Home Left

ରାଗିଗଲେ କୋହଲି; କହିଦେଲେ ଏମିତି କଥା

ଲଣ୍ଡନ,୯।୮: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଡ୍ର’ରେ ଶେଷ ହେବା ପରେ ଭାରତୀୟ ଦଳକୁ ନିରାଶ ହେବାକୁ ପଡିଛି। ଭାରତୀୟ ଦଳ ବିଜୟର ଅତି ନିକଟତର ଥିଲା। ପଞ୍ଚମ ଦିନରେ ଭାରତକୁ ମାତ୍ର ୧୫୭ ରନ ଆବଶ୍ୟକ ଏବଂ ତାଙ୍କ…

ଏନ୍‌କାଉଣ୍ଟର ଭୟ, ହାତ ଟେକି ଥାନାରେ ପହଞ୍ଚିଲେ ଗ୍ୟାଙ୍ଗଷ୍ଟର…

ଲକ୍ଷ୍ନୌ,୯।୮: ଉତ୍ତରପ୍ରଦେଶରେ ଅପରାଧୀଙ୍କୁ ଏନ୍‌କାଉଣ୍ଟର ଭୟ ଘାରିଛି। ଶାମଲି ଅଞ୍ଚଳରେ ଗ୍ୟାଙ୍ଗଷ୍ଟରମାନେ ଆତ୍ମସମର୍ପଣ କରିବା ସହିତ ହାତ ଉଠାଇ ଥାନାରେ ପହଞ୍ଚିଛନ୍ତି। ଏହା ଏବେ ସୋସିିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଗ୍ୟାଙ୍ଗଷ୍ଟର ଆକ୍ଟ ଅନ୍ତର୍ଗତ ରାମଡ଼ା ଗ୍ରାମର ଅହସାନ୍‌, ଗୁଫରାନ୍‌,…

ବଳାତ୍କାରୀଙ୍କୁ କୋର୍ଟ ଚାଲାଣବେଳେ ପୋଲିସ-ଗ୍ରାମବାସୀ ମୁହାଁମୁହିଁ

କାଳିଆପାଣି,୯ା୮(ଡି.ଏନ୍‌.ଏ.): ଯାଜପୁର ଜିଲା କାଳିଆପାଣି ଥାନା ଅନ୍ତର୍ଗତ ଗରାମିଆଁ ଗାଁରେ ୫ ତାରିଖ ଦିନ ଜନୈକା ସ୍ବାମୀ ପରିତ୍ୟକ୍ତାଙ୍କୁ ୩ ନାବାଳକ ବଳାତ୍କାର କରିଥିବା ଥାନାରେ ଅଭିଯୋଗ ହୋଇଥିଲା। ରବିବାର ପୋଲିସ ୩ ଜଣକୁ ଗିରଫ କରିଥିବା ବେଳେ ସୋମବାର ଜୁଭେଲାଇନ…

୬୫ପ୍ରତିଶତ ଅଭିଭାବକ ଚାହୁଁଛନ୍ତି ରାଜ୍ୟରେ ଖୋଲୁ ସ୍କୁଲ: ସିସୋଡିଆ

ନୂଆଦିଲ୍ଲୀ,୯।୮: ଦେଶର ରାଜଧାନୀରେ କରୋନା ସଂକ୍ରମଣ ମାମଲା ଏବେ ହ୍ରାସ ପାଇବା ପରେ ସ୍କୁଲ ଓ କଲେଜ ଖୋଲିବା ନେଇ ଅଭିଭାବକଙ୍କଠାରୁ ଦିଲ୍ଲୀ ସରକାର ପରାମର୍ଶ ଲୋଡିଥିଲେ। ଏସମ୍ପର୍କରେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ କହିଛନ୍ତି ଯେ, ୬୫ପ୍ରତିଶତ ଅଭିଭାବକ…

ଦୀପିକା ପାଦୁକୋନଙ୍କ ଅଙ୍ଗରକ୍ଷୀ ମାସିକ କେତେ ଦରମା ନିଅନ୍ତି

ବଲିଉଡ ସେଲିବ୍ରିଟିମାନେ ସବୁବେଳେ ନିଜ ଚାରିପାଖରେ ଜଣେ ଅଙ୍ଗରକ୍ଷୀ ରଖନ୍ତି। ସଲମାନ ଖାନଙ୍କ ଅଙ୍ଗରକ୍ଷୀ ଶେରାଙ୍କ ସହ ତାଙ୍କର ଘନିଷ୍ଠତା ବିଷୟରେ ଜାଣିଛୁ । ସଲମାନଙ୍କ ଛାୟା ପରି ଶେରା ମଧ୍ୟ ତାଙ୍କ ସହିତ ରୁହନ୍ତି ଏବଂ ସଲମାନ ମଧ୍ୟ ଶେରାଙ୍କୁ…

ଭିଜିଲାନ୍ସ ଜାଲରେ ପ୍ୟାକ୍ସ ସମ୍ପାଦକ

ବରଗଡ଼ ଅଫିସ,୯ା୮: ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ସମ୍ପାଦକ ଘନଶ୍ୟାମ ସାହୁଙ୍କ ବାସଭବନରେ ସୋମବାର ସକାଳୁ ଭିଜିଲାନ୍ସ ଚଢ଼ାଉ ଚାଲିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗାଇସିଲେଟ ଥାନା କଲଙ୍ଗାପାଲି ଗ୍ରାମରେ…

ରାସ୍ତାକଡ଼ରୁ ଗଛ କାଟି ଦେଲେ

ଖୋର୍ଦ୍ଧା ଅଫିସ,୯।୮: ପରିବେଶ ସନ୍ତୁଳନ ଲାଗି ଚାରାରୋପଣ ନିମନ୍ତେ ସଚେତନତା ସୃଷ୍ଟି କରାଯାଉଛି। ଏପରି କି ରାସ୍ତା ପାର୍ଶ୍ୱରେ ବନୀକରଣକୁ ଗୁରୁତ୍ୱ ଦିଆଯାଉଛି। ପ୍ରତିବର୍ଷ ବନ ମହୋତ୍ସବ ପାଳନ ସହ ଲୋକଙ୍କୁ ମାଗଣା ଚାରା ବଣ୍ଟନ କରାଯାଉଛି। ଅନ୍ୟପକ୍ଷରେ ରାସ୍ତା ପାର୍ଶ୍ୱରୁ…

‘ଷ୍ଟାର ମିସ୍‌ କନ୍‌ଫିଡେଣ୍ଟ’ ହେଲେ ଆୟତୀ

ଭୁବନେଶ୍ୱର, ୯।୮(ବ୍ୟୁରୋ): ଜାତୀୟସ୍ତରୀୟ ପ୍ରତିଯୋଗିତା ‘ଷ୍ଟାର୍‌ ମିଷ୍ଟର ଆଣ୍ଡ୍‌ ମିସ୍‌ ଟିନ୍‌ ଇଣ୍ଡିଆ’ରେ ପ୍ରତିଭା ପ୍ରଦର୍ଶନ କରି ଟାଇଟଲ୍‌ ହାସଲ କରିଛନ୍ତି ଭୁବନେଶ୍ୱରର ଝିଅ ଆୟତୀ ପଟ୍ଟନାୟକ। ନୂଆଦିଲ୍ଲୀର ଷ୍ଟାର୍‌ ଏଣ୍ଟରଟେନ୍‌ମେଣ୍ଟ ପ୍ରଡକ୍ସନ ପକ୍ଷରୁ ନିକଟରେ ରାଜସ୍ଥାନର ଜୟପୁର ସହରରେ ଆୟୋଜିତ…

ଖରାପ ପ୍ରଦର୍ଶନ କରିଥିବା ବିଧାୟକଙ୍କ ଟିକଟ କଟିବ, ନଡ୍ଡା ଦେଲେ ସଙ୍କେତ…

ଆଗ୍ରା,୯।୮: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଏବେ ଉତ୍ତରପ୍ରଦେଶ ଗସ୍ତରେ ଅଛନ୍ତି। ୨୦୨୨ରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ଏନେଇ ଭାଜପା କର୍ମୀମାନଙ୍କୁ ନଡ୍ଡା ଭଲ ପ୍ରଦର୍ଶନ ନ କଲେ ଟିକଟ କଟିବ ବୋଲି ସଙ୍କେତ ଦେଇଛନ୍ତି। ପ୍ରଦର୍ଶନରେ ସୁଧାର…

ଲୋକୋମୋଟିଭ୍‌ ଇଞ୍ଜିନ ସ୍ଥାନାନ୍ତରକୁ ବିରୋଧ

ପୁରୀ ଅଫିସ,୯।୮: ବ୍ରିଟିଶ ଅମଳରେ ନ୍ୟାରୋ ଗେଜ୍‌ ଟ୍ରେନ୍‌ ଚଳାଚଳ ପାଇଁ ବ୍ୟବହୃତ ହେଉଥିବା ଲୋକୋ ମୋଟିଭ୍‌ ଇଞ୍ଜିନ୍‌କୁ ଅନୁମତି ବିନା ଉଠାଇନେବାକୁ ଉଦ୍ୟମ ଚାଲିଛି। ଏନେଇ ରବିବାର ପୁରୀ ସମୁଦ୍ରକୂଳ ଥାନାରେ ଚାଣକ୍ୟ ବିଏନ୍‌ଆର୍‌ ହୋଟେଲର ମ୍ୟାନେଜରଙ୍କ ବିରୋଧରେ ଏତଲା…

ବିଲ ଫାଟି ଆଁ, ମରୁଡ଼ି ଆଶଙ୍କା

ରାଜନଗର,୯।୮ (ଡି.ଏନ.ଏ.)ଚଳିତବର୍ଷ ଅନିୟମିତ ବୃଷ୍ଟିପାତ ଯୋଗୁ ଚାଷୀକୁଳ ହତାଶ ହୋଇପଡିଛନ୍ତି। ଜୁନ ପ୍ରଥମ ସପ୍ତାହରେ ମୌସୁମୀର ଆଗମନ ଚାଷୀମାନଙ୍କୁ ଆନନ୍ଦିତ କରିଥିଲା। ହଠାତ୍‌ ଜୁଲାଇ ପ୍ରଥମ ସପ୍ତାହରୁ ମୌସୁମୀ ଉଭାନ ହୋଇଗଲା। ଆଷାଢ଼ ଯାଇ ଶ୍ରାବଣ ଚାଲିଛି। ଶ୍ରାବଣରେ ବିଲ ପୋଖରୀ…

୯ ଉଇକେଟ୍‌ ନେବା ସତ୍ତ୍ୱେ ବୁମ୍‌ରାଙ୍କୁ କାହିଁକି ଦିଆଗଲାନି ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ପୁରସ୍କାର

ଲଣ୍ଡନ,୯।୮:ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଡ୍ର ହୋଇଛି। ଚତୁର୍ଥ ଦିନ ଶେଷ ପର୍ଯ୍ୟନ୍ତ ଏହି ମ୍ୟାଚ ଜିତିବାକୁ ଭାରତୀୟ ଆଗରେ ଥିଲା କିନ୍ତୁ ପଞ୍ଚମ ଦିନରେ ବର୍ଷା ହେତୁ ଗୋଟିଏ ବି ବଲ ବୋଲିଂ ହୋଇପାରିଲା ନାହିଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri