ରୂପ ଦେଖିବେ ନା ଗୁଣ- କିଭଳି ବାଛିବେ ଜୀବନସାଥୀ, ଜାଣନ୍ତୁ ଚାଣକ୍ୟଙ୍କ ଏହି ୫ କଥା…
ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତି ମାଧ୍ୟମରେ ନନ୍ଦ ରାଜବଂଶକୁ ପରାସ୍ତ କରି ତାଙ୍କ ଶିଷ୍ୟ ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କୁ ରାଜା କରିଥିଲେ। ସେବେଠାରୁ ତାଙ୍କର ନୀତି ଓ ଜ୍ଞାନକୁ ଲୋକେ ଜୀବନରେ ଗ୍ରହଣ କରି ଆସୁଛନ୍ତି। କାରଣ ଏହା ଜୀବନକୁ ସରଳ ଓ…
ସୁନା ବିକିବାକୁ ଆସି ଧରାପଡ଼ିଲେ
ଗଞ୍ଜାମ,୧୧ା୮(ଡି.ଏନ୍.ଏ.): ଗଞ୍ଜାମ ଜିଲା କରପଡା ଗ୍ରାମର ବୃନ୍ଦାବନ ଚାର୍ଟଙ୍କ ଘରୁ ଗତ ୨୮ ତାରିଖରେ ୨୧ ଭରି ସୁନା, ୧୦୦ ଭରି ରୁପା ସହ ନଗଦ ୧୦ ହଜାର ଟଙ୍କା ଚୋରି ହୋଇଥିଲା। ଏ ନେଇ ଗଞ୍ଜାମ ଥାନାରେ ଏକ (ନଂ.୧୧୨/୨୧)…
ସପ୍ତାହନ୍ତ କର୍ଫ୍ୟୁରେ ପରିବର୍ତ୍ତନ
ଲକ୍ଷ୍ନୌ,୧୧।୮: ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଏବେ ନିୟନ୍ତ୍ରଣକୁ ଆସିଥିବା ବେଳେ ଦୈନିକ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। କିନ୍ତୁ ସମ୍ଭାବ୍ୟ ତୃତୀୟ ଲହରର ଆଶଙ୍କା ରହିଛି। କେରଳରେ, ଯେଉଁଠାରେ କରୋନା ମାମଲା କ୍ରମାଗତ ବୃଦ୍ଧି ପାଉଛି, ସେଠାରେ ଏଭଳି…
ଡବ୍ଲ୍ୟୁଟିସି-୨ ଆରମ୍ଭରୁ ଝୁଣ୍ଟିଲେ ଭାରତ, ଇଂଲଣ୍ଡ
ଦୁବାଇ,୧୧।୮ : ନିକଟରେ ଅମୀମାଂସିତ ଭାବେ ଶେଷ ହୋଇଥିବା ଟ୍ରେଣ୍ଟ ବ୍ରିଜ ଟେଷ୍ଟରୁ ଆରମ୍ଭ ହୋଇଛି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି)ର ଦ୍ୱିତୀୟ ସଂସ୍କରଣ। ପ୍ରଥମ ସଂସ୍କରଣର ଉପବିଜେତା ଭାରତ ଓ ଇଂଲଣ୍ଡ ଆରମ୍ଭରୁ ହିଁ ଝୁଣ୍ଟି ପଡ଼ିଛନ୍ତି। ପ୍ରଥମ ମ୍ୟାଚ୍ରେ…
କୋର୍ଟଙ୍କ ଦ୍ୱାରସ୍ଥ ହେଲେ ପୂର୍ବତନ ବିଧାୟକ ପ୍ରଦୀପ ପାଣିଗ୍ରାହୀ
ଭୁବନେଶ୍ୱର,୧୧ା୮(ବ୍ୟୁରୋ): ଲୋକାୟୁକ୍ତଙ୍କ ବିରୋଧରେ ଅଭିଯୋଗ କରିବା ସହିତ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୂର୍ବତନ ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଲୋକାୟୁକ୍ତ ଜଷ୍ଟିସ୍ ଅଜିତ ସିଂ ଓ ସଚିବ ମାନସ ତ୍ରିପାଠୀଙ୍କ ବିରୋଧରେ କୋର୍ଟଙ୍କ ପ୍ରଦୀପ ପାଣିଗ୍ରାହୀ। ପାଠକ ବାପ-ପୁଅ ମାମଲାରେ ଗିରଫ ହୋଇଥିବା…
ମେକ୍ ଇନ୍ ଇଣ୍ଡିଆ ସ୍ବପ୍ନର ଦୁଃଖଦ ଅନ୍ତ
ମୁମ୍ବାଇ,୧୧।୮: ମହାରାଷ୍ଟ୍ରର ୟଭତମାଲରେ ଜଣେ ଯୁବକଙ୍କ ‘ମେକ୍ ଇନ୍ ଇଣ୍ଡିଆ’ ସ୍ବପ୍ନର ଏକ ଦୁଃଖଦ ଅନ୍ତ ଘଟିଛି। ପରୀକ୍ଷଣ ସମୟରେ ‘ମୁନ୍ନା ହେଲିକପ୍ଟର’ ଦୁର୍ଘଟଣାଗ୍ରସ୍ତ ହୋଇଯିବାରୁ ଏହାକୁ ତିଆରି କରିଥିବା ଶେଖ୍ ଇସ୍ମାଇଲ ଅରଫ ମୁନ୍ନା ଶେଖଙ୍କ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ,…
ଚଳନ୍ତା ହେଲିକପ୍ଟରୁ ତଳକୁ ଖସି ପଡ଼ିଥିଲେ ଏହି ଅଭିନେତା: ପରେ ବଳାତ୍କାର ଅଭିଯୋଗରେ ହୋଇଥିଲେ ଗିରଫ
ବଲିଉଡରେ ଅନେକ ତାରକା ଅଛନ୍ତି ଯେଉଁମାନେ ପରଦାରେ କାମ କରିଥିଲେ କିନ୍ତୁ ବ୍ୟକ୍ତିଗତ ଜୀବନରେ ଏତେ ଯନ୍ତ୍ରଣା ଭୋଗୁଥିଲେ ଯାହା କଳ୍ପନା ମଧ୍ୟ କରାଯାଇପାରିବ ନାହିଁ । ଏହିପରି ଜଣେ ଅଭିନେତା ଥିଲେ ଇନ୍ଦର କୁମାର ଯାହାଙ୍କୁ ଆପଣ ‘ୱାଣ୍ଟେଡ’ ଏବଂ…
ଲୋକ ସଭା କାର୍ଯ୍ୟକାଳ ଶେଷ ହେବା ପରେ ମୋଦି-ଶାହା-ସୋନିଆଙ୍କ ସହ ବୈଠକ କଲେ ବାଚସ୍ପତି
ନୂଆଦିଲ୍ଲୀ,୧୧।୮: ଲୋକ ସଭାକୁ ବୁଧବାର ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯିବା ପରେ ବାଚସ୍ପତି ଓମ ବିର୍ଲା ଏକ ବୈଠକ କରିଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଓ କଂଗ୍ରେସ…
ସାନପୁଅଙ୍କ ନାମ ଜାହାଙ୍ଗୀର ରଖିବାକୁ ନେଇ ଟ୍ରୋଲ ହେଉଛନ୍ତି କରିନା; ଏବେ ନଣନ୍ଦ କହିଲେ ଏମିତି କଥା
ବମ୍ବେ: ପ୍ରଥମ ସନ୍ତାନ ପରେ ଏବେ ଦ୍ୱିତୀୟ ସନ୍ତାନର ନାମକୁ ନେଇ ଚର୍ଚ୍ଚାରେ କରିନା କପୁର ଖାନ। ସାନ ପୁଅଙ୍କ ଅସଲ ନାମ ଜାହାଙ୍ଗୀର ବୋଲି କରିନା ତାଙ୍କ ପୂସ୍ତକରେ କହିଛନ୍ତି। ଏହା ଜଣାପଡ଼ିବା ପରେ ସୋସିଆଲ ମିଡିଆରେ କରିନାଙ୍କୁ ଟ୍ରୋଲ…
ଗାୟତ୍ରୀ ମନ୍ତ୍ର ଜପ କରୁଥିଲେ ରୋଗୀ, ଡାକ୍ତର କରିଦେଲେ ବ୍ରେନ ଟ୍ୟୁମର ଅପରେଶନ
ଜୟପୁର,୧୧।୮: ରାଜସ୍ଥାନର ଜୟପୁରର ଏକ ଘରୋଇ ଡାକ୍ତରଖାନାରେ ଜଣେ ରୋଗୀଙ୍କ ଏକ ନିଆରା ଅପରେଶନ କରିଛନ୍ତି ଡାକ୍ତର। ବିଶେଷ କଥା ହେଉଛି ରୋଗୀକୁ ଚେତାଶୂନ୍ୟ ନ କରି ତାଙ୍କର ବ୍ରେନ୍ ଟ୍ୟୁମରର ଅପରେଶନ କରାଯାଇଛି। ଅପରେଶନ ରୋଗୀ ଗାୟତ୍ରୀ ମନ୍ତ୍ର ଜପ…
ଘରର ଏସବୁ ସ୍ଥାନରେ ଦର୍ପଣ ରଖୁଥିଲେ
ବାସ୍ତୁବିତ୍ଙ୍କ ଅନୁଯାୟୀ, ଯଦି ଘରେ ଦର୍ପଣକୁ ସଠିକ ଦିଗରେ ରଖାଯାଏ ନାହିଁ, ତେବେ ଏହା ବ୍ୟକ୍ତିଙ୍କ ଜୀବନ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ। ବାସ୍ତୁଶାସ୍ତ୍ର ଅନୁଯାୟୀ ସକାରାତ୍ମକ ଶକ୍ତି ସର୍ବଦା ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣକୁ ଗତି କରିଥାଏ। ଦର୍ପଣକୁ…
ଟାଟା ପ୍ରକଳ୍ପ ଆଗରେ ଧାରଣା: ନିଯୁକ୍ତି ଦିଅ ନଚେତ ଜମି ଛାଡ଼
ଛତ୍ରପୁର,୧୧।୮(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ଟାଟା ପ୍ରକଳ୍ପ ପାଇଁ ବିସ୍ଥାପିତ ତଥା ତାଲିମପ୍ରାପ୍ତ ବେକାର ଯୁବତୀ ଯୁବକଙ୍କୁ ନିଯୁକ୍ତି ଦାବି ହୋଇଛି। ଏ ନେଇ କମ୍ପାନୀ ଫାଟକ ଆଗରେ ଧାରଣା ଚାଲିଥିବା ସହ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। କ୍ଷତିଗ୍ରସ୍ତଙ୍କୁ ଜୀବିକା ଦିଅ…
Archives


