ଚାଲିଥିଲା ଚିକିତ୍ସା, ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ଯୁବତୀ
ରାୟଗଡ଼ା ଅଫିସ,୭।୧୦: ହସ୍ପିଟାଲ ଛାତରୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ହସ୍ପିଟାଲରେ। ଚିକିତ୍ସାଧୀନ ଅବସ୍ଥାରେ ଯୁବତୀଙ୍କ ଜଣକ ମେଡିଶିନ ୱାର୍ଡର ୩ ମହଲା ଛାତରୁ ଡେଇଁ ପଡ଼ିଥିଲେ। ସୂଚନାଯୋଗ୍ୟ, ଗତ ୭ ତାରିଖରେ…
ବିବାହ ପରେ ୩ ଦିନ ପର୍ଯ୍ୟନ୍ତ ବରକନ୍ୟାଙ୍କୁ ଟଏଲେଟ୍ ମନା, କାରଣ ଜାଣିଲେ…
ବିବାହକୁ ନେଇ ଅନେକ ରୀତିନୀତି ରହିଛି। ପ୍ରତ୍ୟେକ ଧର୍ମ, ସମ୍ପ୍ରଦାୟ ଏବଂ ଦେଶରେ ବିବାହ ସମ୍ବନ୍ଧରେ ଭିନ୍ନ ରୀତିନୀତି ରହିଛି। କିନ୍ତୁ ବେଳେବେଳେ ଏପରି ରୀତିନୀତି ମଧ୍ୟ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ଜାଣନ୍ତି କି ଦୁନିଆରେ ଏପରି ଏକ ଦେଶ ଅଛି…
ଜନ୍ମ ପରେ ମତ୍ସଜୀବୀଙ୍କ ପିଲା ସହ ଅଦଳବଦଳ ହୋଇଯାଇଥିଲେ ଏହି କିମ୍ବଦନ୍ତୀ କ୍ରିକେଟର; ଏପରି ପଡ଼ିଥିଲା ଜଣା
ନୂଆଦିଲ୍ଲୀ,୧୦।୭: ଭାରତୀୟ କ୍ରିକେଟ ଇତିହାସରେ ଅନେକ ଖେଳାଳି ଅଛନ୍ତି ଯେଉଁମାନେ ସେମାନଙ୍କର ସ୍ବତନ୍ତ୍ରତାକୁ ନେଇ ଜଣାଶୁଣା। ସେମାନଙ୍କ ମଧ୍ୟରୁ ଅଳ୍ପ କେତେଜଣଙ୍କୁ କିମ୍ବଦନ୍ତୀ ବା ମହାନ ଖେଳାଳି ଆଖ୍ୟା ମିଳିଛି। ଏଥିମଧ୍ୟରୁ ପୂର୍ବତନ ଭାରତୀୟ ଓପନର ତଥା ଅଧୀନାୟକ ସୁନୀଲ ଗାଭାସ୍କର…
ଆଣ୍ଟାର୍କଟିକାରେ ନୂତନ ପ୍ରଜାତି ଗୁଳ୍ମ ଚିହ୍ନଟ, ଭାରତୀ ନାମରେ ହେଲା ନାମିତ…
ଆଣ୍ଟାର୍କଟିକା,୧୦।୭: ଭାରତୀୟ ବୈଜ୍ଞାନିକମାନେ ଅଣ୍ଟାର୍କଟିକାରେ ନୂତନ ପ୍ରଜାତିର ଗୁଳ୍ମ ଚିହ୍ନଟ କରିଛନ୍ତି। ଏହି ଗୁଳ୍ମକୁ ସ୍ଥାନୀୟ ଭାରତୀ ଷ୍ଟେଶନ ନାମରେ ନାମ କରଣ କରାଯାଇଛି। ଏହାକୁ ବୈଜ୍ଞାନିକ ବ୍ରାୟମ୍ ଭାରତିନେସିସ୍ ଭାବେ ନାମିତ କରାଯାଇଛି। ହିନ୍ଦୁ ଦେବୀ ସରସ୍ବତୀଙ୍କୁ ଭାରତୀ କୁହାଯାଇଥାଏ।…
୧୩୦୦କୋଟିର ସମ୍ପତ୍ତି, ୯୦କୋଟିର ବିଳାସମୟ ଘର: ଏଭଳି ବିଳାସପୂର୍ଣ୍ଣ ଜୀବନ ବିତାଉଛନ୍ତି ଏହି ସାଉଥ ସୁପରଷ୍ଟାର
ମୁମ୍ବାଇ: ସାଉଥ ସୁପରଷ୍ଟାର ତଥା ଅଭିନେତା ଚିରଞ୍ଜୀବଙ୍କ ପୁଅ ରାମ ଚରଣ ତେଜା ବେଶ୍ ଷ୍ଟାଇଲିଷ୍ଟ ହେବା ସହ ବିଳାସପୂର୍ଣ୍ଣ ଜୀବନ ଯାପନ କରିଥାନ୍ତି। ରାମ ଚରଣଙ୍କ ପାଖରେ ଆଷ୍ଟନ ମାର୍ଟିନ ଭଳି ବିଳାସପୂର୍ଣ୍ଣ ଗାଡ଼ିଠାରୁ ଆରମ୍ଭ କରି ବିଳାସମୟ ସମ୍ପତ୍ତି…
ପୁତ୍ର ସନ୍ତାନର ଜନନୀ ହେଲେ ଏହି କ୍ରିକେଟରଙ୍କ ପତ୍ନୀ
ନୂଆଦିଲ୍ଲୀ,୧୦।୭: ଅଭିନେତ୍ରୀ ଗୀତା ବସରା ଓ ଭାରତୀୟ କ୍ରିକେଟର ସ୍ପିନର ହରଭଜନ ସିଂଙ୍କ ଘରକୁ ଏକ ନୂଆ ଅତିଥି ଆସିଛି। ହରଭଜନଙ୍କ ପତ୍ନୀ ଗୀତା ବସରା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇ ଦ୍ୱିତୀୟ ଥର ପାଇଁ ମା’ ହୋଇଛନ୍ତି। ଏନେଇ…
ଚିକେନ ନ ଦେଲେ କୋଭିଡ୍ ସେଣ୍ଟରରୁ ଯିବିନି, ଭାଇରାଲ ହେଉଛି ଭିଡିଓ
ମୁମ୍ବାଇ,୧୦ା୭: ମହାରାଷ୍ଟ୍ରର ସାଙ୍ଗଲି ଜିଲାରୁ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଜଣେ କରୋନା ରୋଗୀ ଡ୍ୟାନ୍ସ କରିବା ସହ ଚିକେନ ମାଗୁଛନ୍ତି। ଆକ୍ରାନ୍ତ ଜଣକ କୋଭିଡ୍ ସେଣ୍ଟରରେ ଥିଲେ। ସେଠାରେ ତାଙ୍କୁ ଖାଦ୍ୟ ଅର୍ଥାତ୍ ଚିକେନ ବହୁ ପସନ୍ଦ ଆସିଥିଲା।…
ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ: ୨ ଯବାନ ଗୁରୁତର
କଣ୍ଟାମାଳ,୧୦।୭(ଡି.ଏନ୍.ଏ.): ବୌଦ୍ଧ-କନ୍ଧମାଳ ସୀମାରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ଉମା ଜଙ୍ଗଲରେ ଗୁଳି ବିନିମୟ ହୋଇଛିି। । ୮ ଘଣ୍ଟାରୁ ଅଧିକ ସମୟ ଧରିି ଗୁଳିବିନିମୟ ଚାଲିଥିବା ଆଇଜି (ଅପରେଶନ) ଅମିତାଭ ଠାକୁର ସୂଚନା ଦେଇଛନ୍ତି। ଗୁଳିବିନିମୟ…
ସ୍ବାମୀଙ୍କ ଦୁଇହାତକୁ ଧରିଲେ ନବବିବାହିତା, କୁରାଢ଼ିରେ ଚୋଟ ପରେ ଚୋଟ ମାରିଚାଲିଲେ ପ୍ରେମିକ; ଆଉ ତା’ ପରେ…
ଭୋପାଳ,୧୦ା୭: ମଧ୍ୟପ୍ରଦେଶର ବିଦିଶା ଜିଲାରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଜଣେ ନବବିବାହିତା ମହିଳା ତାଙ୍କ ପ୍ରେମିକଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା କରିଛନ୍ତି। ଏ ସମ୍ପର୍କରେ ସତ୍ୟ ଉନ୍ମୋଚନ କରିଛି ବିଦିଶା ପୋଲିସ। ପୋଲିସ ଅଧୀକ୍ଷକ ବିନାୟକ ବର୍ମାଙ୍କ କହିବାନୁଯାୟୀ,…
ପ୍ରଥମେ ଟ୍ରାଫିକ ପୋଲିସକୁ ଏଇଠି ହିଁ ପିଟିବି ବୋଲି ଧମକ ଦେଲେ; ହେଲେ ଥାନାକୁ ଯିବା ପରେ ମୁଁ ଭୁଲ କରିଛି କହି କାନ୍ଦିଲେ ଏହି ବ୍ୟକ୍ତି; ଭିଡିଓ…
ନୂଆଦିଲ୍ଲୀ: ମହରାଷ୍ଟ୍ରର ଥାନେ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଭିଡିଓ ଏବେ ଭାଇରାଲ ହେଉଛି। ବାସ୍ତବରେ ଯେତେବେଳେ ତାଙ୍କୁ ଟ୍ରାଫିକ ପୋଲିସ ଅଟକାଇଥିଲେ ସେ ତାଙ୍କୁ ଧମକାଇବା ଆରମ୍ଭ କରି ଦେଇଥିଲେ। ଏପରିକି ମୁଁ ଏଠାରେ ହିଁ ତୁମକୁ ପିଟିବି ବୋଲି କହିଥିଲେ।…
ତୃତୀୟ ଲହର ସଂକ୍ରମଣରେ ପିଲାଙ୍କୁ ଯନ୍ତ୍ରଣା ହେବ ଅଧିକ, ମୃତ୍ୟୁ ହାର କମ୍ ରହିବ!
ଲଣ୍ଡନ,୧୦ ।୭: କରୋନା ମହାମାରୀର ଦ୍ୱିତୀୟ ଲହର ଏବେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଏହାର ତୃତୀୟ ଲହରକୁ ନେଇ ଭୟଭିତ ଅଛନ୍ତି ବିଶ୍ୱବାସୀ । କାରଣ ଏହା ଶିଶୁମାନଙ୍କ ଉପରେ ଅଧିକ ପ୍ରଭାବ ପକାଇବ । ଏବେ…
ଶକ୍ତି କପୁରଙ୍କ ପ୍ରେମରେ ପାଗଳ ଥିଲେ ଏହି ଅଭିନେତ୍ରୀ, ପରିବାରଲୋକେ ମନା କରିବା ସତ୍ତ୍ୱେ କଲେ ଏପରି, ରାଗିଯାଇ ମା’ ବାପା…
ବଲିଉଡର ପ୍ରସିଦ୍ଧ ଖଳନାୟକଙ୍କ ମଧ୍ୟରୁ ଶକ୍ତି କପୁର ଅନ୍ୟତମ। ଫିଲ୍ମରେ ତାଙ୍କ ଅଭିନୟ ଲୋକଙ୍କୁ ଡରାଉଥିବା ବେଳେ ତାଙ୍କ ବ୍ୟକ୍ତିଗତ ଜୀବନ ଓ ପ୍ରେମ କାହାଣୀ ସମ୍ପୂର୍ଣ୍ଣ ହିରୋ ଭଳି। ତେବେ ଜାଣନ୍ତୁ ଶକ୍ତି ଏବଂ ଅଭିନେତ୍ରୀ ଶିବାଙ୍ଗୀ କୋଲହାପୁରରେ ଲଭଷ୍ଟୋରୀ…
Archives


