Home Left

ଆଥ୍‌ଲେଟଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା

ନୂଆଦିଲ୍ଲୀ, ୯ା୮: ଜାଭେଲିନ ଥ୍ରୋରେ ସ୍ବର୍ଣ୍ଣ ଜିତି ଇତିହାସ ସୃଷ୍ଟି କରିଥିବା ନୀରଜ ଚୋପ୍ରାଙ୍କ ସମେତ ସଫଳତା ହାସଲ କରିଥିବା ଭାରତୀୟ ଅଲିମ୍ପିକ ଦଳ ସୋମବାର ସ୍ବଦେଶ ଫେରିଛି। ସ୍ଥାନୀୟ ବିମାନବନ୍ଦରରେ କ୍ରୀଡ଼ାପ୍ରେମୀମାନଙ୍କ ପକ୍ଷରୁ ସେମାନଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ…

ଅନନ୍ତନାଗରେ ଆତଙ୍କବାଦୀଙ୍କ ଆକ୍ରମଣ: ଭାଜପା ନେତା ମୃତ

ନୂଆଦିଲ୍ଲୀ,୯ ।୮: ଜମ୍ମୁ-କଶ୍ମୀରର ଅନନ୍ତନାଗରେ ଆତଙ୍କବାଦୀମାନେ ଏକ ବଡ ଆକ୍ରମଣ କରିଛନ୍ତି । ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲାରେ ଆତଙ୍କବାଦୀମାନେ ଜଣେ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଓ ତାଙ୍କ ପତ୍ନୀଙ୍କୁ ଗୁଳିକରି ହତ୍ୟା କରିଛନ୍ତି । ସୂଚନାଯୋଗ୍ୟ, ଆତଙ୍କବାଦୀମାନେ କୁଲଗାମ…

ପୋଖରୀରେ ଓଲଟିଲା ଟ୍ରାକ୍ଟର, ଗଲା ୪ ଜୀବନ

ଦନ୍ତେୱାଡା,୯।୮: ସୋମବାର ଥିଲା ବିଶ୍ୱ ଆଦିବାସୀ ଦିବସ। ଏଥିରେ ଭାଗ ନେବାକୁ ମାଲକାନଗିରି ଜିଲା ଟାଟୁମ ଗାଁର ପ୍ରାୟ ୩୦ଜଣ ଆଦିବାସୀ ଏକ ଟ୍ରାକ୍ଟର ଯୋଗେ ଛତିଶଗଡ଼ କାଟେକାଲିଆନ୍‌ ଅଭିମୁଖେ ଯାଉଥିଲେ। ହେଲେ ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦନ୍ତେୱାଡା ଜିଲାର…

ୟୁଏନ୍‌ଏସ୍‌ସି: ସମୁଦ୍ର ସୁରକ୍ଷାକୁ ନେଇ ଆରମ୍ଭ ହେଲା ବୈଠକ

ନୂଆଦିଲ୍ଲୀ,୯ ।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ(ୟୁଏନ୍‌ଏସ୍‌ସି) ବୈଠକକୁ ସମ୍ବୋଧିତ କରିଛନ୍ତି । ଭିଡିଓ କନଫରେସିଂ ଜରିଆରେ ପ୍ରଧାନମନ୍ତ୍ରୀ ଏହି ବୈଠକର ଅଧ୍ୟକ୍ଷତା କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ଖୋଲା…

କେନ୍ଦ୍ର ସରକାରଙ୍କ ଚାପରେ ଟୁଇଟର ବନ୍ଦ କରିଛି ଆକାଉଣ୍ଟ: ରାହୁଲ

ନୂଆଦିଲ୍ଲୀ,୯ ।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଟୁଇଟର ଆକାଉଣ୍ଟକୁ ଅସ୍ଥାୟୀ ଭାବେ ବନ୍ଦ କରିବା ପରେ ସୋମବାର କଂଗ୍ରେସ ମାଇକ୍ରୋବ୍ଲଗିଂ ସାଇଟକୁ ଟାର୍ଗେଟ କରିଛି । ଦଳ ଟୁଇଟରକୁ ଦ୍ୱିଗୁଣ ଆଭିମୁଖ୍ୟ ଗ୍ରହଣ କରିଥିବା ଅଭିଯୋଗ କରିଛି ଏବଂ ଏହା…

ବଦଳିଲେ ଭଦ୍ରକ, ଢେଙ୍କାନାଳ ଜିଲାପାଳ

ଭୁବନେଶ୍ୱର,୯।୮: ରାଜ୍ୟ ସରକାର ସୋମବାର ଆଇଏଏସ୍‌ ଏବଂ ଓଏଏସ୍‌ସ୍ତରରେ ଅଦଳବଦଳ କରିଛନ୍ତି। ଭଦ୍ରକ ଜିଲାପାଳ ଜ୍ଞାନରଞ୍ଜନ ଦାସଙ୍କୁ ପଞ୍ଚାୟତିରାଜ ବିଭାଗ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛନ୍ତି। ସେହିପରି ପଞ୍ଚାୟତିରାଜ ନିର୍ଦ୍ଦେଶକ ଥିବା ଉମାକାନ୍ତ ତ୍ରିପାଠୀଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ…

