,୩୦ା୫: ମଧ୍ୟପ୍ରଦେଶର ରାଜଗଡ଼ ଜିଲାର ଖିଲଚିପୁର ତହସିଲଠାରୁ ୭ କିଲୋମିଟର ଦୂର ଦେବଳୀ ଗାଁର ଜଣେ ମହିଳା ସ୍ବାମୀଙ୍କଠାରୁ କେମିତି ମୁକ୍ତି ପାଇବେ ସେ ନେଇ ଏକ ଚିଠି ମୁଖ୍ୟମନ୍ତ୍ରୀଙ୍କୁ ଲେଖିଛନ୍ତି। ସ୍ବାମୀଙ୍କ ସହ ପାଟିତୁଣ୍ଡ ହେବାରୁ କାଳୀ ବାଇ ନାମକ…

ସମୁଦ୍ର କୂଳରେ ୫ ନର କଙ୍କାଳ: ଲୋକେ ଆତଙ୍କିତ…

ରାମନାଥପୁରମ୍‌,୩୦।୫: ସମୁଦ୍ର କୂଳରେ ପୋତା ଯାଇଥିବା ୫ ନର କଙ୍କାଳକୁ ନେଇ ତାମିଲନାଡୁର ରାମନାଥମୁରମ୍‌ ଜିଲାର ଓ୍ବଲିନକ୍କମ୍‌ ଗାଁର ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ସମୁଦ୍ର କୂଳରେ ଧୀବରମାନେ ନର କଙ୍କାଳ ସମ୍ପର୍କରେ ସ୍ଥାନୀୟ ପୋଲିସକୁ ସୂଚନା ଦେଇଛନ୍ତି। ଘଟଣାସ୍ଥଳରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri