କ୍ଷମତା ହସ୍ତାନ୍ତର ଉଦ୍ୟମ ଆରମ୍ଭ
କାବୁଲ, ୧୭।୮: ଆମେରିକା ଓ ନାଟୋ ସୈନ୍ୟ ସମ୍ପୂର୍ଣ୍ଣ ପ୍ରତ୍ୟାହାର ହେବାକୁ ଆଉ କିଛିଦିନ ବାକି ଥିବାବେଳେ ଆଫଗାନିସ୍ତାନ ତାଲିବାନ ନିୟନ୍ତ୍ରଣକୁ ଚାଲିଯାଇଛି। ଏହି ଆତଙ୍କବାଦୀ ସଂଗଠନ ପ୍ରଥମେ ସୀମାନ୍ତବର୍ତ୍ତୀ ଗ୍ରାମାଞ୍ଚଳଗୁଡିକୁ ଦଖଲ କରିବା ପରେ ସହରାଞ୍ଚଳ ଉପରେ ଆଖି ପକାଇଥିଲା।…
ବଢ଼ିଲା ପିଲାଙ୍କ ଚିନ୍ତା
ଭୁବନେଶ୍ୱର, ୧୭।୮(ବ୍ୟୁରୋ): ରାଜ୍ୟରେ ଏବେ ଶିଶୁଙ୍କ ଉପରେ କରୋନାର ଆଖି ପଡ଼ିଲାଣି। ଫଳରେ ଚିନ୍ତା ବଢିଛି। ଗତ ଦୁଇଦିନରେ ୧୮ବର୍ଷରୁ କମ୍ ବୟସ ବର୍ଗରେ ୨୪୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଦୁଇ ଦିନରେ ରାଜ୍ୟରେ ଚିହ୍ନଟ ହୋଇଥିବା ଦୈନିକ ସଂକ୍ରମିତଙ୍କ…
ଦେଶ ଛାଡ଼ିବାକୁ ଜୀବନ ବାଜି
କାବୁଲ, ୧୭ା୮: ଆଫଗାନିସ୍ତାନ ଏବେ ସମ୍ପୂର୍ଣ୍ଣ ଅସ୍ଥିରତା ଭିତରକୁ ଠେଲି ହୋଇଯାଇଛି। ତାଲିବାନ ରାଜଧାନୀ କାବୁଲ ଅକ୍ତିଆର କରିବା ପରେ ଲୋକେ ଭୟରେ ଏବେ ଦେଶ ଛାଡ଼ିବାକୁ ବ୍ୟାକୁଳ ହୋଇପଡ଼ିଲେଣି। ତାଲିବାନର କଠୋର ଶାସନରୁ ମୁକ୍ତି ପାଇଁ ଦେଶ ଛାଡ଼ି ପଳାୟନ…
ନିଦ ନ ହେବାରୁ ଔଷଧ ଖାଉଛନ୍ତି କି …
ପରିବର୍ତ୍ତିତ ଜୀବନଶୈଳୀ ଲାଗି ନିଦ୍ରାହୀନତା ଏକ ସାଧାରଣ ସମସ୍ୟାରେ ପରିଣତ ହେଲାଣି। ରାତିସାରା ଅନିଦ୍ରା ରହିବା ବା ନିଦ ନ ହେବା ଲାଗି ଅନେକ ଲୋକ ବିଭିନ୍ନ ଔଷଧ ଖାଇଥାନ୍ତି। ମାତ୍ର ଏହା ଅନେକାଂଶରେ କ୍ଷତିକାରକ ହୋଇଥାଏ। ଯଦି ଆପଣଙ୍କ ପାଖରେ…
କାବୁଲ ଦୂତାବାସରେ ଫସିଛନ୍ତି ୨୦୦ ଭାରତୀୟ
ନୂଆଦିଲ୍ଲୀ, ୧୭।୮: ଆଫାଗନିସ୍ତାନ ରାଜଧାନୀ କାବୁଲସ୍ଥିତ ଭାରତୀୟ ଦୂତାବାସରେ ଏବେ ବି ୨୦୦ରୁ ଊର୍ଦ୍ଧ୍ୱ କର୍ମଚାରୀ ଓ ଅର୍ଦ୍ଧସାମରିକ ଯବାନ ରହିଛନ୍ତି। କାବୁଲ ବିମାନବନ୍ଦରରେ ଭାରତୀୟ ବାୟୁସେନାର ଏକ ବିମାନ ଛିଡ଼ାହୋଇଥିଲେ ହେଁ ଦୂତାବାସରୁ କର୍ମଚାରୀମାନଙ୍କୁ କିପରି ନିରାପଦରେ ଆଣିବ ତାକୁ…
ସୈଫ୍ଙ୍କୁ କିଡ୍ନାପ କରିବାକୁ ଚାହାନ୍ତି ଏହି ଅଭିନେତ୍ରୀ, କହିଛନ୍ତି କରୀନା ବି ଜାଣନ୍ତି ମୁଁ ତାଙ୍କ ସ୍ବାମୀଙ୍କୁ କେତେ ପସନ୍ଦ କରେ
ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରା ଅନେକ ଥର ଏହା ସ୍ପଷ୍ଟ କରିଛନ୍ତି ଯେ, ସୈଫ ଅଲ୍ଲୀ ଖାନ ତାଙ୍କର କ୍ରସ। ଯଦି ତାଙ୍କୁ ସୁଯୋଗ ମିଳେ ତେବେ ସେ ତାଙ୍କୁ ଅପହରଣ କରିନେବେ। ଦି କପିଲ ଶର୍ମା ଶୋ’ର ଏହି ଏପିସୋଡର…
ଇସ୍ତଫା ଦେଲେ ମାଲେସିଆ ପ୍ରଧାନମନ୍ତ୍ରୀ
