ଲସ୍ ଆଞ୍ଜେଲସରେ ଜାହ୍ନବୀ

ମୁମ୍ବାଇ: ନିକଟରେ ପିତାଙ୍କ ଜନ୍ମଦିନ ପାଳନ କରିବାକୁ ଦୁବଇ ବୁଲି ଯାଇଥିବା ଜାହ୍ନବୀ କପୁର ଏବେ ସୋସିଆଲ ମିଡିଆରେ ଛାଇ ଯାଇଛନ୍ତି । କିଛିଦିନ ତଳେ ଭଉଣୀ ଖୁସି କପୁରଙ୍କ ସହ ମରୁଭୂମୀରେ ବୁଲୁଥିବାର କିଛି ଫଟୋ ବଲିଉଡ୍ ନାୟିକା ଜାହ୍ନବୀ କପୁର ସୋସିଆଲ ମିଡିଆରେ ଶେୟାର କରିଥିଲେ । ଯାହା ତାଙ୍କ ପ୍ରଶଂସକଙ୍କୁ ବେଶ୍ ଭଲ ଲାଗିଥିଲା । ଏହାପରେ ଉଭୟ ପିତା ବୋନି କପୁରଙ୍କ ସହ ଦୁବଇରେ ଥିବା ଜଣାପଡିଥିଲା । ଆଉ ଏବେ ଜାହ୍ନବୀ ଲସ ଆଞ୍ଜେଲସରେ ମସ୍ତି କରୁଥିବା ଦେଖାଯାଇଛି । ଏହି ଖବର ନିଜେ ଜାହ୍ନବୀ ଦେଇଛନ୍ତି । ସୋସିଆଲ ମିଡିଆରେ କିଛି ଫଟୋ ଶେୟାର କରିଛନ୍ତି ଅଭିନେତ୍ରୀ । ଯେଉଁଥିରେ ସେ ଲସ ଆଞ୍ଜେଲସ ରାସ୍ତାରେ ମସ୍ତି କରୁଥିବା ଦେଖାଯାଇଛି । ବ୍ଲାକ ଆଉଟଫିଟ ସହ ମ୍ୟାଚିଙ୍ଗ ଜୋତା ତା’ ସାଙ୍ଗକୁ ବ୍ଲାକ ପ୍ରିଣ୍ଡ ପର୍ସରେ ଖୁବ୍ ସୁନ୍ଦର ଲାଗୁଛନ୍ତି ଏହି ଷ୍ଟାର କିଡ । ତାଙ୍କର କିଛି ଫଟୋରେ ଖୁବ୍ ଇନୋସେଣ୍ଟ ନଜର ଆସିଛନ୍ତି ଜାହ୍ନବୀ । ଆଉ ଏଇଥିପାଇଁ ସେ ଦର୍ଶକଙ୍କ ହୃଦୟରେ ଖୁବ ଶୀଘ୍ର ପହଞ୍ଚି ପାରନ୍ତି ବୋଲି କୁହାଯାଏ ।


Enter your email to get our daily news in your inbox.

All Right Reserved By Dharitri.Com

ନାୟିକାରୁ ଏବେ ପ୍ରଯୋଜିକା ହେଲେ ଆଲିଆ

ମୁମ୍ବାଇ: ବଲିଉଡ୍‌ର ଆଗ ଧାଡିର ନାୟିକା ଆଲିଆ ଭଟ୍ଟ ଏବେ ପ୍ରଯୋଜନା କ୍ଷେତ୍ରରେ ପାଦ ରଖିଛନ୍ତି । ନିଜ ପ୍ରଡକସନ୍ ହାଉସ୍ ବ୍ୟାନରରେ ମୁଭି ଡାର୍ଲଂସ୍...

ଅପ୍ରେଲରେ ବିବାହ କରିବେ ରିଚା ଚଢ଼ା-ଅଲ୍ଲୀ ଫାଜଲ୍‌: ୩ ସ୍ଥାନରେ ଦେବେ ରିସେପ୍‌ସନ୍‌ ପାର୍ଟି

ବଲିଉଡ୍‌ରେ ଏବେ ବିବାହ ଋତୁ ଚାଲିଛି। ନିକଟରେ ଅଭିନେତ୍ରୀ କରିସ୍ମା ଏବଂ କରୀନା କପୁରଙ୍କ ଭାଇ ଅରମାନ ଜୈନ୍‌ ବିବାହ କରିଥିଲେ। ଏବେ ଆଉ ଏକ...

ସାମ୍ନାକୁ ଆସିଲା ବିରାଟ-ଅନୁଷ୍କାଙ୍କ ଝିଅର ପ୍ରଥମ ଫଟୋ

ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା କନ୍ୟା ସନ୍ତାନ...

ମିଳିଲାନି ଜାମିନ: ଆଉ ଗୋଟିଏ ରାତି ଜେଲରେ କାଟିବେ ଆର୍ଯ୍ୟନ

ମୁମ୍ବାଇ,୧୩ ।୧୦: ବଲିଉଡ୍ ଷ୍ଟାର ଶାହାରୁଖଙ୍କ ପୁଅ ଆର୍ଯ୍ୟନ ଖାଁଙ୍କୁ ଏଥର ବି ଜାମିନ ମିଳିଲାନି । ବୁଧବାର ତାଙ୍କ ଜାମିନ ଆବେଦନର ଶୁଣାଣି ଥିବା...

ଗାନ୍ଧୀ ହେବେ ପ୍ରତୀକ

ମୁମ୍ବାଇ: ଅଭିନେତା ପ୍ରତୀକ ଗାନ୍ଧୀଙ୍କୁ ଏକ ନୂଆ ଅବତାରରେ ଦେଖିବାକୁ ମିଳିବ। ଆପ୍ଲଜ୍‌ ଏଣ୍ଟରଟେନମେଣ୍ଟ ପକ୍ଷରୁ ନିର୍ମାଣ ହେବାକୁ ଥିବା ‘ଗାନ୍ଧୀ’ ଓ୍ବେବ୍‌ ସିରିଜ୍‌ରେ ସେ...

ଅବସର ନେବେ ମହାନାୟକ

ମୁମ୍ବାଇ: ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ ସାଧାରଣ ଅର୍ଥରେ ବଲିଉଡ୍‌ ମହାନାୟକ କୁହାଯାଏ ନାହିଁ। ସେ ପ୍ରକୃତରେ ବଲିଉଡ୍‌ର ମହାନାୟକ। ଦଶନ୍ଧି ଦଶନ୍ଧି ଧରି ନିଜ...

‘ଭୁଲଭୁଲେୟା ୨’ରେ ନଜର ଆସିବେ ବିଦ୍ୟା

ମୁମ୍ବାଇ: ନିର୍ଦ୍ଦେଶକ ଅନିସ ବଜମୀ କିୟାରା ଆଡଭାନୀ ଓ କାର୍ତ୍ତିକ ଆର୍ଯ୍ୟନଙ୍କୁ ନେଇ ସିକୁଏଲ ‘ଭୁଲଭୁଲେୟା ୨’ ନିର୍ମାଣ କରୁଛନ୍ତି । ତେବେ ଏଥିରେ ବିଦ୍ୟା...

ଡିନର୍‌ କରିବାକୁ ଆସି ଦୁଇ ଦିନ ଯାଏ ଅଭିନେତ୍ରୀ ଅମୃତାଙ୍କ ଘରେ ରହିଥିଲେ ସୈଫ; ସୁଯୋଗର ହାତ ଛଡ଼ା ନ କରି…

ବମ୍ବେ: ବଲିଉଡ୍‌ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ବ୍ୟକ୍ତିଗତ ଜୀବନ ସର୍ବଦା ଚର୍ଚ୍ଚାରେ ରହିଆସିଛି। ବିଶେଷକରି ସେ ୧୯୯୧ରେ ନିଜଠାରୁ ୧୨ ବର୍ଷ ବଡ଼ ଅଭିନେତ୍ରୀଙ୍କୁ...

Advertisement
Archives

Model This Week