ଗୀତକୁ ନେଇ ବିବାଦରେ ସନ୍ନି ଲିଓନି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସନ୍ନି ଲିଓନି ପୁଣି ଚର୍ଚ୍ଚାରେ। ଏବେ ସେ ଆଉ ତାଙ୍କ ନୂଆ ରିଲିଜ୍‌ ଗୀତକୁ ନେଇ ବିବାଦ ଘେରକୁ ଆସିଛନ୍ତି। ସୋସିଆଲ ମିଡିଆରେ ସନ୍ନିଙ୍କ ଏହି ଗୀତକୁ ନେଇ ଟ୍ରୋଲ କରାଯାଉଛି। ଏପରିକି ବ୍ୟାନ କରିବା ପାଇଁ ଦାବି ହୋଇଛି।

ସନ୍ନି ନୂଆ ମ୍ୟୁଜିକ ଭିଡିଓ ଆଲବମ ‘ନାଚେ ମଧୁବନ ମେଁ ରାଧିକା’ ଜରିଆରେ ସେ ପୁଣି ଥରେ ତାଙ୍କୁ ଆଇଟମ୍‌ ଗୀତରେ ଦେଖିବାକୁ ମିଳିଛି। ତେବେ ଏହି ଗୀତ ୨୨ ଡିସେମ୍ବରରେ ମୁକ୍ତିଲାଭ କରିଥିଲା। ଯାହାକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି। ଏହି ଗୀତ ମାଧ୍ୟମରେ ହିନ୍ଦୁମାନଙ୍କ ଭାବନାକୁ ଆଘାତ ପହଞ୍ଚାଇ ଥିବା ଅଭିଯୋଗ ହୋଇଛି। ଜଣେ ୟୁଜର୍ସ ଲେଖିଛନ୍ତି, ରାଧିକା ଜଣେ ନୃତ୍ୟଶିଳ୍ପୀ ନୁହଁନ୍ତି ବରଂ ସେ ଶ୍ରୀକୃଷ୍ଣଙ୍କ ଜଣେ ଭକ୍ତ ଥିଲେ। ମଧୁବନ ଏକ ଶାନ୍ତିର ସ୍ଥାନ। ରାଧା ମଧୁବନରେ ଏହିପରି ନାଚନ୍ତି ନାହିଁ। ଏହା ଲଜ୍ଜାଜନକ ଗୀତ। ଏହି ଗୀତକୁ କନିକା କପୁର ଗାଇଥିବା ବେଳେ ଗଣେଶ ଆଚାର୍ଯ୍ୟ କୋରିଓଗ୍ରାଫି କରିଛନ୍ତି। ଉଭୟ ସନ୍ନି ଏବଂ କନିକା ଏହି ଗୀତର ପ୍ରମୋଶନ ପାଇଁ ବିଗ୍‌ ବସ ୧୫ ରେ ପହଞ୍ଚିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନବବଧୂଙ୍କୁ ନେଇ ଘରକୁ ଫେରୁଥିଲେ ଆଦିତ୍ୟ ନାରାୟଣ: ରାସ୍ତାରେ ଅଟକାଇ ଦେଲେ ଏମାନେ

ପ୍ରସିଦ୍ଧ ଗାୟକ ତଥା ଇଣ୍ଡିଆନ ଆଇଡଲ ୧୨ର ହୋଷ୍ଟ ଆଦିତ୍ୟ ନାରାୟଣ ତାଙ୍କ ପ୍ରେମିକା ଶ୍ୱେତା ଅଗ୍ରୱାଲଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଡିସେମ୍ବର...

ତୃତୀୟ ସପ୍ତାହରେ ଫିଲ୍ମ ‘ଆରଆରଆର’ର ଜବରଦସ୍ତ ରେକର୍ଡ

ମୁମ୍ବାଇ: କୋମାରାମ ଭୀମ ଓ ଆଲୁରୀ ସୀତାରାମ ରାଜୁଙ୍କ ଚରିତ୍ରରେ ଅଭିନୟ କରିଥିବା ଜୁନିୟର ଏନ୍‌ଟିଆର ଓ ରାମଚରଣଙ୍କ ବେଶ୍‌ ରୋମାଞ୍ଚକର କାହାଣୀ ‘ଆରଆରଆର’ ବକ୍ସ...

ହସ୍ପିଟାଲ୍‌ରେ ଏଜାଜ୍‌ ଖାଁ

ବମ୍ବେ: ଟେଲିଭିଜନ ଷ୍ଟାର ତଥା ବିଗ୍‌ବସ୍‌ର ପ୍ରତିଯୋଗୀ ଥିବା ଏଜାଜ୍‌ ଖାଁ ଅସୁସ୍ଥ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ ଟାଇଫଏଡ୍‌ରେ ପୀଡ଼ିତ ଥିବା ଜଣାପଡ଼ିଛି।...

ଖୁସି ଅନ୍ତରାଳେ

କ୍ରିତି ସାନନଙ୍କ ଖୁସି କହିଲେ ନ ସରେ। କାରଣ ଦୀର୍ଘ ଦିନର ସ୍ବପ୍ନ ତାଙ୍କର ସାକାର ହୋଇଛି। ଯେତେବେଳେ ତାଙ୍କୁ ଏହି ଅଫର ମିଳିଲା ସେତେବେଳେ...

କଳାକାରଙ୍କ ଭାଗ୍ୟ ବଦଳାଏ ଫିଲ୍ମ ଫ୍ରାଇଡେ

ମୁମ୍ବାଇ: କଳାକାରଙ୍କ ଭାଗ୍ୟ ଶୁକ୍ରବାର ବଦଳିଯାଏ ବୋଲି ଅଭିନେତ୍ରୀ ତମନ୍ନା ଭାଟିଆ ପ୍ରକାଶ କରିଛନ୍ତି। ପ୍ରତି ସପ୍ତାହର ଶୁକ୍ରବାର ନୂଆ ଫିଲ୍ମ ରିଲିଜ ହେଉଥିବାରୁ କଳାକାରମାନେ...

ଚାଞ୍ଚଲ୍ୟକର ବୟାନ ଦେଲେ ସୁଶାନ୍ତଙ୍କ ପଡୋଶୀ: ୧୩ ଜୁନ ରାତିରେ ବନ୍ଦ ଥିଲା ରୁମ ଲାଇଟ୍‌

ମୁମ୍ବାଇ,୨୨।୮-ବଲିଉଡ ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ବର୍ତ୍ତମାନ ଏହି ମାମଲାରେ ଏକ ନୂଆ ତଥ୍ୟ...

ଇଜିପ୍ଟରେ ଛୁଟି କାଟୁଛନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ହିନା ଖାନ୍‌ ବର୍ତ୍ତମାନ ଇଜିପ୍ଟରେ ଛୁଟି କାଟୁଛନ୍ତି। ଏହି ସମୟର କିଛି ସୁନ୍ଦର ଫଟୋ ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିଛନ୍ତି।...

ଗୋଟିଏ ରାତିରେ ଘଟିଲା ଏପରି କିଛି ସବୁଦିନ ପାଇଁ ଅମିତାଭଙ୍କ ଜୀବନରୁ ଦୂରେଇ ଗଲେ ରେଖା

ବଲିଉଡ୍‌ର ପ୍ରେମ କାହାଣୀ ସମ୍ପର୍କରେ କହିଲେ ପ୍ରଥମେ ବିଗ୍‌ବି ଅମିତାଭ ବଚ୍ଚନ ଓ ରେଖାଙ୍କ ନାମ ସାମ୍ନାକୁ ଆସିବ। ଉଭୟ ଅନେକ ଫିଲ୍ମରେ ଏକାଠି କାମ...

Advertisement
Archives

Model This Week