ଆଫଗାନିସ୍ତାନର ସମସ୍ତ କ୍ରିକେଟ ଷ୍ଟାଡିୟମ ଦଖଲ କଲା ତାଲିବାନ: ଜାଣନ୍ତୁ କେଉଁଠି ଅଛନ୍ତି ଦେଶର ଖେଳାଳି !
କାବୁଲ,୧୭।୮: ତାଲିବାନ ଆଫଗାନିସ୍ତାନକୁ ସମ୍ପୂର୍ଣ୍ଣ ଦଖଲ କରିଛି। ରାଷ୍ଟ୍ରପତି ଅଶରଫ ଗନି ଦେଶ ଛାଡ଼ି ପଳାଇବା ପରେ ପରିସ୍ଥିତି ଅନିୟନ୍ତ୍ରିତ ହୋଇପଡ଼ିଛି। ଏପରି ସ୍ଥିତିରେ ଆଫଗାନିସ୍ତାନରେ କ୍ରୀଡ଼ା କ୍ଷେତ୍ରରେ ଅସୁବିଧା ଉପୁଜିବାର ସମ୍ଭାବନା ଦେଖାଦେଇଛି। ତାଲିବାନ ଦେଶର ସମସ୍ତ କ୍ରିକେଟ ଷ୍ଟାଡିୟମକୁ…
ନିଜ ସରକାରରେ ଆଫଗାନୀ ମହିଳାଙ୍କୁ ସ୍ଥାନ ଦେବ ତାଲିବାନ
କାବୁଲ,୧୭ ।୮: ଆଫଗାନିସ୍ତାନକୁ ନିଜ କବଜାକୁ ନେବା ପରେ ଏବେ ତାଲିବାନ ସେଠାରେ ସରକାର ଗଠନ କରିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ସରକାରୀ କର୍ମଚାରୀଙ୍କୁ ସର୍ବକ୍ଷମା ଦେଇ କାର୍ଯ୍ୟରେ ଯୋଗ ଦେବାକୁ କହିଛି ତାଲିବାନ । ଆହୁରି ଏକ…
ପାକିସ୍ତାନ ବିପକ୍ଷ ମ୍ୟାଚ୍ ଲାଗି ଏମିତି କହିଲେ ଗମ୍ଭୀର
ନୂଆଦିଲ୍ଲୀ,୧୭।୮ : ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ଆଇସିସି ଟି୨୦ ବିଶ୍ୱକପ୍ର ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍ରେ ଅକ୍ଟୋବର ୧୪ ତାରିଖରେ ପରସ୍ପରକୁ ଭେଟିବେ। ଏ ନେଇ ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ (ଆଇସିସି) ମଙ୍ଗଳବାର ସ୍ପଷ୍ଟ କରିଛି। ତେବେ ଗ୍ରୁପ ପର୍ଯ୍ୟାୟରେ…
କିଛି ବର୍ଷ ପୂର୍ବେ ତାଲିବାନଠାରୁ ବଞ୍ଚି ପାକିସ୍ତାନରେ ଆଶ୍ରୟ ନେଇଥିଲେ; ଏବେ ପୁଣି ଚିନ୍ତାରେ ଏହି କ୍ରିକେଟରଙ୍କ ପରିବାର…
କାବୁଲ,୧୭।୮: ତାଲିବାନ କ୍ଷମତା ଦଖଲ ପରେ ଆଫଗାନିସ୍ତାନରେ ଅନିଶ୍ଚିତତା ଦେଖାଦେଇଛି। ରବିବାର ତାଲିବାନ କାବୁଲ ଏବଂ ରାଷ୍ଟ୍ରପତି ଭବନ କବ୍ଜା କରିଥିଲା। ଏହାପୂର୍ବରୁ ରାଷ୍ଟ୍ରପତି ଅଶରଫ୍ ଗନି ଦେଶ ଛାଡ଼ିଦେଇଥିଲେ। ଫଳରେ ଦେଶରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛଇ। ଲୋକମାନେ ନିଜକୁ…
