ବଲିଉଡର ସବୁଠାରୁ ଲମ୍ବା ଚୁମ୍ବନ: ଏହି ଅଭିନେତ୍ରୀଙ୍କୁ ଦେଇଥିଲେ…
ବଲିଉଡରେ ସିରିଏଲ କିସର ଭାବରେ ଇମ୍ରାନ ହାସ୍ମି ବେଶ ଜଣାଶୁଣା । ସେ ଫିଲ୍ମ ‘ଫୁଟ୍ପାଥ’ରୁ ବଲିଉଡ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ। ପରେ ଇମ୍ରାନ ୨୦୦୪ ଫିଲ୍ମ ମର୍ଡରରୁ ଏକ ଭିନ୍ନ ପରିଚୟ ପାଇଥିଲେ। ପରେ ସେ ଅନେକ ହିଟ ଫିଲ୍ମ…
ଫୁଟ୍ବଲ୍ ପଡିଆରେ ରଣବୀରଙ୍କ ସହ ଏମିତି କାମ କଲେ ଅର୍ଜୁନ: ପ୍ରଶଂସକ ଦେଖି କହିଲେ…
ବଲିଉଡ୍ ଅଭିନେତା ରଣବୀର ସିଂ ଏବଂ ଅର୍ଜୁନ କପୁରଙ୍କ ଦୀର୍ଘ ଦିନର ବନ୍ଧୁତା ରହିଛି। ୨୦୧୪ରେ, ଦୁହେଁ ଫିଲ୍ମ ‘ଗୁଣ୍ଡେ’ରେ ଏକାଠି କାମ କରିଥିଲେ। ଉଭୟ ପରସ୍ପରର ଇନଷ୍ଟାଗ୍ରାମ ପୋଷ୍ଟରେ ମଜାଳିଆ ମନ୍ତବ୍ୟ ଦିଅନ୍ତି। ନିକଟରେ ଉଭୟଙ୍କ କିଛି ଫଟୋ ଏବଂ…
ସୋସିଆଲ ମିଡିଆରେ ଜୀବନସାଥୀ କରୁଛନ୍ତି କି ଏମିତିି: ହୋଇଯାଆନ୍ତୁ ସାବଧାନ
କରୋନା ଲାଗି ଏବେ ଲୋକେ ଅଧିକ ସମୟ ଘରେ ବିତାଉଛନ୍ତି। ଏପରି ପରିସ୍ଥିତିରେ ଇଣ୍ଟରନେଟ ସେମାନଙ୍କ ପାଇଁ ସାଥୀ ହୋଇଯାଇଛି। ଅନେକ ସୋସିଆଲ ମିଡିଆରେ ଅଧିକ ସମୟ ବିତାଉଛନ୍ତି। ମାତ୍ର ସୋସିଆଲ ମିଡିଆର କିଛି ଭୁଲ ଅଭ୍ୟାସ ହେତୁ, ସମ୍ପର୍କ ମଧ୍ୟରେ…
ମାନିଲେନି କଟକଣା: ବଳଦେବ ଜୀଉ ମନ୍ଦିର ଉପରେ ଚଢ଼ିଗଲେ
କେନ୍ଦୁଝର,୯।୮(ସ୍ବ.ପ୍ର.): ମନ୍ଦିର ପ୍ରବେଶ ଲାଗି ରହିଛି କଟକଣା। ଏହାସତ୍ତ୍ୱେ କେନ୍ଦୁଝର ପୁରୁଣା ସହର ସ୍ଥିତ ବଳଦେବ ଜୀଉ ମନ୍ଦିର ଉପରକୁ ସୋମବାର ସନ୍ଧ୍ୟାରେ ଜଣେ ବ୍ୟକ୍ତି ଚଢ଼ି ଯାଇଥିଲେ। ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ମନ୍ଦିର ଦାୟିତ୍ୱରେ ଥିବା କର୍ମଚାରୀ…
ଦୁର୍ନୀତି ପର୍ଦ୍ଦାଫାସରୁ ଖବରଦାତାଙ୍କୁ ହତ୍ୟା
ହାଇଦ୍ରାବାଦ,୯ା୮: ନିଲମ୍ବିତ କନଷ୍ଟେବଳ ସ୍କ୍ରୁଡ୍ରାଇଭର ଭୁସି ଜଣେ ଖବରଦାତାଙ୍କୁ ହତ୍ୟା କରିଛନ୍ତି। ଆନ୍ଧ୍ରପ୍ରଦେଶର କୁର୍ନୋଲ ଜିଲାରେ ରବିବାର ରାତିରେ ଏହି ଘଟଣା ଘଟିଛି। ମୃତକ କେଶବ ସ୍ଥାନୀୟ ଏକ ଚ୍ୟାନେଲରେ ରିପୋର୍ଟର ଭାବେ କାମ କରୁଥିଲେ। ପୋଲିସ ବିଭାଗରେ ଦୁର୍ନୀତି ଘଟଣାରେ…
ମଙ୍ଗଳବାରଠୁ ଖୋଲିବ ଘଟଗାଁ ତାରିଣୀ ମନ୍ଦିର
କେନ୍ଦୁଝର/ଘଟଗାଁ,୯ା୮(ସ୍ବ.ପ୍ର./ଡି.ଏନ୍.ଏ.): ମଙ୍ଗଳବାରଠାରୁ କୋଭିଡ୍ କଟକଣାରେ ଖୋଲିବ କେନ୍ଦୁଝର ଜିଲାର ପ୍ରସିଦ୍ଧ ଘଟଗାଁ ତାରିଣୀ ମନ୍ଦିର। ଏନେଇ ଜିଲା ପ୍ରଶାସନ ପକ୍ଷରୁ ଗାଇଡ୍ଲାଇନ ଜାରି କରାଯାଇଛି। ଶ୍ରଦ୍ଧାଳୁମାନେ ମାସ୍କ ପରିଧାନ ଓ ସାମାଜିକ ଦୂରତ୍ୱ ରକ୍ଷାକରି ମା’ଙ୍କ ଦର୍ଶନ କରିପାରିବେ। ୨ଟି ପର୍ଯ୍ୟାୟରେ…
ରିଲିଜ୍ ହେଲା ସୋନୁଙ୍କ ନୂଆ ଗୀତ
ମୁମ୍ବାଇ: ବଲିଉଡ୍ ନାୟକ ସୋନୁ ସୁଦ କିଛିମାସ ହେବ ରହୁଛନ୍ତି ଚର୍ଚ୍ଚାରେ । କିଛିଦିନ ପୂର୍ବରୁ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରି ସୋନୁ ଆସିଥିଲେ ଚର୍ଚ୍ଚାକୁ । ଏବେ ତାଙ୍କର ଏକ ନୂଆ ଗୀତ ରିଲିଜ୍ ହେବା ପରେ ପୁଣିଥରେ ସେ…
ପ୍ରଶଂସକଙ୍କ ନିଦ ହଜାଇଲେ କଙ୍ଗନା!
ମୁମ୍ବାଇ: ବଲିଉଡ୍ ନାୟିକା କଙ୍ଗନା ରାନାୱତ ଆଜିକାଲି ଖୁବ୍ ଚର୍ଚ୍ଚାରେ । ଅବଶ୍ୟ ସେ ତାଙ୍କ କାମ ପାଇଁ ଯେତିକି ଚର୍ଚ୍ଚିତ ନୁହେଁ ନିଜର ବେକାବୁ ବୟାନକୁ ନେଇ ସେ ଖୁବ୍ ଚର୍ଚ୍ଚିତ । ଏବେ କିନ୍ତୁ ତାଙ୍କ ଅଭିନୀତ ଫିଲ୍ମ…
ଆଥ୍ଲେଟଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା
ନୂଆଦିଲ୍ଲୀ, ୯ା୮: ଜାଭେଲିନ ଥ୍ରୋରେ ସ୍ବର୍ଣ୍ଣ ଜିତି ଇତିହାସ ସୃଷ୍ଟି କରିଥିବା ନୀରଜ ଚୋପ୍ରାଙ୍କ ସମେତ ସଫଳତା ହାସଲ କରିଥିବା ଭାରତୀୟ ଅଲିମ୍ପିକ ଦଳ ସୋମବାର ସ୍ବଦେଶ ଫେରିଛି। ସ୍ଥାନୀୟ ବିମାନବନ୍ଦରରେ କ୍ରୀଡ଼ାପ୍ରେମୀମାନଙ୍କ ପକ୍ଷରୁ ସେମାନଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ…
ଅନନ୍ତନାଗରେ ଆତଙ୍କବାଦୀଙ୍କ ଆକ୍ରମଣ: ଭାଜପା ନେତା ମୃତ
ନୂଆଦିଲ୍ଲୀ,୯ ।୮: ଜମ୍ମୁ-କଶ୍ମୀରର ଅନନ୍ତନାଗରେ ଆତଙ୍କବାଦୀମାନେ ଏକ ବଡ ଆକ୍ରମଣ କରିଛନ୍ତି । ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲାରେ ଆତଙ୍କବାଦୀମାନେ ଜଣେ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଓ ତାଙ୍କ ପତ୍ନୀଙ୍କୁ ଗୁଳିକରି ହତ୍ୟା କରିଛନ୍ତି । ସୂଚନାଯୋଗ୍ୟ, ଆତଙ୍କବାଦୀମାନେ କୁଲଗାମ…
ପୋଖରୀରେ ଓଲଟିଲା ଟ୍ରାକ୍ଟର, ଗଲା ୪ ଜୀବନ
ଦନ୍ତେୱାଡା,୯।୮: ସୋମବାର ଥିଲା ବିଶ୍ୱ ଆଦିବାସୀ ଦିବସ। ଏଥିରେ ଭାଗ ନେବାକୁ ମାଲକାନଗିରି ଜିଲା ଟାଟୁମ ଗାଁର ପ୍ରାୟ ୩୦ଜଣ ଆଦିବାସୀ ଏକ ଟ୍ରାକ୍ଟର ଯୋଗେ ଛତିଶଗଡ଼ କାଟେକାଲିଆନ୍ ଅଭିମୁଖେ ଯାଉଥିଲେ। ହେଲେ ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦନ୍ତେୱାଡା ଜିଲାର…
ୟୁଏନ୍ଏସ୍ସି: ସମୁଦ୍ର ସୁରକ୍ଷାକୁ ନେଇ ଆରମ୍ଭ ହେଲା ବୈଠକ
ନୂଆଦିଲ୍ଲୀ,୯ ।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ(ୟୁଏନ୍ଏସ୍ସି) ବୈଠକକୁ ସମ୍ବୋଧିତ କରିଛନ୍ତି । ଭିଡିଓ କନଫରେସିଂ ଜରିଆରେ ପ୍ରଧାନମନ୍ତ୍ରୀ ଏହି ବୈଠକର ଅଧ୍ୟକ୍ଷତା କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ଖୋଲା…
Archives


