୨୦୨୦ରେ ତାଲିବାନ ପକେଟକୁ ଯାଇଛି ୧୦୬ କୋଟି ଡଲାର…
କାବୁଲ,୧୭।୮: ଶକ୍ତିଶାଳୀ ଆମେରିକା ସୈନ୍ୟଙ୍କୁ ଆଫଗାନିସ୍ତାନରୁ ପଳାୟନ କରିବାକୁ ପଡ଼ିଛି। ତାଲିବାନର ଶକ୍ତିଶାଳୀ ଆର୍ଥିକ ଅବସ୍ଥା ମଧ୍ୟ ଏହା ପଛର ଏକ କାରଣ। ଏହା ଯୋଗୁ ଆଫଗାନିସ୍ତାନ ସରକାର ଆତଙ୍କବାଦୀ ସଂଗଠନକୁ ଅଟକାଇବାରେ ବିଫଳ ହୋଇଛନ୍ତି। ନାଟୋର ଏକ ଗୁପ୍ତ ରିପୋର୍ଟ…
ଗାଳି ଦେଲେ କୋହଲି; ଅମ୍ପାୟାର କହିଲେ, ମୁହଁରେ ତାଲା ଦିଅ: ଦେଖନ୍ତୁ ଭିଡିଓ
ଇଂଲଣ୍ଡ,୧୭।୮: ଲର୍ଡସରେ ଖେଳାଯାଇଥିବା ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟର ଶେଷ ଦିନ ଅତ୍ୟନ୍ତ ରୋମାଞ୍ଚକର ଥିଲା। ଏହା ସହିତ ମ୍ୟାଚରେ ଅନେକ ହାଇ ଭୋଲଟେଜ ଡ୍ରାମା ମଧ୍ୟ ଦେଖିବାକୁ ମିଳିଥିଲା। ଇଂଲଣ୍ଡ ଖେଳାଳିମାନେ ସ୍ଲେଜିଂ କରୁଥିବା ବେଳେ ବିରାଟ…
ନକଲି ସିମେଣ୍ଟ କାରଖାନା ଠାବ
ଭୁବନେଶ୍ୱର,୧୭।୮(ବ୍ୟୁରୋ): ରାଜଧାନୀ ଉପକଣ୍ଠ ପାତ୍ରପଡ଼ାରେ ପୋଲିସ ଆଖିରେ ଧୂଳି ଦେଇ ଦୀର୍ଘ ବର୍ଷ ଧରି ଚାଲୁଥିଲା ନକଲି ସିମେଣ୍ଟ କାରଖାନା। ଏହି କାରଖାନାରେ ନକଲି ସିମେଣ୍ଟ ପ୍ରସ୍ତୁତ କରାଯାଇ ବିଭିନ୍ନ ଦାମୀ କମ୍ପାନୀର ଲୋଗୋ ଲଗାଇ ପ୍ୟାକିଂ କରାଯାଉଥିଲା। ପରେ ଏହାକୁ…
ଲଘୁଚାପ:ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର,୧୭।୮(ବ୍ୟୁରୋ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଆନ୍ଧ୍ର ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ତେବେ ଏହା ସେତେ ବଳଶାଳୀ ହେବ ନାହିଁ। ରାଜ୍ୟକୁ ଆବଶ୍ୟକ ଅନୁଯାୟୀ ବର୍ଷା ମିଳିବ ନାହିଁ। ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେଲେ ମଧ୍ୟ ରାଜ୍ୟର…
ବାହାରିନ୍ରୁ ମୃତଦେହ ଓଡ଼ିଶା ଫେରାଇ ଆଣିଲା ଓଡ଼ିଶା-ମୋ ପରିବାର
ଭୁବନେଶ୍ୱର, ୧୭।୮(ବ୍ୟୁରୋ): ବାହାରିନ୍ରେ କାର୍ଯ୍ୟରତ ଜଣେ ପ୍ରବାସୀ ଓଡି଼ଆଙ୍କର ସେଠାରେ ମୃତ୍ୟୁ ହୋଇଥିଲା। ଏଭଳି ସ୍ଥିତିରେ ମୃତକଙ୍କ ପାର୍ଥିବ ଶରୀରକୁ ଓଡ଼ିଶା ଫେରାଇ ଆଣିବା ସହ ପୁରୀ ସ୍ବର୍ଗଦ୍ୱାରଠାରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏଥିପାଇଁ ଓଡ଼ିଶା-ମୋ ପରିବାର ପକ୍ଷରୁ ସମ୍ପୂର୍ଣ୍ଣ ସହାୟତା…
ଆତଙ୍କବାଦୀଙ୍କ ସହ ହାତ ମିଳାଇଲା ରୁଷିଆ…
ମସ୍କୋ,୧୭।୮: ଆଫଗାନିସ୍ତାନର ଅବସ୍ଥା ବିଗିଡିବା ମଧ୍ୟରେ ରୁଷିଆ ପକ୍ଷରୁ ମତିଭ୍ରମ ଭଳି ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦିଆଯାଇଛି। ରୁଷିଆ କହିଛି ତାଲିବାନ ଶାସନ ଅଧୀନରେ କାବୁଲର ଅବସ୍ଥା ଏବେ ସୁଧୁରିବ। ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍ଙ୍କ ସରକାର ତାଲିବାନର କ୍ଷମତା ଦଖଲକୁ…
