Home Left

ଭାଙ୍ଗିଲା କୁମ୍ବଲେଙ୍କ ରେକର୍ଡ

ଟ୍ରେଣ୍ଟ ବ୍ରିଜ,୬।୮: ଟେଷ୍ଟ କ୍ରିକେଟ ଇତିହାସରେ ସର୍ବାଧିକ ଉଇକେଟ ନେଇଥିବା ବୋଲରଙ୍କ ତାଲିକାରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ଇଂଲଣ୍ଡର ବରିଷ୍ଠ ପେସର ଜେମ୍ସ ଆଣ୍ଡରସନ। ଏଥିସହ କିମ୍ବଦନ୍ତୀ ଭାରତୀୟ ଲେଗ୍‌ ସ୍ପିନର ଅନୀଲ କମ୍ବେଲେଙ୍କୁ ସେ ପଛରେ ଛାଡ଼ି ଦେଇଛନ୍ତି।…

ଭାରତୀୟ ରେସଲରଙ୍କ ପରାଜୟ ପରେ ରେଫରିଙ୍କୁ ପିଟିଲେ କୋଚ୍‌

ଟୋକିଓ,୬।୮: ଟୋକିଓ ଅଳିମ୍ପିକ୍ସରେ ଏକ ଅଭାବନୀୟ ଘଟଣା ଘଟିଛି। ଭାରତୀୟ ରେସଲର ଦୀପକ ପୁନିଆ ୮୬ କେଜି ଫ୍ରିଷ୍ଟାଇଲ ବ୍ରୋଞ୍ଜ ପଦକ ମ୍ୟାଚ୍‌ରେ ସାନ ମାରିନୋର ମାଇଲ ନାଜିମ ଆମିନେଙ୍କ ଠାରୁ ୪-୨ରେ ପରାସ୍ତ ହୋଇଥିଲେ। ମାତ୍ର କିଛି ସେକେଣ୍ଡ୍‌ରେ ଦୀପକଙ୍କ…

ଖେଳାଳିଙ୍କ ପାଇଁ ପୁରସ୍କାରର ପେଡି ଖୋଲିଲେ ହରିୟାଣା ସରକାର, ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଲେ ମିଳିବ ୬ କୋଟି

ଚଣ୍ଡିଗଡ଼,୬ ।୮: ହରିୟାଣା ସରକାର ଖେଳାଳିଙ୍କୁ ଉତ୍ସାହିତ କରିବା ଲାଗି ଚେଷ୍ଟା କରିଛନ୍ତି । ସରକାର ଘୋଷଣା କରିଛନ୍ତି ଅଲିମ୍ପିକ୍ସରେ ଗୋଲ୍ଡ ବା ସ୍ୱର୍ଣ୍ଣ ପଦକ ଜିତିଲେ ମିଳିବ ୬ କୋଟି ଟଙ୍କା । ସେହିପରି ସିଲଭର ବା ରୌପ୍ୟ ପଦକ…

ଜବତ ହେଲା ୨୬ ଲକ୍ଷ ଟଙ୍କାର ବ୍ରାଉନସୁଗାର

ଭଦ୍ରକ ଅଫିସ, ୬।୮: ଭଦ୍ରକ ଜିଲା ପୁରଣାବଜାର ପୋଲିସ ଶୁକ୍ରବାର ନଙ୍ଗାମହଲା ଅଞ୍ଚଳରୁ ୨୬୦ ଗ୍ରାମ୍‌ ବ୍ରାଉନସୁଗାର ଜବତ କରିଛି। ପୋଲିସ ଘଟଣାରେ ସମ୍ପୃକ୍ତ ୨ଜଣ ଯୁବକଙ୍କୁ ଗିରଫ କରିଛି । ସେମାନେ ହେଲେ ସାଦବ କାଦ୍ରୀ ଓ ଆଜାରୁଦ୍ଦିନ ଖାନ୍‌।…

ଭୋଜି ସାରି ଫେରୁଥିଲେ ଓଲଟିଲା ଅଟୋ

ସୋରଡ଼ା,୬।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ଗୋପାଳପୁର ଶାସନ ପଞ୍ଚାୟତ କେଶରିପାଟନା ଗ୍ରାମର ଶୁକ୍ରବାର ଏକ ଅଟୋ ଓଲଟି ପଡ଼ିବାରୁ ଗୋଟିଏ ପରିବାରର ୭ ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ରୁନୁଲତା ତ୍ରିପାଠୀ, ମଧୁମଙ୍ଗଳ, ସଞ୍ଜୟ ପଣ୍ଡା, ଅନିତା, ବାସୁଦେବ,…

ଟିମ୍‌ ଇଣ୍ଡିଆକୁ ଇନିଂସ ଅଗ୍ରଣୀ ଦେଲେ ରାହୁଲ

ଟ୍ରେଣ୍ଟ ବ୍ରିଜ,୬।୮: ଏଠାରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଟିମ୍‌ ଇଣ୍ଡିଆ ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କରିଛି। ପୂର୍ବଦିନର ସ୍କୋର ୧୨୫/୪ ରୁ ବ୍ୟାଟିଂ କରିଥିବା ଭାରତୀୟ ଦଳ ତୃତୀୟ ଦିନର ମଧ୍ୟାହ୍ନ ଭୋଜନ ସୁଦ୍ଧା ୫ ଉଇକେଟ…

ହାତୀ ହାବୁଡ଼ରେ ପଡ଼ିଗଲେ ୨ ଯୁବକ

ବୁଗୁଡ଼ା,୬।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ଭଗବାନପୁର-ଶୁଳିଆପଲ୍ଲୀ ରାସ୍ତାରେ ହାତୀ ଆକ୍ରମଣରେ ୨ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ବୁଗୁଡ଼ା ଥାନା ଅଧୀନ ଅରଖପୁର ଗ୍ରାମର ସୁଶାନ୍ତ ଦଳେଇ ଓ ମନୋଜ ପ୍ରଧାନ। ମିଳିଥିବା ସୂଚନା ମୁତାବକ,…

କପିଳ ଦେବଙ୍କ କ୍ଲବରେ ଜାଡେଜା

ନୂଆଦିଲ୍ଲୀ,୬।୮: ମହାନ ଅଲରାଉଣ୍ଡର ତଥା ପୂର୍ବତନ ଭାରତୀୟ ଅଧିନାୟକ କପିଳ ଦେବଙ୍କ କ୍ଲବରେ ରବୀନ୍ଦ୍ର ଜାଡେଜା ସାମିଲ ହୋଇଛନ୍ତି। ଟ୍ରେଣ୍ଟ ବ୍ରିଜଠାରେ ଇଂଲଣ୍ଡ ବିପକ୍ଷରେ ଚାଲିଥିବା ଟେଷ୍ଟର ପ୍ରଥମ ଇନିଂସରେ ଅପରାଜିତ ୨୬ ରନ୍‌ର ଇନିଂସ ଖେଳିବା ଅବସରରେ କ୍ରିକେଟ ଲମ୍ବା…

ଖେଳରତ୍ନ ପୁରସ୍କାରର ନାମ ପରିବର୍ତ୍ତନକୁ ସ୍ୱାଗତ, ବଦଳୁ ନରେନ୍ଦ୍ର ମୋଦି ଷ୍ଟାଡିୟମର ନାମ: କଂଗ୍ରେସ

ନୂଆଦିଲ୍ଲୀ,୬ ।୮: ଟୋକିଓ ଅଲିମ୍ପିକ୍ସରେ ପୁରୁଷ ହକି ଦଳ ପଦକ ଜିତିବା ପରେ ଦେଶରେ ଏକ ପ୍ରକାର ଉଲ୍ଲାସର ବାତାବରଣ ସୃଷ୍ଟି ହୋଇଛି । ଏହାରି ଭିତରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର’ର ନାମ ପରିବର୍ତ୍ତନ…

କ୍ରିକେଟ ନୁହେଁ ହକିର ପ୍ରଶଂସକ ପାଲଟିଲା ଦିଲ୍ଲୀ କ୍ୟାପିଟାଲ୍ସ, କିଛି ଏଭଳି ଢ଼ଙ୍ଗରେ ଦେଲା ସମ୍ମାନ

ନୂଆଦିଲ୍ଲୀ,୬।୮: ଟୋକିଓରେ ଅନୁଷ୍ଠିତ ହେଉଥିବା ଅଲିମ୍ପିକ୍ସରେ ଭାରତୀୟ ହକି ଦଳର ପ୍ରଦର୍ଶନ ଉଚ୍ଚକୋଟିର ରହିଥିଲା। ଭାରତୀୟ ପୁରୁଷ ହକି ଦଳ ୪୧ ବର୍ଷ ଧରି ଚାଲିଆସିଥିବା ପଦକ ଶୂନ୍ୟତାକୁ ଦୂର କରିଥିବା ବେଳେ ମହିଳା ହକି ଦଳକୁ ନିରାଶ ହେବାକୁ ପଡ଼ିଥିଲା।…

କ୍ୟାପଟେନ କୁଲଙ୍କ ଟୁଇଟର ଆକାଉଣ୍ଟରୁ ହଟିଲା ବ୍ଲୁ ଟିକ୍‌

ନୂଆଦିଲ୍ଲୀ,୬।୮: ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ନିଜ କାର୍ଯ୍ୟକଳାପ, ଫ୍ୟାଶନ ଓ ହେୟାର ଷ୍ଟାଇଲକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ହେଲେ ଏବେ କ୍ୟାପଟେନ କୁଲଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମିଳିଥିବା ସୂଚନା…

କରୋନା ପାଇଁ ଏବେବି ସାବଧାନ ରହିବା ଜରୁରୀ: ଡବ୍ଲୁଏଚ୍‌ଓ

ନୂଆଦିଲ୍ଲୀ,୬ ।୮: କରୋନା ସଂକ୍ରମଣର ଦ୍ୱତୀୟ ଲହର ବେଳକୁ ବେଳ କମ୍ ହେଉଛି ସତ । ହେଲେ ଏହାର ତୃତୀୟ ଲହରର ସମ୍ଭାବନାକୁ ଦେଖି ଏବେବି ସତର୍କ ରହିବା ଜରୁରୀ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‌ଓ) । ଦ୍ୱିତୀୟ ଲହର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri