ଭୁବନେଶ୍ବରରେ ମିଶନ ଶକ୍ତି ବଜାର
ଭୁବନେଶ୍ୱର,୨୩।୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ମିଶନ ଶକ୍ତିର ଇ-ମାର୍କେଟିଂ ପାଇଁ ଅନ୍ଲାଇନ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ଏହାସହିତ ଭୁବନେଶ୍ବର ଏସ୍ଆଇଆର୍ଡି କ୍ୟାମ୍ପସ୍ରେ ମିଶନ ଶକ୍ତି ବଜାର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସେହିପରି ସୁଧ ରିହାତି ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ…
ଅନ୍ନଦାତାଙ୍କ ବିକାଶରେ ଦେଶର ବିକାଶ
ଭାରତ ଭଳି କୃଷି ପ୍ରଧାନ ଦେଶରେ ଅନ୍ନଦାତା ହେଉଛନ୍ତି ଦେଶର ଆର୍ଥିକ ମେରୁଦଣ୍ଡ। ସେମାନଙ୍କ ବିକାଶରେ ଦେଶର ବିକାଶ ସମ୍ଭବ ହୋଇପାରିଥାଏ। ତେଣୁ କୃଷକ ଏବଂ କୃଷକମାନଙ୍କର ଜାତୀୟ ଅବଦାନ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଦେଶରେ ଡିସେମ୍ବର ୨୩ରେ…
ଅକାଳୀ ନେତାଙ୍କ ପାଇଁ ଲୁକ୍ଆଉଟ ନୋଟିସ
ନୂଆଦିଲ୍ଲୀ,୨୩।୧୨: ପଞ୍ଜାବର ପୂର୍ବତନ ମନ୍ତ୍ରୀ ତଥା ଶିରୋମଣି ଅକାଳୀ ଦଳର ବରିଷ୍ଠ ନେତା ବିକ୍ରମ ସିଂ ମାଜିଥିଆଙ୍କ ବିରୋଧରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ବୁଧବାର ଲୁକ୍ଆଉଟ ନୋଟିସ ଜାରି କରିଛି। ରାଜ୍ୟ ପୋଲିସ ତାଙ୍କ ବିରୋଧରେ ଏନ୍ଡିପିଏସ୍ ଆଇନରେ ମାମଲା ରୁଜୁ କରିଥିଲା।…
ମିଳିଲା ୭ କୋଟି ବର୍ଷ ପୁରୁଣା ଡାଇନୋସର ଅଣ୍ଡା
ବେଜିଂ,୨୩।୧୨: ବୈଜ୍ଞାନିକମାନେ ଚାଇନାରେ ଏକ ଡାଇନୋସର ଅଣ୍ଡାର ଜୀବାଶ୍ମ ଉଦ୍ଧାର କରିଛନ୍ତି। ଏହି ଅଣ୍ଡା ଭିତରେ ଏକ ଭଲ ସଂରକ୍ଷିତ ଡାଇନୋସର ଭ୍ରୁଣ ଥିବା ବୈଜ୍ଞାନିକମାନେ କହିଛନ୍ତି। ବିଶ୍ୱାସ କରାଯାଏ ଯେ ଡାଇନୋସର ଅଣ୍ଡା ୬୬-୭୨ ମିଲିୟନ୍ (୭ କୋଟି ୨୦…
‘ଗାଙ୍ଗୁଲିଙ୍କୁ ମୁଣ୍ଡ ଖେଳାଇବାର ଆବଶ୍ୟକତା ନ ଥିଲା’
ମୁମ୍ବାଇ,୨୩।୧୨: “ବିରାଟ କୋହଲିଙ୍କ ନେତୃତ୍ୱ ଉପରେ ଚୟନକର୍ତ୍ତାଙ୍କ ପାଇଁ ମନ୍ତବ୍ୟ ଦେବା ଲାଗି ସୌରଭ ଗାଙ୍ଗୁଲି କେହି ନୁହଁନ୍ତି। ସେ ବିସିସିଆଇ ସଭାପତି। ଦଳ ଚୟନ ଏବଂ ଅଧିନାୟକଙ୍କ ଉପରେ ଚୟନ କମିଟି ମୁଖ୍ୟ ଚେତନ ଶର୍ମା କହିବା ଉଚିତ। କାରଣ…
ଖେଳାଳି ପଜିଟିଭ ଚିହ୍ନଟ ହେଲେ ବି ଚାଲୁରହିବ ସିରିଜ୍
ନୂଆଦିଲ୍ଲୀ,୨୨।୧୨: ଆସନ୍ତା ସପ୍ତାହରୁ ଆରମ୍ଭ ହେବାକୁ ଯାଉଛି ଭାରତ ଓ ଘରୋଇ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ଓ ଦିନିକିଆ ସିରିଜ୍। ଯଦି ସିରିଜ୍ ବେଳେ କୌଣସି ଖେଳାଳି କିମ୍ବା ସପୋର୍ଟ ଷ୍ଟାଫ ପଜିଟିଭ ଚିହ୍ନଟ ହୁଅନ୍ତି, ତେବେ ମଧ୍ୟ ସିରିଜ୍…
