ସାବଧାନ ! ଶଯ୍ୟାରେ ବି ରହିଛନ୍ତି ରୋଗ ସୃଷ୍ଟିକାରୀ କୋଟି କୋଟି ସୂକ୍ଷ୍ମଜୀବ…
ଲଣ୍ଡନ,୧୭।୭: ଘରେ ଆମର ଶୋଇବା ଶଯ୍ୟା ମଧ୍ୟ ସୁରକ୍ଷିତ ନୁହେଁ। ଶଯ୍ୟାରେ କୋଟି କୋଟି ରୋଗସୃଷ୍ଟିକାରୀ ସୂକ୍ଷ୍ମଜୀବ ବାସ କରିଥାନ୍ତି। ତେଣୁ ଏନେଇ ସାବଧାନ ରହିବାର ଆବଶ୍ୟକତା ରହିଛି। ସତର୍କ ନ ରହିଲେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଯିବାର ଯଥେଷ୍ଟ ଆଶଙ୍କା…
ଏହି ୪ ରାଶିରେ ଜନ୍ମିତ ଯୁବତୀ ହୋଇଥାନ୍ତି ଭଲ ସ୍ତ୍ରୀ; ଚମକାଇଥାନ୍ତି ସ୍ବାମୀଙ୍କ ଭାଗ୍ୟ
ଜ୍ୟୋତିଷଶାସ୍ତ୍ରରେ ମୋଟ ୧୨ଟି ରାଶି ବିଷୟରେ ଅଧ୍ୟୟନ କରାଯାଇଛି। କୌଣସି ବ୍ୟକ୍ତିର ରାଶିରୁ ତାର ଭବିଷ୍ୟତରେ ହେବାକୁ ଥିବା ଘଟଣା ବିଷୟରେ ଅନେକ କିଛି ଜଣାପଡ଼ିଥାଏ। ଏହା ବ୍ୟକ୍ତିର ଜନ୍ମତିଥି ଏବଂ ସମୟ ଅନୁଯାୟୀ ନିର୍ଦ୍ଧାରିତ କରାଯାଇଥାଏ। ଆଜି ଆମେ ଏଭଳି…
ବହୁତ ଖରାପ ନଜରରେ ଏହି ଅଭିନେତ୍ରୀଙ୍କୁ ସ୍ପର୍ଶ କରୁଥିଲେ ଲୋକେ, କ୍ୟାରିୟର ଆରମ୍ଭରୁ ବିରୋଧ କରିବା ନ ଥିଲା ସହଜ…
ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଇଣ୍ଡଷ୍ଟ୍ରିରେ କରିଥିବା ସଂଘର୍ଷ ବିଷୟରେ ସମସ୍ତେ ଅବଗତ। ଭାରତୀ ତାଙ୍କ ବ୍ୟକ୍ତିଗତ ଜୀବନ ସହ ଜଡ଼ିତ ଅନେକ କଥା ଉପରୁ ପରଦା ଉଠାଇଛନ୍ତି। କ୍ୟାରିୟର ଆରମ୍ଭରେ ସେ କିପରି ନିଜ ମା’ଙ୍କ ସହ ଶେଟ୍କୁ ଯାଉଥିଲେ…
ଏହି କାଫେରେ ମିଳୁଛି ୧୨ଟି ଦେଶର ୧୫୦ ପ୍ରକାର ଚା, ଇସାରାରେ ହୁଏ ଅର୍ଡର
ଝାଡ଼ଖଣ୍ଡର ଜାମସେଦପୁରରେ ଏମିତି ଏକ କାଫେ ଖୋଲାଯାଇଛି, ଯେଉଁଠି ୧୨ଟି ଦେଶର ଚା’ ମିଳୁଛି। ଏହି କାଫେରେ ୧୦୦ ଟଙ୍କାରୁ ଆରମ୍ଭ କରି ୮୦୦ ଟଙ୍କା ଦେଇ ଚା’ର ମଜା ନେଇପାରିବେ। କାଫେର ସବୁଠୁ ଖାସ୍ କଥା ହେଲା ଏଠାରେ କାମ…
ଶାରୀରିକ ସମ୍ପର୍କ ବିନା ହୋଇଥିବା ନିର୍ଯାତନା ମଧ୍ୟ ବଳାତ୍କାର, ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…
ମୁମ୍ବାଇ,୧୭।୭: ଶାରୀରିକ ସମ୍ପର୍କ ନ ରକ୍ଷା କରି ଯଦି ନିର୍ଯାତନା ଦିଆଯାଏ ତାକୁ ମଧ୍ୟ ବଳାତ୍କାର କୁହାଯିବ ବୋଲି ବମ୍ବେ ହାଇକୋର୍ଟଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଆଯାଇଛି। ଏହି ମାମଲାରେ କୋର୍ଟ ଜଣେ ୩୩ ବର୍ଷ ବୟସ୍କ ବ୍ୟକ୍ତିଙ୍କର ପୂର୍ବ…
ଗୋଟିଏ ବୋତଲ ହ୍ୟୁସ୍କିର ଦାମ ଏକ କୋଟି!
ଦାମି ମଦ ବିଷୟରେ ପ୍ରାୟ ସମସ୍ତେ ଅବଗତ ଥିବେ । କେବେ କେବେ ଏହା ଲକ୍ଷେ ବା ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାଇଥିବ । ହେଲେ ଏଥର ଯେଉଁ ଖବର ଆସିଛି ତାହା ସମସ୍ତଙ୍କୁ ଚକିତ କରି ଦେଇଛି ।…
କେବଳ ସ୍ବପ୍ନ ଦେଖିବାରେ ବିତିଥାଏ ମଣିଷ ଜୀବନର କେତେ ବର୍ଷ, ଜାଣନ୍ତି କି…
ନୂଆଦିଲ୍ଲୀ: ଶୋଇଲେ ଆଖିକୁ ଆସେ ସ୍ବପ୍ନ। କେତେ ସ୍ବପ୍ନ ମନେ ରୁହେ କିଛି ସ୍ମୃତିରେ ରୁହେନା। ମଣିଷର ଜୀବନକାଳ ମଧ୍ୟରେ କେବଳ ୬ ବର୍ଷ ସ୍ବପ୍ନ ଦେଖାରେ ବିତିଥାଏ। ସେଥିମଧ୍ୟରୁ ୯୦ ପ୍ରତିଶତ ସ୍ବପ୍ନ ନିଦରୁ ଉଠିଲା ପରେ ଆଉ ମନେ…
ଦିଦିରୁ ଆମ୍ମା ହୋଇଗଲେ ମମତା!
କୋଲକାତା,୧୭ ।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ଏକ ଭିନ୍ନ ପରିଚୟ ତାମିଲନାଡୁରେ ଦେଖିବାକୁ ମିଳିଛି । ପଶ୍ଚିମବଙ୍ଗର ଦିଦି ଏବେ ଆମ୍ମା ହୋଇଯାଇଛନ୍ତି । ଏହାର ପ୍ରମାଣ ଦେଉଛି ଦକ୍ଷିଣ ଭାରତୀୟ ରାଜ୍ୟର ପାଚିରିରେ ଅଙ୍କା ଯାଇଥିବା ତାଙ୍କ ଚିତ୍ର…
ବିବାହ ବନ୍ଧନରେ ଆବଦ୍ଧ ହେଲେ ଏହି ଭାରତୀୟ ଅଲରାଉଣ୍ଡର; ଚାରିଆଡୁ ଛୁଟୁଛି ଶୁଭେଚ୍ଛା
ନୂଆଦିଲ୍ଲୀ,୧୭।୭: ଭାରତୀୟ ଟିମ୍ର ଅଲରାଉଣ୍ଡର ଶିବମ ଦୁବେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ପ୍ରେମିକା ଅଞ୍ଜୁମ ଖାନ୍ଙ୍କ ହାତ ଧରିଛନ୍ତି। ଉଭୟ ଦୀର୍ଘଦିନ ଧରି ଡେଟ୍ କରୁଥିଲେ। ଏବେ ବିବାହ ନେଇ ସେ ସୋସିଆଲ ମିଡିଆରେ ପ୍ରଶଂସକଙ୍କୁ ଜଣାଇଛନ୍ତି। ଏହା…
ମୋଦିଙ୍କୁ ଭେଟିଲେ ଏନ୍ସିପି ନେତା
ନୂଆଦିଲ୍ଲୀ,୧୭।୭: ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଏନ୍ସିପି ସୁପ୍ରିମୋ ଶରଦ ପାଓ୍ବାର ଶନିବାର ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଦିଲ୍ଲୀ ସ୍ଥିତ ମୋଦିଙ୍କ ବାସଭବନରେ ଏହି ବୈଠକ ପ୍ରାୟ ୧ଘଣ୍ଟା ଧରି ଚାଲିଥିଲା। ତେବେ ଏଥିରେ ଦୁହିଁଙ୍କ ଭିତରେ କେଉଁ…
୧୦ ଦିନ ଧାରଣା ପରେ ମିଳିଲା ନ୍ୟାୟ :୩ ଅଙ୍ଗନୱାଡି କର୍ମୀଙ୍କୁ ପୁନଃ ନିଯୁକ୍ତି
ଛତ୍ରପୁର,୧୭।୭(ଡି.ଏନ୍.ଏ.): ନିଖିଳ ଓଡ଼ିଶା ଅଙ୍ଗନୱାଡି କର୍ମୀ ସଂଘ, ଛତ୍ରପୁର ବ୍ଲକ ପକ୍ଷରୁ ୩ ଜଣ ଅଙ୍ଗନୱାଡି କର୍ମୀଙ୍କୁ ୬୦ ବର୍ଷ ବୟସରେ କାର୍ଯ୍ୟରୁ ବହିଷ୍କାର କରାଯାଇଥିଲା। ଏ ନେଇ ସିଡିପିଓଙ୍କ କାର୍ଯ୍ୟାଳୟ ଓ ପରେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ୧୦ ଦିନ…
ଆମେରିକା, ଭାରତୀୟ ନୌସେନାକୁ ଦେଲା ଦୁଇଟି ଏମ୍ଏଚ୍- ୬୦ ଆର୍ ହେଲିକପ୍ଟର
ୱାଶିଂଟନ,୧୭ ।୭: ଭାରତ-ଆମେରିକା ପ୍ରତିରକ୍ଷା ସମ୍ପର୍କରୁ ଆହୁରି ମଜଭୁତ କରିବାର ଆଉ ଏକ ସଙ୍କେତ ମିଳିଛି । ଆମେରିକା ନୌସେନା ପ୍ରଥମେ ଭାରତୀୟ ନୌସେନାକୁ ଦୁଇଟି ଏମ୍ଏଚ୍-୬୦ ଆର୍ ମଲ୍ଟି ରୋଲ ହେଲିକପ୍ଟର ଦେଇଛି । ଭାରତୀୟ ନøସେନା ଆମେରିକା ସରକାରଙ୍କୁ…
Archives


