Home Left

ପୋଲିସ ଗୁଳିରେ ମାଓବାଦୀ ନିହତ

ଖପ୍ରାଖୋଲ,୨୭।୧୧(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଗନ୍ଧମାର୍ଦ୍ଦନ ପାହାଡ଼ରେ ଶନିବାର ସନ୍ଧ୍ୟାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ସନ୍ଧ୍ୟାରେ ଖପାଖୋଲ ଥାନା ଯୁନାନୀବାହାଲ ଗାଁ ନିକଟରେ ମାଓବାଦୀ ଓ ପୋଲିସ ମୁହଁାମୁହିଁ ହୋଇଥିଲେ। ଏହି ଘଟଣା…

ତାମିଲନାଡୁରେ ପ୍ରବଳ ବର୍ଷା: ୮ ମୃତ, ସ୍କୁଲ୍‌, କଲେଜ ବନ୍ଦ

ଚେନ୍ନାଇ,୨୭।୧୧: ତାମିଲନାଡୁରେ ଶୁକ୍ରବାରଠାରୁ ଲାଗି ରହିଥିବା ପ୍ରବଳ ବର୍ଷାରେ ୮ ଜଣଙ୍କ ଜୀବନ ଯାଇଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କେକେଏସ୍‌ଏସ୍‌ଆର୍‌ ରାମଚନ୍ଦ୍ରନ୍‌ ଏହି ସୂଚନା ଦେଇଛନ୍ତି। ଚିଙ୍ଗ୍‌ଲେପେଟ୍‌ ଏବଂ କାଞ୍ଚତ୍ପୁରମ୍‌ରେ ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟରେ ଏନ୍‌ଡିଆର୍‌ଏଫ୍‌ର ୩ଟି ଟିମ୍‌କୁ…

ନାବାଳିକା ବଳାତ୍କାରୀଙ୍କୁ ୬ ବର୍ଷ ଜେଲ୍‌

ସୁନ୍ଦରଗଡ଼,୨୭।୧୧(ଡି.ଏନ୍‌.ଏ): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନା ଅଞ୍ଚଳର ଜଣେ ଭିନ୍ନକ୍ଷମ ନାବାଳିକା ବଳାତ୍କାର ମାମଲାର ରାୟ ଶନିବାର ପ୍ରକାଶ ପାଇଛି। ଅତିରିକ୍ତ ଜିଲା ଜଜ୍‌ ତଥା ସ୍ବତନ୍ତ୍ର ପକ୍‌ସୋ କୋର୍ଟର ପ୍ରିଜାଇଡିଂ ଅଫିସର ପାର୍ଥସାରଥୀ ପଟ୍ଟନାୟକ ମାମଲାର ସମସ୍ତ ସାକ୍ଷ୍ୟ ପ୍ରମାଣ…

ଡିସେମ୍ବରରେ ବର୍ଷର ଶେଷ ସୂର୍ଯ୍ୟୋପରାଗ

ଭୁବନେଶ୍ୱର,୨୭।୧୧(ବ୍ୟୁରୋ): ଚଳିତ ବର୍ଷର ଦ୍ୱିତୀୟ ତଥା ଶେଷ ସୂର୍ଯ୍ୟୋପରାଗ ଆସନ୍ତା ଡିସେମ୍ବର ୪ରେ ସଙ୍ଗଠିତ ହେବ। ପ୍ରଥମ ପରାଗ ଗତ ଜୁନ୍‌ ୧୦ରେ ହୋଇଥିଲା। ତାହା ଏକ ବଳୟ ସୂର୍ଯ୍ୟୋପରାଗ ଥିଲା। ତେବେ ଡିସେମ୍ବରରେ ପୂର୍ଣ୍ଣ ସୂର୍ଯ୍ୟୋପରାଗ ଘଟିବ। ହେଲେ ଏହା…

ଆଜି ରାଜ୍ୟରେ ସୁସ୍ଥ ହେଲେ ୨୫୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୭ା୧୧(ବ୍ୟୁରୋ): ରାଜ୍ୟରେ ସୁସ୍ଥ ହାର ଲଗାତର ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହି କ୍ରମରେ ଶନିବାର ଆଉ ୨୫୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ୧୦ ଲକ୍ଷ ୩୭ ହଜାର ୮୬୪…

ଚାଇନାରେ ଭାରତ ସରକାରଙ୍କୁ ସମାଲୋଚନା

ନୂଆଦିଲ୍ଲୀ/ବେଜିଂ, ୨୫।୧୧: ଉତ୍ତରପ୍ରଦେଶରେ ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦର (ଜଓ୍ବୋର ଏୟାରପୋର୍ଟ) ନିର୍ମାଣ ନିମନ୍ତେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିଳାନ୍ୟାସ କରିଛନ୍ତି। ଏହା ପରେ କେନ୍ଦ୍ର ସରକାରଙ୍କ ଗୁଣଗାନ କରିବାରେ ଲାଗିଛନ୍ତି। ଭାଜପା ମନ୍ତ୍ରୀ, ଏମ୍‌ପିଙ୍କଠାରୁ ନେତା। ଜଓ୍ବୋର ବିମାନବନ୍ଦରର ଫଟୋ…

ଭିଜିଲାନ୍ସ ଜାଲରେ ସୁପରଭାଇଜର

ସମ୍ବଲପୁର,୨୭ା୧୧(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଆଇସିଡିଏସ୍‌ ସୁପରଭାଇଜର ସୁଲଚନା ଅର୍କ ଶନିବାର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ତାଙ୍କଠାରୁ ରାସାୟନିକ ପ୍ରଲେପ ଦିଆ ୧୩ ହଜାର ୫ଶହ ଟଙ୍କିଆ ନୋଟ ଜବତ ହୋଇଛି। ଏ ନେଇ ଭିଜିଲାନ୍ସ…

ମହିଳାଙ୍କୁ ହତ୍ୟା, ଜେଲ୍‌ ଗଲେ ପଡ଼ୋଶୀ

ଦିଗପହଣ୍ଡି,୨୭ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ମହୁଡା ଗ୍ରାମ ନୂଆସାହିରେ ଘର କାନ୍ଥ ବିବାଦକୁ କେନ୍ଦ୍ରକରି ଗତ ମଙ୍ଗଳବାର ଅପରାହ୍ନରେ ବିଜୟଲକ୍ଷ୍ମୀ ମହାନ୍ତି ଓରଫ କୁନା ନାମ୍ନୀ ମହିଳାଙ୍କୁ ନିଜ ଘର ସମ୍ମୁଖରେ ଲୁହା ପାଇପ୍‌ରେ ପିଟି ପିଟି ବୀଭତ୍ସ ଭାବେ…

ଦର୍ଶକଙ୍କୁ ପସନ୍ଦ ଆସିଲାନି ଦିଶାଙ୍କ ନୂଆ ଲୁକ୍‌

ମୁମ୍ବାଇ: ନିଜର ବୋଲ୍ଡ ଅନ୍ଦାଜକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ବଲିଉଡ୍ ନାୟିକା ଦିଶା ପାଟନି । ନିକଟରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଦର୍ଶକେ କିନ୍ତୁ ତାଙ୍କୁ ନାପସନ୍ଦ କରିଛନ୍ତି । ୨୬ ନଭେମ୍ବରରେ…

ବିବାହିତାଙ୍କୁ ବଳାତ୍କାର କରି ଜେଲ ଗଲେ ଯୁବକ

କୋକସରା୨୭।୧୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ଥାନା ଅଞ୍ଚଳରେ ଜଣେ ବିବାହିତା ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ମହୁଳମୁଣ୍ଡା ଅଞ୍ଚଳର ଭାଗିରଥି ଦୁଣ୍ଡକିଆ (୩୦) । କୋକସରା…

ସ୍ତ୍ରୀଙ୍କୁ ଐଶ୍ୱର୍ଯ୍ୟାଙ୍କ ସହ ତୁଳନା କଲେ ଜଣେ ବ୍ୟକ୍ତି, ଅଭିଷେକ କହିଲେ…

ମୁମ୍ବାଇ: ଅଭିଷେକ ବଚ୍ଚନ ବହୁତ ଭାଗ୍ୟଶାଳୀ। ମହାନାୟକ ଅମିତାଭ ବଚ୍ଚନଙ୍କ ପୁଅ ହୋଇଥିବା ବେଳେ ବିଶ୍ୱସୁନ୍ଦରୀ ତଥା ନୀଳନୟନା ଐଶ୍ୱର୍ଯ୍ୟା ରାୟଙ୍କ ସ୍ବାମୀ ମଧ୍ୟ। ତେଣୁ ଅଭିଙ୍କ ଖୁସିର ସୀମା ନାହିଁ। ଯଦି କେହି ସ୍ବାମୀ ସ୍ତ୍ରୀଙ୍କ ପ୍ରଶଂସା କରନ୍ତି ତେବେ…

ମହିଳାଙ୍କଠାରୁ ୮୦ ହଜାର ଟଙ୍କା ସହ ସୁନାଗହଣା ଲୁଟି ୩ ଗିରଫ

କଣ୍ଟାପଡ଼ା,୨୭ା୧୧(ଡି.ଏନ୍‌.ଏ.): କଟକ ଜିଲା ଅଧିନସ୍ଥ ଅଡ଼ଶପୁର ବଜାରରେ ଶୁକ୍ରବାର ପୂର୍ବାହ୍ନରେ ଜଣେ ମହିଳାଙ୍କଠାରୁ ସୁନାଗହଣା ଓ ଟଙ୍କା ଲୁଟ୍‌ କରିଥିଲେ ଦୁର୍ବୃତ୍ତ। ଏହି ଘଟଣାରେ ଓଲଟପୁର ପୋଲିସ ଆଜି ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ନାବାଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?