ପଡ଼ିଗଲେ ହାତୀ ହାବୁଡ଼ରେ
ବାରିପଦା ଅଫିସ,୨୨ା୧୨: ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରେ ବୁଧବାର ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଟିଆଁସୀ ଗ୍ରାମର ଶମ୍ଭୁଆ ଭୋକ୍ତା। ଚିତ୍ରଡ଼ା ହାଟରୁ ସେ ଜଙ୍ଗଲ ରାସ୍ତା ଦେଇ ଘରକୁ ଫେରୁଥିବା ବେଳେ ଝାଡ଼ଖଣ୍ଡୀ…
ମାସକ ପରେ ଟ୍ରକ୍ ଡ୍ରାଇଭରଙ୍କ ହତ୍ୟା ଉପରୁ ହଟିଲା ପର୍ଦ୍ଦା
ବାଙ୍ଗିରିପୋଷି,୨୨ା୧୨(ଡି.ଏନ୍.ଏ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧୀନ ଭାଲୁପାହାଡ଼ି ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥ କଡ଼ରୁ ଗତ ନଭେମ୍ବର ୨୧ରେ ବିହାର ରାଜ୍ୟର ସାରଣ ଅରୁଣ ରାୟ ନାମକ ଜଣେ ଟ୍ରକ୍ ଡ୍ରାଇଭରଙ୍କ ମୃତଦେହ ଜବତ ଘଟଣାର ପର୍ଦ୍ଦାଫାଶ…
ଡାଇଭୋର୍ସ ମାଗିବାରୁ ହାଣିଦେଲେ
ମୁମ୍ବାଇ,୨୨।୧୨: ଘରୋଇ କଳହକୁ କେନ୍ଦ୍ର କରି ୩୪ ବର୍ଷୀୟା ମହିଳାଙ୍କୁ ଏକ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ତାଙ୍କ ସ୍ବାମୀ। ଘଟଣାଟି ଘଟିଛି ମୁମ୍ବାଇ ଉପକଣ୍ଠ ଜୋଗେଶ୍ୱରୀ ଅଞ୍ଚଳରେ। ତେବେ ଦିଲଶାଦ ଖାନ ଡାଇଭୋର୍ସ ଦାବି କରିବାରୁ ତାଙ୍କ ସ୍ବାମୀ…
ଭାରତୀୟ ନାଗରିକତା ପାଇଁ ଆବେଦନ କରିଛନ୍ତି ୭ ହଜାର ପାକିସ୍ତାନୀ
ନୂଆଦିଲ୍ଲୀ,୨୨।୧୨: ଚଳିତ ବର୍ଷ ଡିସେମ୍ବର ୧୪ ତାରିଖ ସୁଦ୍ଧା ୭,୩୦୬ ଜଣ ପାକିସ୍ତାନ ନାଗରିକ ଭାରତୀୟ ନାଗରିକତା ପାଇଁ ଆବେଦନ କରିଛନ୍ତି। ଏ ନେଇ ସଂସଦକୁ ସୂଚନା ଦେଇଛନ୍ତି ସ୍ବରାଷ୍ଟ୍ର ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାଇ। ଚଳିତ ମାସ ୧୪ ତାରିଖ…
‘ବିଶ୍ରାମ ନେବା ସମୟ ଆସିଯାଇଛି’
ଡେରାଡୁନ୍,୨୨।୧୨: ଆସନ୍ତା ବର୍ଷ ଆରମ୍ଭରେ ଉତ୍ତରାଖଣ୍ଡ ବିଧାନସଭା ନର୍ବାଚନ ହେବାକୁ ଥିବାବେଳେ କଂଗ୍ରେସର ଟ୍ରବୁଲ୍ ଶୁଟର ଭାବେ ପରିଚିତ ବରିଷ୍ଠ ନେତା ହରିଶ ରାଓ୍ବତ୍ ଦଳ ପାଇଁ ସମସ୍ୟା ସୃଷ୍ଟି କରିଛନ୍ତି। ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ୭୩ ବର୍ଷୀୟ ରାଓ୍ବତ୍ ଦଳରେ…
ସ୍କ୍ରାପ ପାର୍ଟସରୁ ନିର୍ମିତ ଗାଡ଼ି ବଦଳରେ ନୂଆ ବୋଲେରୋ
ମୁମ୍ବାଇ,୨୨।୧୨: ମହାରାଷ୍ଟ୍ରର ଜଣେ ବ୍ୟକ୍ତି ସ୍କ୍ରାପ ମେଟାଲରୁ ଏକ ୪ ଚକିଆ ଯାନ ନିର୍ମାଣ କରିଛନ୍ତି। ଏହି ସ୍ବତନ୍ତ୍ର ୪ ଚକିଆ ଯାନ ମହିନ୍ଦ୍ରା ଗ୍ରୁପ୍ ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରାଙ୍କ ଦୃଷ୍ଟି ଆକର୍ଷଣ କରିଛି। ୟୁଟ୍ୟୁବ ଚ୍ୟାନେଲ ହିଷ୍ଟୋରିକାନ ଅନୁଯାୟୀ, ଦତ୍ତାତ୍ରେୟ…

