ବ୍ଲାକ୍ ସ୍ବାନ୍ ଅଡିଶନ: ଓଡ଼ିଶା ପାଇଁ ଗୌରବ ଆଣିଲେ ଓଡ଼ିଶାର ଶ୍ରେୟା
ଭୁବନେଶ୍ୱର, ୧୧।୭ (ବ୍ୟୁରୋ): ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଓଡ଼ିଆ ଝିଅ ଶ୍ରେୟା ଲେଙ୍କା। ଝାରସୁଗୁଡ଼ାର ୧୭ ବର୍ଷୀୟା ଶ୍ରେୟା ଦକ୍ଷିଣ କୋରିଆରେ ଥିବା କେ-ପପ୍ ଗର୍ଲ ଗ୍ରୁପ୍ ‘ବ୍ଲାକ୍ ସ୍ବାନ୍’ରେ ସାମିଲ ହେବା ପାଇଁ ୨୩ଜଣ ଫାଇନାଲିଷ୍ଟଙ୍କ…
ଜୟଦେବ ବିହାର-ନନ୍ଦନକାନନ ବିକଳ୍ପ ରାସ୍ତା ନିର୍ମାଣ: ୩ ମାସରେ ସାରିବାକୁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ
ଭୁବନେଶ୍ୱର,୧୧ା୭(ବ୍ୟୁରୋ): ଭୁବନେଶ୍ୱର ସହରରେ ଜନସଂଖ୍ୟା ବଢୁଥିବାରୁ ଟ୍ରାଫିକ୍ ସମସ୍ୟା ଦିନକୁ ଦିନ ଅସମ୍ଭାଳ ହେଉଛି। ଏହାକୁ ଦୃଷ୍ଟିରେ ରଖି ସହରର ବିଭିନ୍ନ ସ୍ଥାନରେ ସମାନ୍ତରାଳ ରାସ୍ତା ନିର୍ମାଣ କରାଯାଉଛି। ଜୟଦେବବିହାରରୁ ନନ୍ଦନକାନନ ମଧ୍ୟରେ ଟ୍ରାଫିକ୍ ସମସ୍ୟା ବଢୁଥିବାରୁ ଆଉ ଏକ ରାସ୍ତା…
୫ ଦିନ ପ୍ରବଳ ବର୍ଷା
ଭୁବନେଶ୍ୱର, ୧୧।୭(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଟ୍ରପ୍ ଲାଇନ୍ ସକ୍ରିୟ ରହିଛି। ବର୍ତ୍ତମାନ ସମୁଦ୍ର ପତ୍ତନରେ ଥିବା ପୂର୍ବ-ପଶ୍ଚିମ ଲଘୁଚାପ ରେଖା ଉତ୍ତରପଶ୍ଚିମ ରାଜସ୍ଥାନରୁ ଓଡ଼ିଶା ଦେଇ ଉତ୍ତର-ପୂର୍ବ ବଙ୍ଗୋପସାଗର ଯାଏ ଲମ୍ବିଛି। ଏହାଛଡ଼ା ଉପକୂଳ ଓଡ଼ିଶାର ସମୁଦ୍ର ପତ୍ତନଠାରୁ ୨.୧…
ସିସିଟିଭି ନଜରରେ ବଡ଼ଦାଣ୍ଡ
ପୁରୀ ଅଫିସ,୧୧।୭: ଆଉ ୨ଦିନ ପରେ ମହାପ୍ରଭୁଙ୍କ ରଥଯାତ୍ରା। ଶୃଙ୍ଖଳିତ ରଥଯାତ୍ରା କରିବା ଉଦ୍ଦେଶ୍ୟରେ ଶନିବାର ଆଇନ ଶୃଙ୍ଖଳା ବିଭାଗର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ(ଏଡିଜି) ଆର୍. କେ. ଶର୍ମା ଚୂଡ଼ାନ୍ତ ସ୍ଥିତି ସମୀକ୍ଷା କରିଛନ୍ତି। ଏ ନେଇ ପୋଲିସ ପ୍ରଶାସନ ପକ୍ଷରୁ…
ବିବାହ ପୂର୍ବରୁ ଜୀବନସାଥୀଙ୍କ ବିଷୟରେ ଜାଣିନିଅନ୍ତୁ ଏହି ୫ କଥା, ନଚେତ..