ଦର୍ଶକଙ୍କ ମଧ୍ୟରେ ଖେଳାଯାଇପାରେ ଆଇପିଏଲ୍
ନୂଆଦିଲ୍ଲୀ,୧୭।୮ : ଆସନ୍ତା ସେପ୍ଟେମ୍ବର ୧୯ ତାରିଖରୁ ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ)ରେ ଆରମ୍ଭ ହେବାକୁ ଯାଇଛି ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ-୧୪)ର ଦ୍ୱିତୀୟ ପର୍ଯ୍ୟାୟ। ବଳକା ୩୧ ମ୍ୟାଚ୍ ଦର୍ଶକଙ୍କ ଉପସ୍ଥିତିରେ ଖେଳାଯାଇପାରେ। ଏମିରେଟ୍ସ କ୍ରିକେଟ ବୋର୍ଡ (ଇସିବି)ର ସାଧାରଣ…
ଜଣେ କରୋନା ସଂକ୍ରମିତ ମିଳିବା ପରେ ସମ୍ପୂର୍ଣ୍ଣ ଦେଶରେ ଲକଡାଉନ୍ ଘୋଷଣା
ୱେଲିଂଟନ,୧୭ ।୮: କରୋନାକୁ ନେଇ ବେଶ୍ ସଚେତନ ନ୍ୟୁଜିଲାଣ୍ଡ ସରକାର । ମଙ୍ଗଳବାର ନ୍ୟୁଜିଲାଣ୍ଡର ଓକଲ୍ୟାଣ୍ଡରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ପ୍ରଧାନମନ୍ତ୍ରୀ ଜେସିଂଡା ଅର୍ଡର୍ନ ସମ୍ପୂର୍ଣ୍ଣ ଦେଶକୁ ଲକଡାଉନ ଘୋଷଣା କରିଛନ୍ତି । ଏକ ଖବରଦାତା ସମ୍ମିଳନରେ…
ଆଫଗାନିସ୍ତାନରେ ଫସିଥିବା ଭାରତୀୟଙ୍କୁ ନିରାପଦରେ ଫେରାଇ ଆଣିବୁ: ଭାରତୀୟ ରାଷ୍ଟ୍ରଦୂତ
ଗାନ୍ଧିନଗର,୧୭।୮: ତାଲିବାନ ସଙ୍କଟ ମଧ୍ୟରେ କାବୁଲରୁ ଭାରତରେ ପହଞ୍ଚିଛନ୍ତି ଭାରତୀୟ ରାଷ୍ଟ୍ରଦୂତ ରୁଦ୍ରେନ୍ଦ୍ର ଟଣ୍ଡନ। ମଙ୍ଗଳବାର ଗୁଜୁରାଟର ଜାମନଗରରେ କାବୁଲରୁ ବାୟୁସେନା ସି-୧୭ ଗ୍ଲୋବାମାଷ୍ଟର ବିମାନରେ ପହଞ୍ଚିଥିବା ଭାରତୀୟ ରାଷ୍ଟ୍ରଦୂତ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ଏହି ସମୟରେ ସେ କହିଛନ୍ତି…
ବିନା ଭୟରେ କାର୍ଯ୍ୟରେ ଯୋଗ ଦିଅନ୍ତୁ ଆଫଗାନୀ ସରକାରୀ କର୍ମଚାରୀ: ତାଲିବାନ
କାବୁଲ,୧୭ ।୮: ତାଲିବାନ ଆଫଗାନୀସ୍ତାନର ରାଜଧାନୀ କାବୁଲର ସମସ୍ତ ସରକାରୀ କର୍ମଚାରୀଙ୍କ୍ୁ କାର୍ଯ୍ୟରେ ଯୋଗ ଦେବାକୁ କହିଛି । ତାଲିବାନ ମଙ୍ଗଳବାର ସମସ୍ତ ସରକାରୀ କର୍ମଚାରୀଙ୍କୁ ‘ସର୍ବକ୍ଷମା’ ଦେବାକୁ ଘୋଷଣା କରିଛି । ତାଲିବାନ କହିଛି ସମସ୍ତଙ୍କ ପାଇଁ ସର୍ବକ୍ଷମା ଘୋଷଣା…
ଟି-୨୦ ବିଶ୍ୱକପ୍ ପାଇଁ ଏବେଠୁ ଅଣ୍ଟା ଭିଡିଲାଣି ନ୍ୟୁଜିଲାଣ୍ଡ: ଦଳର ଏହି ପ୍ରମୁଖ ବୋଲର୍ଙ୍କୁ କଲା କୋଚ୍
ନୂଆଦିଲ୍ଲୀ,୧୭।୮: ୟୁଏଇରେ ଅକ୍ଟୋବରରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ୍। ଏହାପୂର୍ବରୁ ନ୍ୟୁଜିଲାଣ୍ଡ ଦଳ ନିଜର ପ୍ରସ୍ତୁତି ଆରମ୍ଭ କରିଛି। ଏକ ବଡ଼ ନିଷ୍ପତ୍ତି ସ୍ବରୂପ ଦଳ ପୂର୍ବତନ ଦ୍ରୁତ ବୋଲର ସେନ ବଣ୍ଡଙ୍କୁ କୋଚ୍ ଭାବରେ ନିଯୁକ୍ତ କରିଛି। ବଣ୍ଡ…
ପୁଣି ବିଗିଡିଲା ନୀରଜ ଚୋପ୍ରାଙ୍କ ସ୍ବାସ୍ଥ୍ୟାବସ୍ଥା
ପାନିପତ,୧୭।୮: ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କ ସ୍ବାସ୍ଥ୍ୟ ଅବସ୍ଥା ପୁଣି ଖରାପ ହୋଇଛି। ପଦକ ଜିତିବାର ଦଶ ଦିନ ପରେ ଚୋପ୍ରା ମଙ୍ଗଳବାର ନିଜ ଘର ପାନିପାତରେ ପହଞ୍ଚିଥିଲେ। ତାଙ୍କ କନଭେନ ସମଲଖାର ହାଲଡାନା ବର୍ଡରରୁ ଏକ ଶୋଭାଯାତ୍ରାରେ…
ବିନା ସର୍ତ୍ତରେ ଟିଏମ୍ସିରେ ସାମିଲ ହୋଇଛି: ସୁସ୍ମିତା
କୋଲକତା,୧୭।୮: କଂଗ୍ରେସର ପୂର୍ବତନ ନେତ୍ରୀ ସୁସ୍ମିତା ଦେବ ନିକଟରେ ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି। ମଙ୍ଗଳବାର ସେ କହିଛନ୍ତି ଯେ, ବିନା ସର୍ତ୍ତରେ ତୃଣମୂଳ କଂଗ୍ରେସ କଂଗ୍ରେସରେ ଯୋଗ ଦେଇଛନ୍ତି ଏବଂ ଦଳର ସଭାପତି ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ…
ତୁର୍କି-ଇରାନ ସୀମାରେ ଆଫଗାନ ଶରଣାର୍ଥୀଙ୍କୁ ଅଟକାଇବା ପାଇଁ ନିର୍ମାଣ ହୋଇଛି ସୁଉଚ୍ଚ ପ୍ରାଚୀର
ତୁର୍କି,୧୭ ।୮: ଆଫାଗାନୀସ୍ତାନ ଉପରେ ତାଲିବାନ କବଜା କରିବା ପରେ ଲକ୍ଷ ଲକ୍ଷ ଲୋକ ଦେଶ ଛାଡି ପଳାୟନ କରୁଥିବା ଦେଖାଯାଇଛି । ହେଲେ ତୁର୍କି ଆଫଗାନ ଶରଣାର୍ଥୀଙ୍କ ପ୍ରବେଶକୁ ନେଇ ଚିନ୍ତାରେ ପଡିଯାଇଛି । ସେଥିପାଇଁ ତୁର୍କି ଇରାନକୁ ଲାଗିରହିଥିବା…
Archives


