Home Left

ଆମେରିକାରେ କାୟା ବିସ୍ତାର କରୁଛି ଓମିକ୍ରନ୍‌: ପିଲାଙ୍କ ପାଇଁ ଘାତକ ସାଜିଛି ନୂଆ ଭାରିଏଣ୍ଟ

ୱାଶିଂଟନ,୨୭ ।୧୨: ଯେବେଠାରୁ କରୋନାର ନୂଆ ଭାରିଲଣ୍ଟ ଓମିକ୍ରନ୍‌ର ସୂଚନା ମିଳିଲାଣି ସେବେଠାରୁ ସାରା ବିଶ୍ୱରେ ଏହାକୁ ନେଇ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇ ସାରିଛି । ଏବେ ଏହା ବିଶ୍ୱର ଅଧିକାଂଶ ଦେଶକୁ ବ୍ୟାପି ସାରିଥିବା ବେଳେ…

ପ୍ରେମିକାଙ୍କ ସହ ପ୍ରେମିକଙ୍କୁ ଏକାଠି ଦେଖିଲେ ମିଳିଥାଏ ଏପରି ଦଣ୍ଡ

ଦୁନିଆର ପ୍ରତ୍ୟେକ ଦେଶରେ ଅନେକ ଅଜବ ନିୟମ ଅଛି, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରେ। ପଡ଼ୋଶୀ ଦେଶ ପାକିସ୍ତାନରେ ମଧ୍ୟ କିଛି ଅଜବ ନିୟମ ରହିଛି। ଏହି ନିୟମକୁ ନେଇ ପାକିସ୍ତାନ ଚର୍ଚ୍ଚାରେ ରହିଥାଏ। ଏପରି ଅଦ୍ଭୁତ ନିୟମ ପାଇଁ ପାକିସ୍ତାନକୁ…

ସରୋଗେସି ଆଇନକୁ ଅନୁମତି: ଏହାକୁ ନେଇ ଆଉ ହୋଇପାରିବନି ବ୍ୟବସାୟ

ନୂଆଦିଲ୍ଲୀ,୨୭ ।୧୨: ରାଷ୍ଟ୍ରପତି ରାମନାଥ କୋବିନ୍ଦ ସରୋଗେସି ଅଧିନିୟମ ୨୦୨୧କୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଶନିବାର ରାଷ୍ଟ୍ରପତି ଏହାକୁ ମଞ୍ଜୁରୀ ବେଦା ସହ ଗେଜେଟ ପ୍ରକାଶ ପରେ ଏହା ଲାଗୁ ହୋଇଯାଇଛି । ଏଥିରେ ସରୋଗେସିକୁ ମାନ୍ୟତା ଦେବା ଓ…

୧୦ ଜଣଙ୍କ ପ୍ରେମରେ ପଡିଥିଲେ ବି ମୋଷ୍ଟ ଇଲିଜିବଲ ବ୍ୟାଚେଲର ଲିଷ୍ଟରେ ରହିଗଲେ ଭାଇଜାନ

ମୁମ୍ବାଇ: ବଲିଉଡ୍ ଭାଇଜାନ୍ ସଲମାନ ଖାଁ ୫୬ ବର୍ଷରେ ପଦାର୍ପଣ କରିଛନ୍ତି । ଏଥର କିନ୍ତୁ ବିଳମ୍ବିତ ରାତିରେ ଜନ୍ମଦିନ ପାଳନ କରିବାର ଆୟୋଜନ ସମୟରେ ସଲମାନଙ୍କୁ ସାପ କାମୁଡିବା ଓ ସେ ହସ୍ପିଟାଲ ଯିବା ତାଙ୍କ ପ୍ରଶଂସକଙ୍କୁ ନିରାଶ କରିଛି…

ହାତୀ ବି ଡରିଯାଉଛି ପକ୍ଷୀକୁ, ବଞ୍ଚିବା ଲାଗି କରୁଛି ଏପରି…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ବାର୍‌ହା ଫାସରେ ପଡ଼ିଗଲେ ମହିଳା

ବୁଗୁଡ଼ା,୨୭ା୧୨(ଡି.ଏନ.ଏ): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଗୌଡିଆ ବରୋଦା ପଞ୍ଚାୟତର ଗାନ୍ଧୀ ଗ୍ରାମରେ ରବିବାର ବନ୍ୟ ଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍‌ ତାରରେ ଲାଗି ଜଣେ ମହିଳା ଚାଷୀ ଗୁରୁତର ହୋଇଛନ୍ତି। ସେ ହେଲେ ବାବୁଲା…

ସଲମାନ ଖାନ୍‌ଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ବଲିଉଡର ଭାଇଜାନ ସଲମାନ ଖାନ ଆଜି ୫୬ ବର୍ଷରେ ପଦାର୍ପଣ କରିଛନ୍ତି। ସଲ୍ଲୁ ଇଣ୍ଡଷ୍ଟ୍ରୀରେ ନୂଆ ଅଭିନେତ୍ରୀ ଲଞ୍ଚ କରିବା ପାଇଁ ପ୍ରସିଦ୍ଧ। ଏହା ବ୍ୟତୀତ ସଲମାନ ତାଙ୍କ ବିଙ୍ଗ୍‌ ହ୍ୟୁମାନ୍‌ ଜରିଆରେ ସମାଜ ତଥା ଅନାଥ ପିଲାମାନଙ୍କ ପାଇଁ କାମ…

ଗିରଫ ହେଲେ ଧନ କୁବେର ପିୟୁଷ ଜୈନ, ଘରୁ ମିଳିଛି ୨୫୭କୋଟି ଟଙ୍କା ସହ ଦାମୀ ଗହଣା

କାନପୁର,୨୭ ।୧୨: ଶେଷରେ ଗିରଫ ହେଲେ ଧନ କୁବେର ଅତର ବ୍ୟବସାୟୀ ପିୟୁଷ ଜୈନ । ଜିଏସ୍‌ଟି ଇଣ୍ଟଲିଜେନ୍ସ ବ୍ୟବସାୟୀଙ୍କୁ କନ୍ନୌଜରୁ ଗିରଫ କରିଛି । ରବିବାର ସୁଦ୍ଧା ତାଙ୍କ ଘର ଉପରେ ଚଢାଉ କରାଯାଇ ୨୫୭ କୋଟି ନଗଦ ଟଙ୍କା…

‘ମୁଁ ୨୪ କ୍ୟାରେଟ କଂଗ୍ରେସ ଲୋକ’

ଜମ୍ମୁ,୨୭।୧୨: “ମୁଁ ୨୪ କ୍ୟାରେଟ୍‌ କଂଗ୍ରେସ ଲୋକ”। ଏଭଳି କହି କଂଗ୍ରେସ ଛାଡ଼ୁଥିବା ନେଇ ଚାଲିଥିବା ଅନିଶ୍ଚତତାରେ ପୂର୍ଣ୍ଣଛେଦ ପକାଇଛନ୍ତି ଗୁଲାମ ନବି ଆଜାଦ। ଦୁଇ ମାସ ହେଲା ଜମ୍ମୁ-କଶ୍ମୀରରେ ପ୍ରଚାର କରୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଆଜାଦ ଜମ୍ମୁର ଉପକଣ୍ଠ ଖୋଉର…

୭ ବର୍ଷିୟା ନାବାଳିକାଙ୍କୁ ୨ ଦିନ ଧରି ବଳାତ୍କାର ପରେ ହତ୍ୟା

ମୋରଦାବାଦ,୨୬।୧୨: ଉତ୍ତରପ୍ରଦେଶର ମୋରଦାବାଦରେ ଜଣେ ୭ ବର୍ଷର ଝିଅଙ୍କୁ ଅପହରଣ କରାଯାଇ ବଳାତ୍କାର ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଝିଅଟି ନିଖୋଜ ହେବାର ୨ ଦିନ ପରେ ଆଖୁକ୍ଷେତରୁ ତାଙ୍କ ମୃତଦେହ ମିଳିଛି। ଶୁକ୍ରବାର ଜଣେ ଚାଷୀ ତାଙ୍କ କ୍ଷେତକୁ…

ରାଜ୍ୟପାଳ ଘରେ ଖାଇବାରୁ ଆସିଲା ୧୪ ହଜାର ଟଙ୍କାର ବିଲ୍‌

ଭୋପାଳ,୨୬।୧୨: ବୁଧରାମ ଆଦିବାସୀ ମଧ୍ୟପ୍ରଦେଶର ବିଦିଶା ଜିଲାରେ ଏକ ଭଙ୍ଗା କୁଡ଼ିଆ ଘରେ ରହୁଥିଲେ। ଗତ ଅଗଷ୍ଟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାଙ୍କୁ ପକ୍କା ଘର ଯୋଗାଇ ଦିଆଯାଇଥିଲା। ଏପରି କି ତାଙ୍କୁ ଘରର ଚାବି ହସ୍ତାନ୍ତର କରିଥିଲେ ରାଜ୍ୟପାଳ ମଙ୍‌ୁଭାଇ…

ରାଜଧାନୀକୁ ଫେରିଲା ନାଇଟ୍‌ କର୍ଫ୍ୟୁ

ନୂଆଦିଲ୍ଲୀ, ୨୬।୧୨: ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ୁଥିବାରୁ ସୋମବାରଠାରୁ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ରାତି ୧୧ରୁ ଭୋର ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ। ଓମିକ୍ରନ୍‌ ଭାରିଆଣ୍ଟ ଆସିବା ପରେ ଦିଲ୍ଲୀରେ ଦୈନିକ କୋଭିଡ୍‌ ସଂକ୍ରମଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?