Posted inଜାତୀୟ

ଓପୋ, ଜିଓମି କମ୍ପାନୀ ଉପରେ ଚଢ଼ାଉ

ନୂଆଦିଲ୍ଲୀ,୨୨।୧୨: ଓପୋ, ଜିଓମି ଓ ଓ୍ବାନ ପ୍ଲସ ଭଳି ଚାଇନିଜ ମୋବାଇଲ ନିର୍ମାତା କମ୍ପାନୀ ଉପରେ ବୁଧବାର ଚଢ଼ାଉ କରିଛି ଆୟକର(ଆଇଟି) ବିଭାଗ। ୫ ରାଜ୍ୟରେ ଥିବା ଚାଇନିଜ ଫୋନ ଫାକ୍ଟ୍ରି ଉପରେ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି। ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଓ କୋଲକାତା ସମେତ ୫ ରାଜ୍ୟର ଥିବା କମ୍ପାନୀର ୨୫ ପରିସରରେ ଚଢ଼ାଉ କରାଯାଇଥିଲା।

ଚାଇନିଜ ଫୋନ ନିର୍ମାତା କମ୍ପାନୀ ବିରୋଧରେ ଟିକସ ଠକେଇ ଅଭିଯୋଗ ହେବା ପରେ ଚଢ଼ାଉ କରାଯାଇଥିବା ଆଇଟି ଅଧିକାରୀ କହିଛନ୍ତି। ଗତ ଅଗଷ୍ଟରେ ଚାଇନା ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ ଟେଲିକମ ଭେଣ୍ଡର ଜେଟିଇ ଉପରେ ଚଢ଼ାଉ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମଥର ପାଇଁ ଲୋକ ସଭାରେ ଖାତା ଖୋଲିପାରିଲାନି ଲାଲୁଙ୍କ ଦଳ

ପାଟନା, ୨୪।୫: ଲୋକ ସଭା ନିର୍ବାଚନରେ ଏଥର ଖାତା ଖୋଲିପାରି ନାହିଁ ଲାଲୁ ପ୍ରସାଦ ଯାଦବଙ୍କ ନେତୃତ୍ୱଧୀନ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)। ବିହାରରେ ମୋଦି ଲହରରେ...

୨୫୦୦ ଦିନର ସଫଳତା ହିସାବ ଦେଲେ ମୁଖ୍ୟମନ୍ତ୍ରୀ…

ଚଣ୍ଡିଗଡ଼,୩୦।୮: ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟରଙ୍କ ସଫଳତାର ରିପୋର୍ଟ କାର୍ଡ ଜାରି ହୋଇଛି। ଖୋଦ୍‌ ମୁଖ୍ୟମନ୍ତ୍ରୀ କ୍ଷମତାକୁ ଆସିବାର ୨୫୦୦ ଦିନର ସଫଳତା ହିସାବ...

୫୦ପ୍ରତିଶତରେ ଖୋଲିବ ବାର, ପବ୍‌

ଚଣ୍ଡିଗଡ଼,୨୯।୬: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହରର ଏବେ ଧୀରେ ଧିରେ ନିୟନ୍ତ୍ରଣକୁ ଆସୁଛି। ବର୍ତ୍ତମାନ ଦୈନିକ ସଂକ୍ରମଣ ହାର ହ୍ରାସ ପାଇଥିବା ବେଳେ ମୃତ୍ୟୁସଂଖ୍ୟା...

ଜୁନ୍‌ ୩୦ ପର୍ଯ୍ୟନ୍ତ ବୁକ୍‌ କରାଯାଇଥିବା ସମସ୍ତ ଟିକେଟକୁ ବାତିଲ କଲା ଭାରତୀୟ ରେଲଓ୍ବେ

ନୂଆଦିଲ୍ଲୀ,୧୪।୫: ଜୁନ୍‌ ୩୦ ଅବା ଏହା ପୂର୍ବରୁ ଯେଉଁ ଯାତ୍ରୀମାନେ ଟ୍ରେନ୍‌ ଟିକେଟ ବୁକ୍‌ କରିଥିଲେ ସେମାନଙ୍କୁ ଲାଗିଛି ଝଟ୍‌କା। କାରଣ ଭାରତୀୟ ରେଲଓ୍ବେ ଜୁନ...

ଇ-ସିଗାରେଟ ନିଷିଦ୍ଧ ବିଲ୍‌ ଲୋକ ସଭାରେ ଆଗତ

ନୂଆଦିଲ୍ଲୀ,୨୩ା୧୧(ପି.ଟି.): ଇ-ସିଗାରେଟ ଏବଂ ଅନୁରୂପ ସାମଗ୍ରୀ ଉତ୍ପାଦନ, ବିକ୍ରି ଓ ଆମଦାନୀ ବନ୍ଦ କରିବା ଲାଗି ଶୁକ୍ରବାର ଲୋକ ସଭାରେ ବିଲ୍‌ ଆଗତ ହୋଇଛି। ଇଲେକ୍ଟ୍ରୋନିକ୍‌...

ଦ୍ୱିତୀୟ ଇନିଂସ୍‌ର ପ୍ରଥମ ‘ମନ୍‌ କି ବାତ୍‌’: ଚିଠି ଦେଉଛି ପ୍ରେରଣା କହିଲେ ମୋଦି

ନୂଆଦିଲ୍ଲୀ,୩୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦ୍ୱିତୀୟ ଇନିଂସ୍‌ର ପ୍ରଥମ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ନିଜ ମନର କଥା ରବିବାର ଖୋଲି କହିଛନ୍ତି। ଅଲ୍‌...

ହାରିଗଲେ ଶିକ୍ଷା ମନ୍ତ୍ରୀ

ପାଟନା, ୧୧।୧୧: ବିହାର ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ବଡ ଝଟ୍‌କା ଲାଗିଛି। ଗୋଟିଏ ପଟେ ତାଙ୍କ ଦଳ ଜେଡିୟୁ ଚଳିତ ନିର୍ବାଚନରେ ୨୮ଟି ଆସନ...

ରାତାରାତି ପାଲଟିଲେ କୋଟିପତି, ମାଛ ବିକି ପାଇଲେ ୧.୩୩ କୋଟି…

ପାଲଘର,୧।୯: କଥାରେ ଅଛି ଭାଗ୍ୟରେ ପରିବର୍ତ୍ତନ ଅସିଲେ ମାଟି ଧରିଲେ ସୁନା ପାଲଟି ଯିବ। ଏହାର ସଦ୍ୟତମ ଉଦାହରଣ ପାଲଟିଛନ୍ତି ମହାରାଷ୍ଟ୍ର ପାଲଘରର ଜଣେ ମତ୍ସ୍ୟଜୀବୀ...

Advertisement
Archives

Model This Week