କରୋନା ନେଇଛି ୧୮୫ଯବାନଙ୍କ ଜୀବନ: ପ୍ରତିରକ୍ଷା ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୯।୮: ଦେଶରେ କରୋନା ମହାମାରୀ ସଙ୍କଟ ଜାରି ରହିଛି। କରୋନା ଯୋଗୁ ଦେଶରେ କେବଳ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇନାହିଁ ବରଂ ଭାରତୀୟ ସେନାଙ୍କ ବି ଜୀବନ ଯାଇଛି। କରେନା ଯୋଗୁ ଅନେକ ଯବାନ ନିଜର ପ୍ରାଣ ହରାଇଛନ୍ତି। ଦେଶରେ କରୋନା…

ଶୁଟିଂ ସେଟ୍‌ରେ ଆହତ ହେଲେ ସୃଷ୍ଟି

ମୁମ୍ବାଇ: ଟେଲି ଜଗତର ପପୁଲାର ଶୋ’ ‘ହମାରି ଓ୍ବାଲି ଗୁଡ ନ୍ୟୁଜ୍‌’ ଶୁଟିଂ ସେଟ୍‌ରେ ଏକ ଅଘଟଣ ଘଟିଛି। ଶୁଟିଂ ସମୟରେ ଅଭିନେତ୍ରୀ ସୃଷ୍ଟି ଜୈନ ଆହତ ହୋଇଥିବା ଜଣାପଡ଼ିଛି। ଶୁଟିଂ ସମୟରେ ସୃଷ୍ଟିଙ୍କ ମୁଣ୍ଡ ଉପରେ ଏକ ମେଟାଲ ରୋଡ…

ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ପ୍ରଦର୍ଶନ ପରେ ଭାରତ ଫେରିଲେ ଖେଳାଳି: ଜୋରଦାର ସ୍ବାଗତ

ନୂଆଦିଲ୍ଲୀ,୯।୮: ଟୋକିଓ ଅଲିମ୍ପିକ୍ସରେ ଏକ ଐତିହାସିକ ତଥା ସ୍ମରଣୀୟ ପ୍ରଦର୍ଶନ କରିବା ପରେ ଭାରତୀୟ ଆଥଲେଟ୍‌ମାନେ ଆଜି ଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କୁ ଦିଲ୍ଲୀ ବିମାନବନ୍ଦରରେ ଜୋରଦାର ସ୍ବାଗତ କରାଯାଇଥିଲା। ଟୋକିଓରୁ ଘରକୁ ଫେରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ସ୍ବର୍ଣ୍ଣ ପଦକ ବିଜେତା ନୀରଜ…

ଧାର୍ମିକ ସଭାକୁ ଅନୁମତି ଦେବାରୁ ବୃଦ୍ଧି ହେଲା ସଂକ୍ରମଣ

ନୂଆଦିଲ୍ଲୀ, ୯ ।୮: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର କମି କମି ଆସୁଥିବା ବେଳେ ଏବେ କିନ୍ତୁ କେତେକ ରାଜ୍ୟରେ ଏହା ପୁଣିଥରେ ବଢିବା ଦେଖାଯାଇଛି । ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ(ଆଇସିଏମ୍‌ଆର୍‌) ଜୁନ୍ ୧୪ରୁ ଜୁଲାଇ ୬…

ନିଜଠୁ ୪ ବର୍ଷ ବଡ଼ ଏହି ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଥିଲେ ମହେଶ ବାବୁ, ପରିବାରରେ ପ୍ରଥମେ ଜଣାଇଥିଲେ ….

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ମହେଶ ବାବୁ ନିଜର ଦୃଢ଼ ଅଭିନୟ ଏବଂ ସୁନ୍ଦର ଚେହେରା ସହିତ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଚଳିତ ବର୍ଷ ମହେଶ ବାବୁ ତାଙ୍କର ୪୬ ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ତାମିଲନାଡୁର ରାଜଧାନୀ ଚେନ୍ନାଇରେ…

ଲାଲୁଙ୍କ ପରିବାରରେ କ୍ଷମତା ସଂଘର୍ଷ: ଦଳୀୟ କାର୍ଯ୍ୟାଳୟରୁ ହଟାଗଲା ତେଜପ୍ରତାପଙ୍କ ପୋଷ୍ଟର

ପାଟନା,୯।୮: ବିହାରର ମୁଖ୍ୟ ବିରୋଧୀ ଦଳ ରାଷ୍ଟ୍ରୀୟ ଜନତା ପାର୍ଟି(ଆରଜେଡି)ରେ ଏବେ ଘରୋଇ କନ୍ଦଳ ବଢ଼ିବାରେ ଲାଗିଛି। ଚଳିତ ବର୍ଷ ଶେଷ ଆଡ଼କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପାଇଁ ନିର୍ବାଚନ ହେବ। ହେଲେ ଏହାପୂର୍ବରୁ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ୨ପୁଅ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri