ଆଖି ବୁଜିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ଟିଭି ସିରିଏଲ ‘ଅନୁପମା’ର ଅଭିନେତ୍ରୀ ମାଧବୀ ଗୋଗଟେଙ୍କ ମୁମ୍ବାଇର ସେଭେନ ହିଲ୍ସ ହସ୍ପିଟାଲରେ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା। କିଛି ଦନ ତଳେ ସେ କରୋନାରେ ସଂକ୍ରମିତ ହୋଇଥିଲେ। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ମଧ୍ୟ ଆସିଥିଲା। କିନ୍ତୁ ରବିବାର ଅପରାହ୍ନରେ ପୁଣି ତାଙ୍କ ବିଗିଡିବା ପରେ ତାଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି।

ଟିଭି ସିରିଏଲ ଜଗତରେ ମାଧବୀ ଗୋଗଟେ ଏକ ଜଣାଶୁଣା ନାଁ। ସେ ଅନେକ ଟିଭି ସିରିଏଲରେ କାମ କରିଛନ୍ତି। ନିକଟରେ ସେ ପ୍ରସିଦ୍ଧ ଟିଭି ସିରିଏଲ ‘ଅନୁପମା’ରେ କାମ କରୁଥିଲେ। ଏଥିରେ ସେ ସିରିଏଲ ମୁଖ୍ୟ ଚରିତ୍ର ‘ଅନୁପମା’ର ମା’ ଭୂମିକାରେ ଅଭିନୟ କରିଥିଲେ। କିନ୍ତୁ କିଛି ଦିନ ପୂର୍ବରୁ ହିଁ ସେ ଶୋ’ ଛାଡି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ପାଇଁ ଧର୍ମ ପରିବର୍ତ୍ତନ କରିଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ: ହେଲେ ଆଜି ପର୍ଯ୍ୟନ୍ତ ଅଛନ୍ତି ଅବିବାହିତ

ଦକ୍ଷିଣ ଭାରତୀୟ ଫିଲ୍ମର ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ ନୟନତାରା। ସବୁଠାରୁ ଅଧିକ ଫିସ୍‌ ନେଉଥିବା ଅଭିନେତ୍ରୀଙ୍କ ତାଲିକାରେ ରହିଛି ତାଙ୍କ ନାମ। ଆଜି ଅର୍ଥାତ୍‌...

ସିନେମାରେ ବର୍ଣ୍ଣବୈଷମ୍ୟ

କୋଲକାତା/ମୁମ୍ବାଇ,୫।୭: ୨୦୨୧ ଜାନୁୟାରୀ ୪ରୁ ଚାଲିଥିବା ବଙ୍ଗଳା ୱେବ୍‌ ସିରିଜ୍‌ ‘ଦେଶେର ମାଟି’ର ୧୫୫ ଏପିସୋଡ୍‌ ଦେଖାଯାଇ ସାରିଲାଣି। ଏହି ଶୋ’ରେ ନୋଆ ବୋଷ ମୁଖାଜର୍ର୍ୀ...

୨ଟି ଚ୍ୟାନେଲ ବିରୋଧରେ ବଲିଉଡ୍‌ର ୩୮ ପ୍ରଡକ୍ସନ ହାଉସ୍‌ ହାଇକୋର୍ଟରେ ଦାଖଲ କଲେ ଅଭିଯୋଗପତ୍ର

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠାରୁ ତାଙ୍କ ପ୍ରଶଂସକମାନେ ବଲିଉଡ୍‌କୁ ଘେରି ଯାଇଛନ୍ତି। ଏମିତି କେତୋଟି ମିଡିଆ ହାଉସ୍‌ ରହିଛି, ଯାହାକି ବଲିଉଡ୍‌ର ଭାବମୂର୍ତ୍ତିକୁ...

ଇଡେନ ଗାର୍ଡେନ୍ସରେ ଫିଲ୍ମ ପ୍ରମୋଶନ କରିବେ ରାଣୀ

ଭାରତ ଏବଂ ବାଂଲାଦେଶ ମଧ୍ୟରେ ଐତିହାସିକ ଦିବାରାତ୍ର ଟେଷ୍ଟ ମ୍ୟାଚ କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍‌କୁ ଦେଖିବା ପାଇଁ ଷ୍ଟାଡିୟମରେ...

କରଣଙ୍କ ପାଦ ଛୁଇଁଲେ କାର୍ତ୍ତିକ

ମୁମ୍ବାଇ: ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ୟନ ତାଙ୍କ କ୍ୟାରିୟରରେ ଆଗକୁ ବଢ଼ିବାରେ ଲାଗିଛନ୍ତି। ଏବେ ସେ ଅନ୍ୟମାନଙ୍କଠାରୁ କମ୍‌ ବଜେଟରେ କାମ କରୁଛନ୍ତି ବୋଲି କୁହାଯାଉଛି।...

ଟ୍ରୋଲ୍‌ ହେବା ପରେ ବି ବିକିନି ଫଟୋ ଶେୟାର କରି ଜବାବ ଦେଲେ ଇରା

ବମ୍ବେ: ସୋସିଆଲ ମିଡିଆରେ କରୁଥିବା ପ୍ରତିଟି ପୋଷ୍ଟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଆମିର ଖାନଙ୍କ ଝିଅ ଇରା ଖାଁ। ନିକଟରେ ସେ ନିଜର ୨୫ତମ ଜନ୍ମଦିନ...

ଏପ୍ରିଲ ୨୪ରେ ବିବାହ କରିବେ ଶାୟଲୀ

ବମ୍ବେ: ଇଣ୍ଡିଆନ ଆଇଡଲ ୧୨ର ସେକେଣ୍ଡ ରନର୍ସ ଅପ୍‌ ଶାୟଲୀ କାମ୍ବଲେ ବିବାହ କରିବେ। ଆସନ୍ତା ଏପ୍ରିଲ ୨୪ରେ ତାଙ୍କ ହାତଗଣ୍ଠି ପଡ଼ିବ। ବିବାହକୁ ଆଉ...

ମୁଣ୍ଡରେ ଗାମୁଛା ବାନ୍ଧି, କୋଦାଳ ଧରି କ୍ଷେତରେ କାମ କରୁଛନ୍ତି ଏହି ଅଭିନେତା

କରୋନା ଯୋଗୁ ଏବେ ଫିଲ୍ମ ଶୁଟିଂ ବନ୍ଦ ରହିଛି। କଳାକାରମାନେ ନିଜ ପରିବାର ସହ ସମୟ ବିତାଉଛନ୍ତି। ବଲିଉଡ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ବର୍ତ୍ତମାନ ନିଜ...

Advertisement
Archives

Model This Week