ଲିଭର ନଷ୍ଟ ହେଲେ ଜାଣିବେ କେମିତି

ନିଶା ସେବନ ଦ୍ୱାରା ଲିଭର ନଷ୍ଟ ହୋଇଥାଏ ବୋଲି ଅନେକଙ୍କ ଧାରଣା ରହିଛି। ମାତ୍ର ଏହା ସବୁକ୍ଷେତ୍ରରେ ହୋଇ ନ ଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କୁହନ୍ତି। ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ କୌଣସି ପ୍ରକାର ନିଶା ସେବନ ନ କରି ମଧ୍ୟ ଲିଭର ସମ୍ବନ୍ଧିତ ରୋଗର ଶିକାର ହୋଇଥାନ୍ତି। ଲିଭର୍‌ରେ ମାଂସ ଜମା ହେବା କାରଣରୁ ଏହି ସମସ୍ୟା ଦେଖାଯାଇଥାଏ। ତେବେ ଏହାର ମୁଖ୍ୟ ଲକ୍ଷଣ ସମ୍ପର୍କରେ ଜାଣନ୍ତୁ।

ପେଟ ଫୁଲିବା:

ପେଟ ଫୁଲିବା ଏହି ରୋଗର ମୁଖ୍ୟ ଲକ୍ଷଣ। ଯେତେବେଳେ ଲିଭର ଶରୀରର ବର୍ଜ୍ୟବସ୍ତୁକୁ ବାହାରକୁ କାଢ଼ିବାକୁ ଅସମର୍ଥ ହୋଇଥାଏ। ସେତେବେଳେ ପେଟରେ ପାଣି ଜମି ଫେଟ ଫୁଲିଯାଇଥାଏ।

ପୁରୁଷଙ୍କ ସ୍ତନ ବଢ଼ିଥାଏ : ସ୍ତନ ବଢ଼ିବାର ଅନେକ କାରଣ ହୋଇପାରେ ମାତ୍ର ଏହା ଫ୍ୟାଟି ଲିଭରର ଏକ ଲକ୍ଷଣ ହୋଇଥାଏ। ତେବେ ଏପରି ଅନୁଭବ କରୁଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ହଳଦିଆ ତ୍ୱଚା: ଯଦି ଆପଣଙ୍କ ତ୍ୱଚାର ରଙ୍ଗରେ ପରିବର୍ତ୍ତନ ଆସୁଥାଏ କିମ୍ବା ଆପଣଙ୍କ ତ୍ୱଚା ହଳଦିଆ ପଡ଼ିଯାଏ ତେବେ ଏହା ଫ୍ୟାଟି ଲିଭରର ମୁଖ୍ୟ କାରଣ ହୋଇଥାଏ॥

ରକ୍ତନଳୀ ବଢ଼ିବା: ଏହି ସମସ୍ୟା କାରଣରୁ ତ୍ୱଚାର ରଙ୍ଗରେ ପରିବର୍ତ୍ତନ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ଉପାୟରେ ଦୂର କରନ୍ତୁ ଗ୍ୟାସ ସମସ୍ୟା

ବର୍ତ୍ତମାନର ଅତ୍ୟାଧୁନିକ ଜୀବନଶୈଳୀ ଓ ଖାଦ୍ୟପେୟ ଲାଗି ପ୍ରାୟ ସମସ୍ତଙ୍କଠାରେ ଗ୍ୟାସ୍‌ ସମସ୍ୟା ଦେଖାଯାଉଛି। ଏହି ସମସ୍ୟାରୁ ଛୋଟ ପିଲା ମଧ୍ୟ ବାଦ୍‌ ପଡ଼ୁ ନାହାନ୍ତି।...

ଏସିଡିଟି ପାଇଁ ଯୋଗ

ଦୈନନ୍ଦିନ ଜୀବନରେ ଖାଇବା ପିଇବା ସମୟରେ ପରିବର୍ତ୍ତନ ଯୋଗୁଁ ଏସିଡିଟି ବା ଗ୍ୟାସ୍‌ଷ୍ଟ୍ରିକ ସମସ୍ୟା ଦେଖାଯାଏ। ଅତ୍ୟଧିକ ତେଲ ଏବଂ ମସଲାଜାତୀୟ ଖାଦ୍ୟ ଖାଇବା ଦ୍ୱାରା...

ବନ୍ଧ୍ୟାଦୋଷ, ମେଦବହୁଳତା ଦୂର କରେ ସଜନାଛୁଇଁ

ସଜନାଛୁଇଁ ଭଜା ହେଉ କି ତରକାରୀ ଯେଉଁଥିରେ ପଡ଼ିଲେ ତା’ର ସ୍ବାଦ ବଢ଼ି ଯାଇଥାଏ। ଏହା ପାଟିକୁ ଯେତିକି ସୁଆଦିଆ ଦେହକୁ ସେତିକି ହିତ ମଧ୍ୟ।...

ଦୃଷ୍ଟିଶକ୍ତିକୁ ପ୍ରଖର କରେ ଅଲିଭ ତେଲ

ଦୃଷ୍ଟିଶକ୍ତିଜନିତ କୌଣସି ସମସ୍ୟାର ଲକ୍ଷଣ ବିଷୟରେ ଜାଣିପାରିଲେ ତାହାକୁ ଆଦୌ ଅବହେଳା କରିବା ଠିକ୍‌ ନୁହେଁ। କାରଣ ପରବର୍ତ୍ତୀ ସମୟରେ ଏହା ଜଟିଳ ଆକାର ଧାରଣ...

ନୂଆ ଟାଇଫଏଡ୍‌ ଟିକା

ନବଜାତ ଶିଶୁକୁ ବିଭିନ୍ନ ରୋଗ କବଳରୁ ରକ୍ଷା କରିବା ପାଇଁ ଜନ୍ମ ପରେ ହିଁ କେତେକ ଟିକା ଦିଆଯାଇଥାଏ। ଏହି ପ୍ରକ୍ରିୟା କିଛି ବର୍ଷ ପର୍ଯ୍ୟନ୍ତ...

ପ୍ରେମରେ ପଡ଼ିଛନ୍ତି କି? ଏହି ୩ଟି କଥା ପ୍ରତି ହୁଅନ୍ତୁ ଯତ୍ନବାନ; ନଚେତ ଖରାପ ହୋଇପାରେ ସମ୍ପର୍କ

ଭାରତୀୟ ରାଜନୀତି ଏବଂ ଅର୍ଥଶାସ୍ତ୍ରର ଜନକ କୁହାଯାଉଥିବା ଆଚାର୍ଯ୍ୟ ଚାଣକ୍ୟ ବିଷ୍ଣୁଗୁପ୍ତ ଏବଂ କୌଟିଲ୍ୟ ନାମରେ ମଧ୍ୟ ଖ୍ୟାତ। ସେ ଜଣେ ଦକ୍ଷ ରାଜନେତା, ଚତୁର...

ଆଶାର ଆଲୋକ 

କ୍ୟାନ୍‌ସର ଏକ ରୋଗ; ଯାହା ଶରୀରକୁ ଦିଏ ଅସହ୍ୟ ଯନ୍ତ୍ରଣା। ଜୀବନ ମରଣର ଦୋ ଛକିରେ ଧନ୍ଦି ହୁଏ ମଣିଷ। ଭାଙ୍ଗିଯାଏ ମନୋବଳ, ମାଡିବସେ ଅବସାଦର...

ଦିଗ ଅନୁଯାୟୀ ଫଳ

ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ଏହିପରି ଚାରି ଦିଗ ରହିଛି। ଆଉ ପ୍ରତି ଦିଗର କିଛି ନା କିଛି ପ୍ରଭାବ ଆମ ଜୀବନଶୈଳୀ ଓ ଘର...

Advertisement
Archives

Model This Week