ହସ୍ତକଳା ଦେଇଛି ପରିଚୟ
ଜହ୍ନମାମୁ ପତ୍ରିକାରେ ପ୍ରକାଶ ପାଉଥିବା ଗପଗୁଡ଼ିକ ପଢ଼ିବାଠାରୁ ତାଙ୍କୁ ଅଧିକ ଆକୃଷ୍ଟ କରୁଥିଲା ଏଥିରେ ଥିବା ସୁନ୍ଦର ସୁନ୍ଦର ଛବି ସବୁ; ଯାହାକୁ ଅବିକଳ ଆଙ୍କିବାର ଉଦ୍ୟମ ତାଙ୍କୁ ଭବିଷ୍ୟତରେ ଜଣେ ଚିତ୍ରଶିଳ୍ପୀ ହେବାକୁ ବାଟ କଢ଼ାଇଲା। ଆଉ ବର୍ତ୍ତମାନ…
ବ୍ଲାକ ଫଙ୍ଗସକୁ ଡରି ଆତ୍ମହତ୍ୟା କଲେ ଦମ୍ପତି!
ମେଙ୍ଗାଲୁରୁ,୧୭ ।୮: କର୍ନାଟକର ମେଙ୍ଗାଲୁରୁରେ ଏକ ଦମ୍ପତି ବ୍ଲାକ ଫଙ୍ଗସକୁ ଡରି ଆତ୍ମହତ୍ୟା କରିଥିବା ଜଣାପଡିଛି । ଉଭୟ କରୋନାରେ ସଂକ୍ରମିତ ଥିଲେ । ସୁଇସାଇଟ ନୋଟରେ ସ୍ୱାମୀ ଲେଖିଛନ୍ତି ମୋ ପତ୍ନୀ ମଧୁମେହରେ ପୀଡ଼ିତ, ସମାଚାର ଚ୍ୟାନେଲରେ ଦେଖାଯାଉଛି କି…
ଫରେଷ୍ଟରଙ୍କ ବାସଭବନରେ ଭିଜିଲାନ୍ସ ଚଢ଼ାଉ
ପଦ୍ମପୁର,୧୭।୮(ଡି.ଏନ୍.ଏ.): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଫରେଷ୍ଟର ସୁଶାନ୍ତ ଦାଶଙ୍କ ବାସଭବନରେ ମଙ୍ଗଳବାର ସକାଳୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ତାଙ୍କ ପଦ୍ମପୁର ବାସଭବନ ଏବଂ ଝାରବନ୍ଧ ଅଫିସରେ ଚଢାଉ…
ଯନ୍ତ୍ରଣା ବଖାଣିଲେ ହେମାମାଳିନୀ
ଶେଷରେ ୪ କୋଟି ଜନସଂଖ୍ୟା ବିଶିଷ୍ଟ ଆଫଗାନିସ୍ତାନ ତାଲିବାନ ଅଧୀନରେ ଆସିଛି। ଏଭଳି ସମୟରେ ବଲିଉଡ ସେଲିବ୍ରିଟି ସେଠାକାର ଦୁର୍ଦ୍ଦଶା ଦେଖି ଦୁଃଖ ପ୍ରକାଶ କରିଛନ୍ତି। ଆଫଗାନିସ୍ତାନରେ ଅନେକ ବଲିଉଡ ଚଳଚ୍ଚିତ୍ରର ଶୁଟିଂ କରାଯାଇଛି, କିନ୍ତୁ ହିନ୍ଦୀ ସିନେମା ଇତିହାସରେ ଫିରୋଜ…
୨ ଟ୍ରଲର ମୁହାଁମୁହିଁ, ୪ ଜୀବନ୍ତ ଦଗ୍ଧ …
ଆଜମେର,୧୭।୮: ଦୁଇ ଟ୍ରଲର ମଧ୍ୟରେ ମୁହାଁମୁହିଁ ଧକ୍କା ଯୋଗୁ ୪ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି। ରାଜସ୍ଥାନ ଆଜମେରର ଜାତୀୟ ରାଜପଥ-୮ରେ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ମଙ୍ଗଳବାର ସକାଳର ୬ଟାରେ ଘଟିଛି। ଟ୍ରଲର ଦୁଇଟି ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁ ପ୍ରଚଣ୍ଡ…
ଏନ୍ଏସ୍ଏ ଅଜିତ ଡୋଭାଲଙ୍କ ସହ ଆଲୋଚନା କଲେ ଆମେରିକାର ଏନ୍ଏସ୍ଏ
ନୂଆଦିଳ୍ଲୀ,୧୭ ।୮: ଆଫଗାନିସ୍ତାନରେ ତାଲିବାନ କବଜା କରିବା ପରେ ସେଠାରେ ସ୍ଥିତି ସମ୍ପୂର୍ଣ୍ଣ ବିଗିଡି ଯାଇଛି । ଆଫଗାନିସ୍ତାନର ଲୋକେ ଏବେ ଦେଶ ଛାଡିବାକୁ ବାଧ୍ୟ ହେଉଛନ୍ତି । ହେଲେ ଏହା ଏତେ ସହଜ ନ ଥିବାରୁ ଲୋକେ ପ୍ରାଣପଣେ ଉଦ୍ୟମ…
ରାଜ୍ୟରୁ ପୁଣି ୬୮ ମୁଣ୍ଡ ନେଲା କରୋନା: ମୃତ୍ୟୁ ସଂଖ୍ୟା ୭ ହଜାରକୁ ବୃଦ୍ଧି
ଭୁବନେଶ୍ୱର,୧୭।୮(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁ ସଂଖ୍ୟା କମିବାର ନାଁ ନେଉନି। ମଙ୍ଗଳବାର କରୋନା ଆଉ ୬୮ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୭,୦୨୧କୁ ବୃଦ୍ଧି ପାଇଛି। ୬୮ ମୃତକଙ୍କ ମଧ୍ୟରୁ…
ଜାମନଗରରେ ଭାରତ ମାତା କି ଜୟ ସ୍ବର …
ଜାମନଗର,୧୭।୮: ଭାରତୀୟ ଦୂତାବାସ ଅଧିକାରୀଙ୍କୁ ନେଇ ଭାରତ ଅଭିମୁଖେ ଯାତ୍ରା କରିଥିବା ବାୟୁସେନା ବିମାନ ସି-୧୭ ଗୁଜରାଟର ଜାମନଗର ବିମାନ ବନ୍ଦରରେ ଅବତରଣ କରିଛି। ୧୫୦ ଜଣ ଦୂତାବାସ କର୍ମଚାରୀଙ୍କୁ ଧରି ବିମାନଟି ଅବତରଣ କରିବା ମାତ୍ରେ ଉପସ୍ଥିତ ଲୋକେ ଭାରତ…
ବଢ଼ୁଛି ପିଲାଙ୍କ ଚିନ୍ତା: ଆଜି ରାଜ୍ୟରେ ୯୬ ଛୁଆ କରୋନା ସଂକ୍ରମିତ
ଭୁବନେଶ୍ୱର,୧୭।୮(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଛିି। ମଙ୍ଗଳବାର ରାଜ୍ୟରେ ୭୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯୬ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷ ମଧ୍ୟରେ। ଆକ୍ରାନ୍ତଙ୍କ ମଧ୍ୟରୁ ୪୨୧…
ମହଙ୍ଗା ଗାଡି ଛାଡି ଅଟୋରେ ଯାତ୍ରା କଲେ ଆଲିଆ
ଆଜିକାଲି ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଶୁଟିଂରେ ବ୍ୟସ୍ତ ଅଛନ୍ତି। ନିକଟରେ ସେ ଏକ ଦାମୀ କାର ଛାଡି ଅଟୋ ଯାତ୍ରା କରୁଥିବାର ନଜର ଆସିଥିଲେ। ତାଙ୍କୁ ଅଟୋରୁ ଓହ୍ଲାଉଥିବାର ଦେଖି ପ୍ରଶଂସକଙ୍କ ଭିଡ ମଧ୍ୟ ଜମିଥିଲା। ଆଲିଆଙ୍କ କିଛି ଫଟୋ…
ସ୍ପେଶାଲ ଅଫର୍
ମହିଳାମାନଙ୍କ ଶପିଂ କ୍ରେଜ୍ ସବୁଠୁ ଅଧିକ। ମାର୍କେଟ୍କୁ ଯିବା ମାତ୍ରେ ହେଉ କିମ୍ବା ଅନ୍ଲାଇନ୍ ଶପିଂ ସାଇଟ୍ ଖୋଲିଲେ ଭଳିକି ଭଳି ପୋଷାକ, ଜୋତା, କସ୍ମେଟିକ୍ସ, ଗହଣାଠାରୁ ଆରମ୍ଭ କରି ବିଭିନ୍ନ ଘରକରଣା ସାମଗ୍ରୀ ପର୍ଯ୍ୟନ୍ତ ସବୁଥିରେ ସେମାନଙ୍କ ଆଖି। ଆଉ…
ଯଦି ମୁଁ କାହାକୁ ହସୁଥିବାର ଦେଖେ, ତେବେ ଦେଖିବ: କାହିଁକି ନିଜ ଦଳର ଖେଳାଳିଙ୍କୁ ଏମିତି କହିଥିଲେ କୋହଲି
ଲଣ୍ଡନ,୧୭।୮: ଭାରତୀୟ ଅଧିନାୟକ ବିରାଟ କୋହଲି ତାଙ୍କର ଆକ୍ରୋଶ ପାଇଁ ଜଣାଶୁଣା। ସେ ବ୍ୟାଟିଂ ହେଉ କିମ୍ବା ଫିଲ୍ଡିଂ ଉଭୟ ଫ୍ରଣ୍ଟରେ ସେ ଶତପ୍ରତିଶତ ଦିଅନ୍ତିି। ଲର୍ଡସ ଟେଷ୍ଟର ଦ୍ୱିତୀୟ ଇନିଂସରେ ତାଙ୍କ ଆକ୍ରୋଶର ଶିଖରରେ ଥିଲା। ଦ୍ୱିତୀୟ ଟେଷ୍ଟର ପଞ୍ଚମ…
Archives


