ଗମ୍ଭୀର ହୋଇପାରେ ମରୁଡ଼ି ସ୍ଥିତି
ଭୁବନେଶ୍ୱର, ୧୦।୮(ବ୍ୟୁରୋ): ରାଜ୍ୟରେ ପାଣି ଅଭାବରୁ ବିଭିନ୍ନ ଜିଲାରେ ଜମି ଫାଟି ଆଁ ହୋଇଛି। ତଳି ଓ ରୁଆ ଶୁଖିବାରେ ଲାଗିଛି। ଆଗକୁ ମରୁଡ଼ି ସ୍ଥିତି ଗମ୍ଭୀର ହେବାର ଆଶଙ୍କା ଦେଖାଦେଇଛି। କାରଣ ଏବେ ବି ରାଜ୍ୟରେ ନିଅଣ୍ଟିଆ ବର୍ଷା ଲାଗି…
ପୁଣି ନିଜ ଦଳର ସରକାରଙ୍କୁ ଟାର୍ଗେଟ କଲେ ସିଦ୍ଧୁ
ଜଳନ୍ଧର,୧୦।୮: ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ସହ ଦୀର୍ଘ ଦିନର ମନୋମାଳିନ୍ୟ ପରେ ନବଜୋତ ସିଂ ସିଦ୍ଧୁ ଏବେ ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ଅଛନ୍ତି। ଅଧ୍ୟକ୍ଷ ହେବା ପରଠାରୁ ତାଙ୍କ କାର୍ଯ୍ୟ ଶୈଳୀ ସମ୍ପୂର୍ଣ୍ଣ ଭିନ୍ନ ହୋଇଯାଇଛି ଏବଂ ସେ…
ଆଗକୁ ବ୍ଲେଣ୍ଡେଡ୍ ମୋଡ୍ରେ ପାଠପଢ଼ା
ପ୍ରଫେସର କ୍ଷିତିଭୂଷଣ ଦାସ। ଶିକ୍ଷାଦାନ ଓ ଗବେଷଣା କ୍ଷେତ୍ରରେ ୩୮ବର୍ଷର ଅଭିଜ୍ଞତା ରହିଛି। ଉତ୍କଳ ବିଶ୍ୱବିଦ୍ୟାଳୟର କୁଳସଚିବ ଓ ସିଡିସି ନିର୍ଦ୍ଦେଶକ ଭାବେ ସଫଳତାର ସହ କାର୍ଯ୍ୟ ସମ୍ପାଦନା କରିଛନ୍ତି। ଅବସର ପରେ ସେ ଆଇସିଏସ୍ଏସ୍ଆର୍ ନ୍ୟାଶନାଲ ଫେଲୋ ଏବଂ ଇଗ୍ନୋର…
କୋର୍ଟ ବର୍ଜନ ନିଷ୍ପତ୍ତି ସ୍ଥଗିତ
କଟକ ଅଫିସ,୧୦।୮: ହାଇକୋର୍ଟର ବିଭିନ୍ନ ପ୍ରୋସିଡିଂର ସିଧା ପ୍ରସାରଣକୁ ହାଇକୋର୍ଟ ବାର୍ ଆସୋସିଏଶନ ପକ୍ଷରୁ ବିରୋଧ ଜାରି ରହିଥିଲା। ମୁଖ୍ୟ ବିଚାରପତିଙ୍କ କୋର୍ଟକୁ ଆଇନଜୀବୀମାନେ ବର୍ଜନ କରିଆସୁଥିଲେ। ତେବେ ସୋମବାରଠାରୁ ବର୍ଜନ ନିଷ୍ପତ୍ତି ସ୍ଥଗିତ ରହିଛି। ଆସୋସିଏଶନର ସାଧାରଣ ପରିଷଦ ବୈଠକରେ…
କରୋନା ପରେ ଏବେ ଜିକା ଭାଇରସ୍ ଚିନ୍ତା
ପୁଣେ, ୧୦।୮: ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ କରୋନା ଭାଇରସ ସଂକ୍ରମଣରୁ ଉଦ୍ଧାର ପାଇ ନ ଥିବାବେଳେ ଏବେ ଅନ୍ୟ ଏକ ବିପଦ ସ୍ବାସ୍ଥ୍ୟ ବିଭାଗକୁ ଚିନ୍ତାରେ ପକାଇଛି। ଏବେ ମହାରାଷ୍ଟ୍ରରେ ଜିକା ଭାଇରସ୍ ବ୍ୟାପିବା ଆଶଙ୍କା ବଢିଛି। ପୁଣେରେ ଜିକା ଭାଇରସର ପ୍ରଥମ…
ତୃତୀୟ ଲହରରେ ୧୫% ଶିଶୁ ଆକ୍ରାନ୍ତ ଆଶଙ୍କା
ଭୁବନେଶ୍ୱର, ୧୦।୮(ବ୍ୟୁରୋ): କରୋନାର ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ମାନବ ସମ୍ବଳ, ଉପକରଣ ଆଦି ସବୁ କ୍ଷେତ୍ରରେ ବ୍ୟବସ୍ଥା ହୋଇଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେ…
ଇତିହାସ ରଚିଲେ ଏହି କ୍ରିକେଟର