ମହାନ ରାଜନେତା ତଥା କୂଟନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ ବାଳକ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ଭାରତର ସମ୍ରାଟ କରିଥିଲେ। ତାଙ୍କର ନୀତି ମନୁଷ୍ୟ ଜୀବନକୁ ସରସ ସୁନ୍ଦର କରିବା ଲାଗି ମଧ୍ୟ ବହୁତ ସହାୟକ ହୋଇଥାଏ। ଚାଣକ୍ୟ ନୀତିରେ ଗୃହସ୍ଥ ଜୀବନର ଛୋଟରୁ ବଡ଼…
ଆଜି କରୋନା ନେଲା ସର୍ବାଧିକ ମୁଣ୍ଡ: ଆଖି ବୁଜିଲେ ୬୫ ଆକ୍ରାନ୍ତ
ଭୁବନେଶ୍ୱର,୧୧।୭(ବ୍ୟୁରୋ): ରାଜ୍ୟରେ ଆଜି ସର୍ବାଧିକ ୬୫ଜଣ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ୧୪ ଆକ୍ରାନ୍ତ ଥିବା ବେଳେ ପୁରୀ-କେନ୍ଦୁଝର-ବରଗଡ଼ରୁ ୬ ଲେଖାଏ ରହିଛନ୍ତି। ସେହିଭଳି ଅନୁଗୋଳ-ମୟୂରଭଞ୍ଜରୁ ୫ ଲେଖାଏ, ନୟାଗଡ଼ରୁ ୪, ସୁନ୍ଦରଗଡ଼-କେନ୍ଦ୍ରାପଡ଼ା-ଗଞ୍ଜାମରୁ ୩ ଲେଖାଏ,…
ଆଜି ସିରିଶାଙ୍କ ମହାକାଶ ଯାତ୍ରା
ଭାରତୀୟ ବଂଶୋଦ୍ଭବ ସିରିଶା ବାନ୍ଦଲା ରବିବାର ଆମେରିକୀୟ ବିଲିୟନେୟାର ତଥା ଭର୍ଜିନ ଗାଲାକ୍ଟିକ୍ ମାଲିକ ରିଚାର୍ଡ ବ୍ରାନସନ୍ଙ୍କ ସହ ନ୍ୟୁ ମେକ୍ସିକୋରୁ ମହାକାଶକୁ ଯାତ୍ରା କରିବେ। ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲାରେ ଜନ୍ମିତ ୩୪ ବର୍ଷୀୟ ଏରୋନଟିକାଲ ଇଞ୍ଜିନିୟର ସିରିଶା ଟେକ୍ାସ୍ ହ୍ୟୁଷ୍ଟନରେ…
ଆୟୁର୍ବେଦିକ ଚିକିତ୍ସକ ପି. କେ. ଓ୍ବାରିଅରଙ୍କ ପରଲୋକ
କୋଝିକୋଡ୍, ୧୧ା୭: ଆୟୁର୍ବେଦକୁ ସମଗ୍ର ବିଶ୍ୱରେ ଲୋକପ୍ରିୟ କରାଇବା ଏବଂ ବୈଜ୍ଞାନିକ ଆଧାରରେ ଶାସ୍ତ୍ରୀୟ ଆୟୁର୍ବେଦ ଚିକିତ୍ସାର ଗୁରୁତ୍ୱ ବଢ଼ାଇବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କୋଟ୍ଟାକ୍କଲ ଆର୍ଯ୍ୟ ବିଦ୍ୟାଶାଳା (ଏଭିଏସ୍)ର ବିଶିଷ୍ଟ ଆୟୁର୍ବେଦିକ ଚିକିତ୍ସକ ଡା. ପି. କେ.…
ଏରିକ୍ ଭାରତରେ ଆମେରିକା ରାଷ୍ଟ୍ରଦୂତ
ଓ୍ବାଶିଂଟନ୍, ୧୧ା୭: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଶୁକ୍ରବାର ଲସ୍ ଏଞ୍ଜେଲ୍ସ ମେୟର ଏରିକ୍ ଗାରସେଟିଙ୍କୁ ଭାରତରେ ରାଷ୍ଟ୍ରଦୂତ ନିଯୁକ୍ତ କରିଛନ୍ତି। ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ବେଳେ ଏହି ପଦରେ ଥିବା କେନେଥ୍ ଜଷ୍ଟରଙ୍କ ସ୍ଥାନରେ ୫୦ ବର୍ଷୀୟ ଏରିକ୍…
ବିଚାରପତି ସମ୍ରାଟ ନୁହନ୍ତି
ନୂଆଦିଲ୍ଲୀ, ୧୧।୭(ଆଇଏଏନ୍ଏସ୍): ସରକାରୀ ଅଧିକାରୀମାନଙ୍କୁ ଅଯଥା ବାରମ୍ବାର ଅଦାଲତକୁ ଡକାଯାଉଥିବାରୁ ଏଥିରେ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବିଚାରପତିମାନେ ସେମାନଙ୍କ କ୍ଷମତାର ସୀମା ଜାଣିବା ଆବଶ୍ୟକ। ସେମାନେ ସମ୍ରାଟଙ୍କ ଭଳି ବ୍ୟବହାର ନ କରି ବିନୟ ଏବଂ ନମ୍ର ଆଚରଣ କରିବା…
ରାଜ୍ୟରେ ଆଜି ୨୨୮୨ କରୋନା ପଜିଟିଭ୍ ଚିହ୍ନଟ: ଖୋର୍ଦ୍ଧା-କଟକରୁ ସର୍ବାଧିକ
ଭୁବନେଶ୍ୱର,୧୧।୭(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୨୮୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୩୧୫ଜଣ କ୍ୱାରାଣ୍ଟାଇନ୍ରୁ ଥିବା ବେଳେ ୯୬୭ ଲୋକାଲ କେସ୍ ରହିଛି। ଜିଲାରେ ସଂକ୍ରମଣକୁ ଦେଖିଲେ ଅନୁଗୋଳରୁ ୬୧, ବାଲେଶ୍ୱରରୁ ୧୪୬, ବରଗଡ଼ରୁ…
ଭାଜପା ନିୟନ୍ତ୍ରଣରେ ୬୩୦ ଆସନ
ଲକ୍ଷ୍ନୌ, ୧୧।୭: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଅନୁଷ୍ଠିତ ଜିଲା ପଞ୍ଚାୟତ ଅଧ୍ୟକ୍ଷ ନିର୍ବାଚନରେ ଭାଜପାକୁ ବଡ଼ ସଫଳତା ମିଳିବା ପରେ ଶନିବାର ଅନୁଷ୍ଠିତ ବ୍ଲକ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଗୈରିକ ଦଳ ବାଜିମାତ୍ କରିଛି। ରାଜ୍ୟର ମୋଟ ୮୨୫ ବ୍ଲକ୍…
Archives


