ପୂର୍ବତନ ଯୁବ ବିଜେଡି ସଭାପତିଙ୍କ ଆତ୍ମହତ୍ୟା
ଘଟଗାଁ,୧୬।୮(ଡି.ଏନ.ଏ.): କେନ୍ଦୁଝର ଜିଲା ଘଟଗାଁ ବ୍ଲକ ପୂର୍ବତନ ଯୁବ ବିଜେଡି ସଭାପତି ଦିଲୀପ ମିଶ୍ର ରଶି ଲଗାଇ ନିଜ ବାସଭାବନରେ ଆତ୍ମହତ୍ୟା କରିଛନ୍ତି। ସେ ନିଜ ମୃତ୍ୟୁ ପାଇଁ କାହାକୁ ଦାୟୀ କରି ନ ଥିବା ଏକ ସୁଇସାଇଡ ନୋଟ ପୋଲିସ…
ଭାରତର ପାଳି ଘୋଷଣା
ଲଣ୍ଡନ,୧୬।୮: ଲଡର୍ସ ଟେଷ୍ଟରେ ଭାରତୀୟ ଦଳ ପ୍ରଥମ ଇନିଂସରେ ୨୭ ରନ୍ରେ ପଛୁଆ ଥିବା ଟିମ୍ ଇଣ୍ଡିଆ ଦ୍ୱିତୀୟ ଇନିଂସରେ ୨୮୯ ରନ୍ କରି ପାଳି ଘୋଷଣା କରିଛି। ବର୍ତ୍ତମାନ ଘରୋଇ ଇଂଲଣ୍ଡ ଠାରୁ ୨୭୧ରନ୍ ଆଗରେ ଅଛି ଟିମ୍ ଇଣ୍ଡିଆ।…
ଛିଡିଛି ଦାସତ୍ୱର ଶୃଙ୍ଖଳ ତାଲିବାନକୁ ମିଳିଛି ପାକିସ୍ତାନ, ଚାଇନା, ଇରାନର ସମର୍ଥନ: ଇମ୍ରାନ
ଇସଲାମାବାଦ,୧୬ ।୮: ଆଫଗାନିସ୍ତାନରେ ନିର୍ବାଚିତ ସରକାରଙ୍କୁ ଅଡୁଆରେ ପକାଇ କ୍ଷମତାର ଶକ୍ତି ହାସଲ କରିବାକୁ ଯାଉଥିବା ତାଲିବାନକୁ ପାକିସ୍ତାନ, ଚାଇନା ଓ ଇରାନର ସମର୍ଥନ ମିଳିଛି ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କହିଛନ୍ତି । ତାଲିବାନ କ୍ଷମତାକୁ ଆସିବାକୁ ସ୍ୱାଗତ…
ଲୋକଙ୍କୁ ଭ୍ରମରେ ପକାଉଛନ୍ତି କେନ୍ଦ୍ର ସରକାର; ଶରଦ ପାୱାର
ନୂଆଦିଲ୍ଲୀ,୧୬ ।୮: ନ୍ୟାଶନାଲ କଂଗ୍ରେସ ପାର୍ଟି(ଏନ୍ସିପି) ମୁଖ୍ୟ ଶରଦ ପାୱାର କେନ୍ଦ୍ର ସରକାରଙ୍କ ଉପରେ ଦୋଷ ଲଦିଛନ୍ତି । ଓବିସି ସଂରକ୍ଷଣକୁ ନେଇ ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସୋମବାର ପାୱାର କହିଛନ୍ତି ଦୁଇଦିନ ପର୍ବରୁ କେନ୍ଦ୍ର ସରକାର…
ଆଫଗାନିସ୍ତାନ ଗୁରୁଦ୍ୱାରରେ ଫସି ରହିଥିବା ୨୦୦ ଶିଖଙ୍କୁ ସୁରକ୍ଷିତ ଉଦ୍ଧାର କରୁ କେନ୍ଦ୍ର: କ୍ୟାପଟେନ ଅମରିନ୍ଦର
ଚଣ୍ଡିଗଡ଼,୧୬ ।୮: ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ସୋମବାର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ କହିଛନ୍ତି, ତାଲିବାନ ଅକ୍ତିଆର କରିଥିବା ଆଫଗାନିସ୍ତାନର ଏକ ଗୁରୁଦ୍ୱାରରେ ଫସି ରହିଥିବା ପ୍ରାୟ ୨୦୦ ଶିଖ ଓ ସମସ୍ତ ଭାରତୀୟଙ୍କୁ ଶୀଘ୍ର ଉଦ୍ଧାର କରିବାର…
ଡ୍ରେସିଂ ରୁମ୍ରେ ଥାଇ ରିଷଭ ପନ୍ତଙ୍କୁ ଇସାରାରେ ଏମିତି କହିଲେ କୋହଲି.. ଦେଖନ୍ତୁ ଭିଡିଓ
ଲର୍ଡସ,୧୬।୮: ଭାରତ ଲର୍ଡସରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ଚତୁର୍ଥ ଦିନରେ ବିଜୟ ଆଶା ବଞ୍ଚାଇ ରଖିଛି। ଅଜିଙ୍କ୍ୟ ରାହାନେଙ୍କ ୬୧ ଏବଂ ଚେତେଶ୍ୱର ପୂଜାରାଙ୍କ ୪୫ ରନ୍ର ସାହାଯ୍ୟରେ ଭାରତ ୧୫୪ ରନର ଅଗ୍ରଣୀ ନେଇଛି। ଉଇକେଟ କିପର ବ୍ୟାଟ୍ସମ୍ୟାନ…
ତାଲିବାନକୁ ବନ୍ଧୁତ୍ୱର ହାତ ବଢାଇଲା ଚାଇନା!
ବେଜିଂ,୧୬ ।୮: ଆଫଗାନିସ୍ତାନକୁ ତାଲିବାନ ତା’ ଅକ୍ତିୟାରକୁ ନେବା ପରଠାରୁ ସାରା ବିଶ୍ୱର ନଜର ତାଲିବାନ ଉପରେ । ଇତିମଧ୍ୟରେ ଆଫଗାନିସ୍ତାନରେ ଥିବା ତାଲିବାନ ସହ ବନ୍ଧୁତ୍ୱ ସମ୍ପର୍କ ସ୍ଥାପନ କରିବାକୁ ହାତ ବଢାଇଛି ଚାଇନା । ନ୍ୟୁଜ ଏଜେନ୍ସି ଏଏଫ୍ପି…
ବିସିସିଆଇର ଚିନ୍ତା ବଢିଲା
ନୂଆଦିଲ୍ଲୀ,୧୬।୮: ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ ହୋଇଛି। ରାଷ୍ଟ୍ରପତି ଭବନରେ ତାଲିବାନ ପତାକା ଉତ୍ତୋଳନ କରିବା ପରେ ରାଷ୍ଟ୍ରପତି ଅଶରଫ ଘନି ତାଙ୍କ ଇସ୍ତଫା ଘୋଷଣା କରି ଦେଶ ଛାଡିଛନ୍ତି। ଆଫଗାନିସ୍ତାନ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ରହିଛି। ବହୁ ସଂଖ୍ୟକ…
ପୁରୁଣା ଫ୍ରିଜ୍ କିଣି ରାତାରାତି ଏମିତି ବଦଳିଗଲା ଭାଗ୍ୟ, କାରଣ ଜାଣିଲେ…
କୁହାଯାଏ, କାହାର ଭାଗ୍ୟ କେତେବେଳେ ପରିବର୍ତ୍ତନ ହେବ ତାହା କାହାକୁ ଜଣା ନ ଥାଏ। ଦକ୍ଷିଣକୋରିଆରେ ରହୁଥିବା ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ଏପରି ଘଟିଛି। ବ୍ୟକ୍ତିଜଣକ ଏକ ପୁରୁଣା ଫ୍ରିଜ୍ କିଣିଥିଲେ। ଏଥିରେ ଲୁଚେଇ ରଖାଯାଇଥିବା ୧୩୦୦୦୦ ଡଲାର ଅର୍ଥାତ୍ ୯୬,…
ଯୁକ୍ତ ୨ ଏକ୍ସ ରେଗୁଲାର ଛାତ୍ରୀଛାତ୍ରଙ୍କ ବିକ୍ଷୋଭ: ମାଟ୍ରିକ ମୂଲ୍ୟ ଆଧାରରେ ମାର୍କ ଦିଅ
ଭୁବନେଶ୍ୱର,୧୬।୮(ବ୍ୟୁରୋ): ମାଟ୍ରିକ ମାର୍କ ଆଧାରରେ ମୂଲ୍ୟାୟନ ଦାବିରେ ସୋମବାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଯୁକ୍ତ ୨ ଏକ୍ସ ରେଗୁଲାର ଛାତ୍ରୀଛାତ୍ର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେମାନେ କହିଛନ୍ତି ରେଗୁଲାର ପିଲାଙ୍କୁ ଯଦି ମାଟ୍ରିକ ମୂଲ୍ୟ ଆଧାରରେ ମାର୍କ…
‘ମୋତେ ଲୁହ ପୋଛିବାକୁ ପଡ଼ିବ’
କାବୁଲ୍,୧୬ା୮: ଆଫଗାନିସ୍ତାନର ସ୍ଥିତି ବହୁତ ଖରାପ ଆଡ଼କୁ ଗତି କରୁଛି। ତାଲିବାନ ଆଫଗାନିସ୍ତାନକୁ ନିଜ ଅକ୍ତିଆରକୁ ନେବା ପରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ଲୋକେ ଜୀବନ ବଞ୍ଚାଇବାକୁ ଦେଶ ଛାଡ଼ି ଚାଲିଯାଉଛନ୍ତି। ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଆଫଗାନିସ୍ତାନର ଜଣେ ଯୁବତୀଙ୍କ କାନ୍ଦୁଥିବା…
ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଆକ୍ସନମୋଡରେ କ୍ରାଇମବ୍ରାଞ୍ଚ ଟିମ୍
ପାରଳାଖେମୁଣ୍ଡି:୧୬।୮(ଡି.ଏନ୍.ଏ.): ଗଜପତି ଜିଲାପାରଳାଖେମୁଣ୍ଡିଠାରେ ଘଟିଥିବା ଏସିଏଫ୍ ସମ୍ୟ ରଞ୍ଜନ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚ ଟିମ ସୋମବାର ବନ ବିଭାଗର ୬ ଜଣ କର୍ମଚାରୀଙ୍କୁ ପଚରାଉଚରା କରିଛି। ସେମାନଙ୍କୁ ପାରଳାଖେମୁଣ୍ଡି ଥାନାକୁ ଆଣି ଏକ ସ୍ବତନ୍ତ୍ର କୋଠରିରେ ରଖି ତଦନ୍ତ ଆରମ୍ଭ କରିଛି।…
Archives


