Home Left

ତାଲିବାନ୍‌ ବିରୋଧରେ ଅସ୍ତ୍ର ଧରିଲେ ମହିଳା

କାବୁଲ, ୧୧।୭(ଆଇଏଏନ୍‌ଏସ୍‌): ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିବାବେଳେ ତାଲିବାନ ଆତଙ୍କବାଦୀମାନେ ଅଧିକ ଆକ୍ରମଣାତ୍ମକ ହୋଇପଡ଼ିଛନ୍ତି। ସେମାନେ ଦେଶର ୮୫ ପ୍ରତିଶତ ଅଞ୍ଚଳ ଦଖଲ କରିସାରିଲେଣି ବୋଲି ଦାବି କରିଛନ୍ତି। ଉତ୍ତର ଓ କେନ୍ଦ୍ରୀୟ ଆଫଗାନିସ୍ତାନରେ ତାଲିବାନର ମୁକାବିଲା…

୨ ପିଲା: ଅଧିକ ସୁବିଧା

ଲକ୍ଷ୍ନୌ, ୧୧।୭: ବିଶ୍ୱ ଜନସଂଖ୍ୟା ଦିବସର ଅବ୍ୟବହିତ ପୂର୍ବରୁ ଭାରତର ସବୁଠୁ ଜନବହୁଳ ରାଜ୍ୟ ଉତ୍ତରପ୍ରଦେଶ(ୟୁପି) ଜନସଂଖ୍ୟା ନିୟନ୍ତ୍ରଣ ଆଇନର ଚିଠା ବିଲ୍‌ ଆଣିଛି। ଉକ୍ତ ଚିଠା ବିଧେୟକର ବ୍ୟବସ୍ଥା ଅନୁଯାୟୀ ଯେଉଁମାନେ ଦୁଇ ସନ୍ତାନ ନୀତିକୁ ଉଲ୍ଲଂଘନ କରିବେ ସେମାନଙ୍କୁ…

ଶେଷ ଦେବଦାସୀ ପରଶମଣିଙ୍କ ପରଲୋକ

ପୁରୀ ଅଫିସ,୧୧।୭: ପୁରୀ ଶ୍ରୀମନ୍ଦିରର ଶେଷ ଦେବଦାସୀ ପରଶମଣିଙ୍କ ଶୁକ୍ରବାର ରାତିରେ ପରଲୋକ ହୋଇଛି। ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା। ରାତିରେ ଶୋଇଥିବା ବେଳେ ପୁରୀସ୍ଥିତ ଗଛକାଳି ନିଜ ବାସଭବନରେ ସେ ଦେହତ୍ୟାଗ କରିଛନ୍ତି। ଶନିବାର ସ୍ବର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ…

ଜାଣନ୍ତି କି ପାଣିରେ ଅଧିକ ସମୟ ରହିଲେ ତ୍ୱଚା କାହିଁକି ଲୋଚା ହୋଇଯାଏ

ସାଧାରଣତଃ ଆମେ ସମସ୍ତେ ଜାଣିଛେ ଯେ, ଦୀର୍ଘ ସମୟ ଧରି ପାଣିରେ ରହିବା ହେତୁ ହାତ ଏବଂ ପାଦର ଚର୍ମ ଲୋଚା ହୋଇଯାଏ। କିନ୍ତୁ ଆପଣଙ୍କ ମନକୁ କେବେ ପ୍ରଶ୍ନ ଆସିଛି କି ଏହା କାହିଁକି ହୁଏ ବୋଲି। ତେବେ ଜାଣନ୍ତୁ…

ରକ୍ତହୀନତା ସମସ୍ୟାରୁ ମୁକ୍ତି ଦିଏ ଧନିଆ ପତ୍ର

ଧନିଆ ପତ୍ରରେ ପୋଷକତତ୍ତ୍ୱ, ପୋଟାସିୟମ, କ୍ୟାଲସିୟମ, ଭିଟାମିନ୍‌ ଓ ମାଙ୍ଗାନିଜ ଭରପୁର ମାତ୍ରାରେ ରହିଥାଏ। ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ମଣିଷକୁ ରୋଗମୁକ୍ତ କରାଇଥାଏ। ଜାଣନ୍ତୁ ଏହାର ଉପକାରୀ ଗୁଣ ସମ୍ପର୍କରେ: – ରକ୍ତହୀନତା ସହ ହୃତ୍‌ପିଣ୍ଡ ରୋଗୀଙ୍କ…

ଗର୍ଲଫ୍ରେଣ୍ଡଙ୍କୁ ଖୁସି କରିବା ପାଇଁ କଷ୍ଟରେ ଗୁପ୍‌ଚୁପ୍‌ ଖାଇ ବଞ୍ଚୁଥିଲେ ଏହି ଅଭିନେତା, ଶେଷରେ ଏହି କାରଣ ପାଇଁ ଛାଡ଼ି ଦେଲେ ହାତ

ପଲ୍‌ ଭି ପୁରୀ ଛୋଟ ପରଦାର ଜଣେ ଜଣାଶୁଣା ଚେହେରା। ସେ ସିରିୟଲ ‘ଫିର୍‌ ଭି ନା ମନେ ବତ୍‌ମିଜ ଦିଲ’ ରୁ କ୍ୟାରିୟର ଆରମ୍ଭ କରିଥିଲେ । କିନ୍ତୁ ଏକ୍‌ତା କପୁରଙ୍କ ସିରିୟଲ ‘ନାଗିନ’ରୁ ତାଙ୍କୁ ପରିଚୟ ମିଳିଥିଲା। ଏଥିରେ…

ଅନିଲ କପୁରଙ୍କୁ ‘ଆଇ ଲଭ୍‌ ୟୁ’ କହିଲେ ମାଧୁରୀ ଦୀକ୍ଷିତ୍‌: ଏମିତି ଥିଲା ଅଭିନେତାଙ୍କ ପ୍ରତିକ୍ରିୟା

ବଲିଉଡର ଧକ-ଧକ ଗାର୍ଲ ମାଧୁରୀ ଦୀକ୍ଷିତ ଏବଂ ଅଭିନେତା ଅନିଲ କପୁରଙ୍କ ଯୋଡି ଅନେକ ଚଳଚ୍ଚିତ୍ରରେ ନଜର ଆସିଛନ୍ତି। ଦର୍ଶକ ଉଭୟ ଯୋଡିଙ୍କୁ ବହୁତ ପସନ୍ଦ ମଧ୍ୟ କରନ୍ତି। ଆଜିକାଲି ମାଧୁରୀ ଦୀକ୍ଷିତ ଡ୍ୟାନ୍ସ ରିଆଲିଟି ଶୋ ‘ଡ୍ୟାନ୍ସ ଦିଓ୍ବାନେ-୩ ’…

ରାସ୍ତାରେ ଓଟକୁ ପଡ଼ିଥିବା ଦେଖି..

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ସେନା ପାରାଚ୍ୟୁଟ ଟ୍ରେନିଂ ନେଉଛି କୁକୁର

ମସ୍କୋ,୧୦।୭: ବିମାନ ଅବତରଣ କରିପାରୁ ନ ଥିବା ସ୍ଥାନରେ ସାମରିକ ସେନାରେ ନିଯୁକ୍ତ କୁକୁରଙ୍କୁ ସାଥିରେ ନେବା ପାଇଁ ନୂଆ ପାରାଚ୍ୟୁଟ୍‌ ବ୍ୟବସ୍ଥା କରିଛି ରୁଷ। ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ଏହି ନୂଆ ଯନ୍ତ୍ରର ପରୀକ୍ଷା। ସ୍ବତନ୍ତ୍ର ପାରାଚ୍ୟୁଟ ବିକଶିତ କରିଥିବା…

ମୋଦିଙ୍କ କ୍ୟାବିନେଟରେ ଜ୍ୟୋତିରାଦିତ୍ୟ ସବୁଠୁ ଧନୀ ମନ୍ତ୍ରୀ, ଜାଣନ୍ତୁ ସମ୍ପତ୍ତି କେତେ

ନୂଆଦିଲ୍ଲୀ, ୧୦।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ସମ୍ପ୍ରସାରିତ କରିଥିବା କ୍ୟାବିନେଟରେ ୪୨ ପ୍ରତିଶତ ମନ୍ତ୍ରୀଙ୍କ ନାଁରେ ଆପରାଧିକ ମାମଲା ରହିଥିବା ଜଣାପଡ଼ିଛି। ଗତ ବୁଧବାର ପ୍ରଧାନମନ୍ତ୍ର ତାଙ୍କ ମନ୍ତ୍ରିମଣ୍ଡଳରେ ୩୬ ନୂଆ ମୁହଁଙ୍କୁ ସାମିଲ କରିବା ପରେ ମୋଟ ମନ୍ତ୍ରୀସଂଖ୍ୟା…

ତଥାପି ବାଜି ମାରିନେଲା ଭାଜପା

ଲକ୍ଷ୍ନୌ, ୧୦।୭: ଉତ୍ତରପ୍ରଦେଶ ଜିଲା ପଞ୍ଚାୟତ ଅଧ୍ୟକ୍ଷଙ୍କ ଭଳି ବ୍ଲକ୍‌ ପ୍ରମୁଖ ନିର୍ବାଚନରେ ଭାଜପାକୁ ବଡ଼ ସଫଳତା ମିଳିଛି। ରାଜ୍ୟର ବିଧାନସଭା ନିର୍ବାଚନ ପୂର୍ବରୁ ମୋଟ ୮୨୫ ବ୍ଲକ୍‌ ପ୍ରମୁଖ ଆସନରେ ଅନୁଷ୍ଠିତ ହୋଇଥିଲା ନିର୍ବାଚନ। ସେଥିରୁ ୬୩୦ରୁ ଊର୍ଦ୍ଧ୍ୱ ଆସନରେ…

ମୋଷ୍ଟ ଓ୍ବାଣ୍ଟେଡ୍‌ ଆତଙ୍କବାଦୀଙ୍କ ପୁଅର ଚାକିରି ନେଲା ପ୍ରଶାସନ

ଶ୍ରୀନଗର,୧୦।୭: ଆତଙ୍କବାଦୀ ସଂଗଠନ ପାଇଁ କାର୍ଯ୍ୟ କରୁଥିବା ଅଭିଯୋଗରେ ଜମ୍ମୁ-କଶ୍ମୀର ପ୍ରଶାସନ ପକ୍ଷରୁ ୧୧ ଜଣ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ବହିଷ୍କୃତ କର୍ମଚାରୀଙ୍କ ମଧ୍ୟରେ ହିଜବୁଲ୍‌ ମୁଜାହିଦ୍ଦିନ ମୁଖ୍ୟ ସୟେଦ ସଲାହୁଦ୍ଦିନ୍‌ଙ୍କ ପୁଅ ଏବଂ ପୋଲିସ ବିଭାଗର ୨ ଜଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri