ଧାଓ୍ବନଙ୍କ ସହ କିଏ କରିବ ଓପନିଂ
କଲମ୍ବୋ,୧୭।୭: ରବିବାର ଠାରୁ ଆରମ୍ଭ ହେବାକୁ ଯାଉଛି ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍। ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ଅଧିନାୟକ ଶିଖର ଧାଓ୍ବନଙ୍କ ସହ କିଏ ଓପନିଂ କରିବ, ସେ ନେଇ ଚିନ୍ତାରେ ଟିମ୍ ମ୍ୟାନେଜମେଣ୍ଟ। କାରଣ ଫାଙ୍କା ଥିବା ଓପନିଂ…
ଝରଣା ନିକଟରେ ଠିଆ ହୋଇ ସେଲ୍ଫି ନେଉଥିଲେ ଏହି ଷ୍ଟାର, ଖସିଗଲା ପାଦ; ଆଉ ତା’ ପରେ…
ବେଜିଂ,୧୭ା୭: ହଂକଂର ୩୨ ବର୍ଷୀୟା ସୋସିଆଲ ମିଡିଆ ଷ୍ଟାର ସୋଫିଆ ଚ୍ୟାଙ୍ଗ୍ ଝରଣାର ଜଳସ୍ରୋତରେ ପଡ଼ିଯିବାରୁ ମୃତ୍ୟୁ ଘଟିଛି। ସୋଫିଆ ଏଠାକାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ନିକଟରେ ଥିବା ଝରଣା ନିକଟରେ ଠିଆ ହୋଇ ସେଲ୍ଫି ନେଉଥିଲେ। ଏହି ସମୟରେ ତାଙ୍କ…
ସମସ୍ତ କରୋନା ପଜିଟିଭ ରୋଗୀଙ୍କର ଟିବି ପରୀକ୍ଷା ହେଉ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ
ନୂଆଦିଲ୍ଲୀ,୧୭ ।୭: କରୋନା ମହାମାରୀ ବେଳକୁ ବେଳ ତା’ର ନୂଆ ରୂପ ଦେଖାଇ ଚାଲିଥିବା ବେଳେ ବେଳକୁ ବେଳ ଭୟ ବି ଲୋକଙ୍କ ମନରୁ ଯାଇ ପାରୁନି । କରୋନା ଭାଇରସକୁ ନେଇ ଶନିବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ସମସ୍ତ କରୋନା…
ଏହି ୩ଟି ଜିନିଷ ସହ କେବେ ବି ଖାଆନ୍ତୁ ନାହିଁ କଦଳୀ: ଲାଭ ଜାଗାରେ କରିବେ ଶରୀରର କ୍ଷତି
ସୁସ୍ଥ ଶରୀର ପାଇଁ ସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ଜରୁରୀ। ହେଲେ ଅନେକ ସମୟରେ ଆମେ କାହାକୁ କାହାସହ ଖାଇବା ତାହା ଜାଣି ନ ଥାଉ। ବିଶେଷଜ୍ଞଙ୍କ କହିବା ଅନୁଯାୟୀ ସବୁ ଖାଦ୍ୟ ପଦାର୍ଥର ପ୍ରକୃତି ଭିନ୍ନ। କାହାକୁ ଖାଇଲେ ଶରୀର ଉତ୍ତାପ…
ଅନିତା ଯାଦବଙ୍କୁ କାହିଁକି ଭେଟିଲେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା
ଲକ୍ଷ୍ନୌ,୧୭ ।୭: କଂଗ୍ରେସ ମହାସଚିବ ତଥା ଉତ୍ତର ପ୍ରଦେଶ ପ୍ରଭାରି ପ୍ରିୟଙ୍କା ଗାନ୍ଧୀ ଭଦ୍ରା ୩ ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ଯାଇଛନ୍ତି । ଶନିବାର ସକାଳେ ସେ ଲଖିମପୁର ଖିରି ପହଞ୍ଚିଲେ । ସେଠାରେ ପ୍ରିୟଙ୍କା କେତେଜଣ ମହିଳାଙ୍କୁ ଭେଟିଥିଲେ…
ସଫଳତା, ପ୍ରସିଦ୍ଧି ପ୍ରଦାନ କରିଥାଏ ଜାତକର ଏହି ନକ୍ଷତ୍ର: ପ୍ରଧାନମନ୍ତ୍ରୀ ମୋଦି ବି ଏଥିରେ ଜନ୍ମ
ପ୍ରତ୍ୟେକ ବ୍ୟକ୍ତିର ରାଶି ଏବଂ ନକ୍ଷତ୍ର ଭିନ୍ନ। ସମସ୍ତ ନକ୍ଷତ୍ର ମଧ୍ୟରୁ ଅନୁରାଧା ନକ୍ଷତ୍ର ବହୁତ ଶୁଭ। ଏହା ୨୭ ନକ୍ଷତ୍ରଙ୍କ ମଧ୍ୟରେ ୧୭ନଂ ସ୍ଥାନରେ ଆସିଥାଏ। ଅନୁରାଧା ନକ୍ଷତ୍ରର ସ୍ବାମୀ ଶନି ଦେବ। ଏହି ନକ୍ଷତ୍ର ଥିଲେ ବ୍ୟକ୍ତି ବ୍ୟକ୍ତି…
ଝିଅପୁଅଙ୍କୁ ଘରୁ ଡାକି ନେଇ କୂଅକୁ ଠେଲି ଦେଲେ ମା’, ନିଜେ କଲେ ଆତ୍ମହତ୍ୟା ଉଦ୍ୟମ
ରାଇକିଆ,୧୭ା୭(ଡି.ଏନ୍.ଏ.): କନ୍ଧମାଳ ଜିଲା ରାଇକିଆ ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ମା’ ୯ ବର୍ଷର ଝିଅ ଏବଂ ୫ ବର୍ଷର ପୁଅକୁ କୂଅକୁ ଠେଲି ଦେଇଛନ୍ତି। ଝିଅପୁଅଙ୍କୁ ଘରୁ ଡାକି ନେଇ ରାଇକିଆ ନିକଟସ୍ଥ ଅଲିମାହା ଅଞ୍ଚଳର…
ସମୁଦ୍ର କୂଳରେ ଆତଙ୍କ ଖେଳାଉଛି ଏହି ପକ୍ଷୀ, ଥଣ୍ଟ ମାରି ମୁଣ୍ଡରୁ ପିଇ ଯାଉଛି ରକ୍ତ
ଲଣ୍ଡନ,୧୭ା୭: ବ୍ରିଟେନର ସମୁଦ୍ର କୂଳରେ ସୁରକ୍ଷାକର୍ମୀ, ପୋଷ୍ଟମ୍ୟାନ୍ ଏବଂ ସାଧାରଣ ଲୋକେ ଆଜିକାଲି ଭୟଭୀତ ଅବସ୍ଥାରେ ରହୁଛନ୍ତି। କାରଣ ଏକ ସମୁଦ୍ର ପକ୍ଷୀ ସେମାନଙ୍କ ଉପରେ ଆକ୍ରମଣ କରୁଛନ୍ତି। ଯେଉଁଥିପାଇଁ ସେମାନେ ନିଜକୁ ରକ୍ଷା କରିବା ପାଇଁ ମଜଭୁତ ହେଲମେଟ୍ ପିନ୍ଧିବାକୁ…
ଛତ୍ରପୁର ଏନଏସିରେ ସ୍ପେଶିଆଲ ଡ୍ରାଇଭ: ଦାରିଦ୍ର୍ୟ ପ୍ରପୀଡ଼ିତ, ନିରାଶ୍ରୟଙ୍କୁ ଟିକା
ଛତ୍ରପୁର,୧୭।୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ଏନ୍ଏସିରେ ସ୍ପେଶିଆଲ ଡ୍ରାଇଭ ଆରମ୍ଭ ହୋଇଛି। ଏଥିରେ ଦାରିଦ୍ର୍ୟ ପ୍ରପୀଡ଼ିତ ଓ ନିରାଶ୍ରୟଙ୍କୁ କରୋନା ଟିକା ଦିଆଯାଉଛି। ଏ ନେଇ ସହଯୋଗ କରି ଆଗେଇ ଆସିବାକୁ ଛତ୍ରପୁର ଏନ୍ଏସି ନିର୍ବାହୀ ଅଧିକାରୀ ଏନ୍ ଗଣେଶ ବାବୁ…
ସୁନ୍ଦରଲାଲ ବହୁଗୁଣାଙ୍କୁ ଭାରତ ରତ୍ନ ପାଇଁ ଦାବି କଲେ କେଜରିୱାଲ
ନୂଆଦିଲ୍ଲୀ,୧୭ ।୭: ଉତ୍ତରାଖଣ୍ଡରେ ଆସନ୍ତା ବର୍ଷ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏବେଠାରୁ କିନ୍ତୁ ସବୁ ରାଜନୈତିକ ଦଳ ଏହାକୁ ନେଇ ପ୍ରସ୍ତୁତି ଆରମ୍ଭ କରି ଦେଲେଣି । ଦିଲ୍ଲୀର ଶାସକ ଦଳ ଆମ ଆଦମୀ ପାର୍ଟି(ଏଏପି) ପ୍ରଥମ କରି…
ପ୍ରିୟଙ୍କା ପ୍ରିୟଦର୍ଶିନୀ ହତ୍ୟା ଘଟଣା: ଜଗନ୍ନାଥଙ୍କୁ ଏମ୍ସରେ ଭର୍ତ୍ତି
ଭୁବନେଶ୍ୱର,୧୭।୭(ବ୍ୟୁରୋ): ପ୍ରିୟଙ୍କା ପ୍ରିୟଦର୍ଶିନୀ ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କୁ କ୍ୟାପିଟାଲ ହସ୍ପିଟାଲରୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ଜଗନ୍ନାଥଙ୍କ ହାତରେ ଗଭୀର ଆଘାତ ଲାଗିଛି। ପ୍ରିୟଙ୍କାକୁ ଧାରୁଆ ଅସ୍ତ୍ରରେ ହତ୍ୟା କରିବା ପରେ ସେ ନିଜେ ମଧ୍ୟ ହାତକାଟି ଆତ୍ମହତ୍ୟା…
ସର୍ଜରୀ ସମୟରେ ହାତରେ ଲାଗିଥିଲା ଟାଇଟେନିୟମ ପ୍ଲେଟ୍, ବିଜୁଳି ମାରିବାରୁ ଘଟିଲା ଏମିତି
ଲଣ୍ଡନ,୧୭ା୭: ଝଡ଼ ତୋଫାନ ସମୟରେ ସେଲ୍ଫି ନେବା ବାରମ୍ବାର ମନା କରାଯାଉଥିଲେ ମଧ୍ୟ ୩ ଭାଇ ଭଉଣୀଙ୍କୁ ମହଙ୍ଗା ପଡ଼ିଛି। ଗଛ ତଳେ ଠିଆ ହୋଇ ସେଲ୍ଫି ନେଉଥିବା ବେଳେ ବିଜୁଳି ମାରିବାରୁ ୩ ଭାଇ ଭଉଣୀ ତଳେ ପଡ଼ି ବେହୋସ…
Archives


