ବିରାଟଙ୍କ ସମକକ୍ଷ ହେଲେ ରୋହିତ, ପଛରେ ପଡ଼ିଲେ ବାବର
ରାଞ୍ଚି, ୨୦।୧୧: ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍ରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲା ଭାରତ। ଦଳ ଏହି ମ୍ୟାଚ୍ରେ ଅତିଥି ଟିମ୍କୁ ପରାସ୍ତ କରି ସିରିଜ୍କୁ ଆଗୁଆ ଜିତି ନେଇଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ନିଜର ୨୫ତମ ଅର୍ଦ୍ଧଶତକ…
‘ଅନ୍ତିମ’ର ପ୍ରମୋଶନ କରିବେ ନାହିଁ ସଲମାନ
ମୁ୍ମ୍ବାଇ: ବଲିଉଡ୍ ଦବଙ୍ଗ ଖାଁ ସଲମାନ କିଛିଦିନ ମଧ୍ୟରେ ଧମାକା କରିବାକୁ ଯାଉଛନ୍ତି । ତାଙ୍କ ଅଭିନୀତ ଫିଲ୍ମ ‘ଅନ୍ତିମ: ଦ ଫାଇନାଲ ଟ୍ରୁଥ‘ ନଭେମ୍ବର ୨୬ରେ ରିଲିଜ୍ ହେବ । ଏଥିରେ ଅଭିନୟ ପାଇଁ ସଲମାନ ଖୁବ୍ ପରିଶ୍ରମ କରିଥିଲେ…
କୋହଲି କହିଲେ ‘ଆଇ ଲଭ୍ ୟୁ’; ଜବାବରେ…
ନୂଆଦିଲ୍ଲୀ, ୨୦।୧୧: ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ଏବି ଡି’ଭିଲର୍ସ କ୍ରିକେଟର ସମସ୍ତ ଫର୍ମାଟରୁ ତାଙ୍କର ଅବସର ନେଇ ଘୋଷଣା କରିଛନ୍ତି। ଦୀର୍ଘ ୧୭ ବର୍ଷ ଧରି ସେ ତାଙ୍କ ୩୬୦ ଡିଗ୍ରୀ ବ୍ୟାଟିଂ ପାଇଁ ଅପ୍ରତିଦ୍ୱନ୍ଦ୍ୱୀ ଥିଲେ। ଏହି ଘୋଷଣା…
ପରିବା କିଣିବା ବେଳେ ଧାରୁଆ ଅସ୍ତ୍ରରେ ଆକ୍ରମଣ
ପାଇକମାଳ,୨୦।୧୧(ଡି.ଏନ୍.ଏ.): ବରଗଡ଼ ଜିଲା ପାଇକମାଳ ସାପ୍ତାହିକ ବଜାରରେ ଜଣେ ପୂର୍ବତନ ହୋମଗାର୍ଡଙ୍କୁୁ ମରାଣାନ୍ତକ ଆକ୍ରମଣ ହୋଇଛି। ଶନିବାର ସାପ୍ତାହିକ ବଜାରରେ ଜର୍ଜଗଡ ଗ୍ରାମର ହୋମଗାର୍ଡ ଗୋପାଳ ସା ପନିପରିବା କିଣୁ ଥିବା ସମୟରେ ମାଣ୍ଡିଆଢିପା ଗ୍ରାମର ଜୟ ସାହୁ ନାମକ ଜଣେ…
ଢେଙ୍କାନାଳରେ ସ୍ମାର୍ଟ ହେଲ୍ଥ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ
ଢେଙ୍କାନାଳ ଅଫିସ,୨୦ା୧୧: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍ଥ କାର୍ଡ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଶନିବାର ଢେଙ୍କାନାଳ ଗସ୍ତରେ ଆସି ମିନି ଷ୍ଟାଡିୟମଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି କାର୍ଡ ବଣ୍ଟନ କରିଥିଲେ। ଏଥିସହିତ ୮୮୦ କୋଟି…
ଏମିତି ଗାଁ ଯେଉଁଠିି ଜନ୍ମ ନିଅନ୍ତି କେବଳ ଝିଅ
ଦୁନିଆରେ ସବୁବେଳେ କିଛି ନା କିଛି ଅଜବ ଘଟଣା ଘଟିଥାଏ। କିଛି ମାମଲା ଏପରି ଥାଏ ଯାହା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ଲାଗେ। କେବଳ ଏତିକି ନୁହେଁ ଅନେକ ଘଟଣା ପଛର ରହସ୍ୟ ଏପର୍ଯ୍ୟନ୍ତ ସମାଧାନ ହୋଇନାହିଁ। ଆଜି ଆମେ ଆପଣଙ୍କୁ…
ଭିକ୍କି-କ୍ୟାଟ୍ରିନାଙ୍କ ବିବାହରେ ସୁରକ୍ଷା ଦାୟିତ୍ୱ ନେବେ ୧୦୦ ବାଉଂସର୍ସ
ମୁମ୍ବାଇ: ବଲିଉଡ୍ ବିବାହକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି । ଏଥିରେ ସବୁଠୁ ଆଗରେ ରହିଛନ୍ତି ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫ । କିଛିଦିନ ହେବ ଉଭୟଙ୍କ ବିବାହକୁ ନେଇ ଚାପା ଆଲୋଚନା ଚାଲିଥିବା ବେଳେ ଏବେ ଏହି…
ମୁଖ୍ୟମନ୍ତ୍ରୀ ଗେହଲଟ ଗ୍ରହଣ କଲେ ୩ ମନ୍ତ୍ରୀଙ୍କ ଇସ୍ତଫା ପତ୍ର, ଗୋଟିଏ ଦିନ ପରେ ଶପଥଗ୍ରହଣ
ଜୟପୁର,୨୦ ।୧୧: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସରକାରର ୩ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ମିଳିଥିବା ସଦ୍ୟ ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଗେହଲଟ ଏମାନଙ୍କ ଇସ୍ତଫା ପତ୍ର ଗହଣ କରି ନେଇଛନ୍ତି । ଇସ୍ତଫା ଦେଇଥିବା ମନ୍ତ୍ରୀଙ୍କ…
ବାର୍ହା ଶିକାର କରିବାକୁ ଯାଇ ନିଜେ ପାଲଟିଲେ ଶିକାର
ବୌଦ୍ଧ/ବଘିଆପଡ଼ା,୨୦।୧୧(ସ୍ବ.ପ୍ର./ଡି.ଏନ୍.ଏ.): ଜଙ୍ଗଲକୁ ବାର୍ହା ଶିକାର କରିବାକୁ ଯାଇ ୨ ଶିକାରୀ ଶିକାର ପାଲଟିଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ରେଞ୍ଜର ଗଣ୍ଡିସର ସେକ୍ସନର ପିପଳମୁଣ୍ଡା ଜଙ୍ଗଲରେ। ବାର୍ହା ଶିକାର ପାଇଁ କୁରୁକୁଜ ଗ୍ରାମର ବଶ୍ୟନନ୍ଦ ଦେହୁରୀ ଓ ରାମ୍ଭିକଟା ଗ୍ରାମର…
କରତାରପୁର ପହଞ୍ଚିଲେ ସିଦ୍ଧୁ, ଇମ୍ରାନଙ୍କୁ କହିଲେ ବଡ ଭାଇ
ନୂଆଦିଲ୍ଲୀ,୨୦ ।୧୧: ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ତଥା ପୂର୍ବତନ କ୍ରିକେଟର ନବଜୋତ ସିଂ ସିଦ୍ଧୁ ଶନିବାର କରତାରପୁରର ଗୁରୁଦ୍ୱାର ଶ୍ରୀ କରତାରପୁର ସାହେବଙ୍କୁ ଦର୍ଶନ କରିବାକୁ ପାକିସ୍ତାନ ପହଞ୍ଚିଛନ୍ତି । ସେଠାରେ ପହଞ୍ଚିବା ପରେ ସିଦ୍ଧୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ…
ରାତିରେ ଶୋଇବା ପୂର୍ବରୁ କ୍ଷମା ମାଗନ୍ତି ଅଭିଷେକ,କାରଣ ଜାଣିଲେ…
ମୁମ୍ବାଇ: ବଲିଉଡ୍ର ସବୁଠାରୁ ଚର୍ଚ୍ଚିତ ଯୋଡିଙ୍କ ମଧ୍ୟରେ ଏକ ଲୋକପ୍ରିୟ ଚର୍ଚ୍ଚିତ ଯୋଡି ହେଉଛି ଅଭିଷେକ ବଚ୍ଚନ ଏବଂ ଐଶର୍ଯ୍ୟା ରାୟଙ୍କ ଯୋଡି । ଅଭିନୟ ଦୁନିଆରେ ଦୁହେଁ ବେଶ୍ ମାହିର ଥିବା ବେଳେ, ଉଭୟେ ଉଭୟଙ୍କୁ ଖୁବ ଭଲ ପାଆନ୍ତି।…
ଦେଢ଼କୋଟି ଟଙ୍କାର ସାପ ବିଷ ବିକ୍ରି ପାଇଁ ଚାଲିଥିଲା ଯୋଜନା, ଗ୍ରାହକ ସାଜି ବାନ୍ଧିଲା ପୋଲିସ
ଦେବଗଡ଼,୨୦ା୧୧(ଡି.ଏନ୍.ଏ.): ସାପ ବିଷ ଚୋରାଚାଲାଣ ରାକେଟର ପର୍ଦ୍ଦାଫାଶ ହୋଇଛି। ସାପ ବିଷ ବିକ୍ରି ପାଇଁ ଉଦ୍ୟମ କରୁଥିବାବେଳେ ଗ୍ରାହକ ସାଜି ୨ ଜଣଙ୍କୁ ଗିରଫ କରିଛି ପୋଲିସ। ଦେବଗଡ଼ ଜିଲାର ସ୍ବତନ୍ତ୍ର ପୋଲିସ ଟିମ୍ ଏହି ଚଢ଼ାଉ କରିଥିବା ଜଣାପଡ଼ିଛି। ଚଢ଼ାଉ…