ଢାକା,୧୦।୮: ଅଷ୍ଟ୍ରେଲିଆ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପଞ୍ଚମ ଟି-୧୦ ମ୍ୟାଚ୍ରେ ବାଂଲାଦେଶ ଅଷ୍ଟ୍ରେଲିଆକୁ ୬୦ ରନରେ ପରାସ୍ତ କରିଛି। ଏହା ସହ ଦଳ ୫ ମ୍ୟାଚ ବିଶିଷ୍ଟ ସିରିଜ ୪-୧ରେ ହାତେଇଛି ଘଷରାଇ ଦଳ। ବାମହାତୀ ସ୍ପିନ ବୋଲର ଶାକିବ…
ରାଜକନିକାର ୩ ପଞ୍ଚାୟତରେ ୧୪୪ ଧାରା ଜାରି
କେନ୍ଦ୍ରାପଡା ଅଫିସ,୧୦।୮: କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ବରୁଣାଡ଼ିହା ନିକଟ ଖରସ୍ରୋତା ନଦୀରୁ ଭଦ୍ରକ ଜିଲାକୁ ପାନୀୟ ଜଳ ଯୋଗାଣ ହେବ। ତେବେ ଏହି ପ୍ରକଳ୍ପକୁ ଆଳି ଓ ରାଜକନିକା ବ୍ଲକବାସୀ ବିରୋଧ କରୁଛନ୍ତି। ଏ ନେଇ ଆଇନ ଶୃଙ୍ଖଳା ପରିସ୍ଥିତି…
୨୨ ବଲ୍ରେ ଅର୍ଦ୍ଧଶତକ ହାସଲ କରି ରେକର୍ଡ କଲେ ଏହି ୧୭ ବର୍ଷୀୟା କ୍ରିକେଟର୍
ଲଣ୍ଡନ,୧୦।୮: ଭାରତର ଯୁବ ମହିଳା କ୍ରିକେଟର ଶେଫାଳି ବର୍ମା ଏବେ ଇଂଲଣ୍ଡର ହଣ୍ଡ୍ରେଣ୍ଡ ଲିଗରେ ଭାଗ ନେଉଛନ୍ତି। ଲିଗ୍ର ଏକ ମ୍ୟାଚ୍ରେ ସେ ଜବରଦସ୍ତ ପ୍ରଦର୍ଶନ କରି ନିଜ ଦଳ ବର୍ମିଂହାମ ଫିନିକ୍ସକୁ ବିଜୟ ପ୍ରଦାନ କରିଥିଲେ।ୱେଲ୍ସ ଫାୟାର ଏବଂ ବର୍ମିଂହାମ…
ନୀରବଙ୍କ ପ୍ରତ୍ୟର୍ପଣରେ ବିଳମ୍ବ
ନୂଆଦିଲ୍ଲୀ, ୧୦।୮: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍ବି)ରୁ ବୃହତ୍ ଋଣ ଠକେଇରେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ନୀରବ ମୋଦିଙ୍କ ଭାରତ ପ୍ରତ୍ୟର୍ପଣ ବିଳମ୍ବ ହେଉଛି। ଏହି ପ୍ରକ୍ରିୟା ଆହୁରି ବିଳମ୍ବ ହେବ ବୋଲି କୁହାଯାଉଛି। ବ୍ରିଟେନ ହାଇକୋର୍ଟ ନୀରବଙ୍କୁ ମାନସିକ ସ୍ବାସ୍ଥ୍ୟ…
ଜାତିଆଣ ମନ୍ତବ୍ୟ: ଅଡ଼ୁଆରେ ମୀରା
ଜାତିଆଣ ମନ୍ତବ୍ୟ ରଖି ଅଡ଼ୁଆରେ ପଡ଼ିଛନ୍ତି ମଡେଲ-ଅଭିନେତ୍ରୀ ମୀରା ମିଥୁନ। ଅନୁସୂଚିତ ଜାତି ବିରୋଧରେ ମନ୍ତବ୍ୟ ଦେବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାମିଲନାଡ଼ୁର ସାଇବର ଶାଖା ପୋଲିସ ମୀରାଙ୍କ ନଁ।ରେ ମାମଲା ରୁଜୁ କରିଛି। ଦଳିତ…
ଏନ୍ଏସ୍ଓ ସହ କୌଣସି ଦେଣନେଣ ହୋଇନି
ନୂଆଦିଲ୍ଲୀ, ୧୦ା୮: ଇସ୍ରାଏଲର ଏନ୍ଏସ୍ଓ ଗ୍ରୁପ୍ ଦ୍ୱାରା ପ୍ରସ୍ତୁତ ସ୍ପାଏଓ୍ବେର ପେଗାସସ୍କୁୁ କେନ୍ଦ୍ର ସରକାର କିଣି ଏହା ମାଧ୍ୟମରେ ଗୁପ୍ତଚରଗିରି କରିଥିବା ଅଭିଯୋଗର ତଦନ୍ତ ଦାବିରେ ପାର୍ଲାମେଣ୍ଟରେ ଅଚଳାବସ୍ଥା ସୃଷ୍ଟି ହୋଇଥିବାବେଳେ ଏ ବାବଦରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୋମବାର ପ୍ରତିକ୍ରିୟା…
Archives


