ବିଚାରପତିଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ ମାମଲାରେ ୫ ଗିରଫ
ନୂଆଦିଲ୍ଲୀ,୮ ।୮: ଆନ୍ଧ୍ର ପ୍ରଦେଶ ହାଇ କୋର୍ଟର ବିଚାରପତିଙ୍କ ବିରୋଧରେ ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ କରିଥିବା ଅଭିଯୋଗରେ ସିବିଆଇ ଏପର୍ଯ୍ୟନ୍ତ ୫ ଜଣଙ୍କୁ ଗିରଫ କରିସାରିଲାଣି । ୨ ଜଣଙ୍କୁ ରବିବାର ଗିରଫ କରାଯାଇଛି । ସିବିଆଇ ଦ୍ୱାରା କରାଯାଇଥିବା…
୮୯ ବର୍ଷ ହେବ ଏହି ସୁଯୋଗକୁ ଅପେକ୍ଷା କରିଛି ଭାରତ
ଲଣ୍ଡନ,୮।୮: ନଟିଂହାମ ମ୍ୟାଚ ଟେଷ୍ଟ ସିରିଜରେ ଟିମ ଇଣ୍ଡିଆ ଏକ ଭଲ ଆରମ୍ଭ କରିଛି। ରବିବାର ପ୍ରଥମ ଟେଷ୍ଟର ଶେଷ ଦିନରେ ଟିମ ଇଣ୍ଡିଆକୁ ଜିତିବା ପାଇଁ ଆହୁରି ୧୫୭ ରନ ସ୍କୋର କରିବାକୁ ଥିବାବେଳେ ହତରେ ୯ ଉଇକେଟ ବାକି…
କେବଳ କନ୍ୟାର ସୌନ୍ଦର୍ଯ୍ୟ ଦେଖନ୍ତୁ ନାହିଁ, ଏଭଳି ଗୁଣ ଥିଲେ କରନ୍ତୁ ବିବାହ; ନଚେତ…
ବିବାହ ଜୀବନର ସବୁଠାରୁ ପବିତ୍ର ଅନୁଷ୍ଠାନ ବୋଲି ବିବେଚନା କରାଯାଏ। ବିବାହକୁ ନେଇ ନେଇଥିବା ନିଷ୍ପତ୍ତି ଭୁଲ ନ ହୋଇଯାଉ ତାହା ପ୍ରତ୍ୟେକ ବ୍ୟକ୍ତି ଚାହାନ୍ତି। ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଘର, ବ୍ୟବସାୟ, ଧନ, ଜୀବନ ଏବଂ ମୋକ୍ଷ ସମ୍ବନ୍ଧୀୟ…
ଗୋଟିଏ ଓଭରରେ ୫ ଛକା ମାରିଲେ କୋହଲିଙ୍କ ସାଥୀ ଖେଳାଳି
ଢାକା,୮।୮: ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଚମତ୍କାର ପ୍ରଦର୍ଶନ କରୁଥିବାବେଳେ ବାଂଲାଦେଶ ବିପକ୍ଷରେ ଖେଳୁଥିବା ଆରସିବି ସାଥୀ ଖେଳାଳି ଡାନିଏଲ ଖ୍ରୀଷ୍ଟିଆନ ମଧ୍ୟ ଚମତ୍କାର ବ୍ୟାଟିଂ କରୁଛନ୍ତି। ଚତୁର୍ଥ ଟି -୨୦ମ୍ୟାଚରେ ଅଷ୍ଟ୍ରେଲିଆ ଶେଷରେ…
ରାଜଧାନୀରେ ଖୋଲିବ ସାପ୍ତାହିକ ବଜାର
ନୂଆଦିଲ୍ଲୀ,୮ ।୮: ରାଜଧାନୀ ଦିଲ୍ଲୀରେ ସୋମବାରଠାରୁ ସପ୍ତାହିକ ବଜାର ଖୋଲିବାକୁ ଅନୁମତି ମିଳିଛି । କରୋନା ଦ୍ୱିତୀୟ ଲହରର ପ୍ରକୋପକୁ ଦେଖି ସମସ୍ତ ଦୋକାନ ବଜାର ବନ୍ଦ କରି ଦିଆଯାଇଥିଲା । ଏବେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଥିବାରୁ…
ଶିଶୁକନ୍ୟା କାହାର, ଥାନାରେ ପହଞ୍ଚିଲେ ଦୁଇ ମା’…
ଅମୃତସର,୮।୮: ଜନ୍ମ ଦେଇଥିବା ମା’ ବଡ଼ ନା ପାଳନ କରିଥିବା ମା’ ବଡ଼। ଏହାର ସମାଧାନ ପାଇଁ ଏବଂ ଶିଶୁକନ୍ୟାଙ୍କୁ ନିଜର କରିବା ଲାଗି ଦୁଇ ମା’ ଏବେ ଥାନାରେ ପହଞ୍ଚିଛନ୍ତି। ଏଭଳି ଅଭାବନୀୟ ଘଟଣା ପଞ୍ଜାବ ଅମୃତସରରେ ଘଟିଛି। ଦୁଇ…
୩୦ ଆଇଟିବିପି ଯବାନଙ୍କ ଆଫଗାନିସ୍ତାନରେ ପୁଣି ମୁତୟନ ଆବେଦନ ଖାରଜ..
ନୂଆଦିଲ୍ଲୀ,୮।୮: ଆଫଗାନିସ୍ତାନର ଅବସ୍ଥା କାହାଠାରୁ ଲୁଚି ନାହିଁ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଫଗାନିସ୍ତାନରେ ପୁଣି ଥରେ ମୁତୟନ ପାଇଁ ଭାରତ-ତିବ୍ଦତୀୟ ସୀମା ପୋଲିସ (ଆଇଟିବିପି)ର କିଛି ଯବାନ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ତେବେ ହାଇକୋର୍ଟ ଏହାର ବିଚାର…
ମ୍ୟାଚିଂ ମ୍ୟାଚିଂ କପଲ୍
ସୁୟୋଶି ଓ ତୋମି ଶେକି ନାମକ ଏକ ଜାପାନୀ ଦମ୍ପତି ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚିତ। ଆଉ ଚର୍ଚ୍ଚାର କାରଣ ହେଉଛି ସେମାନଙ୍କର ମ୍ୟାଚିଂ ଆଉଫିଟ୍। ଘରେ ହେଉ କି ବାହାରେ ଏହି ଦମ୍ପତି ମ୍ୟାଚିଂ ପୋଷାକ ପିନ୍ଧନ୍ତି। ଆଉ…
ସୁଷମାଙ୍କ ନାଁରେ ହେବ ଦିଲ୍ଲୀ ୟୁନିଭର୍ସିଟିର ନୂଆ କଲେଜର ନାମ!
ନୂଆଦିଲ୍ଲୀ,୮ ।୮: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଦିଲ୍ଲୀର ମହରୌଲି ନିକଟରେ ଥିବା ଭାଟି କଲା ଗାଁରେ ନିର୍ମାଣ କରାଯିବାକୁ ଥିବା ଦିଲ୍ଲୀ ୟୁନିଭର୍ସିଟି କଲେଜର ଶିଳାନ୍ୟାଶ କରିବାର ଥିଲା । ହେଲେ କୌଣସି କାରଣ ବଶତଃ ଏହାକୁ ସ୍ଥଗିତ…
ଗୋଡ଼ରେ ମହମବତି ଜଳାଇ ରେକର୍ଡ
ମନୋବଳ ଦୃଢ଼ ଥିଲେ ଡେଣା ନ ଥାଇ ବି ପକ୍ଷୀଟିଏ ଉଡ଼ିପାରେ। ଏହି କଥାକୁ ପ୍ରମାଣ କରି ଦେଖାଇଛନ୍ତି ମେକ୍ସିକୋର ଏଡ୍ରିଆନ୍ ଇରେନେ ମୈସିଆସ୍ ହର୍ନାଣ୍ଡେଜ୍। ଜନ୍ମରୁ ତାଙ୍କର ଦୁଇ ହାତ ନ ଥିଲା। ହେଲେ ଏହି ଅଭାବବୋଧକୁ ସେ ନିଜର…
ହାର ମାନିଛି ବୟସ: ୮୦ ବର୍ଷରେ ବି ରାଜକିଶୋରଙ୍କ ନିହାଣ ଚଳଚଞ୍ଚଳ
ଓଡ଼ିଶାର ପାରମ୍ପରିକ କଳା କାରିଗରିରେ ଦେଶ ବିଦେଶରେ ଏକ ସ୍ବତନ୍ତ୍ର ପରିଚୟ ରହିଛି। ତେବେ କଳାକୃତି ତିଆରି କରୁଥିବା ଶିଳ୍ପୀମାନଙ୍କ ମଧ୍ୟରେ କେହି ନିଶାରେ ତ ଆଉ କେହି ବୃତ୍ତି ଭାବେ ବିଭିନ୍ନ ପ୍ରକାର କଳା କାରିଗରୀକୁ ଆପଣେଇଥାନ୍ତି। ଏମିତିରେ କାରିଗରିରେ…
ଗୋବିନ୍ଦାଙ୍କ ଷ୍ଟାଇଲ୍ରେ ଜବରଦସ୍ତ ଡ୍ୟାନ୍ସ କଲେ ପୋଲିସ ବାବୁ, ଭାଇରାଲ ହେଉଛି ଭିଡିଓ
ମୁମ୍ବାଇ ପୋଲିସ ଯବାନ ଅମୋଲ ଯଶଓ୍ବନ୍ତ କାମ୍ବଲେ ଆଜିକାଲି ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛନ୍ତି। କାମ୍ବଲେଙ୍କ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ୟୁଜରମାନେ ବେଶ୍ ପସନ୍ଦ କରିଛନ୍ତି। ୩୮ ବର୍ଷୀୟ କାମ୍ବଲେ ନିଜର ଡ୍ୟାନ୍ସ କ୍ଲିପ୍ର ଏକ ଭିଡିଓ ଇନ୍ଷ୍ଟାଗ୍ରାମରେ…
Archives


