ରାଜ୍ୟରୁ ପୁଣି ୬୮ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର,୧୩।୭ (ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁ ସଂଖ୍ୟା କମିବାର ନାଁ ନେଉନି। ମଙ୍ଗଳବାର କରୋନା ଆଉ ୬୮ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୪୭୩୦କୁ ବୃଦ୍ଧି ପାଇଛି। ୬୮ ମୃତକଙ୍କ…
ଭାରତୀୟ କ୍ରିକେଟ୍ ପାଇଁ ଆଜି ଏକ ଐତିହାସିକ ଦିନ: ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ,୧୩।୭: ଭାରତୀୟ କ୍ରିକେଟ ଇତିହାସରେ ଜୁଲାଇ ୧୩ ଅର୍ଥାତ ଆଜି ଏକ ବିଶେଷ ଦିନ। ୨୦୦୨ ମସିହାରେ ଏହି ଦିନ ସୌରଭ ଗାଙ୍ଗୁଲିଙ୍କ ଅଧିନାୟକତ୍ୱରେ ଭାରତ ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଇତିହାସ ସୃଷ୍ଟି କରିଥିଲା ଏବଂ ନାଟୱେଷ୍ଟ ସିରିଜର ଫାଇନାଲରେ ଜିତିଥିଲା।…
ପରଲୋକରେ ପୂର୍ବତନ କ୍ରିକେଟର ୟଶପାଲ
ନୂଆଦିଲ୍ଲୀ,୧୩।୭: ପୂର୍ବତନ ଭାରତୀୟ କ୍ରିକେଟର ତଥା ୧୯୮୩ର ବିଶ୍ୱ ବିଜେତା ଟିମ୍ର ସଦସ୍ୟ ରହିଥିବା ୟଶପାଲ ଶର୍ମାଙ୍କ ପରଲୋକ ଘଟିଛି। ମଙ୍ଗଳବାର ସକାଳେ ୭ଟା ୪୦ରେ ହୃଦ୍ଘାତ ଯୋଗୁ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୬ବର୍ଷ ହୋଇଥିଲା। ସକାଳୁ…
ରାଜ୍ୟରେ ୨ ହଜାର ତଳେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା
ଭୁବନେଶ୍ୱର,୧୩।୭(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଛିି। ମଙ୍ଗଳବାର ରାଜ୍ୟରେ ୧,୯୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୧୧୭ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୮୧୩ ଜଣ ଲୋକାଲ କେସ୍ ଥିବା ରାଜ୍ୟ ସୂଚନା ଏବଂ…
କ୍ରିକେଟ୍ରେ ଅଜବ କ୍ୟାଚ୍ ଧରିଲେ ଏହି କ୍ରିକେଟର୍
ସେଣ୍ଟ ଲୁସିଆ,୧୩।୭: ୱେଷ୍ଟଇଣ୍ଡିଜ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚରେ କାରିବିଆନ ଦଳ ଜିତିଛି। ୱେଷ୍ଟଇଣ୍ଡିଜ ତୃତୀୟ ମ୍ୟାଚକୁ ୬ ଉଇକେଟ ଜିତି ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜରେ ୩-୦ ଅଗ୍ରଣୀ ହାସଲ କରିଛି। ଏହି ମ୍ୟାଚ୍ରେ କାରିବିଆନ…
ରାଣ ପକାଇ ସତ କୁହ କାହାକୁ ଦେଇଛ ଭୋଟ
ଲକ୍ଷ୍ନୌ,୧୩।୭: ଉତ୍ତରପ୍ରଦେଶ ଶାହଜହାଁପୁରର ଭାଜପା ବିଧାୟକ ଏବେ ଚର୍ଚ୍ଚାରେ ଅଛନ୍ତି। ତାଙ୍କର ଏକ ବିବାଦୀୟ ବୟାନର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟିରେ ସେ କହିଛନ୍ତି, ପୁଅର ରାଣ ପକାଇ କୁହ ଭାଜପାକୁ ଭୋଟ ଦେଇଛ…
ଟୁଟି ଫୁଟି କେକ୍
ଆବଶ୍ୟକ ସାମଗ୍ରୀ: ମଇଦା ୨୫୦ଗ୍ରାମ୍, ବେକିଂ ପାଉଡର ୨ ଟିସ୍ପୁନ୍, ଲୁଣ ନ ଥିବା ବଟର ୧୫୦ ଗ୍ରାମ୍, ଚିନି ପାଉଡର ୧୫୦ ଗ୍ରାମ୍, ଅଣ୍ଡା ୪ଟି, ଲେମନ୍ ଏସେନ୍ସ ୬-୭ ବୁନ୍ଦା, ଭ୍ୟାନିଲା ଏସେନ୍ସ ଅଧାଚାମଚ, କ୍ଷୀର ୧୦୦ମିଲି. ଟୁଟି…
ପାଖରେ ଅଛି କି ଏଭଳି ନୋଟ୍, ରାତାରାତି ପାଲଟିବେ ଧନୀ…
ନୂଆଦିଲ୍ଲୀ,୧୩।୭: କେତେକ ପୁରୁଣା ନୋଟ୍ ଏବଂ ସ୍ବତନ୍ତ୍ର ନମ୍ବର ରହିଥିବା ନୋଟ୍ ପାଖରେ ଥିଲେ ଏହା ରାତାରାତି ଧନୀ କରିଦେବ। ଏକ ଟଙ୍କିଆରୁ ଆରମ୍ଭ କରି ୨,୫, ୧୦, ୨୦, ୫୦, ୧୦୦, ୨୦୦, ୫୦୦ ଏବଂ ୨୦୦୦ ଟଙ୍କା ନୋଟ୍ରେ…
ଫ୍ୟାଶନ ମାନିଆ
ବର୍ତ୍ତମାନ ମହିଳାଙ୍କଠାରେ ଅନ୍ୟଠୁ ସୁନ୍ଦର ଏବଂ ଆକର୍ଷଣୀୟ ଦେଖାଯିବାକୁ ନେଇ ଚାଲିଛି ଯେମିତି ପ୍ରତିଯୋଗିତା। ବିଶେଷ କରି ସୋସିଆଲ୍ ମିଡିଆ ଏହି କ୍ରେଜ୍କୁ ଯେମିତି ନିଆଁରେ ଘିଅ ଢାଳିବା କାର୍ଯ୍ୟ କରୁଛି। ହେଲେ ଏହି ଫ୍ୟାଶନ ମାନିଆ ଅପରପକ୍ଷେ ସେମାନଙ୍କଠାରେ ସାଜୁଛି…
ଇତିହାସ ରଚିଲେ ଗେଲ୍: ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ଟି-୨୦ରେ କଲେ ବିଶ୍ୱରେକର୍ଡ
ସେଣ୍ଟ ଲୁସିଆ,୧୩।୭: ୱେଷ୍ଟଇଣ୍ଡିଜ୍ର ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ ଗେଲ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟି -୨୦ ମ୍ୟାଚରେ ଇତିହାସ ସୃଷ୍ଟି କରିଛନ୍ତି। ସେ ଅଷ୍ଟ୍ରେଲୀୟ ବୋଲରମାନଙ୍କୁ ପ୍ରହାର କରିଥିଲେ। ମ୍ୟାଚ୍ର ୯ମ ଓଭରରେ ୟୁନିଭର୍ସ ବସ କୁହାଯାଉଥିବା ଗେଲ୍ ଆଦାମ ଜାମ୍ପାଙ୍କ…
ଗ୍ରୀନ୍ ଓ୍ବାଲ୍ରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି
ପୁରୁଣା ଭୁବନେଶ୍ୱର, ୧୩।୭(ଡି.ଏନ୍.ଏ.): ଗ୍ରୀନ୍ ଓ୍ବାଲ୍ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି। ଏଥିରେ ଲେଖା ରହିଛି, ଟୁ ଦି ଅନରେବଲ୍ ଚିଫ୍ ମିନିଷ୍ଟର ଅଫ୍ ଓଡ଼ିଶା, ଶ୍ରୀ ନବୀନ ପଟ୍ଟନାୟକ। ‘ସାଇକ୍ଲୋନ୍ ପ୍ରୋନ୍ ଓଡ଼ିଶା ନିଡ୍ସ ଏ ନିୟୁ ଟ୍ରି-ଟ୍ରାନ୍ସପ୍ଲାଣ୍ଟର ମେଶିନ୍…
ରଥ ଗଢ଼ି ମନକଥା ଜଣାଇଲେ ଶୁଭ୍ରାଂଶୁ
ଖୋର୍ଦ୍ଧା ଅଫିସ,୧୩।୭: ଚଳିତ ବର୍ଷ କରୋନା ସଂକ୍ରମଣ ପାଇଁ ଶ୍ରୀକ୍ଷେତ୍ର ବ୍ୟତୀତ ରାଜ୍ୟର ଅନ୍ୟ ସ୍ଥାନରେ ରଥଯାତ୍ରା ବନ୍ଦ ରହିଛି। ଶ୍ରୀକ୍ଷେତ୍ରକୁ ଯାଇ ନ ପାରି ଭକ୍ତମାନେ ନିଜ ମନର କଥାକୁ ବିଭିନ୍ନ ଉପାୟରେ ଜଣାଇଛନ୍ତି। କିଏ ରଙ୍ଗତୂଳିରେ ଚକାନୟନକୁ ଆଙ୍କଲାଣି…
Archives


