Home Left

ଯୋଗ କରୁଥିଲେ…

ଯୋଗ କରିବା ପୂର୍ବରୁ ଆମକୁ କେତୋଟି ବିଷୟ ପ୍ରତି ନଜର ଦେବାକୁ ପଡ଼ିଥାଏ। ସବୁବେଳେ ଏକ ପ୍ରଦୂଷଣମୁକ୍ତ ପରିବେଶରେ ଯୋଗ କରନ୍ତୁ। ପାର୍କ ନ ଯାଇପାରିଲେ ନିଜ ଘରେ ବସି ଯୋଗ କରିପାରିବେ। ତେବେ କେଉଁ କେଉଁ ଯୋଗ ଆପଣ କରିପାରିବେ,…

ପେଟ୍ରୋଲ ବଢ଼ିଲା, ଡିଜେଲ କମିଲା

ଭୁବନେଶ୍ୱର/ନୂଆଦିଲ୍ଲୀ,୧୩।୭: ଦିନକର ବିରତି ପରେ ପୁଣି ଥରେ ପେଟ୍ରୋଲ ଦର ବୃଦ୍ଧି ପାଇଥିବା ବେଳେ ୮୮ ଦିନ ପରେ ପ୍ରଥମ ଥର ପାଇଁ ଡିଜେଲ ମୂଲ୍ୟ ହ୍ରାସ ପାଇଛି। ଏପ୍ରିଲ ୧୫ରେ ଶେଷ ଥର ପାଇଁ ଉଭୟ ପେଟ୍ରୋଲ ଓ ଡିଜେଲ…

ହାଇଟେକ୍‌ ଡିଭାଇସ୍‌

ବର୍ତ୍ତମାନ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଘଟିଛି। ଅନେକ ରୋଗର କାରଣକୁ ସହଜରେ ନିରୂପଣ କରାଯାଇ ତାହାର ଠିକ୍‌ ସମୟରେ ଚିକିତ୍ସା କରାଯାଇପାରୁଛି। ତା’ ସହ ଦିନକୁ ଦିନ ନୂଆ ନୂଆ ଚିକିତ୍ସା ପ୍ରଣାଳୀ ଏବଂ ରୋଗର କାରଣ ଜାଣିବା…

ଜଳାଶୟ ପାଖେ ଗୋଡକୁ ଟେକି ପକ୍ଷୀ କରୁଛି ଏପରି…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ମା’ଙ୍କ ସହ ଭଉଣୀଙ୍କୁ ହତ୍ୟା କରିଥିଲେ ଏହି ଅଭିନେତାଙ୍କ ବାପା, କାରଣ ଜାଣିଲେ …

୯୦ ଦଶକର ଅନେକ ତାରକା ବର୍ତ୍ତମାନ ମଧ୍ୟ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଛନ୍ତି। ଯାହାଙ୍କ ଫିଲ୍ମକୁ ଦର୍ଶକ ଆଜିବି ମନେ ରଖିଛନ୍ତି। ଯଦିଓ ସେହି ସମୟରେ କିଛି ହିରୋ ଥିଲେ ଯେଉଁମାନେ ଫିଲ୍ମ ଜଗତରେ ପ୍ରବେଶ କରିଥିଲେ। ମାତ୍ର ପରେ ସେମାନେ…

କ୍ରିକେଟର୍‌ଙ୍କ ଲକେଟ୍‌କୁ ନେଇ ଜୋରଧରିଲା ଚର୍ଚ୍ଚା

ପାକିସ୍ତାନର ପେସର ହାସନ ଅଲି ତାଙ୍କ ବୋଲିଂରେ ବହୁତ ପ୍ରଭାବିତ କରିଛନ୍ତି କିନ୍ତୁ ଉଇକେଟ ନେବା ପରେ ଉତ୍ସବ ପାଳନ କରିବାର ଶୈଳୀ ଅନ୍ୟମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ। ତାଙ୍କ ଶୈଳୀକୁ ମଧ୍ୟ ଲୋକମାନେ ପସନ୍ଦ କରନ୍ତି। ଉଇକେଟ୍‌ ନେବା ପରେ ସେ…

ମଟର ଖାଉଥିଲେ…

ମଟର ସ୍ବାସ୍ଥ୍ୟ ଉପକାରୀ ହୋଇଥାଏ। ଏହାକୁ ଖାଇବା ଫଳରେ ଅନେକ ପ୍ରକାର ସ୍ବାସ୍ଥ୍ୟଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ। ଏଥିରେ ଭିଟାମିନ୍‌ କେ’, ଭିଟାମିନ୍‌ ସି, ଫସ୍‌ଫରସ୍‌ ସହିତ ଅନେକ ପୋଷକତତ୍ତ୍ୱ ରହିଥାଏ । ଭିଟାମିନ୍‌ ବି ୧, ଓ ଭିଟାମିନ୍‌ ବି…

ସୋନମ କପୁରଙ୍କ ଡ୍ରେସ୍‌ ମୂଲ୍ୟ ଜାଣି ଉଡିଯିବ ହୋସ୍‌: ସେହି ଟଙ୍କାରେ କିଣିହେବ ହୀରା ଅଳଙ୍କାର

ବଲିଉଡ ଅଭିନେତ୍ରୀ ସୋନମ କପୁର ପ୍ରାୟତଃ ତାଙ୍କ ଫ୍ୟାଶନ ଡିଜାଇନ୍‌କୁ ନେଇ ଚର୍ଚ୍ଚାରେ ରହିଥା’ନ୍ତି। କେବଳ ଭାରତର ସେ ନିଜ ଷ୍ଟାଇଲ ପାଇଁ ଗ୍ଲୋବାଲ ସର୍କଲରେ ମଧ୍ୟ ଏକ ପରିଚୟ ସୃଷ୍ଟି କରିଛନ୍ତି। ସୋନମଙ୍କ ଆଉ ଏକ କ୍ଲାସିକ ଲୁକ ସର୍ବସାଧାରଣଙ୍କ…

ବନ୍ଧୁଙ୍କ ସ୍ତ୍ରୀଙ୍କୁ ବଳାତ୍କାର

ବାଲିକୁଦା,୧୨ା୭(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ବାଲିକୁଦା ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ରବିବାର ପୁରୀ ଜିଲା ଚନ୍ଦ୍ରଭାଗା ଥାନା ଅନ୍ତର୍ଗତ ରାମଚଣ୍ଡୀଠାରେ ବଳାତ୍କାର କରାଯାଇଛି। ଗାଈ ମୃତ୍ୟୁ ଦୋଷ ନ ଲାଗିବା ପାଇଁ ପୁରୀ ଯାଉଥିବାବେଳେ ଅଧାବାଟରେ ସ୍ବାମୀଙ୍କ ବନ୍ଧୁ ତାଙ୍କୁ ବଳାତ୍କାର…

୧୮ଲକ୍ଷ ଟଙ୍କା ଆତ୍ମସାତକରି ବ୍ୟାଙ୍କ ଆକାଉଣ୍ଟାଣ୍ଟ ଗିରଫ

ଝାରସୁଗୁଡା ଅଫିସ୍‌,୧୨।୭: ଜଣେ ଅବସରପ୍ରାପ୍ତ ଏମ୍‌ସିଏଲ୍‌ କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୧୮ଲକ୍ଷ ୨୫ହଜାର ଟଙ୍କା ଆତ୍ମସାତକରି ବ୍ୟାଙ୍କ ଆକାଉଣ୍ଟାଣ୍ଟ ଗିରଫ ହୋଇଛନ୍ତି। ଅବସରପ୍ରାପ୍ତ ଏମ୍‌ସିଏଲ୍‌ କର୍ମଚାରୀଙ୍କ ସ୍ତ୍ରୀ ସାରସମାଲ ଗ୍ରାମର ଶ୍ରୀମତି ମୁଣ୍ଡା ଗତ ମଙ୍ଗଳବାର ବ୍ରଜରାଜନଗର ପୋଲିସ୍‌ ଥାନାରେ ଅଭିଯୋଗ…

୨୪ ଘଣ୍ଟାରେ ମାଡ଼ ହେବ ସୌରଝଡ଼: ପ୍ରଭାବିତ ହେବ ମୋବାଇଲରୁ ବିମାନ ସେବା

ନୂଆଦିଲ୍ଲୀ,୧୨।୭: ଏକ ଶକ୍ତିଶାଳୀ ସୌର ଝଡ଼ ଦ୍ରୁତ ବେଗରେ ପୃଥିବୀ ଆଡେ ମାଡ଼ିଆସୁଛି। ଏହା ଆଗାମୀ ୨୪ ଘଣ୍ଟା ମଧ୍ୟରେ ଯେକୌଣସି ସମୟରେ ପୃଥିବୀକୁ ମାଡ଼ କରିବା ଆକଳନ କରାଯାଉଛି। ଏହାର ପ୍ରଭାବରେ ସାଟେଲାଇଟ୍‌, ଜିପିଏସ୍‌ ନାଭିଗେଶନ, ମୋବାଇଲ୍‌ ଫୋନ୍‌ ସିଗ୍‌ନାଲ…

ଘର ଆଗରେ ଜଗିଥିଲା ମୃତ୍ୟୁ

ଚମ୍ପୁଆ,୧୨ା୭: କେନ୍ଦୁଝର ଜିଲା ଚମ୍ପୁଆ ସେକ୍ସନ ଅଞ୍ଚଳରେ ଏକ ଗୋଠ ଖଣ୍ଡିଆ ଦନ୍ତା ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ହାତୀଟି ତାଙ୍କୁ ଘର ଆଗରୁ ଟାଣି ଆଣି କଚାଡ଼ି ମାରି ଦେଇଥିବା ସୂଚନା ମିଳିଛି। ମୃତକ ହେଲେ ପାଞ୍ଚପୋଖରିଆ ମୁଣ୍ଡା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri