ରାତିରେ ଦୁର୍ବୃତ୍ତ ତାଡ଼ିଲେ ଏଟିଏମ୍
ପଦ୍ମପୁର,୧୭।୭(ଡି.ଏନ୍.ଏ.): ଭଦ୍ରକ ଜିଲା ସଦର ବ୍ଲକ ଅଧୀନ ସାବରଙ୍ଗ ବଜାରରେ ଏଟିଏମ୍ ଭାଙ୍ଗି ଲୁଟ୍ ଉଦ୍ୟମ ହୋଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ଏଟିଏମ୍ ଭାଙ୍ଗିଥିଲେ ମଧ୍ୟ କୌଣସି କାରଣରୁ ଟଙ୍କା ଉଠାଇବାରେ ସଫଳ ହୋଇ ନ ଥିଲେ। ଖବର ପାଇ…
ଓଠ ବିଗାଡ଼ିଦେଲା ଚେହେରା: ଅଭିନେତ୍ରୀଙ୍କୁ ପ୍ରଶଂସକ କହିଲେ ‘କ’ଣ ଥିଲ କ’ଣ ହେଲ’
ବମ୍ବେ: ୨୦୦୪ରେ ରିଲିଜ ହୋଇଥିଲା ଫିଲ୍ମ ‘ଟାରଜନ୍ ଦ ଓ୍ବଡର୍ କାର୍’। ଏଥିରେ ନିଜର ସୁନ୍ଦରତା ଏବଂ ଅଭିନୟ ଚାତୁରୀ ଯୋଗୁ କୋଟି କୋଟି ଦର୍ଶକଙ୍କ ମନ କିଣିଥିଲେ ଅଭିନେତ୍ରୀ ଆୟେଶା ଟାକିଆ। ଦିନେ ଯେଉଁ ରୂପକୁ ନେଇ ତାଙ୍କୁ ପ୍ରଶଂସା…
ଗଛଡାଳରେ ଝୁଲି ରହିଥିଲା ବିରାଟକାୟ ଅଜଗର, ଧରିବା ପାଇଁ ଦମକଳବାହିନୀ ନାକେଦମ୍
ବ୍ୟାଙ୍କକ୍ରେ କରୋନା ମହାମାରୀକୁ ନେଇ ଲଗାଯାଇଥିବା ପ୍ରତିବନ୍ଧକ ଟିକେ କୋହଳ ହେବା ପରେ ଜନଜୀବନ ସ୍ବାଭାବିକ ହୋଇଛି। ଲୋକେ ଏବେ ବନ୍ଦ ଘରୁ ବାହାରକୁ ବାହାରୁଛନ୍ତି। ଏହି ସମୟରେ ଏକ ଅଜବ ଦୃଶ୍ୟ ଦେଖି ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଏକ ଗଛ…
ଘରୁ କେଉଁଆଡ଼େ ଗଲେଯେ ଆଉ ଫେରିଲେନି, ବିଲରୁ ମିଳିଲା ମୁଣ୍ଡବିହୀନ ମୃତଦେହ
ଆରଡ଼ି,୧୭।୭ (ଡି.ଏନ୍.ଏ. ): ଭଦ୍ରକ ଜିଲା ଅସୁରାଳି ନିକଟସ୍ଥ କାକୁଡ଼ିଗଡିଆ ନିକଟରୁ ଜଣେ ଯୁବକଙ୍କ ମୁଣ୍ଡବିହୀନ ଗଳିତ ମୃତଦେହ ଜବତ ହୋଇଛି। ଉକ୍ତ ମୃତଦେହ ଧୂଷୁରୀ ଥାନା ଅଧୀନ ଉଚ୍ଚପଦା ଗ୍ରାମର ଜିତେନ୍ଦ୍ର କୁମାର ସେନ (୩୩)ଙ୍କର। ତାଙ୍କ ପରିବାର ଲୋକେ…
ନିଜ ବିବାହରେ ଶୋଇପଡ଼ିଲେ ବର: କନ୍ୟାଙ୍କ ଥିଲା ଏଭଳି ପ୍ରତିକ୍ରିୟା
ଭାରତୀୟ ବିବାହ କାର୍ଯ୍ୟକ୍ରମରେ ଭରପୁର ଡ୍ରାମା ଓ କମେଡି ଭରି ରହିଥାଏ। ପ୍ରାୟ ସମୟରେ ବିବାହର ଅନେକ ଫନି ଭିଡ଼ିଓମାନ ଭାଇରାଲ ହୋଇଥାଏ। ଯାହାକୁ ଦେଖିଲେ ଯେକେହିବି ନିଜର ହସକୁ ଅଟକାଇ ପାରିବେନି। ନିକଟରେ ସୋସିଆଲ ମିଡିଆରେ କିଛି ଏଭଳି ଏକ…
ଲ୍ୟାଣ୍ଡିଂ ସମୟରେ ଓଲଟି ପଡ଼ିଲା ଯାତ୍ରୀବାହୀ ବିମାନ, ୧୮ ଯାତ୍ରୀ ସୁରକ୍ଷିତ…
ମସ୍କୋ,୧୭।୭: କଥାରେ ଅଛି ରଖେ ହରି ମାରେ କିଏ। ଏହାର ସଦ୍ୟତମ ଉଦାହରଣ ରୁଷିଆରେ ଘଟିଛି। ଏକ ଯାତ୍ରୀବାହୀ ବିମାନ ଲ୍ୟାଣ୍ଡିଂ ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ମଝି ଆକାଶରେ ବିମାନଟିର ଇଞ୍ଜିନ୍୍ ଖରାପ ହୋଇଯିବାରୁ ଜରୁରୀକାଳୀନ ଲ୍ୟାଣ୍ଡି କରିବା ପାଇଁ…
ଦୁଇଦିନ ପାଇଁ ଶାଶୁଙ୍କ ବୟଫ୍ରେଣ୍ଡ ହେବାକୁ ବିଜ୍ଞାପନ ଦେଲେ ବୋହୂ, କହିଲେ ମିଳିବ…
ଟଙ୍କା ଦେଲେ ଅନେକ କିଛି ମିଳିଥାଏ। ମାତ୍ର ନ୍ୟୁୟର୍କରେ ଜଣେ ମହିଳା ନିଜ ଶାଶୁଙ୍କ ପାଇଁ ଏମିତି ବିଜ୍ଞାପନ ଦେଇଛନ୍ତି, ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ମହିଳା କହିଛନ୍ତି, ତାଙ୍କ ଶାଶୁଙ୍କ ପାଇଁ ସେ ବୟଫ୍ରେଣ୍ଡ ଚାହୁଁଛନ୍ତି। ଯେଉଁ…
ପୂର୍ବ ପ୍ରେମିକାଙ୍କୁ ଟିକେ ଡେରିରେ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ସଲମାନ୍: ଖାସ୍ ଫଟୋ ପୋଷ୍ଟ କରି ଲେଖିଲେ ଏମିତି
ବମ୍ବେ: ଶୁକ୍ରବାର ଥିଲା ବଲିଉଡ୍ ଅଭିନେତ୍ରୀ କଟ୍ରିନା କୈଫଙ୍କ ହାପି ବର୍ଥ ଡେ’। ଏହି ଅବସରରେ ତାଙ୍କୁ ପ୍ରଶଂସକଙ୍କଠାରୁ ଆରମ୍ଭ କରି ସେଲିବ୍ରିଟିମାନେ ଶୁଭେଚ୍ଛା ଜଣାଇଥିଲେ। ହେଲେ ଜଣେ ସେଥିରୁ ଗାଏବ ଥିଲେ। ସେ ହେଲେ କଟ୍ରିନାଙ୍କ ପୂର୍ବ ପ୍ରେମିକ ତଥା…
ଇସ୍ତଫା ଦେଇ ପାରନ୍ତି ୟେଦୁରପ୍ପା
ନୂଆଦିଲ୍ଲୀ,୧୭ ।୭: କର୍ନାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ଖୁବଶୀଘ୍ର ଇସ୍ତଫା ଦେଇପାରନ୍ତି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ୍ ରହୁ ନ ଥିବାରୁ ସେ କୁଆଡେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ । ହେଲେ ଏଭଳି…
ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ସାବରିମାଲା
ଥିରୁଭାନନ୍ତପୁରମ,୧୭।୭: କରୋନା କାଳରେ ଦୀର୍ଘ ଦିନ ପରେ ଖୋଲିଲା କେରଳର ପ୍ରସିଦ୍ଧ ସାବରିମାଲା ମନ୍ଦିର। ପାରମ୍ପରିକ ମାସିକ ପୂଜା ପାଇଁ ଜୁଲାଇ ୧୭ରୁ ଜୁଲାଇ ୨୧ ପର୍ଯ୍ୟନ୍ତ ଅର୍ଥାତ୍ ୫ଦିନ ଲାଗି ଭଗବାନ ଆୟପ୍ପାଙ୍କ ମନ୍ଦିରକୁ ଖୋଲାଯାଇଛି। ପ୍ରତିଦିନ ସର୍ବାଧିକ ୫ହଜାର…
ସର୍ବଦଳୀୟ ବୈଠକ ଡକାଇଲେ ରାଜ୍ୟ ସଭା ଅଧ୍ୟକ୍ଷ
ନୂଆଦିଲ୍ଲୀ,୧୭।୭: ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ରାଜ୍ୟ ସଭା ଅଧ୍ୟକ୍ଷ ଏମ୍. ଭେଙ୍କିଆ ନାଇଡୁ ବିଭିନ୍ନ ରାଜନୈତିକ ଦଳ ସହ ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି। ଜୁଲାଇ ୧୯ ଅର୍ଥାତ୍ ସୋମବାରରୁ କରୋନା ପ୍ରେଟୋକଲ୍ ଅନୁଯାୟୀ ସଂସଦର ମୌସୁମୀ…
ବିଧାନସଭା ସଚିବାଳୟକୁ ଜିନ୍ସ୍ ଟି ଶର୍ଟ ପିନ୍ଧି ଆସିବା ମନା, ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି…
ଲକ୍ଷ୍ନୌ,୧୭।୭: ଏଣିକି ସରକାରୀ ଅଧିକାରୀ ବିଧାନସଭା ସଚିବାଳୟକୁ ଜିନ୍ସ୍ ଟି ଶର୍ଟ ପିନ୍ଧି ଆସିପାରିବେ ନାହିଁ। ଏନେଇ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଉତ୍ତରପ୍ରଦେଶ ସରକାର ଏସମ୍ପର୍କରେ ସରକାରୀ ବାବୁଙ୍କୁ ତାଗିଦ୍ କରିଛନ୍ତି। ରାଜ୍ୟ ବିଧାନସଭା ସଚିବାଳୟର ଯୁଗ୍ମ ସଚିବ…
Archives


