ନକଲି ଫେସ୍ବୁକ୍ ଆକାଉଣ୍ଟ ଖୋଲି କରୁଥିଲେ ଅପବ୍ୟବହାର: ଯୁବକ ଗିରଫ
ବଡ଼ବିଲ,୧୦ା୭(ସ୍ବ.ପ୍ର): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅଞ୍ଚଳର ଜଣେ ଯୁବକ ଓ ଜଣେ ଯୁବତୀଙ୍କ ନାମରେ ନକଲି ଫେସ୍ବୁକ ଆକାଉଣ୍ଟ ଖୋଲି ଅପବ୍ୟବହାର କରିଥିବା ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ…
ପ୍ରଥମଥର ପାଇଁ ଶ୍ରୀମନ୍ଦିରରେ ହେବ ଲେଜର ସ୍କାନିଂ
ପୁରୀ ଅଫିସ,୧୦ା୭: ରଥଯାତ୍ରା ସମୟରେ ଶ୍ରୀମନ୍ଦିର ଗର୍ଭଗୃହର ମରାମତି ହେବା ନେଇ ପୂର୍ବରୁ ନିଷ୍ପତ୍ତି ହୋଇଥିବା ବେଳେ ବର୍ତ୍ତମାନ ଲେଜର ସ୍କାନିଂ ଜରିଆରେ ଶ୍ରୀମନ୍ଦିରର ସ୍ଥିତି ପରଖାଯାଇ ମରାମତି କାର୍ଯ୍ୟ ଆରମ୍ଭ ହେବ। ଏଏସ୍ଆଇସ୍ବତନ୍ତ୍ର ଟିମ୍ର ତତ୍ତ୍ୱାବଧାନରେ ଲେଜର ସ୍କାନିଂ କରାଯିବ।…
ପାକିସ୍ତାନ ମନ୍ତ୍ରୀଙ୍କ ଦାବି ଆରମ୍ଭ ହୋଇ ସାରିଛି କରୋନାର ଚତୁର୍ଥ ଲହର
ଇସ୍ଲାମାବାଦ,୧୦ ।୭: ସାରା ବିଶ୍ୱ ଏବେ କରୋନା ଯୁଦ୍ଧ ଲଢି ଚାଲିଥିବା ବେଳେ ପାକିସ୍ତାନର ପ୍ଲାନିଙ୍ଗ ଡେଭଲପମେଣ୍ଟ ଆଣ୍ଡ ସ୍ପେଶାଲ ଇନିସିଏଟିଭ ମନ୍ତ୍ରୀ ଅସଦ ଉମର କହିଛନ୍ତି ଦେଶରେ କରୋନାର ଚତୁର୍ଥ ଲହର ଆସି ସାରିଛି । ସେ ଟୁଇଟ୍ କରି…
ହସ୍ପିଟାଲରୁ ଶିଶୁପୁତ୍ରକୁ ଚୋରି କରି ନେଇଥିଲେ ଚୋର, ମା’ଙ୍କ ଅବସ୍ଥା ଦେଖି ରାସ୍ତାରେ ଶୁଆଇ ଚାଲିଗଲେ
ଜୟପୁର,୧୦ା୭: ରାଜସ୍ଥାନର ବାଡମେର ଜିଲା ହସ୍ପିଟାଲରୁ ଏକ ଶିଶୁପୁତ୍ର ଚୋରି ହୋଇଥିଲା। ତେବେ ତିନିଦିନ ପରେ ଏହି ଶିଶୁପୁତ୍ର ମିଳିଛି। ହସ୍ପିଟାଲରୁ ପୁଅକୁ କେହି ଚୋରି କରିନେବା ଜାଣି କମଳା ନାମକ ଜଣେ ମହିଳା କାନ୍ଦି କାନ୍ଦି ନୟାନ୍ତ ହୋଇପଡ଼ିଥିଲେ। ଫଳରେ…
ଜୁଲାଇ ୧୯ ପର୍ଯ୍ୟନ୍ତ ବଢିଲା ଲକଡାଉନ୍
ଚେନ୍ନାଇ,୧୦ ।୭: ତାମିଳନାଡୁରେ କରୋନା ଗ୍ରାଫ୍ ତଳମୁହାଁ ହୋଇଥିଲେ ବି ରାଜ୍ୟ ସରକାର ଏତେଶୀଘ୍ର ନିୟମ କୋହଳ କରିବା ମୁଡରେ ନାହାଁନ୍ତି । ଏମ୍ କେ ଷ୍ଟାଲିନଙ୍କ ସରକାର ରାଜ୍ୟରେ ୧୯ ଜୁଲାଇ ପର୍ଯ୍ୟନ୍ତ ଲକଡାଉନ ଅବଧି ବୃଦ୍ଧି କରିଛନ୍ତି ।…
ନିଜଠୁ ଦୁଇବର୍ଷ ସାନ ଅଭିନେତାଙ୍କ ସହ ରୋମାନ୍ସ କରିବେ ଏହି ଅଭିନେତ୍ରୀ
ମୁମ୍ବାଇ: ଏକତା କପୁରଙ୍କ ଶୋ’ ‘ବଡ଼େ ଅଚ୍ଛେ ଲଗତେ ହୈ-୨’କୁ ନେଇ ପ୍ରଶଂସକମାନେ ବେଶ୍ ଉତ୍ସାହିତ ଅଛନ୍ତି। ଏହାର ପ୍ରଥମ ସିଜନରେ ସାକ୍ଷୀ ତଓ୍ବର ଏବଂ ରାମ କପୁର ଅଭିନୟ କରିଥିଲେ। ଶୋ’ଟିକୁ ମଧ୍ୟ ଜବରଦସ୍ତ ରେସପନ୍ସ ମିଳିଥିଲା। ଏଥିରେ ରାମ…
ବିବାହ ପରେ କାହିଁକି ପାଉଁଜି-ଝୁଣ୍ଟିଆ ପିନ୍ଧିଥାନ୍ତି ମହିଳା? ଜାଣନ୍ତୁ ଏହା ପଛରେ ଥିବା ଧାର୍ମିକ-ବୈଜ୍ଞାନିକ ମାନ୍ୟତା ବିଷୟରେ…
ଭାରତୀୟ ପରମ୍ପରାରେ ପାଉଁଜି ଏବଂ ଝୁଣ୍ଟିଆର ବଡ଼ ମହତ୍ତ୍ୱ ରହିଛି। ହିନ୍ଦୁ ମହିଳାମାନେ ବିବାହ ପରେ ନାନାଦି ଶୃଙ୍ଗାର କରିଥାନ୍ତି। ଏହାପଛରେ ଧାର୍ମିକ ମହତ୍ତ୍ୱ ସହ ବୈଜ୍ଞାନିକ କାରଣ ମଧ୍ୟ ରହିଛି। ବର୍ତ୍ତମାନର ସମୟରେ ଲୋକମାନେ ନିଜର ପୋଷାକ ପରିଧାନରେ ପରିବର୍ତ୍ତନ…
ଭିମସାରରେ ଚିକିତ୍ସା ଅବହେଳା ଅଭିଯୋଗ, ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ
କଟକ ଅଫିସ, ୧୦।୭: କରୋନାର ଦ୍ୱିତୀୟ ଲହର ସମୟରେ ବୁର୍ଲା ଭିମସାରରେ ସଂକ୍ରମିତଙ୍କ ଚିକିତ୍ସାରେ ଅବହେଳା ହୋଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାର ତଦନ୍ତ ପାଇଁ ଶନିବାର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କିତ ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୮ରେ…
ସାନିଆ ମିର୍ଜାଙ୍କ ସ୍ବାମୀଙ୍କୁ ‘ସାଇଲେଣ୍ଟ କିଲର୍’ କହିଲେ ଏହି ପାକିସ୍ତାନୀ ଅଲରାଉଣ୍ଡର; ଅଖତରଙ୍କୁ କହିଲେ ‘ଆକ୍ଟର’
ନୂଆଦିଲ୍ଲୀ,୧୦।୭: ଟେନିସ ତାରକା ସାନିଆ ମିର୍ଜାଙ୍କ ସ୍ବାମୀ ତଥା କ୍ରିକେଟର ସୋଏବ ମଲିକଙ୍କୁ ‘ସାଇଲେଣ୍ଟ କିଲର୍’ କହିଛନ୍ତି ପାକିସ୍ତାନର ଅଲରାଉଣ୍ଡର ଅଜହର ମହମୁଦ। କେବଳ ଏତିକି ନୁହେଁ ସେ ଶୋଏବ ଅଖ୍ତରଙ୍କୁ ପାକିସ୍ତାନ କ୍ରିକେଟ ଟିମ୍ର ସବୁଠାରୁ ବଡ଼ କଳାକାର ବୋଲି…
ମୋଦିଙ୍କ କ୍ୟାବିନେଟର ୪୨ ପ୍ରତିଶତ ମନ୍ତ୍ରୀ ଆପରାଧିକ ମାମଲାରେ ସଂପୃକ୍ତ!
ନୂଆଦିଲ୍ଲୀ,୧୦ ।୭: ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ କ୍ୟାବିନେଟର ସମ୍ପ୍ରସାରଣ କରିଛନ୍ତି । ଯେଉଁଥିରେ ୪୩ଜଣ ଏମ୍ପିଙ୍କୁ ଶପଥ ପାଠ କରାଯାଇଛି । ମନ୍ତ୍ରିପରିଷଦରେ ୩୬ ନୂଆ ଚେହେରାକୁ ସାମିଲ କରାଯାଇଛି । ଏବେ ଜଣାପଡିଛି କି କେନ୍ଦ୍ରୀୟ ମନ୍ତ୍ରିପରିଷଦର…
ଆଉଟ୍ଫିଟ୍କୁ ନେଇ ଟ୍ରୋଲ୍ ହେଲେ ଏହି ଅଭିନେତ୍ରୀ, ୟୁଜର୍ସ କହିଲେ…
ମୁମ୍ବାଇ: ଦୀର୍ଘ ଦୁଇବର୍ଷ ହେବ ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ ନିଜର ଫ୍ୟାଶନକୁ ନେଇ ୟୁଜର୍ସମାନଙ୍କ ଟ୍ରୋଲର ଟାର୍ଗେଟ୍ରେ ରହୁଛି। କେବେକେବେ ଆଲିଆ ନିଜର ବୋରିଂ ଆଉଟ୍ଫିଟ୍କୁ ନେଇ ଚର୍ଚ୍ଚାକୁ ଆସିଥାନ୍ତି ତ ଆଉ କେତେବେଳେ ଜିମ୍ କି ରେଷ୍ଟୁରାଣ୍ଟକୁ ନେଇ।…
ଦୁଇ ଦିନ ତଳେ ୧୫୦ ରନ୍ର ଇନିଂସ ଖେଳି ରେକର୍ଡ କରିଥିଲେ ଏହି କ୍ରିକେଟର; ହଠାତ୍ ସନ୍ୟାସ ଘୋଷଣା କରି ଚମକାଇଲେ
ନୂଆଦିଲ୍ଲୀ,୧୦।୭: ବାଂଲାଦେଶ ଅଲରାଉଣ୍ଡର ମହମୁଦୁଲ୍ଲାଙ୍କ ଗୋଟିଏ ନିଷ୍ପତ୍ତି କ୍ରିକେଟଜଗତକୁ ସ୍ତବ୍ଧ କରିଦେଇଛି। ସେ ହଠାତ୍ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ବାଂଲାଦେଶ ଏବଂ ଜିମ୍ବାଓ୍ବେ ମଧ୍ୟରେ ଚାଲିଥିବା ଗୋଟିଏ ମାତ୍ର ଟେଷ୍ଟ ଶେଷ ହେବା ପରେ ଏହି କ୍ରିକେଟର ଟେଷ୍ଟ…
Archives