ଲଜ୍ଜାଜନକ ରେକର୍ଡ ହାସଲ କଲେ ଏହି କ୍ରିକେଟର୍: ୧୩୭ ବର୍ଷରେ କୌଣସି ଖେଳାଳି ଏମିତି କରି ନ ଥିଲେ
ଇଂଲଣ୍ଡ,୧୭।୮:ପ୍ରତ୍ୟେକ ଖେଳାଳି ଲର୍ଡସର ଐତିହାସିକ ଗ୍ରାଉଣ୍ଡରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଚାହଁାନ୍ତି। ବ୍ୟାଟ୍ସମ୍ୟାନ ଏକ ଶତକ ଏବଂ ବୋଲର ଗୋଟିଏ ଇନିଂସରେ ପାଞ୍ଚ କିମ୍ବା ଅଧିକ ଉଇକେଟ ନେଇ ଏହି ଗ୍ରାଉଣ୍ଡର ସମ୍ମାନ ବୋର୍ଡରେ ସ୍ଥାନ ପାଇବାକୁ ଚାହାନ୍ତି। କିନ୍ତୁ…
ଶିକ୍ଷକ ପଦବୀ ପୂରଣ ପାଇଁ ୨୩ରୁ ଆବେଦନ
ଭୁବନେଶ୍ୱର, ୧୭।୮(ବ୍ୟୁରୋ): ରାଜ୍ୟରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ପାଇଁ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଖାଲି ପଡ଼ିଥିବା ୪,୬୧୯ ପଦବୀ ପୂରଣ ନିମନ୍ତେ ଓଡ଼ିଶା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯୋଗ୍ୟ ପ୍ରାର୍ଥୀମାନେ…
ରାସ୍ତାରୁ ହଟିବ ୧୫ ବର୍ଷର ପୁରୁଣା ଗାଡ଼ି
ଭୁବନେଶ୍ୱର,୧୭।୮(ବ୍ୟୁରୋ): ରାସ୍ତାରୁ ୧୫ ବର୍ଷରୁ ଊଦ୍ଧର୍ବ ପୁରୁଣା ଗାଡ଼ି ହଟିବ। ଏ ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ପୁରୁଣା ଗାଡ଼ି ଚିହ୍ନଟ କାର୍ଯ୍ୟ ସରିଛି। ପରିବହନ ବିଭାଗ ଏଥିପାଇଁ ପ୍ରକ୍ରିୟା ଆରମ୍ଭ…
କଟା ଘା’ରେ ଚୂନ ଲଗାଇଲେ କୋହଲି
ଇଂଲଣ୍ଡ,୧୭।୮: ଭାରତୀୟ କ୍ରିକେଟ ଦଳ ଆୟୋଜକ ଇଂଲଣ୍ଡ ଐତିହାସିକ ଲର୍ଡସରେ ଭାରତୀୟ ଦଳ ଇଂଲଣ୍ଡକୁ ୧୫୧ ରନରେ ପରାସ୍ତ କରିଛି। ଭାରତୀୟ ଦଳ ଜିତିବା ପାଇଁ ଇଂଲଣ୍ଡକୁ ୨୭୨ ରନ ଟାର୍ଗେଟ ଦେଇଥିଲା, କିନ୍ତୁ ଏହାର ଜବାବରେ ଜୋ ରୁଟଙ୍କ ଦଳ…
ଇଂଲଣ୍ଡ ଦଳକୁ ଚେତାବନୀ ଦେଲେ ରାହୁଲ
ଇଂଲଣ୍ଡ,୧୭।୮: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ୧୫୧ ରନ ଜିତିଛି ଭାରତୀୟ ଦଳ। ଏହି ବିଜୟରେ ପ୍ରମୁଖ ଭୂମିକା ବୋଲର୍ଙ୍କ ଥିବାବେଳେ ଓପନର୍ କେଏଲ୍ ରାହୁଲ ମଧ୍ୟ ଶତକୀୟ ଇନିଂଶ ଖେଳିଥିଲେ। ମ୍ୟାନ ଅଫ ଦି ମ୍ୟାଚ ହୋଇଥିବା ରାହୁଲ ଇଂଲଣ୍ଡକୁ…
କରୋନା ଭଲ ନାଗରିକ କରିଦେଇଛି
କ୍ରିଟିକାଲ କେୟାର ମେଡିସିନ କ୍ଷେତ୍ରରେ ଜଣେ ଜଣାଶୁଣା ବିଶେଷଜ୍ଞ ହେଲେ ଡା. ପ୍ରଜ୍ଞାନ ରାଉତରାୟ। ଭୁବନେଶ୍ୱର ନିବାସୀ ଡା. ରାଉତରାୟଙ୍କ ପ୍ରକୃତ ଘର ପୁରୀ। ସେ କଟକ ଏସ୍ସିବି ମେଡିକାଲ କଲେଜରୁ ଏମ୍ବିବିଏସ୍ ଓ ମେଡିସିନ ସ୍ପେଶାଲାଇଜେଶନ କରିଥିଲେ। ଏହାପରେ ଚେନ୍ନାଇ…
Archives


