ଋଷିକୂଲ୍ୟା କଂସାରୀଗଣ୍ଡରେ ବ୍ୟାରେଜ ର୍ନିମାଣ ନେଇ ୫ଟି ସଚିବଙ୍କୁ ଅନୁରୋଧ
ଛତ୍ରପୁର,୯।୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ଋଷିକୂଲ୍ୟା କଂସାରୀଗଣ୍ଡରେ ବ୍ୟାରେଜ ନିର୍ମାଣ ନେଇ ଶୁକ୍ରବାର ୫ଟି ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନଙ୍କ ସ୍ଥାନୀୟ ଜନପ୍ରତିନିଧିମାନେ ଦୃଷ୍ଟି ଆକର୍ଷଣ କରିଛନ୍ତି। ଭିଡିଓ କନଫରେନ୍ସି ଜରିଆରେ ଅନୁଷ୍ଠିତ ଆଲୋଚନା ବେଳେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା…
୧୫୧ କୋଟି ସମ୍ପତ୍ତିର ମାଲିକ ଏହି ଅଭିନେତା; ଖାଲି ବମ୍ବେରେ ରହିଛି ୩ ବଙ୍ଗଳା
ବମ୍ବେ: ଅଭିନୟ ହେଉ ଅଥବା ନୃତ୍ୟ, ସବୁଥିରେ ପାରଦର୍ଶିତା ଲାଭ କରିଥିଲେ ବଲିଉଡ୍ ଅଭିନେତା ଗୋବିନ୍ଦା। ଖାସ୍ ଏଥିପାଇଁ ଦର୍ଶକଙ୍କ ଭଲପାଇବା ତାଙ୍କୁ ଭରପୂର ମିଳୁଥିଲା। ୧୯୮୬ରେ ସେ ଫିଲ୍ମ ‘ଇଲ୍ଜାମ’ରୁ ଡେବ୍ୟୁ କରିଥିଲେ। ଏହାପରେ ସେ ‘ଆଣ୍ଟି ନମ୍ବର ଓ୍ବାନ୍’,…
ବ୍ଲକ ଘେରାଉ କରି ଭାଜପାର ବିକ୍ଷୋଭ
ପାଟଣା,୯।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଭାଜପା ପକ୍ଷରୁ ଶୁକ୍ରବାର ବ୍ଲକ ଘେରାଉ କରାଯାଇଛି। ରାଜ୍ୟ ବିଜେଡି ସରକାର ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ କରିଥିବା ମହାଦୁର୍ନୀତି ବିରୋଧରେ ଏହି ଘେରାଉ ହୋଇଛି। ଭାଜପାର ଶତାଧିକ କର୍ମୀ ଓ ନେତାମାନେ ଏକ…
୧୫ରେ ଗର୍ଭବତୀଙ୍କୁ ଟିକା : ଛିଡ଼ା ହେବାକୁ ପଡ଼ିବନି ଧାଡ଼ିରେ
ଭୁବନେଶ୍ୱର,୯।୭(ବ୍ୟୁରୋ): ଗର୍ଭବତୀମାନଙ୍କ ପାଇଁ କରୋନା ଟିକା ବିପଦ ନୁହେଁ । ବିଶେଷଜ୍ଞମାନଙ୍କ ଏପରି ଘୋଷଣା ପରେ ଆସନ୍ତା ୧୫ ତାରିଖ ପରେ ରାଜ୍ୟରେ ଗର୍ଭବତୀଙ୍କ ଟିକାକରଣ ଆରମ୍ଭ ହେବ । ଯେଉଁ ଜିଲାରେ ଯେଉଁ ଟିକା ଦିଆଯାଉଛି, ସେହି ଟିକା ଦିଆଯିବ।…
ଅନ୍ଲାଇନ ଠକେଇର ଶିକାର ହେଲେ ସାହିଦଙ୍କ ପତ୍ନୀ
ମୁମ୍ବାଇ: ବର୍ତ୍ତମାନ ସମୟରେ ଅନ୍ଲାଇନ ଶପିଂ ଉପରେ ଲୋକମାନେ ଅଧିକ ନିର୍ଭର କରୁଥିବା ବେଳେ ବହୁଥର ଠକେଇର ମାମଲା ମଧ୍ୟ ସାମ୍ନାକୁ ଆସିଛି। ହେଲେ ଏହିକ୍ରମରେ ଏବେ ବଲିଉଡ୍ ଅଭିନେତା ସାହିଦ କପୁରଙ୍କ ପତ୍ନୀ ମାରୀ ରାଜପୁତ ମଧ୍ୟ ସାମିଲ ହୋଇଛନ୍ତି।…
ହୃଦୟ ଜିତିଲେ ଧକ୍ ଧକ୍ ଗର୍ଲ ମାଧୁରୀ: ଅଭିନେତ୍ରୀଙ୍କ ଅସମୟରେ ଟିମ୍ ତରଫରୁ…
ବମ୍ବେ: ହୃଦୟ ଜିତିଲେ ଧକ୍ ଧକ୍ ଗର୍ଲ। ଅଭିନେତ୍ରୀ ଶଗୁଫ୍ତା ଅଲୀଙ୍କ ଅସମୟ ସମୟରେ ସହାୟତାର ହାତ ବଢ଼ାଇଛନ୍ତି ମାଧୁରୀ ଦିକ୍ଷୀତ। ଟେଲିଭିଜନର ଲୋକପ୍ରିୟ ରିଆଲିଟି ଶୋ’ ଡ୍ୟାନ୍ସ ଦିଓ୍ବାନେର ସେଟ୍ରେ ପହଞ୍ଚିଥିଲେ ଶଗୁଫ୍ତା। ଏଠାରେ ତାଙ୍କୁ ପୁରା ଟିମ୍ ତରଫରୁ…
କେବଳ ଫୁସଫୁସ ନୁହେଁ ଶରୀରର ଅନ୍ୟ କିଛି ମୁଖ୍ୟ ଅଙ୍ଗକୁ ବି ପ୍ରଭାବିତ କରୁଛି କରୋନା!
ଭୋପାଳ,୯ ।୭: କରୋନା ସଂକ୍ରମଣ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି । ଏହା ପ୍ରଥମେ ଫୁସଫୁସକୁ ସଂକ୍ରମିତ କରିବା ପରେ ରୋଗୀର ଅବସ୍ଥା ଗୁରୁତର ହୋଇପଡୁଛି । ଏମିତିକି ଫୁସଫୁସ ସଂକ୍ରମଣ ପରେ ଅଧିକାଂଶ ରୋଗୀଙ୍କୁ ବଞ୍ଚାଇବା ସମ୍ଭବ…
ହଲିଉଡ୍ରେ ଡେବ୍ୟୁ କରିବେ ଆଲିଆ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ଦୀପିକା ପାଦୁକୋନଙ୍କ ପରେ ଏବେ ଆଲିଆ ଭଟ୍ଟ ମଧ୍ୟ ହଲିଉଡ୍ ଇଣ୍ଡଷ୍ଟ୍ରିରେ ପାଦ ଥାପିବାକୁ ଯାଉଛନ୍ତି। ବଲିଉଡ୍ରେ ନିଜର ଅଭିନୟ ଦ୍ୱାରା ଲୋକଙ୍କ ମନକୁ ମୋହିବା ପରେ ଏବେ ଆଲିଆ ହଲିଉଡ୍ରେ ନିଜର…
ଶୁଭେନ୍ଦୁ ଅଧିକାରୀଙ୍କ ବଢିଲା ଅଡୁଆ
କୋଲକତା,୯।୭: ପଶ୍ଚିମବଙ୍ଗର ନନ୍ଦିଗ୍ରାମର ଭାରତୀୟ ଜନତା ପାର୍ଟିର ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ କୋଣ୍ଟାଇ ପୋଲିସ ଷ୍ଟେଶନରେ ଏକ ମାମଲା ରୁଜୁ ହୋଇଛି। ଶୁଭେନ୍ଦୁଙ୍କ ପୂର୍ବତନ ସୁରକ୍ଷା କର୍ମୀଙ୍କ ସ୍ତ୍ରୀ ଏହି ମାମଲା ରୁଜୁ କରିଛନ୍ତି। ଶୁଭେନ୍ଦୁଙ୍କ ନାଁରେ ଅଭିଯୋଗ ରହିଛି…
ମୋଦି ସରକାରଙ୍କୁ ଟାର୍ଗେଟ କଲେ ରାହୁଲ
ନୂଆଦିଲ୍ଲୀ,୯ ।୭: ଦେଶରେ ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲର ଦାମ୍ ବୃଦ୍ଧି ପାଇ ଆକାଶ ଛୁଆଁ ହୋଇ ସାରିଲାଣି । ଏବେ କମ୍ପ୍ରେସ୍ଡ ନାଚୁରାଲ ଗ୍ୟାସ(ସିଏନ୍ଜି) ଓ ପାଇପ୍ଡ ନାଚୁରାଲ ଗ୍ୟାସ(ପିଏନ୍ଜି)ର ମୂଲ୍ୟ ବୃଦ୍ଧି ପରେ କଂଗ୍ରେସ ନେତା ରାହୁଲ…
ପୁଣି ତାତିଲେ କୃଷକ
ନୂଆଦିଲ୍ଲୀ,୯।୭: କୃଷି ଆଇନ୍କୁ ବିରୋଧ କରି ଆନ୍ଦୋଳନରେ ବସିଥିବା କୃଷକମାନେ ପୁଣି ସରକାରଙ୍କ ବିରୋଧରେ ବର୍ଷିଛନ୍ତି। କୃଷକ ନେତା ରାକେଶ ଟିକାଏଟ ସରକାରଙ୍କୁ ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବାକୁ କହିଛନ୍ତି। ସେ କହିଛନ୍ତି ଯେ, ଆନ୍ଦୋଳନକାରୀ କୃଷକମାନେ ଏହାଠାରୁ କମ…
ଏହି ୩ ରାଶିର ଯୁବତୀ ହୋଇଥାନ୍ତି ବହୁତ ଦୟାବତୀ; ଅନ୍ୟର ଖୁସି ପାଇଁ କିଛି ବି କରିପାରନ୍ତି
ସମାଜରେ କିଛି ଲୋକ ଏପରି ଅଛନ୍ତି ଯେଉଁମାନେ ନିଜଠାରୁ ଅନ୍ୟମାନଙ୍କ ବିଷୟରେ ଅଧିକ ଚିନ୍ତା କରିଥାନ୍ତି। ଏମାନେ କାହାର କଷ୍ଟ ଦେଖିପାରନ୍ତି ନାହିଁ। ସମସ୍ତଙ୍କର ସାହାଯ୍ୟ କରିବାକୁ ସବୁବେଳେ ପ୍ରସ୍ତୁତ ଥାନ୍ତି। ଜ୍ୟୋତିଷ ଶାସ୍ତ୍ରରେ କିଛି ଏଭଳି କିଛି ରାଶି ରହିଛି,…
Archives