କୁଆଲା ଲୁମ୍ପୁରୁ, ୧୬।୮: କ୍ଷମତାରେ ରହିବାର ୧୮ ମାସ ନ ପୂରୁଣୁ ମାଲେସିଆ ପ୍ରଧାନମନ୍ତ୍ରୀ ମୁହିଦ୍ଦିନ ୟାସିନ ସୋମବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ କମ୍ ଦିନରେ କ୍ଷମତା ଛାଡ଼ୁଥିବାରୁ ଏଥିପାଇଁ କ୍ଷମା ମାଗିଛନ୍ତି। ତେବେ ଏଥିପାଇଁ ସେ କ୍ଷମତାଲୋଭୀମାନଙ୍କୁ…
ବ୍ୟାଟିଂ ପରେ ବୋଲିଂରେ କରିସ୍ମା
ଲଡର୍ସ, ୧୬।୮: ଲଡର୍ସ କ୍ରିକେଟ ଗ୍ରାଉଣ୍ଡରେ ଅନୁଷ୍ଠିତ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଉଭୟ ବୋଲିଂ ବ୍ୟାଟିଂରେ କରିସ୍ମା ଦେଖାଉଛନ୍ତି ଭାରତର ଦୁଇ ଦ୍ରୁତ ବୋଲର ମହମ୍ମଦ ସାମି ଓ ଯଶପ୍ରୀତ୍ ବୁମ୍ରା। ଦ୍ୱିତୀୟ ଇନିଂସରେ ଭାରତ ୨୦୯ ରନ୍ ମଧ୍ୟରେ ୮…
ରାତି ସାରା ଝୁଲି ରହିଲା ତ୍ରିରଙ୍ଗା
କୋକସରା,୧୬।୮(ଡି.ଏନ୍.ଏ.): ଜାତୀୟ ପତାକାକୁ ଅସମ୍ମାନ କରାଯାଇଛି। ରାତି ସାରା ଝୁଲି ରହିଛି ପତାକା। ଏଭଳି ଏକ ଅଭିଯୋଗ ଆସିଛି କଳାହାଣ୍ଡି ଜିଲା କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ଅଧୀନ ଲଡୁଗାଁ ପଞ୍ଚାୟତ ସୁପାଡ ଗ୍ରାମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ।…
ପଥରରେ ଛେଚି ଦେଲେ
ବଡ଼ବିଲ,୧୬।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ରୁଗୁଡି ଥାନା ଅଧୀନ କ୍ୟାମ୍ପ ହଟିଂ ନିକଟସ୍ଥ ଜଙ୍ଗଲରେ ରବିବାର ରାତିରେ ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି। ମୃତକ ହେଲେ ଘନଶ୍ୟାମ ସମାସି(୩୦)। ହତ୍ୟାକାଣ୍ଡରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସେମାନେ…
ଗୁଡ୍ ନ୍ୟୁଜ ଦେବେ ସୋନମ!
ମୁମ୍ବାଇ: ବେଶ୍ କିଛିଦିନ ହେବ ବଲିଉଡ୍ ଦୁନିଆରୁ ଟିକେ ଦୂରେଇ ରହିଥିବା ସୋନମ କପୁର ଗୁଡ୍ ନ୍ୟୁଜ ଦେବେ ବୋଲି ଅନୁମାନ କରାଯାଉଛି । ନିକଟରେ ତାଙ୍କ ସାନ ଭଉଣୀ ରିୟା କପୁରଙ୍କ ବିବାହରେ ଯୋଗ ଦେଇଥିବା ସୋନମ ଟିକେ ଭିନ୍ନ…
ଧାନ ରୋଇବାକୁ ଯାଇ ଆଉ ଫେରିଲେନି
ବନ୍ତ,୧୬।୮(ଡି.ଏନ୍.ଏ.): ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ଚଣ୍ଡିପୁର ଗ୍ରାମରେ ସୋମବାର ବଜ୍ରପାତ ଘଟି ଜଣେ ଯୁବ ଚାଷୀଙ୍କର ମୃତ୍ୟୁ ଘଟିଛି। ସେ ହେଲେ ସେକ୍ ସଫିରୁଦ୍ଦିନ(୨୨)। ସୂଚନା ମୁତାବକ, ସଫିରୁଦ୍ଦିନ ଜମିକୁ ଧାନ ରୋଇବାକୁ ଯାଇଥିବା ବେଳେ ବଜ୍ରପାତ ଘଟିଥିଲା।…
Archives


