Home Left

ସ୍କ୍ରିନ୍‌ରେ ଅବିବାହିତ, ଅସଲରେ ତିନି ସନ୍ତାନର ପିତା

ବମ୍ବେ: ପରଦାରେ ବାଡୁଅ ଯୁବକଙ୍କ ଭୂମିକା। ହେଲେ ବ୍ୟକ୍ତିଗତ ଜୀବନରେ ସେ ତିନୋଟି ସନ୍ତାନର ବାପା। ଆମେ କଥା ହେଉଛୁ ଲୋକପ୍ରିୟ ଧାରାବାହିକ ‘ତାରକ ମେହେତା କା ଉଲଟା ଚଷମା’ ଜରିଆରେ ଘରେ ଘରେ ପରିଚିତ ହୋଇଥିବା ପତ୍ରକାର ପୋପଟଲାଲ। ଟେଲିଭିଜନ…

ନକୁଲଙ୍କ ରିପୋର୍ଟ ପଜିଟିଭ୍‌

ବମ୍ବେ: ଲୋକପ୍ରିୟ ଧାରାବାହିକ ‘ବଡେ ଅଚ୍ଛେ ଲଗତେ ହୈ’ରେ ରାମ କପୁର ଭୂମିକାରେ ନଜର ଆସୁଥିବା ନକୁଲ ମେହେଟାଙ୍କୁ କରୋନା। ତାଙ୍କର ରିପୋର୍ଟ ପଜିଟିଭ୍‌ ଆସିଛି। ଏନେଇ ନକୁଲ ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ନକୁଲ ପ୍ରଶଂସକଙ୍କୁ…

ହିରୋଇନ୍‌ଙ୍କୁ ପଛରେ ପକାଇବେ ବାହୁବଲୀର କଟପ୍ପାଙ୍କ ଝିଅ

ବମ୍ବେ: ବଲିଉଡ୍‌ରେ ଅନେକ ସିନେମା ରିଲିଜ ହୋଇଥାଏ। ହେଲେ ସେଥିରୁ କିଛି ଫିଲ୍ମ ଏପରି ଥାଏ ଯାହା ସବୁଦିନ ପାଇଁ ମନେ ରୁହେ। ଯେମିତି କି ‘ବାହୁବଲୀ’। ଏହି ଫିଲ୍ମରେ ଅନ୍ୟତମ ପ୍ରମୁଖ ଭୂମିକା ଥିଲା ‘କଟପ୍ପା’ଙ୍କର। ଅଭିନେତା ସତ୍ୟରାଜ ଏହି…

ନରମିଲେ ରାଓ୍ବତ

ନୂଆଦିଲ୍ଲୀ,୨୩।୧୨: କଂଗ୍ରେସ ନେତା ହରିଶ ରାୱତ ବୁଧବାର ତାଙ୍କ ହାତ ଓ ପାଦ ବନ୍ଧା ଯାଇଥିବା ଟୁଇଟ୍‌ କରିବା ପରେ ଗୁରୁବାର ସ୍ବର ବଦଳାଇଛନ୍ତି। ସେ କହିଛନ୍ତି, ତାହା ତାଙ୍କ ନିତିଦିନିଆ ଟୁଇଟ୍‌ ଥିଲା। କିନ୍ତୁ ଆଜି ଖବରକାଗଜ ପଢିବା ପରେ…

କର୍ନାଟକର ଚିକ୍କାବାଲାପୁରାରେ ଭୂକମ୍ପ

ବେଙ୍ଗାଲୁରୁ,୨୩।୧୨: ଗୁରୁବାର କର୍ନାଟକର ଚିକ୍କାବାଲାପୁରାରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୩.୬ ରେ ମାପ କରାଯାଇଛି। ଭୂକମ୍ପ ଅନୁଭବ କରିବା ପରେ ଲୋକମାନେ ନିଜ ଘରୁ ରାସ୍ତାକୁ ବାହାରି ଆସିଥିଲେ। ଏହି ଭୂକମ୍ପ ଯୋଗୁ କୌଣସି…

ଦୀର୍ଘଦିନ ପରେ ଫଟୋ ଶେୟାର କଲେ ଐଶ୍ୱର୍ଯ୍ୟା, ଲେଖିଲେ…

ମୁମ୍ବାଇ: ବିଶ୍ୱସୁନ୍ଦରୀ ତଥା ନୀଳନୟନା ତାଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରୁହନ୍ତି। ଏବେ ସେ ଏକ ଫଟୋ ପୋଷ୍ଟ କରିଛନ୍ତି। ଯାହା ଖୁବ୍‌ ଭାଇରାଲ ହେବାରେ ଲାଗିଛି। ନିକଟରେ ଐଶ୍ୱର୍ଯ୍ୟା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ…

ଯେବେ ରିଲ୍‌-ରିୟଲ୍‌ କପିଳ ଦେବ ହେଲେ ଭେଟ: ଘଟିଲା ଏମିତି

ଡିସେମ୍ବର ୨୪ରେ ରଣବୀର ସିଂ ଏବଂ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘୮୩’ ମୁକ୍ତିଲାଭ କରିବାକୁ ଯାଉଛି। ଏହା ପୂର୍ବରୁ ସେଲିବ୍ରିଟି ଏବଂ ମିଡିଆ ପାଇଁ ଫିଲ୍ମର ସ୍କ୍ରିନିଂ କରାଯାଇଥିଲା। ୧୯୮୩ ବିଶ୍ୱକପ ବିଜେତା ଅଧିନାୟକ କପିଲ ଦେବଙ୍କୁ ମଧ୍ୟ ଏହି…

ନୂଆ ଅବତାରରେ ରବି ଶାସ୍ତ୍ରୀ

ନୂଆଦିଲ୍ଳୀ,୨୩।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ – ଟେଷ୍ଟ ସିରିଜ ଡିସେମ୍ବର ୨୬ରେ ସେଞ୍ଚୁରିଅନରେ ଆରମ୍ଭ ହେବାକୁ ଯାଉଛି। ଏହାପୂର୍ବରୁ ଟିମ ଇଣ୍ଡିଆର ପୂର୍ବତନ ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କ ନୂଆ ଅବତାର ଭାଇରାଲ ହେବାରେ ଲାଗିଛି। ଷ୍ଟାର ସ୍ପୋର୍ଟସରେ…

ପ୍ରେମରେ ପୂର୍ଣ୍ଣଚ୍ଛେଦ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ୍‌- ରେହମାନ ଶଲ୍‌ଙ୍କ ପ୍ରେମରେ ପୂର୍ଣ୍ଣଚ୍ଛେଦ ପଡ଼ିଥିବା ଏବେ ସୋସିଆଲ ମିଡିଆରେ ଜୋର୍‌ଦାର ଚର୍ଚ୍ଚା ହେଉଛି। ରେହମାନ ସୁସ୍ମିତାଙ୍କ ଘର ଛାଡ଼ି ନିଜର ଜିନିଷପତ୍ର ନେଇ ଆସିଛନ୍ତି। ବର୍ତ୍ତମାନ ସେ ତାଙ୍କ ବନ୍ଧୁଙ୍କ ଘରେ ରହୁଛନ୍ତି।…

୨୪ ଘଣ୍ଟାରେ ଦ୍ୱିତୀୟ ଥର ଲାଗି ‘ପ୍ରଳୟ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ବର ଅଫିସ,୨୩।୧୨: ବାଲେଶ୍ୱର ଚାନ୍ଦିପୁର ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆର୍‌ଡିଓ) ପକ୍ଷରୁ ‘ପ୍ରଳୟ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି। ଗୁରୁବାର ସକାଳ ୯ଟା ୩୦ ସମୟରେ ଓଡ଼ିଶା ଉପକୂଳ ଅବଦୁଲ କାଲାମ ଦୀପ ୪ ନଂ ଲଞ୍ଚ ପ୍ୟାଡ୍‌ରୁ…

ସ୍କୁଟି ଚାଳକଙ୍କୁ ପଛରୁ ପିଟିଲା ଟ୍ରକ

ଚୌଦ୍ୱାର,୨୩ା୧୨(ଡି.ଏନ୍‌.ଏ.): ୫୫ ନଂ. ନମ୍ବର ଜାତୀୟ ରାଜପଥ ମଙ୍ଗୁଳିଛକ ଏକ ହୋଟେଲ ନିକଟରେ ଗୁରୁବାର ସକାଳେ ଟ୍ରକ ଦୁର୍ଘଟଣାରେ ଜଣକର ଶୋଚନୀୟ ମୃତ୍ୟୁ ହୋଇଛି ା ମିଳିଥିବା ସୁଚନା ଅନୁଯାୟୀ, ମଙ୍ଗୁଳିରୁ ଢେଙ୍କାନାଳ ଅଭିମୁଖେ ଯାଉଥିବା ଏକ ସ୍କୁଟି ଆରୋହୀଙ୍କୁ ଏକ…

ଆଇପିଏଲ୍‌ରେ ବ୍ରାଏନ ଲାରାଙ୍କ ଏଣ୍ଟ୍ରି: ଏହି ଦଳର ହେଲେ ବ୍ୟାଟିଂ କୋଚ

ନୂଆଦିଲ୍ଲୀ,୨୩।୧୨: କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ବ୍ରାଏନ ଲାରା ଏବଂ ଦକ୍ଷିଣ ଆଫ୍ରିକାର ମାରାତ୍ମକ ବୋଲର ଡେଲ ଷ୍ଟେନ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ରେ ଯୋଗ ଦେଇଛନ୍ତି। ସନରାଇଜର୍ସ ହାଇଦ୍ରାବାଦ ଲାରାଙ୍କୁ ବ୍ୟାଟିଂ କୋଚ ଏବଂ ଷ୍ଟେନଙ୍କୁ ବୋଲିଂ କୋଚ ଭାବରେ ନିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?