Posted inଜାତୀୟ

କଶ୍ମୀରରେ ୨ ଆତଙ୍କବାଦୀ ଆକ୍ରମଣ; ପୋଲିସ ଅଫିସର ସମେତ ନାଗରିକଙ୍କ ମୃତ୍ୟୁ

ଶ୍ରୀନଗର,୨୨।୧୨: ଜାମ୍ମୁ କାଶ୍ମୀରରେ ବୁଧବାର ଆତଙ୍କବାଦୀଙ୍କ ଦ୍ୱାରା ଦୁଇଟି ପୃଥକ ଆକ୍ରମଣରେ ଜଣେ ପୋଲିସ ଅଫିସର ଏବଂ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ଆତଙ୍କବାଦୀମାନେ ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲାର ବିଜବେହାରା ଡାକ୍ତରଖାନା ବାହାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୁଳି ଚଳାଇଥିଲେ। ଏଥିରେ ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର ପୋଲିସ (ଏଏସ୍‌ଆଇ) ମହମ୍ମଦ ଅସରଫ ଗୁରୁତର ଆହତ ହୋଇଥିଲେ। ପରେ କାଶ୍ମୀର ଜୋନ ପୋଲିସ କହିଛି ଆହତ ଅସରଫ ସହିଦ ହୋଇଥିବା ସ୍ପଷ୍ଟ କରିଛି।

ଅନ୍ୟ ଏକ ଘଟଣାରେ ଆତଙ୍କବାଦୀମାନେ କାଶ୍ମୀର ଉପତ୍ୟକାର ନାୱାକାଡାଲ ଅଞ୍ଚଳରେ ଜଣେ ସାଧାରଣ ନାଗରିକଙ୍କୁ ହତ୍ୟା କରିଥିଲେ। ଶ୍ରୀନଗର ସହରର ଇଦ୍‌ଗାହ ଅଞ୍ଚଳରେ ଆତଙ୍କବାଦୀମାନେ ସାଧାରଣ ନାଗରିକ ରୈଫ ଅହମ୍ମଦ ଖାନଙ୍କ ଉପରକୁ ଗୁଳି ଚଳାଇଥିବା ପୋଲିସ କହିଛି। ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏନେଇ ଏକ ମାମଲା ରୁଜୁ ହୋଇଛି ଏବଂ ତଦନ୍ତ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ଧ୍ୟାରେ ବସିବ କେନ୍ଦ୍ର କ୍ୟାବିନେଟ୍‌ ବୈଠକ

ନୂଆଦିଲ୍ଲୀ,୧୬।୧୨: ଆଜି ବସିବ କ୍ୟାବିନେଟ୍‌ ବୈଠକ। ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ। ଏହାପୂର୍ବରୁ ନଭେମ୍ବର ୨ରେ କ୍ୟାବିନେଟ୍‌ ବୈଠକ...

ଏଣିକି ଟ୍ରକ୍‌ କ୍ୟାବିନ୍‌ରେ ଲାଗିବ ଏସି

ନୂଆଦିଲ୍ଲୀ,୨୦।୬: ଦେଶର ଆର୍ଥିକ ବିକାଶରେ ପରିବହନର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଯେଉଁଥିରେ ଡ୍ରାଇଭରଙ୍କର ଭୂମିକା ନିତ୍ୟାନ୍ତ ଆବଶ୍ୟକ। ହେଲେ ସେମାନଙ୍କ କାମ କରିବା ପରିସ୍ଥିତି ଉପରେ କେହିବି...

ପ୍ଲାଷ୍ଟିକ ନୁହେଁ ଏଥର ପାଣି ମିଳିବ ପେପର ବ୍ୟାଗରେ

ହାଇଦ୍ରାବାଦ,୩ ।୭: ସାରା ବିଶ୍ୱରେ ବଢି ଚାଲିଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏହାକୁ ନିୟନ୍ତ୍ରଣ କରିବାକୁ ଏବେ ପ୍ରାୟ ସବୁଠି ପ୍ରୟାସ ଜାରି ରହିଛି ।...

ତେଜସ୍ୱୀ ହେଲେ ବିହାର ମୁଖ୍ୟମନ୍ତ୍ରୀ!

ପାଟନା,୯ ।୧୧: ବିହାର ବିଧାନସଭା ନିର୍ବାଚନର ଫଳାଫଳ ପାଇଁ ଆଉ ଗୋଟିଏ ଦିନ ବାକି ରହିଛି । ହେଲେ ଗୋଟିଏ ଦିନ ପୂର୍ବରୁ ମହାମେଣ୍ଟର ନେତା...

ପାକିସ୍ତାନକୁ ଝଟକା: ଏଲ୍‌ଓସିରେ ଅବାଧ କାରବାରକୁ ବନ୍ଦ କଲା ଭାରତ

ଶ୍ରୀନଗର,୧୯।୪: ପୁଲଓ୍ବାମା ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଲାଗିରହିଛି। ଏନେଇ ଭାରତ ପାକିସ୍ତାନ ବିରୋଧରେ ବହୁ ପଦକ୍ଷେପ ମଧ୍ୟ ନେଇଛି।...

ସରୋଗେସି ବିଲ୍‌ ପାସ୍‌

ନୂଆଦିଲ୍ଲୀ, ୧୮।୧୨(ପି.ଟି.): ଲଖିମପୁର ଖେରି ହିଂସା ଘଟଣାରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ବରଖାସ୍ତ ଦାବିରେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଲୋକ ସଭାରେ ସରୋଗେସି ବିଲ୍‌...

ସିବିଆଇ ଯାଞ୍ଚ୍‌ ୯ ରାଜ୍ୟରେ ବ୍ୟାନ୍‌, ଇଡ଼ିକୁ ସଶକ୍ତ କରିଛନ୍ତି କେନ୍ଦ୍ର ସରକାର …

ନୂଆଦିଲ୍ଲୀ,୧।୮ : ଭାଜପା ନେତୃତ୍ୱାଧିନ ଏନଡ଼ିଏର ଶାସନ କାଳରେ ଅଧିକାଂଶ ଅନୁସନ୍ଧାନ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା କରାଯାଉଛି। ଏହା ପୂର୍ବରୁ ସିବିଆଇକୁ ତଦନ୍ତ ଏସବୁ...

ଏକ କୋଟି କରୋନା ଟେଷ୍ଟ କରାଇବାରେ ଭାରତର ପ୍ରଥମ ରାଜ୍ୟ ହେଲା ଉତ୍ତର ପ୍ରଦେଶ

ଲକ୍ଷ୍ନୌ, ୩୦।୯: ସାରା ଦେଶରେ କରୋନା ଏହାର କାୟା ମେଲାଇ ସାରିଛି। ଭାରତରେ ବର୍ତ୍ତମାନ ସୁଦ୍ଧା ୬୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଏହି ଭାଇରସ୍‌ରେ ଆକ୍ରାନ୍ତ...

Advertisement
Archives

Model This Week