ପ୍ରତିଯୋଗିତା ବିହୀନ ଇଣ୍ଡଷ୍ଟ୍ରୀ ନାହିଁ
ନୂଆଦିଲ୍ଲୀ: ଏମିତି କୌଣସି ଇଣ୍ଡଷ୍ଟ୍ରୀ ନାହିଁ ଯେଉଁଠି ପ୍ରତିଯୋଗିତା ନାହିଁ। ଏଥିଯୋଗୁ ବହୁତ ଚାପଗ୍ରସ୍ତ ଅଛି ବୋଲି କହିଛନ୍ତି ବଲିଉଡ୍ ଅଭିନେତ୍ରୀ ତାପସୀ ପନ୍ନୁ। ବଲିଉଡ୍ରେ ଜୀବନ କେତେ ଦ୍ରୁତଗାମୀ ଏବଂ କିପରି ଏହା ସମାଲୋଚନାରେ ଭରପୂର ସେ ଉପରେ ନିଜ…
ପୂର୍ବତନ କେନ୍ଦ୍ରମନ୍ତ୍ରୀ କୁମାରମଙ୍ଗଳମ୍ଙ୍କ ସ୍ତ୍ରୀଙ୍କୁ ହତ୍ୟା
ନୂଆଦିଲ୍ଲୀ, ୮।୭: ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଆର୍. କୁମାରମଙ୍ଗଳମ୍ଙ୍କ ସ୍ତ୍ରୀ କିଟ୍ଟି କୁମାରମଙ୍ଗଳମ୍ଙ୍କୁ ମଙ୍ଗଳବାର ରାତିରେ ତାଙ୍କ ଦିଲ୍ଲୀ ବାସଭବନରେ ହତ୍ୟା କରାଯାଇଛି। ଦକ୍ଷିଣ ଦିଲ୍ଲୀର ବସନ୍ତ ବିହାରସ୍ଥିତ ବାସଭବନରୁ ୬୭ ବର୍ଷୀୟ କିଟ୍ଟିଙ୍କ ମୃତଦେହ ମିଳିଛି। ପ୍ରାରମ୍ଭିକ ଅନୁଧ୍ୟାନ ଅନୁଯାୟୀ ତାଙ୍କ…
ଥମୁନି ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ ଗଲା ୫୭ ଜୀବନ
ଭୁବନେଶ୍ୱର,୮।୭(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ହ୍ରାସ ପାଉଥିବା ବେଳେ କିନ୍ତୁ ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍। ଗୁରୁବାର ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନାଜନିତ ୫୭ ଜଣଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୪,୪୧୫କୁ ବୃଦ୍ଧି ପାଇଛି। ଏନେଇ…
ଏହି ମନ୍ଦିରରେ ଶିବଙ୍କ ପୂର୍ବରୁ ପୂଜା ପାଇଥାନ୍ତି ରାବଣ
ଦୁନିଆରେ ଏପରି ଅନେକ ଚମତ୍କାର ମନ୍ଦିର ଅଛି, ଯାହାକୁ ନେଇ ଏକ ଅନନ୍ୟ କାହାଣୀ ଅଛି। ଯଦିଓ ସମଗ୍ର ବିଶ୍ୱରେ ଭଗବାନ ଶିବଙ୍କର ଅନେକ ମନ୍ଦିର ଅଛି, ଯେଉଁଠାରେ ସମ୍ମାନର ସହ ପୂଜା କରାଯାଇଥାଏ। କିନ୍ତୁ ଆଜି ଭଗବାନ ଶିବଙ୍କ ଏପରି…
ସିକ୍ସ ପ୍ୟାକ୍ ନିଶାରେ କି…
ସାଧାରଣତଃ ଯୁବକମାନେ ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ସେତେଟା ସଚେତନ ନ ଥାନ୍ତି। ଅନେକ ସମୟରେ ଫିଟ୍ ରହିବା ସହ ସିକ୍ସ ପ୍ୟାକ୍ କରିବା ନିଶାରେ ସେମାନେ କେତେକ ଜିନିଷ ଖାଇବା ବନ୍ଦ କରିଦେଇଛନ୍ତି। ଏପରି କରିବା ଫଳରେ ସେମାନେ ଅନେକ ସ୍ବାସ୍ଥ୍ୟ…
୭ ମ୍ୟାଚ୍ରୁ ୭୩୭ ରନ୍ କରିଥିବା କ୍ରିକେଟର୍ଙ୍କୁ ନିଜ ଦଳରୁ ବାଦ୍ ଦେଲେ ଲକ୍ଷ୍ମଣ
ଶିଖର ଧାୱନଙ୍କ ନେତୃତ୍ୱରେ ଭାରତୀୟ ଦଳ ଏବେ ଶ୍ରୀଲଙ୍କା ଗସ୍ତରେ ଅଛି। ଦିନିକିଆ ସିରିଜ ଜୁଲାଇ ୧୩ରୁ ଆରମ୍ଭ ହେଉଛି। ଏହାପୂର୍ବରୁ ପୂର୍ବତନ ଭେଟେରାନ ବ୍ୟାଟ୍ସମ୍ୟାନ ଭିଭିଏସ ଲକ୍ଷ୍ମଣ ଏକଦିବସୀୟ ସିରିଜ ପାଇଁ ନିଜ ସମ୍ଭାବ୍ୟ ଏକାଦଶ ଘୋଷଣା କରିଛନ୍ତି। ଅନେକ…
ମୁଁ ଭାଗ୍ୟବାନ; କାହିଁକି ଏମିତି କହିଲେ ଭୁବନେଶ୍ୱର
କଲମ୍ବୋ,୭।୭: ଭାରତୀୟ ଦଳର ଦ୍ରୁତ ବୋଲର ତଥା ଶ୍ରୀଲଙ୍କାର ଗସ୍ତ ପାଇଁ ଦଳର ଉପ-ଅଧିନାୟକ ନିଯୁକ୍ତ ହୋଇଛନ୍ତି ଭୁବନେଶ୍ୱର କୁମାର। ଏହି ସିରିଜ ସମୟରେ ତାଙ୍କର ଭୂମିକା ଅନ୍ୟ ଖେଳାଳୀଙ୍କୁ ସେମାନଙ୍କର ଦକ୍ଷତା ଏବଂ ମାନସିକ ସ୍ବାସ୍ଥ୍ୟରେ ଉନ୍ନତି ଆଣିବାରେ ସାହାଯ୍ୟ…
ଆଇନ ଡିଗ୍ରୀ ଧାରୀଙ୍କୁ ମିଳିଲା ଆଇନ ମନ୍ତ୍ରଣାଳୟ
ନୂଆଦିଲ୍ଲୀ,୭।୭: ବୁଧବାର କେନ୍ଦ୍ର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣରେ କ୍ୟାବିନେଟ ପାହ୍ୟା ପାଇଥିବା ୬ ମନ୍ତ୍ରୀଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ କ୍ରୀଡ଼ାମନ୍ତ୍ରୀ କିରେନ ରିଜୁଜି। ତାଙ୍କୁ ଆଇନ ମନ୍ତ୍ରଣାଳୟ ଦିଆଯାଇଛି। ଏହାବାଦ୍ ସେ ସମ୍ଭାଳୁଛନ୍ତି ଯୁବ ବ୍ୟାପାର, ସଂଖ୍ୟାଲଘୁ ବ୍ୟାପାର ଓ ଆୟୁଷ ବିଭାଗର…
ମୋଦିଙ୍କ କ୍ୟାବିନେଟରେ ୭ ମହିଳା
ନୂଆଦିଲ୍ଲୀ,୭।୭: କେନ୍ଦ୍ର କ୍ୟାବିନେଟ ସମ୍ପ୍ରସାରଣରେ ୭ ଜଣ ମହିଳା ସ୍ଥାନ ପାଇଛନ୍ତି। ସେମାନଙ୍କ ମଧ୍ୟରୁ ଅନୁପ୍ରିୟା ସିଂ ପଟେଲ ଉତ୍ତରପ୍ରଦେଶ ମିର୍ଜାପୁରରୁ ଦୁଇଥର ନିର୍ବାଚିତ ହୋଇଥିବା ବେଳେ ପୂର୍ବ ମୋଦି ସରକାରରେ ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଥିଲେ। ସେହିପରି ସୁଶ୍ରୀ ଶୋଭା କରଣ୍ଡଲାଜେ…
ନିର୍ବାଚନୀ ଥୋପ: ୟୁପିରୁ ସର୍ବାଧିକ ୭ ମନ୍ତ୍ରୀ
ନୂଆଦିଲ୍ଲୀ,୭।୭: ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ହେବାକୁ ଥିବା ଉତ୍ତରପ୍ରଦେଶରୁ ସର୍ବାଧିକ ୭ ଜଣଙ୍କୁ କେନ୍ଦ୍ରରେ ମନ୍ତ୍ରୀପଦ ମିଳିଛି। ସେମାନେ ହେଲେ କୌଶଲ କିଶୋର, ଏସ୍.ପି. ବାଘେଲ, ପଙ୍କଜ ଚୌଧରୀ, ବି.ଏଲ୍. ବର୍ମା, ଅଜୟ କୁମାର, ଭାନୁ ପ୍ରତାପ ବର୍ମା ଏବଂ ଅନୁପ୍ରିୟା…
ଏହି ମନ୍ତ୍ରଣାଳୟ ସମ୍ଭାଳିବେ ରାହୁଲଙ୍କ ପୂର୍ବତନ ଘନିଷ୍ଠ ସିନ୍ଧିଆ
ନୂଆଦିଲ୍ଲୀ,୭।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପୂର୍ବତନ ଘନିଷ୍ଠ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମିଳିଛି ବିମାନ ଚଳାଚଳ ମନ୍ତ୍ରଣାଳୟ। ପୂର୍ବରୁ ଏହି ମନ୍ତ୍ରଣାଳୟ ଦାୟିତ୍ୱରେ ଥିବା ହର୍ଦୀପ ପୁରୀଙ୍କୁ ଦିଆଯାଇଛି ସହରାଞ୍ଚଳ ବିକାଶ ଓ ପେଟ୍ରୋଲିୟମ ମନ୍ତ୍ରଣାଳୟର ଦାୟିତ୍ୱ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…
ନୂଆ ମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୭।୭: ନୂଆ ମନ୍ତ୍ରୀ ଭାବେ ବୁଧବାର ସନ୍ଧ୍ୟାରେ କେନ୍ଦ୍ର କ୍ୟାବିନେଟରେ ସାମିଲ ହୋଇଥିବା ୪୩ ଜଣଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଅଭିନନ୍ଦନ ଜଣାଇଛନ୍ତି। ନୂଆ ମନ୍ତ୍ରୀ ଭାବେ ଶପଥ ନେଇଥିବା ସମସ୍ତ ସହକର୍ମୀଙ୍କୁ ଅଭିନନ୍ଦନ…
Archives


