ଯେଉଁଠି ପିସିଆର୍, ସେଇଠି ନିଶା ବେପାର
ଭୁବନେଶ୍ୱର,୨୨ା୧୧: ଯେଉଁଠି ପିସିଆର୍, ସେଇଠି ବି ଚାଲିଛି ବେଆଇନ ବେପାର। ଯେଉଁଥିପାଇଁ ରାଜଧାନୀରେ ଦିନକୁ ଦିନ ଅସାମାଜିକଙ୍କ ଉତ୍ପାତ ବଢ଼ିବାରେ ଲାଗିଛି। ଅପରାଧୀମାନେ ସରକାରୀ ଜମି ଜବରଦଖଲ କରି ଆଡ୍ଡା ଜମାଇବା ସହ ନିଶା କାରବାର, ଦେହ ବେପାରଠାରୁ ଆରମ୍ଭ କରି…
ଅମିତାଭଙ୍କ ମଜା ଉଡାଇଲେ ୯ ବର୍ଷର ବାଳକ
ମୁମ୍ବାଇ: ସୋନି ଟିଭି ନିଜ ଇନଷ୍ଟାଗ୍ରାମ ପେଜରେ ନିକଟରେ କୌନ ବନେଗା କରୋଡ଼ ପତିର ନୂଆ ପ୍ରୋମୋ ଶେୟାର କରିଛି । ଯେଉଁଥିରେ ବିଗ୍ ବିଙ୍କ୍ ମଜାଦାର ମୁହୂର୍ତ୍ତ ଦେଖିବାକୁ ମିଳୁଛି । ଏହା ସହିତ ହଟସିଟରେ ହିମାଚଳର ଜଣେ ୯…
ଛାଡପତ୍ର ପରେ ‘ଲଭ୍ ଲେଟର୍’ ଲେଖିଲେ ନାଗା ଚୈତନ୍ୟ
ଦକ୍ଷିଣ ଅଭିନେତା ନାଗା ଚୈତନ୍ୟ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ସୋସିଆଲ ମିଡିଆରେ ତାଙ୍କ ହ୍ୟାସ ଟ୍ୟାଗ ବହୁତ ଟ୍ରେଣ୍ଡ କରୁଛି। ଏହା ପଛର କାରଣ ହେଉଛି ତେଲୁଗୁ ସିନେମା ପରେ ନାଗା ଚୈତନ୍ୟ…
ଥାଇରଏଡ୍ର ଘରୋଇ ଉପଚାର
ରକ୍ତରେ ଥାଇରକ୍ସିନ୍ର ହରମୋହନର୍ ମାତ୍ରା ଆବଶ୍ୟକତାଠାରୁ କମ୍ ବେଶି ହେଲେ ଥାଇରଏଡ୍ ସମସ୍ୟା ସୃଷ୍ଟି ହୋଇଥାଏ। ଶରୀରରେ ପ୍ରତିରୋଧକ ଶକ୍ତି କମିଗଲେ, ଔଷଧର ସାଇଡ ଇଫେକ୍ଟ, ଖାଦ୍ୟରେ ଆୟୋଡିନର ଅଭାବ, ଗଳା ଫୁଲିବା, ଓଜନ କମିବା, ଅତ୍ୟଧିକ ଝାଳ ବୋହିବା, ଋତୁସ୍ରାବରେ…
ଖୁସିରେ ଗଦ୍ଗଦ୍ ଦ୍ରାଭିଡ ଥାପୁଡାଇଲେ ପିଠି
କୋଲକତା,୨୨।୧୧: ତୃତୀୟ ଟି-୨୦ରେ ଭାରତ ନ୍ୟୁଜିଲାଣ୍ଡକୁ ୭୩ ରନରେ ପରାସ୍ତ କରିଛି। ଏଥିସହ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜକୁ ୩-୦ରେ ଜିତିଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ଦଳ ୨୦…
ଋତୁ ପରିବର୍ତ୍ତନରେ ଚନ୍ଦ୍ରର ଭୂମିକା
ମେଘମୁକ୍ତ ପୂର୍ଣ୍ଣମୀର ଜ୍ୟୋତ୍ସ୍ନା ଯାମିନୀର ଅପରୂପ ଶୋଭା ସକାଶେ ଚନ୍ଦ୍ର ଦାୟୀ ବୋଲି ସମସ୍ତେ ଜାଣନ୍ତି। କିନ୍ତୁ ବୈଚିତ୍ରଭରା ଋତୁଚକ୍ର ଚନ୍ଦ୍ରର ଏକ ଅବଦାନ ବୋଲି ସର୍ବସାଧାରଣ ଜ୍ଞାତ ହୋଇ ନ ପାରନ୍ତି। ବାସ୍ତବିକ ଏହା ବୁଝିବା ପାଇଁ ବୈଜ୍ଞାନିକ ବିଶ୍ଳେଷଣ…
ଭିଜିଲାନ୍ସ ଜାଲରେ ଆଇସିଡିଏସ୍ ସୁପରଭାଇଜର
ନୂଆପଡା, ୨୨।୧୧(ଡି.ଏନ୍.ଏ.): ନୂଆପଡା ଜିଲା ସିନାପାଲି ବ୍ଲକର ଆଇସିଡିଏସ୍ ସୁପରଭାଇଜର ହର୍ଷମଣି ଦେଈ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ସିନାପାଲି ବ୍ଲକର ଆଇସିଡିଏସ୍ ସୁପରଭାଇଜର ହର୍ଷମଣି ସ୍ଥାନୀୟ ସାଗୁନଭାଡି ୨ ନମ୍ବର ସେଣ୍ଟର ଅଙ୍ଗନୱାଡି ପଦବୀ କରାଇ ଦେବା ପାଇଁ ୮୦ ହଜାର…
କନ୍ଧମାଳରେ ମୁଖ୍ୟମନ୍ତ୍ରୀ
ଫୁଲବାଣୀ ଅଫିସ,୨୨।୧୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର କନ୍ଧମାଳ ଷ୍ଟାଡିୟମରେ ପହଞ୍ଚିଛନ୍ତି। ପରେ ବିଜୁ ସ୍ବାସ୍ଥ୍ୟ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ରହିଛି। ପ୍ରାୟ ୩୦୦ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ। ଜିଲାର…
ଟ୍ରେନ୍ରେ କଟି ଯୁବକଙ୍କ ପ୍ରାଣଗଲା
ଟେନ୍ସା,୨୨ା୧୧(ଡି.ଏନ୍.ଏ.): ସୁନ୍ଦରଗଡ଼ ଟେନ୍ସା ଫାଣ୍ଡି ଅନ୍ତର୍ଗତ ବରସୁଆଁ ବସ୍ଷ୍ଟାଣ୍ଡ ନିକଟରେ ଯାଇଥିବା ରେଲ୍ଓ୍ବେ ଟ୍ରାକ୍ରେ କଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଯୁବକଙ୍କ ନାମ ଅଭିରାମ ମୁଣ୍ଡା (୨୭)। ତାଙ୍କ ଘର ଉପର ଖଣ୍ଡାଧାର ନିକଟ ଶାଗପାଳ ଗ୍ରାମରେ। ସେ ଡ୍ରାଇଭର…
ଆଖି ବୁଜିଲେ ଏହି ଅଭିନେତ୍ରୀ
ମୁମ୍ବାଇ: ଟିଭି ସିରିଏଲ ‘ଅନୁପମା’ର ଅଭିନେତ୍ରୀ ମାଧବୀ ଗୋଗଟେଙ୍କ ମୁମ୍ବାଇର ସେଭେନ ହିଲ୍ସ ହସ୍ପିଟାଲରେ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା। କିଛି ଦନ ତଳେ ସେ କରୋନାରେ ସଂକ୍ରମିତ ହୋଇଥିଲେ। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି…
ହାତକୁ ଦି’ ହାତ ହେଲେ ଏହି କ୍ରିକେଟର୍
ଭାରତକୁ ଅଣ୍ଡର-୧୯ ବିଶ୍ୱକପ୍ ଜିତାଇଥିବା କ୍ରିକେଟ୍ର ଉନ୍ମୁକ୍ତ ଚାନ୍ଦ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ଡ୍ୟୁଟ୍ରିଓନିଷ୍ଟ ସିମରନ ଖେସଲଙ୍କୁ ନିଜ ଜୀବନସାଥୀ ରୂପେ ବାଛିଛନ୍ତି। ଉନ୍ମୁକ୍ତ ସୋସିଆଲ ମିଡିଆରେ ବିବାହର କିଛି ଫଟୋ ଶେୟାର କରିଛନ୍ତି। ୨୮ ବର୍ଷୀୟ ଉନ୍ମୁକ୍ତ…
ଟ୍ରାଙ୍କୁଲାଇଜ୍ ବେଳେ ବନ ଅଧିକାରୀଙ୍କୁ ଶୁଣ୍ଢରେ କଚାଡ଼ିଲା ହାତୀ: ଦୁଇ ଆହତ
ନିରାକାରପୁର,୨୨ା୧୧(ଡି.ଏନ୍.ଏ.): ଦୀର୍ଘ ଦିନହେଲା ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ବନାଞ୍ଚଳ ଭୂଷଣ୍ଡପୁର ଫରେଷ୍ଟର ଅଞ୍ଚଳରେ ହାତୀ ଉପଦ୍ରବ ବଢ଼ିବା ସହିତ ଧନଜୀବନ ହାନି ଘଟୁଛି। ଏହାକୁ ରୋକିବା ପାଇଁ ବନ ବିଭାଗ ବିଫଳ ହେବା ପରେ ହାତୀର ଗତି ବିଧିଉପରେ ନଜର ରଖିବା…

