Home Left

କୋଣାଦିତ୍ୟରେ ଅଖଣ୍ଡ ଧୁନି ପରମ୍ପରା ଆଜି ବି ବଞ୍ଚିଛି

ତତ୍କାଳୀନ ଓଡ଼ିଶାର ବୁଦ୍ଧିଜୀବୀ ଏବଂ କାରିଗରମାନେ ବୌଦ୍ଧିକସ୍ତରରେ କେତେ ଉଚ୍ଚ ଥିଲେ, ତାହାର ବଳିଷ୍ଠ ପ୍ରମାଣ ହେଉଛି ଶ୍ରୀପଦ୍ମକେଶର ମନ୍ଦିର। ଯାହା ସମୟକ୍ରମେ ଆଜି ପ୍ରସିଦ୍ଧ ହୋଇଯାଇଛି କୋଣାର୍କ ମନ୍ଦିର ନାମରେ। ଏହାସହ ଜଡ଼ିତ ହୋଇଥିବା ମେଘର ଆବାହନୀ ଐତିହ୍ୟକୁ ଆଜି…

ବିଏମ୍‌ସି ବ୍ୟତୀତ ଆଜିଠୁ ଖୋର୍ଦ୍ଧା ଜିଲାର ଖୋଲିଲା ସମସ୍ତ ଧାର୍ମିକ ଅନୁଷ୍ଠାନ

ଖୋର୍ଦ୍ଧା ଅଫିସ,୮ା୮: ଦୀର୍ଘ ୩ମାସ ପରେ ସୋମବାରଠାରୁ ଖୋର୍ଦ୍ଧା ଜିଲାର ସମସ୍ତ ଧାର୍ମିକ ଅନୁଷ୍ଠାନ ଖୋଲିିଛି। କରୋନା ମହାମାରୀ ଯୋଗୁ ଭକ୍ତଙ୍କ ମନ୍ଦିର ପ୍ରବେଶ ଉପରେ କଟକଣା ରହିଥିଲା। ଏବେ କଟକଣା କୋହଳ ହେବା ପରେ ଧାର୍ମିକ ଅନୁଷ୍ଠାନଗୁଡ଼ିକୁ ଖୋଲିବା ପାଇଁ…

ତାଲିବାନର କ୍ରୁରତା, ଟାଇଟ୍‌ ପୋଷାକ ପିନ୍ଧିଥିବା ଯୁବତୀଙ୍କୁ ଗୁଳି କରି ହତ୍ୟା…

କାବୁଲ,୯।୮: ଆଫଗାନିସ୍ତାନରେ ତାଲିବାନର କ୍ରୁରତା ବଢ଼ିବାରେ ଲାଗିଛି। ସମ୍ପ୍ରତି ଟାଇଟ୍‌ ପୋଷାକ ପିନ୍ଧିଥିବା ଜଣେ ଯୁବତୀଙ୍କୁ ତାଲିବାନ ସଦସ୍ୟ ଗୁଳି କରି ହତ୍ୟା କରିଛନ୍ତି। ଯୁବତୀ ଜଣକ ବାହାରକୁ ଆସିଥିବା ସମୟରେ ତାଙ୍କ ସହିତ କୌଣସି ପୁରୁଷ ନ ଥିବାରୁ ଏହା…

‘କଣ୍ଡି’ କହେ ପାଣିପାଗ କଥା

ଛେଣ୍ଡିପଦା,୯ା୮: ପାଣିପାଗ ସହ ଚାଷ ଓ ଚାଷୀଙ୍କ ଭାଗ୍ୟ ବନ୍ଧା। ଅନୁକୂଳ ପାଗ ସୂଚନା ଚାଷୀଙ୍କୁ କର୍ମଚଞ୍ଚଳ କରିଦିଏ। ପ୍ରତିକୂଳର ସାମାନ୍ୟ ଆଶଙ୍କା ମଧ୍ୟ ଚିନ୍ତାରେ ପକାଇଦିଏ। ପ୍ରତିବର୍ଷ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମ୍‌ଡି)ର ଏ ସମ୍ପର୍କିତ ଘୋଷଣାକୁ ଚାଷୀମାନେ ଚାହିଁ…

ଭଡ଼ା ବୃଦ୍ଧି: ବଢ଼ୁଛି ଅସନ୍ତୋଷ

ନୂଆଦିଲ୍ଲୀ, ୯।୮:  କରୋନା କଟକଣା ଧୀରେ ଧୀରେ କୋହଳ ହେଉଥିବା ବେଳେ ବର୍ତ୍ତମାନ ବିମାନ ଯାତ୍ରା ନେଇ ଚାହିଦା ବଢ଼ିଛି। ବିଦେଶକୁ ବିମାନ ସେବା ଯୋଗାଣ କରୁଥିବା ଏୟାରଲାଇନ୍ସଗୁଡ଼ିକ ହାରାହାରି ଇକୋନୋମି କ୍ଲାସ ଲାଗି ପ୍ରମୁଖ ରୁଟ୍‌ଗୁଡିକରେ ଭଡ଼ାକୁ ଅହେତୁକ ଭାବେ ବଢାଇଛନ୍ତି।…

ଦିନେ ଭାରତକୁ ବିଶ୍ୱକପ୍‌ ଜିତାଇଥିବା ଏହି କ୍ରିକେଟର ଏବେ ଶ୍ରମିକ

ଅହମ୍ମଦାବାଦ,୯।୮: ୨୦୧୮ ମସିହାରେ ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଦଳ ବିଶ୍ୱକପ ଟାଇଟଲ ଜିତି ଇତିହାସ ସୃଷ୍ଟି କରିଥିଲା। ଏହି ବିଜୟ ଅତ୍ୟନ୍ତ ସ୍ବତନ୍ତ୍ର ଥିଲା। ଫାଇନାଲରେ ଟିମ ଇଣ୍ଡିଆ ପାକିସ୍ତାନକୁ ପରାସ୍ତ କରିଥିଲା। ଏହି ବିଜୟ ପରେ ଭାରତୀୟ ଖେଳାଳିମାନେ ବହୁ…

ରୋଗ ନିରୂପଣ କରିବ ବେଞ୍ଚ

ଗୋଟିଏ ବେଞ୍ଚ ଦ୍ୱାରା କ’ଣ ରୋଗ ନିରୂପଣ କରାଯାଇପାରିବ। ଏ କଥାକୁ ଅନେକେ ବିଶ୍ୱାସ କରି ନ ପାରନ୍ତି। ହେଲେ ସେପରି ଏକ ନୂଆ ଉପାୟରେ ରୋଗ ସମ୍ପର୍କରେ ଜାଣିହେବ ବୋଲି ସଦ୍ୟତମ ଗବେଷଣାରୁ ଜାଣିବାକୁ ମିଳିଛି। ଲଣ୍ଡନ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ…

ଡେଙ୍ଗୁ ସଚେତନତା

ଡେଙ୍ଗୁ ଭୂତାଣୁଜନିତ ମଶାବାହକ ଜ୍ୱର। ବର୍ଷାଋତୁରେ ସଂକ୍ରମଣ ବେଶି। ଏଥିରେ ବହୁତ ଜ୍ୱର ହୁଏ। ମୁଣ୍ଡବିନ୍ଧା ହୁଏ। ମୁହଁ ନାଲି ଦେଖାଯାଏ। ଗୋଡ଼ ହାତ ଘୋଳାବିନ୍ଧା ହୁଏ। ବାନ୍ତି ଲାଗେ। ଏହାକୁ ଠେଙ୍ଗା ଜ୍ୱର କିମ୍ବା ହାଡ଼ଭଙ୍ଗା ଜ୍ୱର ମଧ୍ୟ କୁହାଯାଏ।…

ଆଜି ଅଗଷ୍ଟ କ୍ରାନ୍ତି ଦିବସ: ଭାରତ ଇତିହାସରେ ଏକ ସ୍ମରଣୀୟ ଦିନ

ନୂଆଦିଲ୍ଲୀ,୯ା୮: ଆଜି ହେଉଛି ଅଗଷ୍ଟ କ୍ରାନ୍ତି ଦିବସ। ୧୯୪୨ ମସିହା ଅଗଷ୍ଟ ୯ ତାରିଖ ଭାରତ ଇତିହାସରେ ଏକ ସ୍ମରଣୀୟ ଦିନ। ସ୍ବାଧୀନତା ପରଠାରୁ ଏହି ଦିନକୁ ସମଗ୍ର ଭାରତବର୍ଷରେ ଅଗଷ୍ଟ କ୍ରାନ୍ତି ଦିବସ ଭାବେ ପାଳନ କରାଯାଉଛି। ଭାରତକୁ ସ୍ବାଧୀନତା…

ରାସ୍ତାକଡରେ ଶୋଇଥିବା ଲୋକଙ୍କ ଉପରେ ମାଡିଗଲା ଟ୍ରକ: ୮ ଜୀବନ ଗଲା

ଗାନ୍ଧୀନଗର,୯।୮:ଗୁଜରାଟର ଆମରେଲିରେ ଏକ ଅଭାବନୀୟ ଘଟଣା ଘଟିଛି। ରାସ୍ତାକଡରେ ଶୋଇଥିବା ଶ୍ରମିକଙ୍କ ଉପରେ ଟ୍ରକ ମାଡିଯିବା ଫଳରେ ୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି। ସମସ୍ତ ଆହାତଙ୍କ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୋମବାର ଭୋର ୩ଟାରୁ…

ଦିବ୍ୟାଙ୍ଗ ଭାଇଙ୍କୁ ପରିଚୟ ଦେଇଛି ଚିତ୍ରକଳା

କଟକ ଅଫିସ,୯।୮: କଟକ ଯୋବ୍ରା ମଲ୍ଲାସାହି ଅଞ୍ଚଳର ଦୁଇଭାଇ ଶ୍ରୀହର୍ଷ ଶୁକ୍ଲା ଓ ସିଦ୍ଧାର୍ଥ ଶୁକ୍ଲା। ଜନ୍ମରୁ ସେମାନେ କଥା କହିପାରନ୍ତିନି କି ଶୁଣିପାରନ୍ତି ନାହିଁ। ଠାର ମାଧ୍ୟମରେ ସମସ୍ତଙ୍କ ଭାବନା ବୁଝିପାରନ୍ତି। ଏବେ ଏହି ଦୁଇ ଦିବ୍ୟାଙ୍ଗ ଭାଇଙ୍କୁ ସ୍ବତନ୍ତ୍ର…

ପୁଣି ଅଡୁଆରେ ଶିଳ୍ପା ସେଟ୍ଟୀ: କୋଟି କୋଟି ଟଙ୍କା ନେଇଗଲେ ଠକି

ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଅଡୁଆ ଥମିବାର ନାଁ ନେଉନାହିଁ। ସ୍ବାମୀ ରାଜ କୁନ୍ଦ୍ର ଅଶ୍ଲୀଳ ଫିଲ୍ମ ନିର୍ମାଣ କରିବା ଅଭିଯୋଗରେ ଗିରଫ ହେବା ପରେ ଏବେ ଶିଳ୍ପା ଏବଂ ତାଙ୍କ ମା’ଙ୍କ ନାଁରେ ଠକେଇ ଅଭିଯୋଗ ହୋଇଛି। ଶିଳ୍ପା ଏବଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri