Posted inଜାତୀୟ

କଶ୍ମୀରରେ ୨ ଆତଙ୍କବାଦୀ ଆକ୍ରମଣ; ପୋଲିସ ଅଫିସର ସମେତ ନାଗରିକଙ୍କ ମୃତ୍ୟୁ

ଶ୍ରୀନଗର,୨୨।୧୨: ଜାମ୍ମୁ କାଶ୍ମୀରରେ ବୁଧବାର ଆତଙ୍କବାଦୀଙ୍କ ଦ୍ୱାରା ଦୁଇଟି ପୃଥକ ଆକ୍ରମଣରେ ଜଣେ ପୋଲିସ ଅଫିସର ଏବଂ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ଆତଙ୍କବାଦୀମାନେ ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲାର ବିଜବେହାରା ଡାକ୍ତରଖାନା ବାହାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୁଳି ଚଳାଇଥିଲେ। ଏଥିରେ ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର ପୋଲିସ (ଏଏସ୍‌ଆଇ) ମହମ୍ମଦ ଅସରଫ ଗୁରୁତର ଆହତ ହୋଇଥିଲେ। ପରେ କାଶ୍ମୀର ଜୋନ ପୋଲିସ କହିଛି ଆହତ ଅସରଫ ସହିଦ ହୋଇଥିବା ସ୍ପଷ୍ଟ କରିଛି।

ଅନ୍ୟ ଏକ ଘଟଣାରେ ଆତଙ୍କବାଦୀମାନେ କାଶ୍ମୀର ଉପତ୍ୟକାର ନାୱାକାଡାଲ ଅଞ୍ଚଳରେ ଜଣେ ସାଧାରଣ ନାଗରିକଙ୍କୁ ହତ୍ୟା କରିଥିଲେ। ଶ୍ରୀନଗର ସହରର ଇଦ୍‌ଗାହ ଅଞ୍ଚଳରେ ଆତଙ୍କବାଦୀମାନେ ସାଧାରଣ ନାଗରିକ ରୈଫ ଅହମ୍ମଦ ଖାନଙ୍କ ଉପରକୁ ଗୁଳି ଚଳାଇଥିବା ପୋଲିସ କହିଛି। ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏନେଇ ଏକ ମାମଲା ରୁଜୁ ହୋଇଛି ଏବଂ ତଦନ୍ତ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଷ୍ଟେଶନରେ ମହିଳାଙ୍କୁ ଗଣବଳାତ୍କାର, ୪ ଗିରଫ

ନୂଆଦିଲ୍ଲୀ,୨୩।୭: ମହିଳାଙ୍କୁ ଗଣବଳାତ୍କାର। ରାଜଧାନୀ ଦିଲ୍ଲୀ ରେଳ ଷ୍ଟେଶନରେ ଏଭଳି ଘଟଣା ଘଟିଛି। ଷ୍ଟେଶନ ପ୍ଲାଟଫର୍ମରେ ତିଆରି ଏକ କୋଠରୀ ଭିତରେ କିଛି ରେଲୱେ କର୍ମଚାରୀ...

ଏନ୍‌ଆର୍‌ସି କି ସିଏଏ ନୁହେଁ ବିକାଶକୁ ପସନ୍ଦ କରିଛନ୍ତି ଜନତା: ମମତା

କୋଲକାତା,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ସାମ୍ନାକୁ ଆସି ନ ଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଆମ ଆଦମୀ ପାର୍ଟି(ଏଏପି) ବହୁମତରେ ବିଜୟ ଲାଭ...

ଶତ୍ରୁକୁ କଡ଼ା ଜବାବ ଦେବ ତେଜସ୍‌: ଅତ୍ୟାଧୁନିକ କ୍ଷେପଣାସ୍ତ୍ର ‘ଅସ୍ତ୍ର’ରେ ହେବ ସଜ୍ଜିତ

ନୂଆଦିଲ୍ଲୀ,୨୩।୧୧: ଶତ୍ରୁକୁ କଡ଼ା ଜବାବ ଦେବା ପାଇଁ ଯୁଦ୍ଧ ବିମାନ ତେଜସ୍‌କୁ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ‘ଅସ୍ତ୍ର’ରେ ଖୁବ୍‌ ଶୀଘ୍ର ସଜ୍ଜିତ କରାଯିବ। ଧ୍ୱନିର ଗତିଠାରୁ ୪.୫...

ରକ୍ଷାବନ୍ଧନ ଉପହାର, ମହିଳା ଉଦ୍ୟୋଗୀଙ୍କ ପାଇଁ ୧୬୨୫ କୋଟି ଘୋଷଣା କଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧୨।୮: ରକ୍ଷାବନ୍ଧନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହିଳା ଉଦ୍ୟୋଗୀମାନଙ୍କୁ ଉପହାର ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆତ୍ମନିର୍ଭରଶୀଳ ନାରୀ-ଶକ୍ତି କାର୍ଯ୍ୟକ୍ରମରେ ଯୋଗଦେଇ ମହିଳା...

ଆଜି ଦେଶରେ ୨,୨୬୪ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨୦।୫: ଏକ ଠକେଇ ମାମଲାରେ ଜେଲ ଯାଇଥିବା ସମାଜବାଦୀ ପାର୍ଟିର ନେତା ଆଜମ ଖାନ ୨୭ ମାସ ଜେଲରେ ରହିବା ପରେ ଶୁକ୍ରବାର ସୀତାପୁର ଜେଲରୁ...

ଫେବୃୟାରୀରେ ଶୀର୍ଷ ଛୁଇଁବ କରୋନା: ଦୈନିକ ଚିହ୍ନଟ ହେବେ ୮ ଲକ୍ଷରୁ ଊର୍ଦ୍ଧ୍ୱ

କାନପୁର,୮ ।୧: ଦେଶରେ କରୋନା ମହାମାରୀର ତୃତୀୟ ଲହର ଆରମ୍ଭ ହୋଇ ଯାଇଛି । ଆସନ୍ତା ଫେବୃୟାରୀରେ ଏହା ଶୀର୍ଷରେ ପହଞ୍ଚିବ ବୋଲି ବିଶେଷଜ୍ଞମାନେ ଅନୁମାନ...

ଶାସନରେ ସୁଧାର ଲକ୍ଷ୍ୟ, ୭୭ ମନ୍ତ୍ରୀଙ୍କୁ ୮ ଦଳରେ ବାଣ୍ଟିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧୫।୧୧: ଦେଶର ଶାସନବ୍ୟବସ୍ଥାରେ ସୁଧାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ମନ୍ତ୍ରୀ ପରିଷଦ ସହିତ ପାଞ୍ଚଟି ’ଚିନ୍ତନ ଶିବିର’ରେ ଯୋଗଦେଥିଲେ। ଏହି ଶିବିର ଚାରି...

ଭାରତୀୟ ଶେୟାର ବଜାରରେ ସଙ୍କଟ, ରୁଷିଆ-ୟୁକେନ୍‌ ଯୁଦ୍ଧର ପ୍ରଭାବ…

ମୁମ୍ବାଇ,୨୪।୨ : ରୁଷିଆ ଏବଂ ୟୁକେନ୍‌ ଯୁଦ୍ଧର ପ୍ରଭାବ ଭାରତୀୟ ଘରୋଇ ଷ୍ଟକ ବଜାର ଉପରେ ପଡ଼ିଛି। ଯୁଦ୍ଧ ଆରମ୍ଭ ହେବାର ଖବର ଯୋଗୁଁ ବଜାରରେ...

Advertisement
Archives

Model This Week